Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବଡ କୂଟନୈତିକ ବିଜୟ: ସ୍ବର ବଦଳେଇଲା କଲମ୍ବିଆ, ପାକ୍…ପାକ୍ ଛାଡି, ଭାରତ…ଭାରତ ଗାଇଲା

ନୂଆଦିଲ୍ଲୀ: ବଡ ସଫଳତାର ସହ ଆଗେଇ ଚାଲିଛନ୍ତି ଅପରେସନ ସିନ୍ଦୂରର ପ୍ରତିନିଧିଦଳ  । ବିଦେଶରେ ଲଗାତାର ପାକିସ୍ତାନର ପର୍ଦ୍ଦାଫାସ କରୁଛନ୍ତି । ପାକିସ୍ତାନର ମିଥ୍ୟା ଉପରୁ ପରଦା ହଟାଉଛନ୍ତି । ଏହି ପରିପ୍ରେକ୍ଷୀରେ ଏବେ ଭାରତ ବଡ କୂଟନୈତିକ ବିଜୟ ହାସଲ କରିଛି ।  ଶୁକ୍ରବାର କଂଗ୍ରେସ ନେତା…

ବାବା ଭେଙ୍ଗା ନୁହେଁ ବୈଜ୍ଞାନିକ କଲେ ଭବିଷ୍ୟବାଣୀ, ଖୁବ ଶୀଘ୍ର ଆସିବ ପ୍ରଳୟ

ନୂଆଦିଲ୍ଲୀ: ବିଶ୍ୱରେ ଜଣାଶୁଣା ଭବିଷ୍ୟବକ୍ତା ବାବା ଭେଙ୍ଗାଙ୍କ ଅନେକ ଭବିଷ୍ୟବାଣୀ ସତ ପ୍ରମାଣିତ ହୋଇଛି, ଯାହା ଉପରେ ବିଶ୍ୱର ଏକ ବଡ଼ ଜନସଂଖ୍ୟା ଆଖି ବନ୍ଦ କରି ବିଶ୍ୱାସ କରୁଛନ୍ତି। କିନ୍ତୁ ଏହି ଭବିଷ୍ୟବାଣୀ ବାବା ଭେଙ୍ଗାଙ୍କ ନୁହେଁ, ବରଂ ଦୀର୍ଘ ସମୟ ଧରି ଗବେଷଣାରେ ନିୟୋଜିତ…

ଟେଲିଗ୍ରାମ ୟୁଜର୍ସଙ୍କୁ ମିଳିବ ଗ୍ରୋକ୍ ଫିଚର, ୨,୫୬୪ କୋଟି ଟଙ୍କାର ହୋଇଛି ଡିଲ୍

ନୂଆଦିଲ୍ଲୀ: ଟେଲିଗ୍ରାମ ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର! ଏଲନ ମସ୍କଙ୍କ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଷ୍ଟାର୍ଟଅପ xAIର ଗ୍ରୋକ ଚାଟବୋଟ ଶୀଘ୍ର ମେସେଜିଂ ଆପ୍ ଟେଲିଗ୍ରାମରେ ଉପଲବ୍ଧ ହେବ। ହଁ, xAI ଟେଲିଗ୍ରାମକୁ ୩୦୦ ମିଲିୟନ ଡଲାର (ପାଖାପାଖି ୨,୫୬୪ କୋଟି ଟଙ୍କା) ପ୍ରଦାନ କରିବ…

ଅପରେସନ ସିନ୍ଦୂର ପରେ ପ୍ରଥମ ଥର ମୋଦିଙ୍କୁ ଭେଟିବେ ଜିନପିଙ୍ଗ ! ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ: ପାକିସ୍ତାନ ସହ ନିକଟରେ ହୋଇଥିବା ଉତ୍ତେଜନା ଏବଂ ଚୀନର ପାକିସ୍ତାନକୁ ମିଳୁଥିବା ସାହାଯ୍ୟ ପରେ ମଧ୍ୟ ଭାରତ ଓ ଚୀନ ମଧ୍ୟରେ କୂଟନୈତିକକୁ ନେଇ ସକରାତ୍ମ ଭାବେ ଏକ ନୂଆ ସୁଯୋଗ ଦେଖାଦେଇଛି। ଆସନ୍ତା ଜୁଲାଇ ମାସରେ ବ୍ରାଜିଲର ରିଓ ଡି ଜାନେଇରୋରେ ଅନୁଷ୍ଠିତ ହେବାକୁ ଥିବା ୧୭ତମ…

ବର୍ଡରରେ କାହିଁକି ଆର୍ମିକୁ କରାଯାଏ ନାହିଁ ମୁତୟନ, BSF ଓ ITBPକୁ ଦିଆଯାଏ ଦାୟିତ୍ୱ

ନୂଆଦିଲ୍ଲୀ: ଭାରତର ବିଶାଳ ଓ ବିବିଧ ଭୌଗୋଳିକ ସୀମା ଦେଶର ସୁରକ୍ଷା ପାଇଁ ଏକ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଭାରତର ସୀମା ମରୁଭୂମିର ରେଗିସ୍ତାନୀ ମୈଦାନ, ହିମାଳୟର ବରଫାଚ୍ଛାଦିତ ଶିଖର ଠାରୁ ଆରମ୍ଭ କରି ବାଙ୍ଗଲାଦେଶର ସବୁଜ ସୀମାନ୍ତ ପର୍ଯ୍ୟନ୍ତ ବିସ୍ତାରିତ। ଏହି ସୀମାଗୁଡ଼ିକର ସୁରକ୍ଷା…

ନିଶା ଖାଇ ଟ୍ରମ୍ପଙ୍କୁ ପରାମର୍ଶ ଦିଅନ୍ତି ମସ୍କ!

