Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

‘ପ୍ୟାଡମ୍ୟାନ୍’ ବନିଲେ ରାହୁଲ ଗାନ୍ଧୀ: ସାନିଟାରୀ ନାପକିନ୍ ପ୍ୟାକେଟରେ ଫଟୋ ନେଇ ତେଜିଲା ବିବାଦ….

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପାଇଁ ଏବେ ବିହାର ରାଜନୀତି ବେଶ୍ ଚଳଚଞ୍ଚଳ ହୋଇଛି । ଭୋଟରଙ୍କୁ ନିଜ ଆଡକୁ ଢଳିବା ପାଇଁ ପ୍ରତିଶ୍ରୁତିର ବର୍ଷା କରୁଛନ୍ତି ବିଭିନ୍ନ ଦଳ । ଏହାରି ଭିତରେ 'ପ୍ୟାଡମ୍ୟାନ୍' ଚଳଚ୍ଚିତ୍ର ଦ୍ୱାରା ଅନୁପ୍ରାଣିତ ହୋଇ, ବିହାରରେ କଂଗ୍ରେସର ନିର୍ବାଚନ…

ମରାଠୀ ଭାଷା ଶିଖିବାକୁ ବାଧ୍ୟ, ଯଦି କେହି ଅଭିନୟ କରନ୍ତି ତେବେ ତାଙ୍କୁ ଦଣ୍ଡ ଦିଆଯିବା ଉଚିତ: ରାଜ ଠାକରେ

ମୁମ୍ବାଇ: ଆଜି ମହାରାଷ୍ଟ୍ରରେ ଭାଷା ବିବାଦକୁ ନେଇ ରାଜ ଠାକରେ ଏବଂ ଉଦ୍ଧବ ଠାକରେ ଏକାଠି ହୋଇଥିଲେ। ଉଭୟ ଭାଇ ୨୦ ବର୍ଷ ପରେ ଏକାଠି ମଞ୍ଚ ସେୟାର କରିଛନ୍ତି। ଏହି ସମୟରେ ରାଜ୍ ଏବଂ ଉଦ୍ଧବ ଉଭୟ ମରାଠୀ ଭାଷାରେ ଭାଷଣ ଦେଇଥିଲେ ଏବଂ ବିଜେପି ଉପରେ ପ୍ରବଳ ଆକ୍ରମଣ କରିଥିଲେ। ଏହି ମଞ୍ଜରେ ରାଜ୍…

ପୁଣି ଭାରତ ବିରୋଧରେ ବିଷ ଉଗାରିଲେ ପାକ୍ ପ୍ରଧାନମନ୍ତ୍ରୀ: ପହଲଗାମ ଆକ୍ରମଣ ଦୁର୍ଭାଗ୍ୟଜନକ କହି ଲଗାଇଲେ ବଡ ଅଭିଯୋଗ…

ନୂଆଦିଲ୍ଲୀ: ଭାରତ ବିରୋଧରେ ବଡ ଅଭିଯୋଗ ଆଣିଛି ପାକିସ୍ତାନ । ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଅପରେସନ ସିନ୍ଦୂରକୁ ଉଲ୍ଲେଖ କରି ଭାରତ ଆଞ୍ଚଳିକ ଶାନ୍ତିକୁ ଅସ୍ଥିର କରିବା ପାଇଁ ବ୍ୟବହାର କରିଥିଲା ବୋଲି ଅଭିଯୋଗ କରିଛନ୍ତି । ସରିଫ୍ ଭାରତକୁ ଟାର୍ଗେଟ କରି କହିଛନ୍ତି, ଭାରତ…

ଥାଇଲାଣ୍ଡରେ ମିଳିଲା ଆଉ ଏକ ମୋଗଲୀ

୧୯୯୦ ଦଶକରେ ଦି ଜଙ୍ଗଲ ବୁକ ନାମକ ଏକ ସିରିୟଲ ବେଶ ହିଟ ହୋଇଥିଲା । ଜଙ୍ଗଲରେ ପରିବାରଠାରୁ ଅଲଗା ହେବା ପରେ ମୋଗଲୀ ନାମକ ଏକ ପିଲାକୁ ଗଧିଆମାନେ ପାଳିଥିଲେ । ସତ୍ୟ କାହାଣୀ ଉପରେ ଆଧାରିତ ଏହି ସିରିୟଲ ସେ ସମୟରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । ଏବେ ଥାଇଲାଣ୍ଡରେ ବାସ୍ତବରେ ଆଉ ଏକ…

ଅମରନାଥ ଯାତ୍ରାରେ ବସ୍ ଦୁର୍ଘଟଣା, ୩୬ଯାତ୍ରୀ ଆହତ

ଶ୍ରୀନଗର: ଅମରନାଥ ଯାତ୍ରା ଜୁଲାଇ ୩ତାରିଖରୁ ଆରମ୍ଭ ହୋଇଛି। ହଜାର ହଜାର ଭକ୍ତ ବାବା ବର୍ଫାନୀଙ୍କ ଦର୍ଶନ ପାଇଁ ଯାଉଛନ୍ତି। କନ୍ତୁ ଶନିବାର ଯାତ୍ରା ସମୟରେ ରାମବନ ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଥିଲା। ଚନ୍ଦ୍ରକୋଟ ଲଙ୍ଗର ସ୍ଥଳ ନିକଟରେ, ପହଲଗାମ ଅଭିମୁଖେ ଯାଉଥିବା ଶ୍ରଦ୍ଧାଳୁଙ୍କ…

କାହିଁକି ଲକ୍ଷ୍ନୌରେ ଲାଗିଲା ଇରାନ ସର୍ବୋଚ୍ଚ ନେତାଙ୍କ ପୋଷ୍ଟର?, ପ୍ରଶ୍ନ ଉଠାଇଲେ ହିନ୍ଦୁ ସଂଗଠନ….

