Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିଶ୍ୱ ଯୁଦ୍ଧ ଥୟ ! ୟୁକ୍ରେନ ଉପରେ ଋଷିଆ କରିବ ପ୍ରମାଣୁ ଆକ୍ରମଣ ?

ମସ୍କୋ/କିଭ୍: ଗତ ତିନି ବର୍ଷ ଧରି ଚାଲିଥିବା ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଏବେ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି। ୟୁକ୍ରେନ୍ ରୁଷ୍ ଉପରେ ଏଯାଏ ସବୁଠାରୁ ବଡ଼ ଆକ୍ରମଣ କରିଛି। ୟୁକ୍ରେନ୍ ଡ୍ରୋନ୍ ସାହାଯ୍ୟରେ ରୁଷର ପାଞ୍ଚଟି ବାୟୁସେନା ଘାଟି (ଏୟାରବେସ୍)କୁ ଟାର୍ଗେଟ କରିଛି। ଦାବି…

IPL ରୁ କେତେ ଟଙ୍କା ରୋଜଗାର କରିଥାଏ JioHotstar, ସଂଖ୍ୟା ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍ ୨୦୨୫) କେବଳ କ୍ରିକେଟ୍ ଓ ଗ୍ଲାମରର ନାମ ନୁହେଁ, ଏହା କୋଟି କୋଟି ଟଙ୍କାର ରୋଜଗାରର ଏକ ବଡ଼ ମଞ୍ଚ। ଏହି ଟୁର୍ନାମେଣ୍ଟରେ ଟିମ୍ ଫ୍ରାଞ୍ଚାଇଜିଙ୍କଠାରୁ ଆରମ୍ଭ କରି ବିସିସିଆଇ (BCCI) ପର୍ଯ୍ୟନ୍ତ ପ୍ରତିବର୍ଷ କୋଟି କୋଟି ଟଙ୍କାର ଲାଭ ହାସଲ…

ମୋଦିଙ୍କୁ ଭେଟିବେ ବିଦେଶ ଗସ୍ତରେ ଯାଇଥିବା ପ୍ରତିନିଧି 

ନୂଆଦିଲ୍ଲୀ: 'ଅପରେସନ ସିନ୍ଦୂର'କୁ ନେଇ ବିଦେଶ ଗସ୍ତ କରୁଥିବା ପ୍ରତିନିଧିମଣ୍ଡଳର ସଦସ୍ୟମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ। ତେବେ ପ୍ରତିନିଧିମଣ୍ଡଳ ଅପରେସନ ସିନ୍ଦୂରକୁ ନେଇ ଅନେକ ଦେଶ ଗସ୍ତ କରି ଭାରତର ପକ୍ଷ ଉପସ୍ଥାପନ କରୁଛନ୍ତି ଓ ସେଠାରୁ ଫେରିବା ପରେ ବିଶ୍ବବ୍ୟାପୀ ହୋଇଥିବା…

ପାକ୍ ପାହାଡ଼ରେ ନିଜର ଅସ୍ତ୍ରଶସ୍ତ୍ର ଲୁଚାଇ ରଖିଛି କି ଚୀନ୍? ସତ ଘଟଣା ଆପଣଙ୍କୁ କରିବ ଚକିତ

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ କିଛି ସମୟ ଧରି ଚାଲିଥିବା ସାମରିକ ମୁହାଁମୁହିଁ ସମୟରେ, ସୋସିଆଲ ମିଡିଆରେ ଆଲୋଚନା ହୋଇଥିଲା ଯେ ଭାରତ ପାକିସ୍ତାନର କିରାନା ହିଲ୍ସରେ ଅବସ୍ଥିତ ପରମାଣୁ ପ୍ଲାଣ୍ଟକୁ ଟାର୍ଗେଟ କରିଛି। ଯେତେବେଳେ ଏହି ପ୍ରସଙ୍ଗରେ ଆଲୋଚନା ହେଲା, ସେହି ସମୟରେ…

ନିଟ୍-ପିଜି ୨୦୨୫ ପ୍ରବେଶିକା ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: NEET-PG ୨୦୨୫ ପ୍ରବେଶିକା ପରୀକ୍ଷା ସ୍ଥଗିତ। ଜୁନ୍‌ ୧୫ରେ ହେବାକୁ ଥିବା ପରୀକ୍ଷା ସ୍ଥଗିତ। ପରୀକ୍ଷା ସ୍ଥଗିତ ନେଇ ସୂଚନା ଜାରି କଲା NBEMS। ୨ ସିଫ୍ଟ ବଦଳରେ ଗୋଟିଏ ସିଫ୍ଟରେ ପରୀକ୍ଷା ପାଇଁ କହିଥିଲେ ସୁପ୍ରିମକୋର୍ଟ। ଗୋଟିଏ ସିଫ୍ଟରେ ପରୀକ୍ଷା ପାଇଁ ଅଧିକ ପରୀକ୍ଷା କେନ୍ଦ୍ର…

