Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିମାନ ଦୁର୍ଘଟଣା ପୂର୍ବରୁ ପରସ୍ପର ମଧ୍ୟରେ କ’ଣ କଥା ହୋଇଥିଲେ ପାଇଟଲ୍?: ଆସିଲା ବ୍ଳାକ୍ ବକ୍ସ ତଥ୍ୟ….

ଅହମ୍ମଦାବାଦ: ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ଏକ ମାସ ବିତିଥିବା ବେଳେ ଏବେ ଦୁର୍ଘଟଣା ପଛର ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିଛି । ମାମଲାର ତଦନ୍ତ କରୁଥିବା ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ୍ ବ୍ୟୁରୋ (ଏଏଆଇବି) ଏହାର ପ୍ରାରମ୍ଭିକ ରିପୋର୍ଟ ପ୍ରକାଶ କରିଥିବା ବେଳେ ବ୍ଲାକ…

ସାମ୍ନାକୁ ଆସିଲା ସତ: ଓ୍ବାକଫ୍ ବିଲ ସପକ୍ଷରେ ଭୋଟ ଦେଇଥିଲେ ବିଜେଡିର ୫ ସାଂସଦ….

ନୂଆଦିଲ୍ଲୀ/ଭୁବନେଶ୍ବର: ଯେଉଁ ଓ୍ବାକଫ୍ ବିଲକୁ ନେଇ ବିଜେଡିରେ ରାଜନୈତିକ ଝଡ ଦେଖାଦେଇଥିଲା, ବିଜେଡିର କିଏ କିଏ ଏହି ବିଲ୍ ସପକ୍ଷରେ ଏବଂ କିଏ ଏହି ବିଲ୍ ବିପକ୍ଷରେ ଭୋଟ ଦେଇଥିଲେ ତାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଥିଲା, ଏବେ ସତ ସାମ୍ନାକୁ ଆସିଛି । ସଂସଦର ଦଲିଲ ଅନୁଯାୟୀ, ଚଳିତ…

‘ଏକ ରାଷ୍ଟ୍ର, ଏକ ନିର୍ବାଚନ’: ସପକ୍ଷରେ ଅନେକ ବିଚାରପତି, ତ୍ରୁଟି ଦର୍ଶାଇଲେ ପୂର୍ବତନ ମୁଖ୍ୟ ବିଚାରପତି….

ନୂଆଦିଲ୍ଲୀ: ବିଲରେ ପରିଣତ ହୋଇଛି ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ । କେନ୍ଦ୍ର ସରକାର 'ଏକ ରାଷ୍ଟ୍ର, ଏକ ନିର୍ବାଚନ' ସ୍ୱପ୍ନ ପାଇଁ ପ୍ରସ୍ତୁତ ହୋଉଥିବା ବେଳେ ଏହାକୁ ଦେଶର ଅନେକ ପୂର୍ବତନ ମୁଖ୍ୟ ବିଚାରପତି ଏହି ବ୍ୟବସ୍ଥାକୁ ସାମ୍ବିଧାନିକ ଭାବେ ବୈଧ ବୋଲି ବିବେଚନା କରିଛନ୍ତି । କିନ୍ତୁ…

କେମିତି କାମ କରିନଥିଲା ଦୁଇଟି ଇଞ୍ଜିନ୍…ରିପୋର୍ଟ ସାମ୍ନାକୁ ଆସିବା ପରେ କିଛି ଏପରି କହିଲା ଏୟାର ଇଣ୍ଡିଆ….

ଅହମ୍ମଦାବାଦ: ସାମ୍ନାକୁ ଆସିଲା ଅହମ୍ମଦାବାଦ ବିମାନ ଦୁର୍ଘଟଣା ପଛର ସତ । ୧୨ ଜୁନ୍ ୨୦୨୫ରେ ଅହମ୍ମଦାବାଦରେ ଘଟିଥିବା ଏହି ମର୍ମନ୍ତୁଦ ବିମାନ ଦୁର୍ଘଟଣା ସମସ୍ତଙ୍କୁ ଦୋହଲାଇ ଦେଇଥିଲା। ଏବେ ମଧ୍ୟ ଲୋକମାନେ ଏହି ଦୁର୍ଘଟଣାକୁ ଭୁଲି ନାହାଁନ୍ତି। ବର୍ତ୍ତମାନ ଏହି ଦୁର୍ଘଟଣାର ରିପୋର୍ଟ ଆସିଛି,…

ଆସିଲା ଅହମ୍ମଦାବାଦ ବିମାନ ଦୁର୍ଘଟଣାର ପ୍ରାଥମିକ ତଦନ୍ତ ରିପୋର୍ଟ

ନୂଆଦିଲ୍ଲୀ: ଆସିଲା ଅହମ୍ମଦାବାଦ ବିମାନ ଦୁର୍ଘଟଣାର ପ୍ରାଥମିକ ତଦନ୍ତ ରିପୋର୍ଟ । ଭାରତର ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (AAIB) ଦ୍ୱାରା କରାଯାଇଥିବା ଏକ ତଦନ୍ତରୁ ଜଣାପଡିଛି ଯେ, ଏୟାର ଇଣ୍ଡିଆର ବୋଇଂ 787-8 ବିମାନଟି ଅହମ୍ମଦାବାଦରୁ ଉଡ଼ାଣ ଭରିବା ମାତ୍ରେ ପ୍ରାୟ ୯୦ ସେକେଣ୍ଡ…

