Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଘରକୁ ମାଡ଼ିଗଲା କାର୍‌, ୫ ମେଡିକାଲ ଛାତ୍ର ମୃତ

ନେଲୋର: ଆନ୍ଧ୍ରପ୍ରଦେଶର ନେଲୋର ଜିଲ୍ଲାର ପୋଥିରେଡ୍ଡିପାଲେମ ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଛଅ ଜଣଙ୍କର ମୃତ୍ୟୁ ହୋଇଛି । ଏକ ଦ୍ରୁତଗାମୀ କାର ନିୟନ୍ତ୍ରଣ ହରାଇ ଏକ ଘର ଉପରେ ଚଢିଯିବାରୁ ଏହି ଦୁର୍ଘଟଣା ଘଟିଥିଲା । ମୃତକଙ୍କ ମଧ୍ୟରୁ ୫ ଜଣ ନାରାୟଣ ମେଡିକାଲ କଲେଜର ଛାତ୍ର ଥିଲେ…

ଲାଗିଲା କଟକଣା; ଭାରତ ଆକାଶରେ ଉଡ଼ିପାରିବନି ପାକିସ୍ତାନୀ ବିମାନ

ନୂଆଦିଲ୍ଲୀ: ପାକିସ୍ତାନକୁ ନେଇ ଭାରତର ବଡ ନିଷ୍ପତ୍ତି । ପାକିସ୍ତାନ ପାଇଁ ଏୟାରସ୍ପେସ୍ ବନ୍ଦ କଲା ଭାରତ । ପାକିସ୍ତାନର ସବୁ ଉଡାଣ ଉପରେ ଲାଗିଲା କଟକଣା । ୩୦ ଏପ୍ରିଲରୁ ୨୩ ମେ, ୨୦୨୫ ପର୍ଯ୍ୟନ୍ତ କୌଣସି ପାକିସ୍ତାନୀ ବିମାନକୁ ଭାରତୀୟ ଆକାଶ ସୀମାରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ…

ଆତଙ୍କବାଦୀ ହାଫିଜ୍ ସଇଦକୁ ହତ୍ୟା ଧମକ, ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ନାଁରେ…

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ନାମରେ ପାକିସ୍ତାନକୁ ଧମକ ଦିଆଯାଇଛି। ଯଦି ତୁମେ ହତ୍ୟା କର ତେବେ ଆମେ ମଧ୍ୟ ତୁମ ଦେଶରେ ପଶି ତୁମକୁ ହତ୍ୟା କରିବୁ। ବିଷ୍ନୋଇ ଗୋଷ୍ଠୀ ନାମରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଜାରି କରାଯାଇଛି, ଯେଉଁଥିରେ…

ଲାହୋରରେ ଆତଙ୍କବାଦୀ ହାଫିଜ୍ ସୟିଦର ଗୁପ୍ତ ଠିକଣା ଠାବ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଦେଖା ଦେଇଛି । ଏଥିମଧ୍ୟରେ ପାକିସ୍ତାନ ଆତଙ୍କବାଦୀଙ୍କ ସୁରକ୍ଷା ବୃଦ୍ଧି କରାଇଥିବା ଖବର ମିଳିଛି । ଲସ୍କର-ଏ-ତୋଏବା ମୁଖ୍ୟ ହାଫିଜ୍ ସୟିଦର ଗୁପ୍ତ ଠିକଣାର ପର୍ଦ୍ଦାଫାସ ହୋଇଛି। ହାଫିଜ୍ ଲାହୋରରେ ଥିବା…

ଆକ୍ରମଣ ସ୍ଥାନ ନିରୂପଣ ପାଇଁ ସପ୍ତାହେ ପୂର୍ବରୁ ଅନେକ ପର୍ଯ୍ୟଟନସ୍ଥଳ ବୁଲିଥିଲେ ଆତଙ୍କବାଦୀ !

