Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପହଲଗାମ୍ ଆକ୍ରମଣ: ୨ ଦିନ ପୂର୍ବରୁ ଡେରା ପକାଇଥିଲେ ଆତଙ୍କବାଦୀ, ୩ ସ୍ଥାନରେ କରିଥିଲେ ରେକି

ଶ୍ରୀନଗର: ପହଲଗାମ୍ ଆକ୍ରମଣ, ଯାହା ଏବେ ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଛଡାଇ ନେଇଛି ଅନେକ ଆଖିର ଚମକ । ସ୍ମୃତି ବନାଇବାକୁ ଯାଇ ଆାତଙ୍କବାଦୀ ଗୁଳିରେ ଚିରଦିନ ପାଇଁ ସ୍ମୃତି ପାଲଟି ଯାଇଛନ୍ତି ପ୍ରାୟ ୨୮ ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ । ଏବେ ବି ଜୀବନ ମରଣ ସାଙ୍ଗେ ଯୁଝୁଛନ୍ତି କିଛି ଆହତ ।…

ବିଶ୍ୱରେ କାହିଁକି ଶ୍ରମିକ ଦିବସ ପାଳନ କରାଯାଏ? କ’ଣ ରହିଛି ଏହା ପଛର ଇତିହାସ…

ନୂଆଦିଲ୍ଲୀ: ଶ୍ରମିକ ଦିବସ, ଯାହାକୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ କିମ୍ବା ମେ' ଦିବସ ଭାବରେ ମଧ୍ୟ ଜଣାଯାଏ । ଶ୍ରମିକଙ୍କ ଅବଦାନକୁ ସମ୍ମାନ ଜଣାଇବା ଏବଂ ସେମାନଙ୍କ ଅଧିକାରକୁ ସୁରକ୍ଷା ଦେବା ପାଇଁ ମେ ୧କୁ ସାରା ବିଶ୍ୱରେ ପାଳନ କରାଯାଏ । ଏହି ଦିନଟି ଶ୍ରମିକ ଆନ୍ଦୋଳନ ପାଇଁ ଉତ୍ସର୍ଗୀକୃତ,…

ମଦର ଡେରୀ ପରେ କ୍ଷୀରର ମୂଲ୍ୟ ବୃଦ୍ଧି କଲା ଅମୂଲ, ଜାଣନ୍ତୁ କେତେ ବଢିଲା

ନୂଆଦିଲ୍ଲୀ: ମଦର ଡେରୀ କ୍ଷୀରର ମୂଲ୍ୟ ବୃଦ୍ଧି କରିବାର ଗୋଟିଏ ଦିନ ପରେ ଅମୂଲ ମଧ୍ୟ ଗୁରୁବାରଠାରୁ କ୍ଷୀରର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି ଘୋଷଣା କରିଛି । କ୍ଷୀରର ଏହି ମୂଲ୍ୟ ବୃଦ୍ଧି ଅମୂଲ ଷ୍ଟାଣ୍ଡାର୍ଡ, ଅମୂଲ ବଫେଲୋ ମିଲ୍କ, ଅମୂଲ ଗୋଲ୍ଡ, ଅମୂଲ ସ୍ଲିମ୍ ଆଣ୍ଡ୍ ଟ୍ରିମ୍, ଅମୂଲ…

କୋହଳ ହେଲା ଭାରତ: ଏଇ ବାଟ ଦେଇ ଏବେବି ଦେଶ ଫେରିପାରିବେ ପାକିସ୍ତାନୀ…

ନୂଆଦିଲ୍ଲୀ: ପୁଣି ଉଦାରତା ଦେଖାଇଛି ଭାରତ। ଭାରତରେ ବସବାସ କରୁଥିବା କିମ୍ବା ଫସିରହିଥିବା ପର୍ଯ୍ୟଟକଙ୍କୁ ଦେଇଛି ବଡ଼ ଆଶ୍ୱସ୍ତି। ପାକିସ୍ତାନୀଙ୍କୁ ଏପ୍ରିଲ ୩୦ ଭିତରେ ଦେଶ ଛାଡ଼ିବାକୁ ଭାରତ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏବେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏପ୍ରିଲ ୩୦ ପରେ…

ପହଲଗାମ୍‌ ଆତଙ୍କୀ ଆକ୍ରମଣ ମାମଲା: ଆଜି ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି। ଜମ୍ମୁକାଶ୍ମୀରର ୩ ଆବେଦନକାରୀଙ୍କ ଆଧାରରେ ହେବ ଶୁଣାଣି। କମିଟି ଗଠନ କରି ନିରପେକ୍ଷ ତଦନ୍ତ ପାଇଁ ଆବେଦନ ହୋଇଛି। କେନ୍ଦ୍ର ସରକାରଙ୍କୁ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେବାକୁ ଆବେଦନ ହୋଇଛି।…