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ଏକ ପୋଷ୍ଟର ଲଗାଯାଇଛି। ଏହି ପୋଷ୍ଟରଟି ସିଆ ଧାର୍ମିକ ନେତା ମୌଲାନା ୟାସୁବ ଆବାସଙ୍କ ବାସଭବନ ଅବଧ ପଏଣ୍ଟରେ ଲଗାଯାଇଛି, ଯାହା ଏବେ ବିବାଦ ତେଜିଛି । ମୁସଲିମ ନେତାମାନେ ଏହାକୁ ଏକ…

ଏଠି ନିଜ ଭଉଣୀଙ୍କୁ ବିବାହ କରେ ଭାଇ, ମା’-ବାପା ହୋଇଥାନ୍ତି ଶାଶୁ ଶ୍ୱଶୁର ! ଅଜବ ପରମ୍ପରା

ନୂଆଦିଲ୍ଲୀ: ଥାଇଲାଣ୍ଡ, ଯାହା ତା’ର ସମୃଦ୍ଧ ସଂସ୍କୃତି, ସୁନ୍ଦର ମନ୍ଦିର ଓ ଭିନ୍ନ ପରମ୍ପରା ପାଇଁ ବିଶ୍ୱବ୍ୟାପୀ ପରିଚିତ । ଏହି କ୍ରମରେ ପୁଣି ଥରେ ଏକ ଅଜବ ପରମ୍ପରା ପାଇଁ ଚର୍ଚ୍ଚାରେ ରହିଛି। ଏଠାରେ ଏକ ଏପରି ପରମ୍ପରା ଦୁନିଆର ଧ୍ୟାନ ଆକର୍ଷିତ କରିଛି, ଯେଉଁଥିରେ ଯାଆଁଳା ଭାଇ ଓ ଭଉଣୀଙ୍କ…

ମୁଣ୍ଡ ଟେକିଲାଣି ଅଲ-କାଏଦା, ଭାରତ ପାଇଁ କେତେ ବିପଦ?

ନୂଆଦିଲ୍ଲୀ: ପଶ୍ଚିମ ଆଫ୍ରିକାର ଏକ ମରୁଭୂମି ଦେଶ ମାଲିର ଧୂଳିପୂର୍ଣ୍ଣ ରାସ୍ତାରେ ବର୍ତ୍ତମାନ ଚାଞ୍ଚଲ୍ୟ ଖେଳିଯାଇଛି । ଅଲ-କାଏଦା ଆତଙ୍କବାଦୀମାନେ ଏକ ସିମେଣ୍ଟ କାରଖାନାରୁ ତିନି ଜଣ ଭାରତୀୟ ଶ୍ରମିକଙ୍କୁ ଅପହରଣ କରିନେଇଛନ୍ତି । ଆଉ ତାଙ୍କ ଭିତରେ ଜଣେ ଓଡିଆ ଯୁବକ ଥିବା ସୂଚନା ରହିଛି ।…

Instagramରେ କେତେ ଲାଇକ୍ ଓ ଫୋଲର୍ସରେ ମଳିଥାଏ ଟଙ୍କା ? ଜାଣନ୍ତୁ କେମିତି ହୋଇଥାଏ ମୋନିଟାଇଜେସନ

ଭୁବନେଶ୍ୱର: ଆଜିର ଡିଜିଟାଲ ଯୁଗରେ ଇନଷ୍ଟାଗ୍ରାମ କେବଳ ଫୋଟୋ ଓ ଭିଡିଓ ସେୟାର କରିବାର ପ୍ଲାଟଫର୍ମ ନୁହେଁ, ବରଂ ଏହା ଏକ ବଡ଼ ଆୟର ମାଧ୍ୟମ ହୋଇ ସାମ୍ନାକୁ ଆସିଛି। ଲକ୍ଷ ଲକ୍ଷ ଉପଭୋକ୍ତା ଏହି ସୋସିଆଲ ମିଡିଆ ଆପ୍‌ ଜରିଆରେ କେବଳ ପରିଚୟ ହାସଲ କରୁନାହାନ୍ତି, ବରଂ ଭଲ ରୋଜଗାର ମଧ୍ୟ କରୁଛନ୍ତି।…

ଭୂମିକମ୍ପରେ ଥରିଲା ଜାପାନ; ତୀବ୍ରତା ୫.୪

ଟୋକିଓ: ଜାପାନର ଟାଟସୁଗୋରେ ଶନିବାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୪ ଥିବାବେଳେ ଏହା କେନ୍ଦ୍ରସ୍ଥଳର ଭୂମି ଭିତରେ ୧୦ କିଲୋମିଟର ଗଭୀର ଥିଲା। କିଛି ଦିନ ତଳେ ଆମାମି କାଗୋସିମାରେ ମଧ୍ୟ ୫.୫ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଏସୀୟ…