Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏହି ପ୍ଲେୟର୍ସଙ୍କୁ ନେଇ ବନାନ୍ତୁ Dream 11 ଟିମ୍, କ୍ୟାପଟେନ୍-ଭାଇସ କ୍ୟାପଟେନ ପାଇଁ ଏହି ଅଫସନ୍ ବେଷ୍ଟ

ଅହମଦାବାଦ: ଆଉ କିଛି ସମୟ ପରେ IPL 2025ର ଫାଇନାଲ ମୁକାବିଲା। ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଓ ପଞ୍ଜାବ କିଙ୍ଗସ (PBKS) ମଧ୍ୟରେ ଖେଳାଯିବ ଫାଇନାଲ। ପ୍ରଶଂସକମାନେ ଏହି ରୋମାଞ୍ଚକର ମ୍ୟାଚକୁ ଅପେକ୍ଷା କରିଛନ୍ତି, କାରଣ ଏହି ସିଜନରେ IPLକୁ ଏକ ନୂଆ…

ଆଜିର ଦିନରେ ରେଡିଓରେ ‘ଭାରତ ବିଭାଜନ’ ହୋଇଥିଲା ଘୋଷଣା, ଜାଣନ୍ତୁ ଅନେକ ରୋଚକ କଥା

ନୂଆଦିଲ୍ଲୀ: ୩ ଜୁନ୍, ଏହି ଦିନ ଭାରତର ଇତିହାସରେ ଏକ ଅବିସ୍ମରଣୀୟ ଅଧ୍ୟାୟ ସୃଷ୍ଟି କରିଥିଲା। ୧୯୪୭ ମସିହାରେ ଏହି ଦିନ ବ୍ରିଟିଶ ଶାସନର ଶେଷ ଭାଇସରାୟ ଲର୍ଡ ମାଉଣ୍ଟବେଟନ ଭାରତ ବିଭାଜନର ଘୋଷଣା କରିଥିଲେ। ଏହି ଘଟଣା ‘୩ ଜୁନ୍ ଯୋଜନା’ ବା ‘ମାଉଣ୍ଟବେଟନ ଯୋଜନା’ ନାମରେ ପରିଚିତ। ଏହି ଯୋଜନା…

ଭାରତର ରାଷ୍ଟ୍ରୀୟ ଭାଷା କ’ଣ?, ସ୍ପେନରେ ଏମିତି ଉତ୍ତର ରଖିଲେ ଡିଏମକେ ସାଂସଦ କାନିମୋଝି…..

ନୂଆଦିଲ୍ଲୀ: ସ୍ପେନରେ ଭାରତୀୟ ସାଂସଦଙ୍କ ପ୍ରତିନିଧିଦଳ। କରୁଛନ୍ତି ପାକିସ୍ତାନର ପର୍ଦ୍ଦାଫାଶ। ହେଲେ ଏହି ସମୟରେ ଯେତେ ବେଳେ ପ୍ରତିନିଧି ଦଳକୁ ଭାରତ ଜାତୀୟ ଭାଷା ନେଇ ପ୍ରଶ୍ନ କରାଯାଇଥିଲା, ଏହାର ଉତ୍ତର ସମସ୍ତଙ୍କ ମୁହଁରେ ହସ ଫୁଟାଇଥିଲା। ତେବେ ଅପରେସନ୍ ସିନ୍ଦୂର ପରେ ଭାରତର ପ୍ରସାର…

କେମିତି ଏଟିଏମରୁ ଉଠାଇବେ ପିଏଫ ଟଙ୍କା? ଜାଣନ୍ତୁ ପୂରା ପ୍ରକ୍ରିୟା…

ନୂଆଦିଲ୍ଲୀ: ଭାରତର ଲକ୍ଷାଧିକ ପ୍ରୋଭିଡେଣ୍ଟ ଫଣ୍ଡ (PF) ସଦସ୍ୟଙ୍କ ପାଇଁ ଏକ ବଡ଼ ଖୁସି ଖବର। କେନ୍ଦ୍ର ସରକାର ଏମ୍ପ୍ଲୟୀଜ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ (EPFO)ର ସେବାକୁ ଆଧୁନିକ ଓ ସୁଗମ କରିବା ପାଇଁ EPFO 3.0 ନାମକ ଏକ ବୈପ୍ଳବିକ ପ୍ଲାଟଫର୍ମ ଜୁନ୍ ୨୦୨୫ରୁ ଆରମ୍ଭ କରିବାକୁ ଯୋଜନା…

ଅନଲାଇନ୍ ଗେମିଂ ଆପରେ ୫ ଲକ୍ଷ ହାରିବା ପରେ ଆତ୍ମହତ୍ୟା କଲେ ଦମ୍ପତି

କୋଟା: ପୁଣି ଗେମିଂ ଆପ୍ ନେଲା ଜୀବନ । ଏଭଳି ଦୁଃଖଦ ଘଟଣା ସାମ୍ନାକୁ ଆସିଛି ରାଜସ୍ଥାନର କୋଟାରୁ । ଏକ ଦମ୍ପତି ଏକ ଅନଲାଇନ୍ ଗେମିଂ ଆପରେ ୫ ଲକ୍ଷ ଟଙ୍କା ହରାଇବା ପରେ ହତାଶ ହୋଇ ଆତ୍ମହତ୍ୟା କରିଛନ୍ତି । ଜୀବନ ହାରିଥିବା ଦମ୍ପତି ହେଲେ କୋଟାର ଖେଡ଼ା ରାମନୁର ଗାଁ ସ୍ଥିତ ଦୀପକ ରାଠୋଡ଼ ଓ…

