Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବହିଷ୍କାର ପରେ ପ୍ରଥମ ଭାବବିହ୍ବଳ ପୋଷ୍ଟ ଲେଖିଲେ ଲାଲୁଙ୍କ ବଡ ପୁଅ: କହିଲେ, ‘ଡିୟର ମମି, ପାପା…’

ପାଟନା: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବ ଦଳରୁ ବହିଷ୍କାର ହେବା ପରେ ପ୍ରଥମ ଥର ପାଇଁ ନିଜର ମୁହଁ ଖୋଲିଛନ୍ତି । ଫେସବୁକରେ ଏକ ପୋଷ୍ଟ ଜାରି କରି ବାପାମାଙ୍କୁ ସମ୍ବୋଧିତ କରି ଏକ ଭାବପ୍ରବଣ ବାର୍ତ୍ତା ସେୟାର କରିଛନ୍ତି ।…

ପୁଣି ବାପା ହେଲେ ମସ୍କ; ଦାବି କଲେ ଜାପାନୀ ପପ୍ ଷ୍ଟାର

ନୂଆଦିଲ୍ଲୀ: ୪୭ତମ ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଏକ ଜୋରଦାର ପ୍ରଚାର କରିଥିଲେ। କିନ୍ତୁ ପରେ DOGE ଗଠନ ସତ୍ତ୍ୱେ ସେ ହ୍ୱାଇଟ୍ ହାଉସରେ ତାଙ୍କ ଭୂମିକାରୁ ଇସ୍ତଫା ଦେଇଥିଲେ। ତେବେ ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟରେ ତାଙ୍କ ବ୍ୟକ୍ତିଗତ ଜୀବନ ସହିତ ଜଡିତ ଅନେକ…

ପାକିସ୍ତାନ ପାଇଁ ଗୁପ୍ତଚର ମାମଲାରେ NIAର ବଡ଼ କାର୍ଯ୍ୟାନୁଷ୍ଠାନ, ୮ରାଜ୍ୟର ୧୫ସ୍ଥାନରେ ରେଡ୍

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ପାକିସ୍ତାନ ପାଇଁ ଗୁପ୍ତଚର କାମ କରୁଥିବା ଲୋକଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ପାକିସ୍ତାନ ପାଇଁ ଗୁପ୍ତଚରୀ ଲିଙ୍କରେ ୮ଟି ରାଜ୍ୟର ୧୫ଟି ସ୍ଥାନରେ ରେଡ୍ କରିଛି ନ୍ୟାସନାଲ ଇନଭେଷ୍ଚିଗେସନ ଏଜେନ୍ସି…

ପୁଣି ପାକିସ୍ତାନ ଉପରେ ବର୍ଷିଲା ଭାରତ: କହିଲା, ‘ନିଜ ଅଠା ଆମ ମୁଣ୍ଡରେ ବୋଳନି…’

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ବିଶ୍ୱ ମଞ୍ଚରେ ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ରଖିବା ନେଇ ପ୍ରଶ୍ନ ଉଠାଇବା ପରେ, ଏହାକୁ ନେଇ ଏବେ ପାକିସ୍ତାନ ଉପରେ ପୁଣି ବର୍ଷିଛି ଭାରତ । କଡା ଜବାବ ଦେଇଛି । ଶହବାଜଙ୍କ ପ୍ରଶ୍ନକୁ ଭତ୍ସନା କରି ଏହାର ଗୋଟିଏ ଦିନ…

କିଏ ଏହି ଶର୍ମିଷ୍ଠା ପନୋଲି?, ଉଠୁଛି ପଡୁଛି ବଙ୍ଗଳା….

କୋଲକାତା: ପୁନେର ଜଣେ ୨୨ ବର୍ଷୀୟା ଆଇନ ଛାତ୍ରୀ ଶର୍ମିଷ୍ଠା ପାନୋଲିଙ୍କୁ କୋଲକାତା ପୋଲିସ ଶୁକ୍ରବାର ଗୁରୁଗ୍ରାମରୁ ଗିରଫ କରିଛି । ଯାହାକୁ ନେଇ ଏବେ ଏବେ ଉଠୁଛି ପଡୁଛି ପୂରା ପଶ୍ଚିମବଙ୍ଗ । ତେବେ ଅଭିଯୋଗ ହୋଇଛି ସୋସିଆଲ ମିଡିଆ ପୋଷ୍ଟରେ  ଧର୍ମ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇ…

ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି କୋରୋନା ମାମଲା, ଆକ୍ଟିଭ ମାମଲା ୩,୩୯୫କୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ କୋରୋନା ମାମଲା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ କୋରୋନା ସଂକ୍ରମଣ ମାମଲା ୩ ହଜାର ଉପରେ ପହଞ୍ଚିଛି । ଭାରତରେ ଏଯାଏଁ କୋରୋନା ମାମଲା ସଂଖ୍ୟା ୩,୩୯୫ ଛୁଇଁଛି । କେରଳରେ ସର୍ବାଧିକ ୧୩୩୬ଟି ଆକ୍ଟିଭ ମାମଲା ରହିଛି । ତେବେ କେରଳରେ ସର୍ବାଧିକ…

ରାଜ୍ୟରେ ପ୍ରଥମ କୋଭିଡ୍‌ ଆକ୍ରାନ୍ତଙ୍କ ମୃତ୍ୟୁ ଅଭିଯୋଗ; ଏପଟେ ୩୦୦୦ ଟପିଲା କରୋନା ମାମଲା

ଭୁବନେଶ୍ବର: ଓଡ଼ିଶାରେ ଚଳିତବର୍ଷର ପ୍ରଥମ କରୋନା ସଂକ୍ରମିତଙ୍କ ମୃତ୍ୟୁ ଅଭିଯୋଗ ଆସିଛି । ଅଭିଯୋଗ ଅନୁସାରେ ଭୁବନେଶ୍ବରରେ ଜଣେ କୋଭିଡ୍‌ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କିନ୍ତୁ ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରା ଯାଇ ନାହିଁ । ସୂଚନାମୁତାବକ, ମୃତକ ଜଣେ ବୃଦ୍ଧ ।  କିଛି…

ଶସ୍ତା ହେଲା କମର୍ସିଆଲ୍ ସିଲିଣ୍ଡର, କମିଲା ୨୪ ଟଙ୍କା

ନୂଆଦିଲ୍ଲୀ: କମର୍ସିଆଲ୍ LPG ଗ୍ୟାସ୍‌ ସିଲିଣ୍ଡର୍ କମିଲା ଦର । ୧୯ କେଜି କମର୍ସିଆଲ୍ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୨୪ ଟଙ୍କା ହ୍ରାସ ପାଇଛି, ଯାହା ଜୁନ୍ ୧ ତାରିଖରୁ ଲାଗୁ ହେବ ଅର୍ଥାତ୍ ଆଜିଠାରୁ ଲାଗୁ ହେଉଛି । ଅଏଲ୍‌ ମାର୍କେଟିଂ କମ୍ପାନୀ ଗୁଡ଼ିକ ଆଜିଠୁ ଏହି ଦର ହ୍ରାସ ନେଇ…

ବିନା ନିମନ୍ତ୍ରଣରେ କାର୍ଯ୍ୟକ୍ରମରେ ପହଞ୍ଚିଥିଲେ ଶାହିଦ ଆଫ୍ରିଦି

ଦୁବାଇ: ଦୁବାଇରେ ରହୁଥିବା କେରଳ ପ୍ରବାସୀଙ୍କ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଶାହିଦ ଆଫ୍ରିଦିଙ୍କୁ  ସ୍ବାଗତ କରାଯାଇଥିଲା। ଯାହାର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ଫଳରେ କେରଳ ପ୍ରବାସୀ ସଂଘଙ୍କୁ ଖୁବ୍ ସମାଲୋଚନା କରାଯାଇଥିଲା।…

ମିସ୍ ୱାର୍ଲ୍ଡ ୨୦୨୫ ମୁକୁଟ ପିନ୍ଧିଲେ ଥାଇଲାଣ୍ଡ ସୁନ୍ଦରୀ

ହାଇଦ୍ରାବାଦ:୨୦୨୫ ମସିହାର ମିସ୍ ୱାର୍ଲ୍ଡ ବିଜେତା ହେଲେ ଥାଇଲାଣ୍ଡ ସୁନ୍ଦରୀ ଓପାଲ ସୁଚାତା ଚୁଆଙ୍ଗଶ୍ରୀ । ଏହି ଇଭେଣ୍ଟ ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଅନୁଷ୍ଠିତ ହୋଇଥିଲା । ତେବେ ଇଥିଓପିଆର ହାସେଟ୍ ଡେରେଜେ ହେଲେ ପ୍ରଥମ ରନରଅପ୍ । ଏହି ପ୍ରତିଯୋଗିତାରେ ମିସ୍ ପୋଲାଣ୍ଡ ତୃତୀୟ…