କରୋନା ମାମଲାକୁ ନେଇ ଚିନ୍ତାରେ ହାଇକୋର୍ଟ, ମାଗିଲେ ରିପୋର୍ଟ୍ 

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯାହାକୁ ନେଇ ଏବେ ଦିଲ୍ଲୀ ହାଇକୋର୍ଟ ମଧ୍ୟ ଚିନ୍ତାରେ ପଡିଯାଇଛନ୍ତି। ଏପରିକି ନମୁନା ସଂଗ୍ରହ ନେଇ ହାଇକୋର୍ଟ ୬ ସପ୍ତାହ ମଧ୍ୟରେ କେନ୍ଦ୍ର ସରକାରଙ୍କୁ ଏକ ରିପୋର୍ଟ ମାଗିଛନ୍ତି। ପୂର୍ବରୁ ଏଥିପାଇଁ ୧୨ ସପ୍ତାହର ସମୟ…

ସୁପର ଓ୍ବେପନରେ ୟୁକ୍ରେନକୁ ଜବାବ !

ନୂଆଦିଲ୍ଲୀ: ୟୁକ୍ରେନର ଡ୍ରୋନ୍ ତାଣ୍ଡବ । ଋଷର ୪ଟି ଏୟାରବେସରେ ୪୦ଯୁଦ୍ଧ ବିମାନ ଧ୍ବଂସ । ସୁପର ପାଓ୍ବାରର ସେନା ଗୌରବକୁ ସିଧା ଚ୍ୟାଲେଞ୍ଜ କରିଛି ୟୁକ୍ରେନ୍ । ୟୁକ୍ରେନ୍ ପକ୍ଷରୁ ହୋଇଥିବା ଏହି ଆକ୍ରମଣ ନାଟୋରୁ ମିଳିଥିବା ହତିଆର ଓ ଗୁଇନ୍ଦା ସୂଚନା ପାଇଁ ସମ୍ଭବ ହୋଇଥିବା କୁହାଯାଉଛି।…

ବିହାରରେ ଚିରାଗ ମୁଖ୍ୟମନ୍ତ୍ରୀ ଚେହେରା !

ନୂଆଦିଲ୍ଲୀ: ବିହାର ରାଜନୀତିରେ ଚର୍ଚ୍ଚାରେ ଚିରାଗ ପାଶଓ୍ବାନଙ୍କ ଗୁଗଲି । ବିହାର ବିଧାନସଭା ନିର୍ବାଚନ ଲଢିବେ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶଓ୍ବାନ! ପ୍ରଥମେ ଲୋକ ଜନଶକ୍ତି ପାର୍ଟି ରାମବିଳାଶ ପାଇଁ ୩୦ଟି ବିଧାନସଭା ସିଟ୍ ମାଗିଥିଲେ ଚିରାଗ । ପରେ ସେ ନିଜେ ବିଧାନସଭା ନିର୍ବାଚନ ଲଢିବା…

ଜି-୭ ସମ୍ମିଳନୀରେ ସାମିଲ ନହୋଇପାରନ୍ତି ପ୍ରଧାନମନ୍ତ୍ରୀ ମୋଦି…

ନୂଆଦିଲ୍ଲୀ: ଜି-୭ ସମ୍ମିଳନୀରେ ସାମିଲ ନ ହୋଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଟାୱା ଏବଂ ନୂଆଦିଲ୍ଲୀ ମଧ୍ୟରେ ମତାନ୍ତର ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ଜି-୭ ଶିଖର ସମ୍ମିଳନୀ ପାଇଁ କାନାଡା ଯିବାର ସମ୍ଭାବନା ବହୁତ୍ କମ୍ ରହିଛି । ଜି-୭ ହେଉଛି ବିଶ୍ୱର…

ପାଣି ପାଇଁ ଆଁ କଲାଣି ପାକିସ୍ତାନ ମାଟି, କାନ୍ଦିଲେଣି ପ୍ରଧାନମନ୍ତ୍ରୀ ଶହବାଜ୍!

ନୂଆଦିଲ୍ଲୀ: ପାଣି ପାଇଁ ଏବେ ବଡ ହିନସ୍ତା ହେଉଛି ପାକିସ୍ତାନ । ଖାଲି ଆଖିର ଲୁହ ଛାଡିଦେଲେ, ପାକିସ୍ତାନ ପାଖରେ ପାଣିର ବିକଳ୍ପ କିଛି ନାହିଁ । ଫାଟି ଆଁ କଲାଣି ପାକିସ୍ତାନର କୃଷି ଜମି । ଭାରତ ସାଙ୍ଗରେ ଲାଗିବା, ଏବେ ପାକିସ୍ତାନକୁ ବଡ ମହଙ୍ଗା ପଡିଛି । ସିନ୍ଧୁ ଜଳ ଚୁକ୍ତିନାମା ବନ୍ଦ…