Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆତ୍ମସମର୍ପଣ କଲେ ୧୭ ମାଓବାଦୀ; ଆର୍ଥିକ ସହାୟତା ସହ କରାଯିବ ଆତ୍ମନିର୍ଭରଶୀଳ

ମାଲକାନଗିରି: ଶୁକ୍ରବାର ଦିନ ସୀମାନ୍ତ ତେଲେଙ୍ଗାନାର ଭଦ୍ରାଦ୍ରି କୋଥାଗୁଡେମ୍ ଜିଲ୍ଲା ପୋଲିସ ଅଧୀକ୍ଷକ ବି ରୋହିତ ରାଜୁଙ୍କ ନିକଟରେ ୪ ଦୁର୍ଦ୍ଦାନ୍ତ କ୍ୟାଡରଙ୍କ ସମେତ ୧୭ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।'ଅପରେସନ୍ ଚେୟୁଥା' ଅନ୍ତର୍ଗତ କଲ୍ୟାଣକାରୀ ପଦକ୍ଷେପ ପ୍ରତି ଆକର୍ଷିତ ହେବା…

ପାକ୍ ଆକ୍ରମଣରେ ପ୍ରଭାବିତ ଗୁରୁଦ୍ୱାର ପରିଦର୍ଶନ କଲେ ଅମିତ ଶାହ, ପୀଡିତ ପରିବାରକୁ ବାଣ୍ଟିଲେ ନିଯୁକ୍ତି ପତ୍ର

ଶ୍ରୀନଗର:କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର ଜମ୍ମୁ-କାଶ୍ମୀରର ପୁଞ୍ଚ ଜିଲ୍ଲା ଗସ୍ତ କରିଥିଲେ। ଏହି ଗସ୍ତରେ ସେ ପାକିସ୍ତାନର ଗୁଳିମାଡ଼ ଦ୍ୱାରା ପ୍ରଭାବିତ ଲୋକଙ୍କୁ ଭେଟିଥିଲେ ଏବଂ ପାକିସ୍ତାନର ଆକ୍ରମଣରେ ପ୍ରଭାବିତ ସିଂହ ସଭା ଗୁରୁଦ୍ୱାର ପରିଦର୍ଶନ ମଧ୍ୟ କରି ସେଠାରେ ପୂଜା…

ନିଟ୍‌-ପିଜି ପରୀକ୍ଷାକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ନିଟ୍‌-ପିଜି ପରୀକ୍ଷାକୁ ନେଇ ଶୁକ୍ରବାର ସର୍ବୋଚ୍ଚନ୍ୟାୟାଳୟଙ୍କ ବଡ ନିଷ୍ପତ୍ତି । ଏଣିକି ଗୋଟିଏ ସିଟିଂରେ ହେବ ନିଟ୍‌-ପିଜି ପରୀକ୍ଷା । ନିଟ୍‌-ପିଜି 2025 ପରୀକ୍ଷାକୁ ୨ଟି ସିଟିଂରେ ଆୟୋଜନ କରିବା ସମ୍ପର୍କିତ ଏକ ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରି ଦାୟର ହୋଇଥିବା ଏକ ଆବେଦନ…

ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର! ଫିଲିପାଇନ୍ସରେ ଫ୍ରି-ଭିସାରେ କରିପାରିବେ ଏଣ୍ଟ୍ରୀ

ନୂଆଦିଲ୍ଲୀ: ବିଦେଶ ଯିବା ଅଧିକାଂଶ ଲୋକଙ୍କ ସ୍ୱପ୍ନ ଥାଏ । କିନ୍ତୁ ଅନେକ ସମୟରେ, କମ୍ ବଜେଟ୍ ଏବଂ ଭିସା ସମସ୍ୟା ଯୋଗୁଁ ଲୋକମାନେ ଏହି ସ୍ୱପ୍ନ ପୂରଣ କରିପାରନ୍ତି ନାହିଁ । କେତବେଳେ ଭିସା ମଳେନାହିଁ ତ ଆଉ କେବେ ଭିସା ରିଜେକ୍ଟ କରାଯାଇଥାଏ । ଏଭଳି ପରିସ୍ଥିତିରେ, ଲୋକମାନେ ଏପରି ବିଦେଶୀ…

ବନ୍ଦ ହୋଇଯିବ ଗାଜାରେ ଯୁଦ୍ଧ !

ନୂଆଦିଲ୍ଲୀ: ଗାଜାରେ ଯୁଦ୍ଧ ବନ୍ଦ ହେବା ନେଇ ଆଶା ଦେଖା ଦେଇଛି । ଇସ୍ରାଏଲ୍ ହମାସ ସହ ଅସ୍ଥାୟୀ ଅସ୍ତ୍ରବିରତି ନେଇ ଆମେରିକାର ନୂଆ ପ୍ରସ୍ତାବକୁ ସ୍ବୀକାର କରିଛି । ଇସ୍ରାଏଲ୍ ଓ ହମାସ ମଧ୍ୟରେ ଯୁଦ୍ଧ ରୋକିବା ଓ ବନ୍ଧକଙ୍କ ମୁକ୍ତି ପାଇଁ ପ୍ରସ୍ତାବ ରଖିଛନ୍ତି ଟ୍ରମ୍ପ ପ୍ରଶାସନର ମଧ୍ୟପ୍ରାଚ୍ୟ…

ତାମିଲନାଡୁରେ କମଲ ହାସନ Vs ବିଜୟ !

