Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପ୍ରଧାନମନ୍ତ୍ରୀ ମୋଦିଙ୍କ ଋଷ ଗସ୍ତ ବାତିଲ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି । ଏପରି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୁଷ ଗସ୍ତକୁ ବାତିଲ କରାଯାଇଛି । ମେ' ୯ ତାରିଖ ମସ୍କୋରେ ଭିକ୍ଟ୍ରି ଡେ ପରେଡରେ ଭାଗ ନେବେ ନାହିଁ ମୋଦି । ଏନେଇ କ୍ରେମଲିନ୍ ମୁଖପାତ୍ର…

ପୁଣି ଆପ୍ ନେତା ମନୀଷ ଓ ସତ୍ୟେନ୍ଦ୍ରଙ୍କ ନାଁରେ ବଡ଼ ଦୁର୍ନୀତି ମାମଲା

ନୂଆଦିଲ୍ଲୀ: ପୁଣି ଆମ୍ ଆଦମୀ ପାର୍ଟି (ଆପ୍) ନେତାଙ୍କୁ ଘାରିଲା ଗିରଫଦାରୀ ଭୟ । ଦିଲ୍ଲୀ ସରକାରଙ୍କ ପୂର୍ବତନ ମନ୍ତ୍ରୀ ମନୀଷ ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଏହି ମାମଲା ସରକାରୀ ସ୍କୁଲରେ ଶ୍ରେଣୀଗୃହ ନିର୍ମାଣ ସହିତ ଜଡିତ । ସ୍କୁଲ ଗୃହ ନିର୍ମାଣରେ…

ଜାତୀୟ ସୁରକ୍ଷା ପରାମର୍ଶଦାତା ବୋର୍ଡର ପୁନର୍ଗଠନ; ପୂର୍ବତନ RAW ମୁଖ୍ୟ ହେଲେ ଅଧ୍ୟକ୍ଷ

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ମୋଦି ସରକାର ଏକ ବଡ଼ ଏବଂ ରଣନୈତିକ ପଦକ୍ଷେପ ନେଇଛନ୍ତି। ସରକାର ଜାତୀୟ ସୁରକ୍ଷା ପରାମର୍ଶଦାତା ବୋର୍ଡ (NSAB) ପୁନଃଗଠନ କରିଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ, ପୂର୍ବତନ ଗବେଷଣା ଓ ବିଶ୍ଳେଷଣ ୱିଙ୍ଗ (RAW)…

ଶୌର୍ଯ୍ୟ ଚକ୍ରରେ ସମ୍ମାନିତ କନଷ୍ଟେବଳଙ୍କ ମାଆଙ୍କୁ ପାକିସ୍ତାନ ପଠାଯାଇ ନାହିଁ; ବାରାମୁଳା ପୋଲିସଙ୍କ ସ୍ପଷ୍ଟୀକରଣ

ଶ୍ରୀନଗର: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ,ପାକିସ୍ତାନୀମାନଙ୍କର ଭିସା ବାତିଲ କରିଛନ୍ତି ଭାରତ ସରକାର । ପାକିସ୍ତାନ ନାଗରିକଙ୍କୁ ଭାରତ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହି ସମୟରେ ସୋସିଆଲମିଡିଆରେ ଏକ ଖବର ସାମ୍ନାକୁ ଆସିଥିଲା ଯେ, ଶୌର୍ଯ୍ୟ ଚକ୍ରରେ ସମ୍ମାନିତ ଶହୀଦ କନଷ୍ଟେବଳ…

ସହିଦ କନଷ୍ଟେବଲଙ୍କ ମାଆଙ୍କୁ ଯିବାକୁ ଦିଆଗଲାନି ପାକିସ୍ତାନ, ସୋସିଆଲ ମିଡିଆରେ ହୋଇଥିଲା ଜୋରଦାର ବିରୋଧ

ନୂଆଦିଲ୍ଲୀ: ପହେଲଗାମ ଆକ୍ରମଣ ପରେ ଭାରତ ପାକିସ୍ତାନୀ ନାଗରିକମାନଙ୍କର ଭିସା ରଦ୍ଦ କରିଦେଇଛି। ଏହା ପରେ ଅନେକ ପାକିସ୍ତାନୀଙ୍କୁ ସେମାନଙ୍କ ଦେଶକୁ ପଠାଯାଇଛି। ଏହି ସମୟରେ ଏକ ଖବର ସାମ୍ନାକୁ ଆସିଛି ଯେ ସହିଦ କନଷ୍ଟେବଲ ମୁଦସ୍ସିରଙ୍କ ମାଆଙ୍କୁ ମଧ୍ୟ ପାକିସ୍ତାନକୁ ପଠାଯାଉଛି।  ଯାହାକୁ ନେଇ…