ଭାରତର ଆକ୍ରମଣ ଭୟ; ଭୁଶୁଡିଲା ପାକିସ୍ତାନ ସେୟାର ମାର୍କେଟ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରଠାରୁ ଭାରତର ଆକ୍ରମଣାତ୍ମକ ମନୋଭାବ ଜାରି ରହିଥିବାର ପ୍ରଭାବ ବୁଧବାର ପାକିସ୍ତାନ ଷ୍ଟକ୍ ଏକ୍ସଚେଞ୍ଜରେ ମଧ୍ୟ ଦେଖିବାକୁ ମିଳିଥିଲା । ଭାରତରୁ ଆକ୍ରମଣ ଭୟରେ ପାକିସ୍ତାନ ଷ୍ଟକ୍ ଏକ୍ସଚେଞ୍ଜ ୩ ହଜାର ୨୦୦ ଅଙ୍କ ତଳକୁ ଖସିଆସିଛି । ପାକିସ୍ତାନୀ…

ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କୁ ଫୋନ୍ କରି ଏପରି କହିଲେ ଆମେରିକା ବୈଦେଶିକ ସଚିବ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ବୁଧବାର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଏବଂ ଆମେରିକୀୟ ବୈଦେଶିକ ସଚିବ ମାର୍କୋ ରୁବିଓଙ୍କ ମଧ୍ୟରେ ଆଲୋଚନା ହୋଇଛି । ସେହିପରି ମାର୍କୋ ରୁବିଓ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ସହ ଫୋନରେ ଆଲୋଚନା କରିଥିଲେ ।…

‘ଜାତି ଭିତ୍ତିକ ଜନଗଣନା ସମାଜର ସମସ୍ତ ବର୍ଗକୁ ପରିଚୟ ଏବଂ ପ୍ରତିନିଧିତ୍ୱ ଦେବାରେ ସାହାଯ୍ୟ କରିବ’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକ (ସିସିପିଏ)ରେ ଏକ ଐତିହାସିକ ନିଷ୍ପତ୍ତି ନିଆଯାଇଛି । ସରକାର ନିଷ୍ପତ୍ତି ନେଇଛନ୍ତି ଯେ, ଏବେ ଆଗାମୀ ଜନଗଣନାରେ ଜାତି ଭିତ୍ତିକ ତଥ୍ୟ ମଧ୍ୟ ସଂଗ୍ରହ କରାଯିବ…

ପାକିସ୍ତାନ ଆର୍ମିର ଅଫିସିଆଲ ୟୁଟ୍ୟୁବ୍ ଚ୍ୟାନେଲ ବ୍ଲକ୍ କଲା ଭାରତ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନ ବିରୁଦ୍ଧରେ ଲଗାତାର କଠୋର ନିଷ୍ପତ୍ତି ନେଉଛି । ବୁଧବାର ସନ୍ଧ୍ୟାରେ, ଭାରତ ପାକିସ୍ତାନ ପାଇଁ ତାର ଆକାଶ ମାର୍ଗ ବନ୍ଦ କରିଦେଇଥିଲା ଏବଂ ଆଜି ସକାଳେ ପାକିସ୍ତାନର ISPR ସରକାରୀ ୟୁଟ୍ୟୁବ୍ ଚ୍ୟାନେଲକୁ ମଧ୍ୟ ଭାରତରେ ବ୍ଲକ୍…

ଘରକୁ ମାଡ଼ିଗଲା କାର୍‌, ୫ ମେଡିକାଲ ଛାତ୍ର ମୃତ

ନେଲୋର: ଆନ୍ଧ୍ରପ୍ରଦେଶର ନେଲୋର ଜିଲ୍ଲାର ପୋଥିରେଡ୍ଡିପାଲେମ ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଛଅ ଜଣଙ୍କର ମୃତ୍ୟୁ ହୋଇଛି । ଏକ ଦ୍ରୁତଗାମୀ କାର ନିୟନ୍ତ୍ରଣ ହରାଇ ଏକ ଘର ଉପରେ ଚଢିଯିବାରୁ ଏହି ଦୁର୍ଘଟଣା ଘଟିଥିଲା । ମୃତକଙ୍କ ମଧ୍ୟରୁ ୫ ଜଣ ନାରାୟଣ ମେଡିକାଲ କଲେଜର ଛାତ୍ର ଥିଲେ…