Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନାମିବିୟାର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନାମିବିୟାର ସର୍ବୋଚ୍ଚ ନାଗରିକ ସମ୍ମାନ 'ଅର୍ଡର ଅଫ୍ ଦି ମୋଷ୍ଟ ଆନସିଣ୍ଟ ୱେଲୱିଟସ୍ଚିଆ ମିରାବିଲିସ୍' ପ୍ରଦାନ କରାଯାଇଥିଲା। ଏହି ପୁରସ୍କାର ୧୯୯୫ରେ ବିଶିଷ୍ଟ ସେବା ଏବଂ ନେତୃତ୍ୱକୁ ସ୍ୱୀକୃତି ଦେବା ପାଇଁ ପ୍ରତିଷ୍ଠା କରାଯାଇଥିଲା।…

କ୍ୟାଣ୍ଟିନ୍ କର୍ମଚାରୀଙ୍କୁ ପିଟିଲେ ବିଧାୟକ ସଞ୍ଜୟ ଗାୟକୱାଡ, କହିଲେ- ମୁଁ ବକ୍ସିଂ ଜାଣିଛି…

ମୁମ୍ବାଇ: ମହାରାଷ୍ଟ୍ରର ଏକନାଥ ସିନ୍ଦେ ଗୋଷ୍ଠୀର ଶିବସେନା ବିଧାୟକ ସଞ୍ଜୟ ଗାୟକୱାଡ କ୍ୟାଣ୍ଟିନ୍ କର୍ମଚାରୀଙ୍କୁ ମାଡ଼ ମାରିବା ଘଟଣାକୁ ଯଥାର୍ଥ କହିଛନ୍ତି। ସେ କହିଛନ୍ତି ଯେ ମୁଁ କରାଟେ, ଜୁଡୋ, ବକ୍ସିଂ ଜାଣେ। ଏହି ଭାଷା ମୁଁ ଜାଣେ। ତାହା ହିଁ ଶିଖାଇଲି। ବୁଲଢାନା ବିଧାୟକ ଗାୟକୱାଡ…

ଚୀନ୍, ପାକିସ୍ତାନ, ବାଂଲାଦେଶ ଏକାଠି…କ’ଣ କରିବ ଭାରତ?

ନୂଆଦିଲ୍ଲୀ: ଚୀନ୍, ପାକିସ୍ତାନ ଓ ବାଂଲାଦେଶ ଏକାଠି। ଦକ୍ଷିଣ ଏସୀୟ ଦେଶର ଖରାପ ଆର୍ଥିକ ସ୍ଥିତି। ବଢିଲା ଭାରତର ଚିନ୍ତା। ଏନେଇ ଚେତାଇଛନ୍ତି ଦେଶର ସବୁଠୁ ବଡ଼ ସେନା ଅଧିକାରୀ ସିଡିଏସ୍ ଅନିଲ ଚୌହାନ। ଭାରତ ମହାସାଗରୀୟ କ୍ଷେତ୍ରରେ ଅନେକ ଦେଶ ଆର୍ଥିକ ସଂକଟର ସାମନା କରୁଛନ୍ତି। ଏହାର ଫାଇଦା…

୨୩ ବର୍ଷ ପରେ ଆମେରିକାରେ ଗିରଫ ହେଲେ ପଳାତକ ମୋନିକା କପୁର

ନୂଆଦିଲ୍ଲୀ: ୨୩ ବର୍ଷ ପୂର୍ବେ ଠକେଇ କରି ଫେରାର ହୋଇଯାଇଥିଲେ ମୋନିକା କପୁର। ସେ ଗତ ୨୨ ବର୍ଷ ଧରି ଆମେରିକାରେ ଲୁଚି ରହିଥିଲେ। ଫେରାର ଥିବା ଅର୍ଥନୈତିକ ଅପରାଧୀ ମୋନିକା କପୁର ଏବେ ଧରାପଡିଟନ୍ତି। ମୋନିକାଙ୍କୁ ସିବିଆଇ ହେପାଜତକୁ ନେଇ ଭାରତ ଅଣାଯାଉଛି। ଦୁଇ ଦଶନ୍ଧି ଧରି ପିଛା କରିବା ପରେ,…

ଭାରତୀୟ ବାୟୁସେନାର ଜାଗୁଆର ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟଙ୍କ ସମେତ ୨ମୃତ

ରାଜସ୍ଥାନ:ରାଜସ୍ଥାନର ଚୁରୁ ଜିଲ୍ଲାର ରତନଗଡ଼ ସହର ନିକଟରେ ବୁଧବାର (୯ ଜୁଲାଇ) ଏକ ବାୟୁସେନାର ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ।ଆଜି  ଭାରତୀୟ ବାୟୁସେନାର ଜାଗୁଆର ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନା ପାଇବା ମାତ୍ରେ ପୋଲିସ ଏବଂ ପ୍ରଶାସନ ଦଳ ଘଟଣାସ୍ଥଳକୁ ଯାଇଛନ୍ତି।…