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ଏକ ସୂତ୍ର ଦ୍ବାରା କିଛି ନୂଆ ତଥ୍ୟ ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁଯାୟୀ, ଆକ୍ରମଣର ଗୋଟିଏ ସପ୍ତାହ ପୂର୍ବରୁ ଆତଙ୍କବାଦୀମାନେ ପହଲଗାମ ଆସିଥିଲେ ଏବଂ ଅନେକ ପର୍ଯ୍ୟଟନସ୍ଥଳର ରେକି କରିଥିଲେ। ରେକି କରିବା ପରେ ହିଁ…

ଜାତିଭିତ୍ତିକ ଜନଗଣନା କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଜାତି ଜନଗଣନା ସମ୍ପର୍କରେ କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଜନଗଣନାରେ ଜାତିଭିତ୍ତିକ ଜନଗଣନା କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳର ରାଜନୈତିକ ବ୍ୟାପାର ସମିତି (CCPA) ଏହି ନିଷ୍ପତ୍ତିକୁ ଅନୁମୋଦନ…

IAS ଅଫିସର ଅଶୋକ ଖେମକା; ୩୪ ବର୍ଷ ସର୍ଭିସରେ ୫୭ ଥର ବଦଳି

ନୂଆଦିଲ୍ଲୀ: ୧୯୯୧ ବ୍ୟାଚ୍ ର ବରିଷ୍ଠ IAS ଅଫିସର ଅଶୋକ ଖେମକା ଆଜି ଅବସର ନେଉଛନ୍ତି। ଯିଏକି ୩୪ ବର୍ଷର କ୍ୟାରିୟର ମଧ୍ୟରେ ୫୭ ଥର ଟ୍ରାନ୍ସଫର୍ ହୋଇ ରେକର୍ଡ ମଧ୍ୟ ସୃଷ୍ଟି କରିଛନ୍ତି। ହରିୟାଣାର ପରିବହନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବରେ ସେ ଅବସର ନେଇଛନ୍ତି। ଯେଉଁଠି ସେ ଗତ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଋଷ ଗସ୍ତ ବାତିଲ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି । ଏପରି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୁଷ ଗସ୍ତକୁ ବାତିଲ କରାଯାଇଛି । ମେ' ୯ ତାରିଖ ମସ୍କୋରେ ଭିକ୍ଟ୍ରି ଡେ ପରେଡରେ ଭାଗ ନେବେ ନାହିଁ ମୋଦି । ଏନେଇ କ୍ରେମଲିନ୍ ମୁଖପାତ୍ର…

ପୁଣି ଆପ୍ ନେତା ମନୀଷ ଓ ସତ୍ୟେନ୍ଦ୍ରଙ୍କ ନାଁରେ ବଡ଼ ଦୁର୍ନୀତି ମାମଲା

ନୂଆଦିଲ୍ଲୀ: ପୁଣି ଆମ୍ ଆଦମୀ ପାର୍ଟି (ଆପ୍) ନେତାଙ୍କୁ ଘାରିଲା ଗିରଫଦାରୀ ଭୟ । ଦିଲ୍ଲୀ ସରକାରଙ୍କ ପୂର୍ବତନ ମନ୍ତ୍ରୀ ମନୀଷ ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଏହି ମାମଲା ସରକାରୀ ସ୍କୁଲରେ ଶ୍ରେଣୀଗୃହ ନିର୍ମାଣ ସହିତ ଜଡିତ । ସ୍କୁଲ ଗୃହ ନିର୍ମାଣରେ…

ଜାତୀୟ ସୁରକ୍ଷା ପରାମର୍ଶଦାତା ବୋର୍ଡର ପୁନର୍ଗଠନ; ପୂର୍ବତନ RAW ମୁଖ୍ୟ ହେଲେ ଅଧ୍ୟକ୍ଷ

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ମୋଦି ସରକାର ଏକ ବଡ଼ ଏବଂ ରଣନୈତିକ ପଦକ୍ଷେପ ନେଇଛନ୍ତି। ସରକାର ଜାତୀୟ ସୁରକ୍ଷା ପରାମର୍ଶଦାତା ବୋର୍ଡ (NSAB) ପୁନଃଗଠନ କରିଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ, ପୂର୍ବତନ ଗବେଷଣା ଓ ବିଶ୍ଳେଷଣ ୱିଙ୍ଗ (RAW)…