Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ହିମାଚଳରେ ପ୍ରକୃତିର ତାଣ୍ଡବ: ୧୦ରୁ ଅଧିକ ମୃତ, ଅନେକଙ୍କ ମିଳୁନି ପତ୍ତା

ନୂଆଦିଲ୍ଲୀ: ବୁଧବାର ମଧ୍ୟ ହିମାଚଳ ପ୍ରଦେଶରେ ମୌସୁମୀ ତାଣ୍ଡବ ଜାରି ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ବାଦଲ ଫଟା ବର୍ଷା କାରଣରୁ ଆଉ ଦୁଇଟି ମୃତଦେହ ଉଦ୍ଧାର ହୋଇଛି । ଯାହାକୁ ମିଶାଇ ବର୍ଷା ଏବଂ ଭୂସ୍ଖଳନ ସମ୍ବନ୍ଧୀୟ ଘଟଣାରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ତେବେ ହିମାଚଳପ୍ରଦେଶର…

ସରକାର ଦେଲେ ଅନୁମତି; ପିକ୍ ଆୱାରରେ ଓଲା-ଉବର ୨ଗୁଣ ଭଡ଼ା ଚାର୍ଜ କରିପରିବେ

ନୂଆଦିଲ୍ଲୀ: ଯଦି ଆପଣ ମଧ୍ୟ ପିକ୍ ଆୱାରରେ ଓଲା-ଉବର କିମ୍ବା ଅନ୍ୟ କ୍ୟାବ୍ ଆଗ୍ରିଗେଟରଙ୍କ ଟ୍ୟାକ୍ସିରେ ଯାତ୍ରା କରନ୍ତି, ତେବେ ଭବିଷ୍ୟତରେ ଅଧିକ ଟଙ୍କା ଦେବାକୁ ପଡିପାରେ । ସରକାର ପିକ୍ ଆୱାରରେ ମୂଳ ଭଡ଼ାର ୨ ଗୁଣ ପର୍ଯ୍ୟନ୍ତ ଆଦାୟ କରିବାକୁ କ୍ୟାବ୍ ଆଗ୍ରିଗେଟରମାନଙ୍କୁ ଅନୁମତି…

ସିନ୍ଧୁ ଜଳ ଚୁକ୍ତିନାମା ନେଇ ପାକ୍ ଚିନ୍ତିତ, ଦେଶକୁ ଜଳ ଯୋଗାଇବା ପାଇଁ ଶାହବାଜଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ପାକିସ୍ତାନର ଜଳ ସଂରକ୍ଷଣ କ୍ଷମତା ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବାର ଭାରତର ନିଷ୍ପତ୍ତିକୁ ଇଙ୍ଗିତ କରି ସରିଫ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ…

ଆମେରିକାରେ ହିନ୍ଦୁ ମନ୍ଦିରରେ ପୁଣି ଆକ୍ରମଣ; କଠୋର କାର୍ଯ୍ୟାନୁଷ୍ଠାନ ଦାବି କଲା ଭାରତ

ନୂଆଦିଲ୍ଲୀ:ପୁଣିଥରେ ଆମେରିକାରେ ଇସ୍କନ ମନ୍ଦିରକୁ ଟାର୍ଗେଟ କରାଯାଇଛି। ଅପରାଧୀମାନେ ଏବେ ୟୁଟାର ସ୍ପାନିସ୍ ଫୋର୍କରେ ଅବସ୍ଥିତ ଇସ୍କନ ଶ୍ରୀ ଶ୍ରୀ ରାଧା କୃଷ୍ଣ ମନ୍ଦିରକୁ ଟାର୍ଗେଟ କରି ଗୁଳି ଚଳାଇଛନ୍ତି। ଏହି ମନ୍ଦିର ଏହାର ବାର୍ଷିକ ହୋଲି ଉତ୍ସବ ପାଇଁ ବିଶ୍ୱବ୍ୟାପୀ ପ୍ରସିଦ୍ଧ। ଅତି…

ଅତିରିକ୍ତ ଯାତ୍ରୀ ଭିଡ଼ ଏଡ଼ାଇବାକୁ ପ୍ରୟାସ: ରାଜଧାନୀ ଏବଂ ରାଜ୍ୟରାଣୀ ଏକ୍ସପ୍ରେସ୍ ଟ୍ରେନରେ ଅତିରିକ୍ତ କୋଚ୍ ସଂଯୋଗ

ଭୁବନେଶ୍ୱର: ଯାତ୍ରୀ ସୁବିଧା ବୃଦ୍ଧି କରିବା ପାଇଁ ଏକ ସକ୍ରିୟ ପଦକ୍ଷେପ ସ୍ୱରୂପ ପୂର୍ବ ତଟ ରେଳପଥ ରାଜଧାନୀ ଏବଂ ରାଜ୍ୟରାଣୀ ଏକ୍ସପ୍ରେସ୍ ଟ୍ରେନ ଦ୍ୱୟରେ ଅତିରିକ୍ତ ଏସି-୩ ଟାୟାର କୋଚ୍ ଅସ୍ଥାୟୀ ସଂଯୋଗ ପାଇଁ ନିଷ୍ପତ୍ତି ନେଇଛି। ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ଅଧିକ ଚାହିଦା ଥିବା ସମୟରେ…

ଚୀନରେ ହେବାକୁ ଯାଉଛି କି କ୍ଷମତା ପରିବର୍ତ୍ତନ?