ନୂଆଦିଲ୍ଲୀ: ଫିଲ୍ମ ଜଗତରେ କମାଲ କରିଥିବା କମଲ ହାସନ ରାଜନୀତିରେ ଏପର୍ଯ୍ୟନ୍ତ ହିଟ୍ ଦେଇ ପାରିନାହାନ୍ତି । ଆସନ୍ତା ୧୯ଜୁନରେ ହେବାକୁ ଯାଉଥିବା ରାଜ୍ୟସଭା ନିର୍ବାଚନରେ ଭାଗ ନେବେ କମଲ ହାସନ । ତାଙ୍କ ଦଳ ଏମଏନଏମ ସହ ତାମିଲନାଡୁର ଶାସକ ଡିଏମକେର ମେଣ୍ଟ ରହିଛି । ମୁଖ୍ୟମନ୍ତ୍ରୀ ଏମକେ…

ଭାରତର ବଡ ପ୍ଲାନ୍, ଏମିତି ଫେରିବ ପିଓକେ….

ନୂଆଦିଲ୍ଲୀ: ଭାରତ ପାକିସ୍ତାନ ମଧ୍ୟରେ ସାମ୍ପ୍ରତିକ ବିବାଦ ପରେ ଏବେ ପିଓକେକୁ ଭାରତରେ ପୁଣି ମିଶାଇବା ଚର୍ଚ୍ଚା ଜୋର ଧରିଛି । ପହଲଗାମ ଆକ୍ରମଣ ଏବଂ ପ୍ରତିଶୋଧ ପାଇଁ ଆରମ୍ଭ ହୋଇଥିବା ଅପରେସନ ସିନ୍ଦୁର ପରେ, ପିଓକେର ଶବ୍ଦ ପୁଣି ଥରେ ଶୁଣିବାକୁ ମିଳିଛି। ଯାହାକୁ ନେଇ ଏବେ ସବୁ ଭାଷଣରେ…

ଷ୍ଟକ୍ ବଜାରରୁ ବ୍ୟାନ୍ ହେଲେ ଲୋକପ୍ରିୟ ଅଭିନେତା ଅର୍ଶଦ ଓ୍ବାରସି ଏବଂ ପତ୍ନୀ

ମୁମ୍ବାଇ: ଅଭିନେତା ଅର୍ଶଦ ୱାରସି, ତାଙ୍କ ପତ୍ନୀ ମାରିଆ ଗୋରେଟି ଏବଂ ତାଙ୍କ ଭାଇଙ୍କୁ ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ (ସେବି) ଦ୍ୱାରା ଗୋଟିଏ ବର୍ଷ ପାଇଁ ଷ୍ଟକ୍ ବଜାରରୁ ବ୍ୟାନ୍ କରାଯାଇଛି। କ୍ରିଷ୍ଟାଲ୍ ବିଜନେସ୍ ସିଷ୍ଟମ୍ ଲିମିଟେଡ୍ ସହ ଜଡିତ ଏକ ଷ୍ଟକ୍ ହେରଫେର ମାମଲାରେ ଅର୍ଶଦ…

‘ଆମର ନୌସେନା ସୁନାମି ପରି, ଚାରି ଭାଗରେ ବିଭକ୍ତ ହୋଇଯିବ ପାକିସ୍ତାନ’

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ସମୟରେ ଭାରତ ପାକିସ୍ତାନକୁ କଡା ଜବାବ ଦେଇଥିଲା । ଏହି ସମୟ ମଧ୍ୟରେ ଭାରତୀୟ ବାୟୁସେନା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଏବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ ବଡ଼ ଖୁଲାସା କରିଛନ୍ତି । ଆଜି ପ୍ରତିରକ୍ଷା ମନ୍ତ୍ରୀ INS ବିକ୍ରାନ୍ତ…

ଚୀନ୍‌ର ନୂଆ ଷଡଯନ୍ତ୍ର! ପାକିସ୍ତାନ ସହ ମିଶି ଭାରତରେ ବିସ୍ତାର କରୁଛି ଏହି ଭୟଙ୍କର ଆପ୍

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଭାରତୀୟ ସେନା ଦ୍ୱାରା ପରାସ୍ତ ହୋଇଥିବା ଚୀନ୍ ତାର ରଣନୀତି ପରିବର୍ତ୍ତନ କରିଛି। ଏବେ ବନ୍ଧୁକ ବଦଳରେ ମୋବାଇଲ ଆପ୍‌କୁ କରୁଛି ମାଧ୍ୟମ। ମୋବାଇଲ୍ ଆପ୍ ମାଧ୍ୟମରେ ଭାରତର ଏକତା ଉପରେ ଆକ୍ରମଣ କରୁଛନ୍ତି। ସେ REDNOTE ନାମକ ଏକ ଆପ୍ ମାଧ୍ୟମରେ ଭାରତର ଉତ୍ତର-ପୂର୍ବ…