ଟ୍ରାନ୍ସଜେଣ୍ଡର ବାପା-ମାଆ ହୋଇପାରିବେ କି ? ଆସିଲା ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଟ୍ରାନ୍ସଜେଣ୍ଡର ଦମ୍ପତିମାନେ କ’ଣ ‘ମାଆ’ ବା ‘ବାପା’ ପରିବର୍ତ୍ତେ କେବଳ ‘ମାତାପିତା’ ଭାବେ ପରିଚିତ ହେବାର ଅଧିକାର ରଖନ୍ତି? ଏହି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉପରେ କେରଳ ହାଇକୋର୍ଟ ଏକ ଐତିହାସିକ ରାୟ ଶୁଣାଇଛି, ଯାହା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ହୋଇଛି। କୋର୍ଟ କୋଝିକୋଡ…

ପାକ୍ ପାଇଁ ଗୁଇନ୍ଦାଗିରି କରୁଥିବା ଯବାନଙ୍କ ଆଉ ଏକ ଖୁଲାସା: ଆତଙ୍କବାଦ ପାଇଁ କୋଲକାତାରେ ହେଉଛି ଅର୍ଥ ନେଣଦେଣ

ନୂଆଦିଲ୍ଲୀ: ଗତ ସପ୍ତାହରେ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ଜଣେ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF) ଯବାନଙ୍କୁ ଗିରଫ କରିଥିଲା। ଅଭିଯୁକ୍ତ ମୋତି ରାମ ଜାଟଙ୍କ ଗୁପ୍ତଚର କାର୍ଯ୍ୟକଳାପରେ ସମ୍ପୃକ୍ତି ବିଷୟରେ ନିରନ୍ତର ନୂତନ ତଥ୍ୟ ସାମ୍ନାକୁ…

ରହସ୍ୟମୟ ଭାବେ ସମୁଦ୍ର ହେଉଛି କଳା, ବୈଜ୍ଞାନିକ ବି ଆଶ୍ଚର୍ଯ୍ୟ

ଲଣ୍ଡନ: ଏକ ନୂଆ ଗବେଷଣା ଅନୁସାରେ, ଗତ ୨୦ ବର୍ଷରେ ବିଶ୍ୱର ୨୧ ଶତାଂଶରୁ ଅଧିକ ମହାସାଗର ଅତ୍ୟନ୍ତ ଗାଢ଼ କଳା ହୋଇଯାଇଛି। ଏହାର ଅର୍ଥ ପ୍ରାୟ ୭.୫ କୋଟି ବର୍ଗ କିଲୋମିଟରରୁ ଅଧିକ ସାଗରୀୟ ଅଞ୍ଚଳ ପ୍ରଭାବିତ ହୋଇଛି। ଏହି ଗବେଷଣା ‘ଗ୍ଲୋବାଲ ଚେଞ୍ଜ ବାୟୋଲୋଜି’ ନାମକ ବିଜ୍ଞାନ ପତ୍ରିକାରେ ପ୍ରକାଶ…

ଆସାମରୁ ମଣିପୁର ବନ୍ୟା ତାଣ୍ଡବ: ଏପର୍ଯ୍ୟନ୍ତ ଗଲାଣି ୪୦ ଜୀବନ, ୫ଲକ୍ଷରୁ ଅଧିକ ଲୋକ ଜଳବନ୍ଦୀ

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଭାରତରେ ଭୟଙ୍କର ବନ୍ୟା ଏବଂ ଭୂସ୍ଖଳନ ତାଣ୍ଡବ ରଚିଛି। ମେ ୨୯ ତାରିଖରୁ, ୬ଟି ରାଜ୍ୟରେ ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ଅତି କମରେ ୪୦ ଜଣଙ୍କର ମୃତ୍ୟୁ ହୋଇଛି। ଲକ୍ଷ ଲକ୍ଷ ଲୋକେ ଏବେ ବି ବନ୍ୟା ପାଣି ସହିତ ସଂଘର୍ଷ କରୁଛନ୍ତି। ଆସାମ, ମେଘାଳୟ, ମଣିପୁର, ତ୍ରିପୁରା,…

ବାଂଲାଦେଶ ନୂଆ ନୋଟରୁ ହଟିଲା ଶେଖ୍‌ ମୁଜିବୁର୍ ରେହମାନଙ୍କ ଫଟୋ, ସ୍ଥାନ ପାଇଲା ଏହି ସବୁ…

ଢାକା: ବାଂଲାଦେଶର ୟୁନୁସ୍ ସରକାର ରବିବାର ଦେଶରେ ନୂଆ ନୋଟ୍ ଜାରି କରିଛନ୍ତି । ଯେଉଁଥିରେ 'ବଙ୍ଗବନ୍ଧୁ' ନାମରେ ପରିଚିତ ତଥା ଜାତିର ପିତା ଶେଖ ମୁଜିବୁର ରହମାନଙ୍କ ଫଟୋକୁ ସ୍ଥାନିତ କରାଯାଇନାହିଁ । ଶେଖ ହାସିନାଙ୍କୁ କ୍ଷମତାରୁ ବହିଷ୍କାର କରାଯିବା ଏବଂ ଦେଶରେ ରାଜନୈତିକ ସଙ୍କଟ ପରେ,…