Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

 ‘ଚନ୍ନା ମେରେୟା’ ଗୀତ ପାଇଁ ମନେପଡ଼ିଲା ପୁରୁଣା ପ୍ରେମ, ବର ଭାଙ୍ଗିଲା ବାହାଘର…

ନୂଆଦିଲ୍ଲୀ: ଗୋଟେ ଗୀତ ପାଇଁ ବାହାଘର ଭାଙ୍ଗିଯିବା କେବେ ଶୁଣିଛନ୍ତି କି? ତେବେ ଏକ ବିବାହ ଉତ୍ସବ ରେ 'ଚନ୍ନା ମେରେୟା' ଗୀତ ବାଜିବାରୁ ଜଣେ ବର ତାଙ୍କ ବାହାଘର ଭାଙ୍ଗି ଦେଇଛନ୍ତି।ଏହାକୁ ନେଇ ଫିଲ୍ମ ନିର୍ମାତା କରଣ ଜୋହର ସୋସିଆଲ ମିଡିଆ ସାଇଟ ଇନଷ୍ଟାଗ୍ରାମରେ ନିଜର ପ୍ରତିକ୍ରିୟା…

କାନାଡ଼ାରେ ନିଖୋଜ ଥିବା ଭାରତୀୟ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ:କାନାଡାରେ ଭାରତୀୟ ଛାତ୍ରୀ ବଂଶିକା ସାଇନିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଛି। ପଞ୍ଜାବର ଡେରାବସିର ବାସିନ୍ଦା ବଂଶିକା ଅଢ଼େଇ ବର୍ଷ ପୂର୍ବେ ଓଟାୱା ଯାଇ ଏକ ଡିପ୍ଲୋମା ପାଠ୍ୟକ୍ରମରେ ନାମ ଲେଖାଇଥିଲେ। ସେ ଚାରି ଦିନ ପୂର୍ବରୁ ନିଖୋଜ ଥିଲେ । ଏବେ ତାଙ୍କର ମୃତଦେହ ପୋଲିସ…

ଭାରତକୁ AT4 ଆଣ୍ଟି-ଆର୍ମର ଅସ୍ତ୍ର ପଠାଇଲା ଏହି ଦେଶ, ସହରୀ ଯୁଦ୍ଧ ପାଇଁ ହୋଇଛି ଡିଜାଇନ

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ସାବ୍ ଇଣ୍ଡିଆ(Saab India ) ଭାରତୀୟ ସଶସ୍ତ୍ର ବାହିନୀକୁ ନିଜର ଆଡଭାନ୍ସ AT4 ଆଣ୍ଟି-ଆର୍ମର ସିଷ୍ଟମ ପ୍ରଦାନ କରିଛି। ଏଥିପାଇଁ, AT4CS AST ଭାରିଏଣ୍ଟକୁ ସ୍ୱତନ୍ତ୍ର ଭାବରେ ଚୟନ କରାଯାଇଛି, ଯାହା ସଂକୀର୍ଣ୍ଣ…

ସରକାର ଦେଶଦ୍ରୋହୀଙ୍କ ବିରୋଧରେ ସ୍ପାଇୱେର ବ୍ୟବହାର କରିବା ଭୁଲ୍ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ମଙ୍ଗଳବାର ପେଗାସନ୍‌ ସ୍ବାଇଓ୍ବେର ମାମଲା ଶୁଣାଣି କରିଛନ୍ତି। ଶୁଣାଣି ବେଳେ କୋର୍ଟ କହିଛନ୍ତି, ରାଷ୍ଟ୍ରୀୟ ସୁରକ୍ଷା ଉଦେଶ୍ୟରେ କୌଣସି ଦେଶ ପାଖରେ ସ୍ପାଇଓ୍ବେର ରହିବା କୌଣସି ଖରାପ କଥା ନୁହେଁ। ପ୍ରକୃତ ଚିନ୍ତା ଏହା କରିବା କଥା ଯେ, ଏହି ସ୍ପାଇଓ୍ବେରର…

କଟକରେ ଏନଆଇଏ ଟିମ୍; ପହଲଗାମ ଆକ୍ରମଣରୁ ବର୍ତ୍ତିଥିବା ଲୋକଙ୍କୁ ପଚରାଉଚରା

କଟକ: ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ତଦନ୍ତ ଚଳାଇଥିବା ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)ର ତିନି ଜଣିଆ ଟିମ୍ ମଙ୍ଗଳବାର କଟକରେ ପହଞ୍ଚିଛନ୍ତି। ଏହି ମରଣାତ୍ମକ ଆକ୍ରମଣରୁ ବର୍ତ୍ତି ଯାଇଥିବା ଏକ ପରିବାରକୁ ପଚରାଉଚରା କରିଛନ୍ତି। ବୈସାରଣ ଘାଟିରେ ଘଟିଥିବା ଏହି ଆକ୍ରମଣରେ…