ଭାଙ୍ଗୁଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ

ରାୟପରୁ: ଛତିଶଗଡ଼ରେ ଆତ୍ମସମର୍ପଣ କଲେ ୨୨ ମାଓବାଦୀ। ବସ୍ତର ଆଇଜି ଓ ନାରଣପୁର ଜିଲ୍ଲା ଏସପିଙ୍କ ନିକଟରେ ଆତ୍ମସମର୍ପଣ କଲେ ୨୨ ନକ୍ସଲ। ଆତ୍ମସମର୍ପଣ ମାଓବାଦୀଙ୍କ ମଧ୍ୟରେ ୧୪ ପୁରୁଷ ଓ ୮ ମହିଳା ଅଛନ୍ତି। ମାଓବାଦୀଙ୍କ ନାଁରେ ୩୭ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା। ସୁରକ୍ଷା ବାହିନୀର…

ରାଜଧାନୀ ଦିଲ୍ଲୀରେ ପୁଣି ଭୂକମ୍ପ ଝଟ୍‌କା, ୨୪ ଘଣ୍ଟାରେ ଦୁଇଥର

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଗତ ୨୪ ଘଣ୍ଟା ମଧ୍ୟରେ ଦୁଇ ଦୁଇ ଥର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ନିକଟରେ ଘଟିଥିବା ଏହି ଭୂମିକମ୍ପର ତୀବ୍ରତା ୩.୭ ରେକର୍ଡ କରାଯାଇଛି, ଯାହାର କେନ୍ଦ୍ରସ୍ଥଳ ଥିଲା ହରିୟାଣାର ଝାଜ୍ଜର। ଏହା ପୂର୍ବରୁ ଗତକାଲି ସକାଳ ୯ଟା ୪ରେ ଆଉ…

ବଢୁଛି ରାଧିକା ମୃତ୍ୟୁ ରହସ୍ୟ, ପୋଲିସର ସାଂଘାତିକ ଖୁଲାସା !

ନୂଆଦିଲ୍ଲୀ:ଧୀରେ ଧୀରେ ବଢୁଛି ଟେନିସ୍‌ ଖେଳାଳି ରାଧିକା ଯାଦବଙ୍କ ହତ୍ୟା ରହସ୍ୟ । ବାପା ଦୀପକ ଯାଦବ ହତ୍ୟା କରିଥିବା ସ୍ବୀକାର କରିଛନ୍ତି। ଝିଅର ଟେନିସ ଏକାଡେମୀକୁ ନେଇ ବାପା ଖୁସି ନଥିବା ପୋଲିସ ଆଗରେ କହିଥିବା ଜଣାପଡ଼ିଛି । ଅନ୍ୟପଟେ ହତ୍ୟାକାଣ୍ଡ ପଛରେ ପ୍ରେମବ୍ୟାପାର ଥିବା ନେଇ…

ନାସାର ଚମତ୍କାର ଦୂରବୀକ୍ଷଣ, ଦେଖାଗଲା ଅଶ୍ଚର୍ଯ୍ୟକର ଜିନିଷ

ନୂଆଦିଲ୍ଲୀ: ନାସା ନିକଟରେ ଦୁଇଟି ମହାକାଶ ଦୂରବୀକ୍ଷଣ – ହବଲ ଏବଂ ଜେମ୍ସ ୱେବ – ମାଧ୍ୟମରେ ଏକମାତ୍ର ତାରାମଣ୍ଡଳର ଛବି ପ୍ରକାଶ କରିଛି। ପ୍ରଥମ ଦୃଷ୍ଟିରେ ଉଭୟ ଛବି ଅତ୍ୟନ୍ତ ଆକର୍ଷଣୀୟ ଲାଗୁଛି, କିନ୍ତୁ ନିକଟରୁ ଦେଖିଲେ ଉଭୟଙ୍କ ମଧ୍ୟରେ ଥିବା ପାର୍ଥକ୍ୟ ସ୍ପଷ୍ଟ ହେଉଛି। ଏବେ ପ୍ରଶ୍ନ…

ଘରୋଇ ହସ୍ପିଟାଲ ପାଇଁ କଡ଼ା ନିୟମ; ରୋଗୀଙ୍କ ମୃତଦେହକୁ ଅଟକାଇ ପାରିବେନି

ଆସାମ:କୌଣସି ଘରୋଇ ହସ୍ପିଟାଲ କି ନର୍ସିଂ ହୋମ୍‍ ଆଉ କରିପାରିବେନି ମନମାନି । ବିଲ୍‌ ପେମେଣ୍ଟ ହେଉ ଅବା ନହେଉ ଏବେ ରୋଗୀଙ୍କ ମୃତଦେହକୁ ଅଟକାଇ ପାରିବେ ନାହିଁ । ମୃତ୍ୟୁ ହେବାର ୨ଘଣ୍ଟା ମଧ୍ୟରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିବା ବାଧ୍ୟତାମୂଳକ ବୋଲି ଘୋଷଣା କରିଛନ୍ତି ଆସାମ…