ନଦୀକୁ ଖସିପଡିଲା ପୋଲ; ୯ ମୃତ, ୧୦ ଗୁରୁତର

ଅହମଦାବାଦ: ଗୁଜୁରାଟରେ ଏକ ବଡ଼ ଦୁର୍ଘଟଣା ଦେଖିବାକୁ ମିଳିଛି । ଆଜି ସକାଳେ ଭଦୋଦରାର ପାଦରା ଏବଂ ଆନନ୍ଦ ଜିଲ୍ଲାକୁ ସଂଯୋଗ କରୁଥିବା ମହିସାଗର ନଦୀ ଉପରେ ନିର୍ମିତ ୪୫ ବର୍ଷ ପୁରୁଣା ପୋଲଟି ନଦୀକୁ ଭୁଶୁଡ଼ି ପଡ଼ିଛି । ଏଥିରେ ୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ୧୦ ଜଣ ଗୁରୁତର ଆହତ ହୋଇଛନ୍ତି…

ଏୟାର ହୋଷ୍ଟେସ୍‌ରେ କେମିତି ବିତେ ଜୀବନ, ଜାଣିଲେ ତାଜୁବ ହୋଇଯିବେ…

ନୂଆଦିଲ୍ଲୀ: ଅନେକଙ୍କୁ ଏୟାର ହୋଷ୍ଟେସ୍‌ର କାମ ବେଶ୍‌ ସହଜ ଓ ଆକର୍ଷଣୀୟ ଲାଗେ। ସେମାନେ ଭାବନ୍ତି ଯେ ଏକ ସୁନ୍ଦର ୟୁନିଫର୍ମ ପିନ୍ଧି ବିମାନରେ ଉପସ୍ଥିତ ରହିବା ହିଁ ଏହି କାମ। କିନ୍ତୁ ଏହାର ପଛରେ ରହିଥାଏ ଅନେକ ଅଜଣା ଚ୍ୟାଲେଞ୍ଜ। ବିଶ୍ୱର ସବୁଠୁ ଲମ୍ବା ନନ୍‌ଷ୍ଟପ୍‌ କମର୍ସିଆଲ ଫ୍ଲାଇଟ୍‌,…

ପୁଲୱାମା ଆକ୍ରମଣ ଉପରେ FATFର ବଡ଼ ଖୁଲାସା, ଏହିଠାରୁ କିଣାଯାଇଥିଲା ବିସ୍ଫୋରକ ସାମଗ୍ରୀ…

ଶ୍ରୀନଗର: ଜମ୍ମୁ କଶ୍ମୀରର ପୁଲୱାମା ଆତଙ୍କବାଦୀ ଆକ୍ରମଣ ଏବଂ ଗୋରଖନାଥ ମନ୍ଦିରର ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ ସମ୍ପର୍କରେ FATFର ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ସାମ୍ନାକୁ ଆସିଛି । ଏହି ରିପୋର୍ଟରେ ଆତଙ୍କବାଦୀମାନେ ଏବେ ଅନଲାଇନ୍ ସପିଂ ୱେବସାଇଟ୍ ଏବଂ ଡିଜିଟାଲ୍ ଟଙ୍କା ସ୍ଥାନାନ୍ତର…

ଇଂଜିନରେ ଯାନ୍ତ୍ରିକ ତ୍ରୁଟି: ଜରୁରୀ ଅବତରଣ କଲା ଇଣ୍ଡିଗୋ ଫ୍ଲାଇଟ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ନୂଆଦିଲ୍ଲୀ: ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ। ବିହାରର ଜୟପ୍ରକାଶ ନାରାୟଣ ଏୟାରପୋର୍ଟରେ କଲା ଅବତରଣ। ପକ୍ଷୀ ସହ ବିମାନ ମାଡ଼ ହେବାରୁ ଇଂଜିନରେ ଯାନ୍ତ୍ରିକ ତ୍ରୁଟି। ଅଳ୍ପକେ ବର୍ତ୍ତିଲେ ଇଣ୍ଡିଗୋ ବିମାନ 6E509ର ୧୬୯ ଯାତ୍ରୀ। ପାଟନାରୁ ଦିଲ୍ଲୀ ଅଭିମୁଖେ ଯାଉଥିଲା ଇଣ୍ଡିଗୋ ବିମାନ।…

ଆମାଜନ ବ୍ୟବହାର କରିଥିଲେ ସାବଧାନ ! ଆପଣଙ୍କ ଗୋପନୀୟତା ହୋଇପାରେ ଲିକ୍

ନୂଆଦିଲ୍ଲୀ : ଫେସବୁକ ଓ ଗୁଗଲ ପରି ବଡ଼ ଟେକ୍‌ କମ୍ପାନୀମାନେ ଉପଭୋକ୍ତାଙ୍କ ଗୋପନୀୟତା ନେଇ ବାରମ୍ବାର ଅଭିଯୋଗର ସମ୍ମୁଖୀନ ହେଉଥିବା ବେଳେ ଏବେ ଏହି ତାଲିକାରେ ଯୋଗ ହୋଇଛି ଆମାଜନର ନାଁ । ଆମେରିକାର ଏକ ଫେଡେରାଲ କୋର୍ଟରେ ଆମାଜନର କ୍ଲାଉଡ୍‌ ଭିତ୍ତିକ ଭଏସ୍‌ ସର୍ଭିସ ଅଲେକ୍ସା ମାଧ୍ୟମରେ…