ପହଲଗାମ ଆକ୍ରମଣ ପରେ ଚାରିଧାମ ଯାତ୍ରାରେ ପ୍ରଥମ ଥର ପାଇଁ ଅର୍ଦ୍ଧସାମରିକ ବାହିନୀ ମୁତୟନ

ଡେରାଡୁନ: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ସୁରକ୍ଷା ବୃଦ୍ଧି କରାଯାଇଛି । ବୁଧବାର ଅର୍ଥାତ୍ ଆଜି ଠାରୁ ଚାରିଧାମ ଯାତ୍ରା ଆରମ୍ଭ ହେଉଛି । ଏପରି ପରିସ୍ଥିତିରେ, ଚାରିଧାମ ଯାତ୍ରାରେ ପ୍ରଥମ ଥର ପାଇଁ ଅର୍ଦ୍ଧସାମରିକ ବାହିନୀ ମୁତୟନ କରାଯାଇଛି । ଏଥିପାଇଁ ପୋଲିସ ମୁଖ୍ୟାଳୟ…

ଦିଲ୍ଲୀରେ ଚାଲିଛି ଘନଘନ ବୈଠକ, ଆଗକୁ କିଛି ବଡ଼ ହେବାକୁ ଯାଉଛି

ନୂଆଦିଲ୍ଲୀ: ପାକିସ୍ତାନ ସହ ଉତ୍ତେଜନା ମଧ୍ୟରେ ଦେଶର ରାଜଧାନୀ ଦିଲ୍ଲୀରେ ଗୋଟିଏ ପରେ ଗୋଟିଏ ବୈଠକ ଜାରି ରହିଛି। ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଗାତାର କାର୍ଯ୍ୟରତ ଅଛନ୍ତି ଏବଂ ପାକିସ୍ତାନ ଉପରେ କାର୍ଯ୍ୟାନୁଷ୍ଠାନର ରୋଡମ୍ୟାପ୍ ପ୍ରସ୍ତୁତ କରୁଛନ୍ତି। ମଙ୍ଗଳବାର ସେ ତିନି ସେନାର…

ସିଆରପିଏଫ୍ ଯବାନଙ୍କ ପାକିସ୍ତାନୀ ପତ୍ନୀଙ୍କୁ ମଧ୍ୟ ଛାଡିବାକୁ ପଡିଲା ଭାରତ; ଅନଲାଇନରେ କରିଥିଲେ ବିବାହ

ନୂଆଦିଲ୍ଲୀ:ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନୀମାନଙ୍କର ଅନେକ ପ୍ରକାରର ଭିସା ବାତିଲ କରାଯାଇଛି । ସେମାନଙ୍କୁ ଏପ୍ରିଲ ୨୯ ସୁଦ୍ଧା ଭାରତ ଛାଡିବାକୁ…

ମୋଦୀଙ୍କ ସହ ମିଟିଂ ପରେ ଆହୁରି ଘାତକ ହୋଉଛନ୍ତି ଭାରତୀୟ ସେନା, ଛାନିଆ ହେଲା ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନ ଉପରେ କେବେ ଓ କିପରି ଆକ୍ରମଣ ହେବ, ତାହା ଭାରତୀୟ ସେନା ନିଷ୍ପତ୍ତି ନେବ। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେନାକୁ ଏନେଇ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ତିନି ସେନାର ମୁଖ୍ୟମାନଙ୍କ ସହ ହୋଇଥିବା ବୈଠକରେ ଏହି ବିଷୟ ସାମ୍ନାକୁ ଆସିଛି।…

ପାକିସ୍ତାନ ପ୍ରତିରକ୍ଷାମନ୍ତ୍ରୀଙ୍କୁ ନେଇ ଆମେରିକାର ବଡ଼ ବୟାନ, ପାକରେ ହଲଚଲ

ନୂଆଦିଲ୍ଲୀ: ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ଆମେରିକା ଉପରେ ଅପମାନଜନକ ମନ୍ତବ୍ୟ ଏବଂ ପାକିସ୍ତାନରେ ଲସ୍କର-ଏ-ତୈୟବାର ଅସ୍ତିତ୍ୱକୁ ଅସ୍ୱୀକାର କରିବା ବୟାନ ଉପରେ ଆମେରିକୀୟ ବୈଦେଶିକ ମନ୍ତ୍ରଣାଳୟ ପ୍ରତିକ୍ରିୟା ପ୍ରକାଶ କରିଛି। ମନ୍ତ୍ରଣାଳୟନର ମୁଖପାତ୍ର ଟାମି ବ୍ରୁସ୍ କହିଛନ୍ତି ଯେ…