ନୂଆଦିଲ୍ଲୀ: ଟ୍ରମ୍ପ ସରକାରରୁ ବିଦାୟ ନେଇଛନ୍ତି ଆମେରିକାର କୋଟିପତି ତଥା ଟେସଲା ମାଲିକ ଏଲୋନ୍ ମସ୍କ । ଏନେଇ ଗତକାଲି ସେ ବିଧିବଦ୍ଧ ଭାବେ ହ୍ବାଇଟ୍ ହାଇସରେ ନିଜର ବିଦାୟୀ ଭାଷଣ ଦେଇ ଟ୍ରମ୍ପ ସରକାରରୁ ଓହରିଛନ୍ତି । ହେଲେ ଏହାରି ଭିତରେ ମସ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛି ନ୍ୟୁୟର୍କ…

୨୭୦୦ ଡେଇଁଲା କରୋନା ସଂକ୍ରମଣ, ସପ୍ତାହରେ ହଜାରେ ବୃଦ୍ଧି 

ନୂଆଦିଲ୍ଲୀ: ପୁଣି ଉପରମୁହାଁ କରୋନା। ଭାରତରେ ସକ୍ରିୟ କରୋନା ଭାଇରସ୍ ମାମଲା ୨୭୧୦ ରେ ପହଞ୍ଚିଛି। ଯାହା ପୂର୍ବ ସପ୍ତାହ ତୁଳନାରେ ପ୍ରାୟ ୧୦୦୦ରୁ ଅଧିକ ମାମଲା ବୃଦ୍ଧି ପାଇଛି। ଏହା ମଧ୍ୟରୁ ସବୁଠୁ ଅଧିକ କେରଳରେ ସଂକ୍ରମଣ ଚିହ୍ନଟ ହୋଇଛି। କେରଳରେ ୧୧୪୭ ମାମଲା ରେକର୍ଡ ହୋଇଛି। ଏହା ପଛକୁ…

ଭାରତ-ପାକ୍ ଯୁଦ୍ଧକୁ ନେଇ ଟ୍ରମ୍ପଙ୍କ ବଡ଼ ବୟାନ: ପରସ୍ପର ଉପରେ ଗୁଳି ଚଳାଉଥିବା ଲୋକଙ୍କ ସହ ବାଣିଜ୍ୟ କରିବୁ ନାହିଁ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ। ଆମେରିକା ଭାରତ-ପାକ୍‌ ଯୁଦ୍ଧ ରୋକିଥିବା କହିଲେ ଟ୍ରମ୍ପ। ଟ୍ରମ୍ପ କହିଛନ୍ତି, ଏକ ପରମାଣୁ ବିପର୍ଯ୍ୟୟରେ ପରିଣତ ହେବାକୁ ଯାଉଥିଲା ଯୁଦ୍ଧ। ଦୁଇ ଦେଶ ସହ ଆଲୋଚନା କରିବା ପରେ ଉଭୟ ଦେଶର ନେତା ଯୁଦ୍ଧ ବିରୋତି…

ତୁର୍କୀ ଉପରେ ଭାରତର ପ୍ରହାର; ତୁର୍କୀ ଏୟାରଲାଇନ୍ସ ସହିତ ଡିଲ ସମାପ୍ତ କରିବ ଇଣ୍ଡିଗୋ

ନୂଆଦିଲ୍ଲୀ:ଭାରତର ଶତ୍ରୁ ଦେଶ ପାକିସ୍ତାନକୁ ତୁର୍କୀର ସମର୍ଥନ ପରେ ଭାରତ ଏବଂ ତୁର୍କୀ ମଧ୍ୟରେ ସମ୍ପର୍କ ତିକ୍ତ ହେବାରେ ଲାଗିଛି । ଏବେ ଏହି ତିକ୍ତତାର ପ୍ରଭାବ ବିମାନ ଚଳାଚଳ କ୍ଷେତ୍ର ଉପରେ ମଧ୍ୟ ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଛି । ଶୁକ୍ରବାର ଦିନ ଭାରତ ସରକାର ଦେଶର  ବଡ଼ ଘରୋଇ…

ଇ-କମର୍ସ ପ୍ଲାଟଫର୍ମରେ ୱ।କିଟକି ଓ ଅନ୍ୟ ଯନ୍ତ୍ରାଂଶ ବିକ୍ରି ଲାଗି ନିର୍ଦ୍ଦେଶାବଳୀ ଜାରି କଲେ ସରକାର

ନୂଆଦିଲ୍ଲୀ: ଖାଉଟି କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ କାମ କରୁଥିବା କେନ୍ଦ୍ରୀୟ ଖାଉଟି ସୁରକ୍ଷା ଅଧିକାରୀ ଇ-କମର୍ସ ପ୍ଲାଟଫର୍ମରେ ଉପଲବ୍ଧ ବେଆଇନ ତାଲିକାଭୁକ୍ତ ରେଡିଓ ଯନ୍ତ୍ର ଓ ଯନ୍ତ୍ରାଂଶ ଉପରେ ମାର୍ଗଦର୍ଶିକା ଜାରି କରିଛନ୍ତି । ଏହି ତାଲିକାରେ ୱ।କିଟକି ସମେତ ଅନ୍ୟ ରେଡିଓ ଯନ୍ତ୍ର ଓ…