ପାକିସ୍ତାନର ଷଡ଼ଯନ୍ତ୍ର ବିଫଳ; ଭାରତୀୟ ସେନାର ଅଟୋନୋମସ ୱେବସାଇଟ୍ ହ୍ୟାକ୍ ପାଇଁ କରୁଥିଲା ଉଦ୍ୟମ

ନୂଆଦିଲ୍ଲୀ: ୨୨ ଏପ୍ରିଲରେ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ, ପାକିସ୍ତାନ ଭାରତର ପ୍ରତିଶୋଧର ଭୟରେ ବଞ୍ଚୁଛି । ଏହା ନିଜର ଆତଙ୍କକୁ ଲୁଚାଇବା ଏବଂ ଭାରତୀୟ ସେନା ବିରୁଦ୍ଧରେ ପ୍ରଚାର ପ୍ରସାର କରିବା ସହିତ, ଘୃଣ୍ୟ ଷଡ଼ଯନ୍ତ୍ର ମଧ୍ୟ ରଚୁଛି । ଏବେ ସୀମା ପାରରୁ ସାଇବର…

ଜାତୀୟ ସୁରକ୍ଷା ସହ ଜଡିତ ସୂଚନା ସେୟାର ବେଳେ ସତର୍କତା ଜରୁରୀ; CERTର ଆଡଭାଇଜରୀ ଜାରୀ

ଶ୍ରୀନଗର: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ-ପାକିସ୍ତାନ ଅଞ୍ଚଳରେ ବଢ଼ୁଥିବା ଉତ୍ତେଜନା ଏବଂ ସମ୍ବେଦନଶୀଳ ସୁରକ୍ଷା ପରିସ୍ଥିତି ମଧ୍ୟରେ, ଜାତୀୟ ସାଇବର ଜରୁରୀକାଳୀନ ପ୍ରତିକ୍ରିୟା ଦଳ (ନ୍ୟାସନାଲ ସିଇଆରଟି) ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଜାରି କରିଛି। ଏଥିରେ, ଜାତୀୟ ସୁରକ୍ଷା ସହ…

ହସ୍ପିଟାଲରେ ଭର୍ତ୍ତି ହେଲେ କି ପାକିସ୍ତାନ ପ୍ରଧାନମନ୍ତ୍ରୀ?

କରାଚି: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହା ମଧ୍ୟରେ ସିନ୍ଧୁ ଜଳ ଚୁକ୍ତିନାମା ରଦ୍ଦ ସହିତ ପାକିସ୍ତାନୀ ଭିସା ବାତିଲ ଏବଂ ଭାରତରେ ରହୁଥିବା ପାକିସ୍ତାନୀମାନଙ୍କୁ ଦେଶ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପରି…

ଭାରତ ବଡ଼ ଆକ୍ସନ ପାଇଁ ହେଉଛି ପ୍ରସ୍ତୁତ! ଆସନ୍ତାକାଲି ପୁଣି ଥରେ ବସିବ ସିସିଏସ ବୈଠକ

ନୂଆଦିଲ୍ଲୀ: ଆସନ୍ତାକାଲି (ବୁଧବାର) ସକାଳ ୧୧ଟାରେ କ୍ୟାବିନେଟ୍ ସୁରକ୍ଷା କମିଟି (CCS)ର ଏକ ବୈଠକ ଡକାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ସିସିଏସ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ସୁରକ୍ଷା ପ୍ରସ୍ତୁତି ଉପରେ ଆଲୋଚନା ହୋଇପାରେ। ପହଲଗାମ ଆକ୍ରମଣ ପରେ ଏହା…

ଭାରତର ଏୟାର ଷ୍ଟ୍ରାଇକ ଆଶଙ୍କାରେ ଛାନିଆ ପାକିସ୍ତାନ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ସାତ ଦିନ ବିତିଗଲାଣି। ଏହି ଆକ୍ରମଣ ପରେ ଭାରତ ପକ୍ଷରୁ ସାମରିକ କାର୍ଯ୍ୟାନୁଷ୍ଠାନର ଆଶଙ୍କା କରି ଭୟଭୀତ ହୋଇପଡ଼ିଛି ପାକିସ୍ତାନ। ସୂଚନା ଅନୁଯାୟୀ, ଭାରତୀୟ ଏୟାର ଷ୍ଟ୍ରାଇକ ସମ୍ପର୍କରେ ସୂଚନା ପାଇବା ପାଇଁ…