ନୂଆଦିଲ୍ଲୀ: କୁଆଡେ ଗଲେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ? ଗତ ଦୁଇ ସପ୍ତାହ ହେଲା ସେ ଅନ୍ତର୍ଜାତୀୟ ଦୃଶ୍ୟପଟ୍ଟରୁ ଗାଏବ ରହିଛନ୍ତି । ୨୦୧୩ ଆରମ୍ଭରୁ କମ୍ୟୁନିଷ୍ଟ ପାର୍ଟି ଅଫ୍ ଚାଇନାର ଦାୟିତ୍ବ ନେବା ପରଠୁ ଲଗାତର ଚର୍ଚ୍ଚାରେ ରହିଛନ୍ତି ଜିନପିଙ୍ଗ । କେତେବେଳେ ପଡୋଶୀ ଦେଶ ସହ ସଂଘର୍ଷକୁ…

ଟ୍ରାଫିକ୍ ଜାମ୍ ପାଇଁ ଗଲା ୩ ଜୀବନ: ଏନଏଚଏଆଇ କହିଲା- ବିନା କାମରେ କାହିଁକି ଘରୁ ବାହାରୁଛନ୍ତି ଲୋକେ

ଭୋପାଳ: ମଧ୍ୟପ୍ରଦେଶର ଇନ୍ଦୋରର ଇନ୍ଦୋର-ଦେବାସ ରାସ୍ତାରେ ୪୦ ଘଣ୍ଟା ଧରି ଟ୍ରାଫିକ ଜାମ ଯୋଗୁଁ ଶୁକ୍ରବାର ଦିନ ତିନି ଜଣଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ହୃଦଘାତ ହୋଇଥିଲା ଏବଂ ଜଣେ ରୋଗୀଙ୍କ ହସ୍ପିଟାଲ ପହଞ୍ଚିବା ପୂର୍ବରୁ ଅମ୍ଳଜାନ ସରିଯାଇଥିଲା। ଏହି କାରଣରୁ ଏହି…

କିଏ ହେବେ ଦଲାଇଲାମାଙ୍କ ଉତ୍ତରାଧିକାରୀ…

ନୂଆଦିଲ୍ଲୀ: ତିବ୍ଦତୀୟ ଧର୍ମଗୁରୁ ଦଲାଇଲାମା ଖୁବ୍ ଶୀଘ୍ର ୯୦ ବର୍ଷ ବୟସରେ ପଦାର୍ପଣ କରିବାକୁ ଯାଉଛନ୍ତି। ବର୍ଦ୍ଧିତ ବୟସ ଯୋଗୁଁ ଉତ୍ତରାଧିକାରୀ ଏବଂ ତାଙ୍କ ନିର୍ବାଚନ ବିଷୟରେ ପ୍ରାୟତଃ ଆଲୋଚନା ହୋଇଥାଏ। ସେ ୧୪ ତମ ଦଲାଇଲାମା ଏବଂ ତାଙ୍କ ଉତ୍ତରାଧିକାରୀ ୧୫ ତମ ଲାମା ଭାବରେ ଜଣାଯିବେ।…

ISS ରହିଥାଏ ଏକ ସ୍ଥାୟୀ ଟିମ୍ , ଜାଣନ୍ତୁ ଏମାନେ କେଉଁ କାମ କରିଥାନ୍ତି?

ନୂଆଦିଲ୍ଲୀ: ମହାକାଶ ସବୁବେଳେ ମଣିଷ ପାଇଁ ରୋମାଞ୍ଚକର ଏବଂ ରହସ୍ୟରେ ଭରପୂର ରହିଆସିଛି। କିନ୍ତୁ ଏହି ରହସ୍ୟ ଆଡ଼ରେ, ପୃଥିବୀଠାରୁ ପ୍ରାୟ ୪୦୦ କିଲୋମିଟର ଉଚ୍ଚତାରେ ଏକ ପ୍ରୟୋଗଶାଳା ରହିଛି, ଯେଉଁଠାରେ ନିରନ୍ତର ବୈଜ୍ଞାନିକ ଗବେଷଣା ଚାଲିଥାଏ। ଏହା ହେଉଛି ଇଣ୍ଟରନାସନାଲ ସ୍ପେସ ଷ୍ଟେସନ…

ସଂସଦ ସୁରକ୍ଷା ତ୍ରୁଟି ମାମଲା: ୨ ଅଭିଯୁକ୍ତଙ୍କୁ ଜାମିନ ଦେଲେ ହାଇକୋର୍ଟ

ନୂଆଦିଲ୍ଲୀ: ସଂସଦର ସୁରକ୍ଷାରେ ତ୍ରୁଟି ମାମଲାରେ ଅଭିଯୁକ୍ତଙ୍କୁ ମିଲିଲା ଜାମିନ୍ । ବୁଧବାର ଦିଲ୍ଲୀ ହାଇକୋର୍ଟ ଦୁଇ ଅଭିଯୁକ୍ତ ନୀଲମ ଆଜାଦ ଏବଂ ମହେଶ କୁମାୱତଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ଦିଲ୍ଲୀ ପୋଲିସ ନୀଲମ ଆଜାଦ ଏବଂ ମହେଶ କୁମାୱତଙ୍କ ଜାମିନ ଆବେଦନକୁ ବିରୋଧ କରିବା…