Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତସୂଚୀରେ ପରିବର୍ତ୍ତନ; ଏହି ଦିନ ଆସିବେ…

ଭୁବନେଶ୍ବର: ବଦଳିଲା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତସୂଚୀ । ଜୁଲାଇ ୯ ତାରିଖରେ ଓଡ଼ିଶା ଆସିବାକୁ ଥିବାବେଳେ, ଏଥିରେ ପରିବର୍ତ୍ତନ ହୋଇଛି । ଜୁଲାଇ ୧୧ ତାରିଖରେ ଓଡିଶା ଆସିବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଏନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି)…

ଇଏଲଆଇ ଯୋଜନାକୁ କ୍ୟାବିନେଟ ଅନୁମୋଦନ, ପ୍ରଥମ ଚାକିରି ପାଇଁ ବ୍ୟକ୍ତିଙ୍କୁ ମିଳିବ ୧୫ ହଜାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ନିଯୁକ୍ତି ଭିତ୍ତିକ ପ୍ରୋତ୍ସାହନ (ଇଏଲଆଇ) ଯୋଜନାକୁ ଅନୁମୋଦନ କରିଛି। ଇଏଲଆଇ ଯୋଜନା ଅଧୀନରେ ପ୍ରଥମ ଥର କାମ କରୁଥିବା କର୍ମଚାରୀମାନେ ଗୋଟିଏ ମାସର ଦରମା (୧୫,୦୦୦ ଟଙ୍କା ପର୍ଯ୍ୟନ୍ତ)…

ଜେଲରେ ରହିଛନ୍ତି କେତେ ବନ୍ଦୀ, ଭାରତ ଓ ପାକିସ୍ତାନ ଜାରି କଲେ ସୂଚୀ…

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଙ୍ଗଳବାର ଦିନ ନିଜନିଜ ଜେଲରେ ବନ୍ଦୀ ଥିବା କଏଦୀଙ୍କ ତାଲିକା ଜାରି କରିଛନ୍ତି। ଇସଲାମାବାଦ ନୂଆଦିଲ୍ଲୀକୁ ୨୪୬ ଜଣ ଭାରତୀୟ କିମ୍ବା ଭାରତୀୟ ବୋଲି ସନ୍ଦେହ କରାଯାଉଥିବା କଏଦୀଙ୍କ ତାଲିକା ପ୍ରଦାନ କରିଛି। ଯେଉଁଥିରେ ୫୩ ଜଣ ସାଧାରଣ ନାଗରିକ ଏବଂ ୧୯୩ ଜଣ…

ବାଣ କାରଖାନାରେ ବିସ୍ଫୋରଣ; ଚାଲିଗଲା ୫ ଶ୍ରମିକଙ୍କ ଜୀବନ

ଚେନ୍ନାଇ: ତାମିଲନାଡୁର ବିରୁଧୁନଗର ଜିଲ୍ଲାର ଶିବକାସୀରେ ଏକ ବାଣ ତିଆରି କାରଖାନାରେ ମଙ୍ଗଳବାର ଦିନ ହଠାତ୍ ବିସ୍ଫୋରଣ ଘଟିଥିଲା। ବାଣ କାରଖାନାରେ ବିସ୍ଫୋରଣରେ ୨ ଜଣ ମହିଳାଙ୍କ ସମେତ ଅତି କମରେ ୫ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ…

ପୁଣି ଟ୍ରମ୍ପ-ମସ୍କ ମୁହାଁମୁହିଁ

ନୂଆଦିଲ୍ଲୀ: ପୁଣି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ ଏଲନ ମସ୍କ ମୁହାଁମୁହିଁ । ଟ୍ରମ୍ପଙ୍କ ବହୁଚର୍ଚ୍ଚିତ ଓ୍ବାନ୍ ବିଗ୍, ବିୟୁଟିଫୁଲ୍ ବିଲକୁ ନେଇ ଉଭୟ ପକ୍ଷରୁ ଜୋରଦାର ବୟାନବାଜି କରାଯାଉଛି । ବିଲକୁ କଡା ସମାଲୋଚନା କରିଛନ୍ତି କୋଟିପତି ବ୍ୟବସାୟୀ ଏଲନ ମସ୍କ । ଟ୍ରମ୍ପଙ୍କ ଏହି…

ମାନୁନି ପାକିସ୍ତାନ…ହେବ କି ଅପରେସନ୍ ସିନ୍ଦୂର-୨?

ନୂଆଦିଲ୍ଲୀ: ହାରିବା ପରେ ବି ବଦଳୁନି ପାକିସ୍ତାନ । ଦେଶର ସେନା ମୁଖ୍ୟ ଅସିମ ମୁନିର ପୁଣି ଜାମ୍ମୁ କାଶ୍ମୀରକୁ ନେଇ ଦେଇଛନ୍ତି ବିବାଦୀୟ ବୟାନ । ଜାମ୍ମୁ କାଶ୍ମୀରରେ ଆତଙ୍କବାଦକୁ ଖୋଲାଖୋଲି ସମର୍ଥନ କରିଛନ୍ତି । କାଶ୍ମୀରରେ ଆତଙ୍କବାଦକୁ ବୈଧ ସଂଘର୍ଷ କହିବା ସହ ଏହା ସମର୍ଥନରେ ସବୁବେଳେ…

୮ ଦିନ, ୫ ଦେଶ….୧୧ ବର୍ଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସବୁଠୁ ବଡ ରାଜନୈତିକ ଯାତ୍ରା…..

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଜୁଲାଇ ଅର୍ଥାତ୍ ଆସନ୍ତାକାଲି ଠାରୁ ୫ ଟି ଦେଶ ଗସ୍ତରେ ଯାଉଛନ୍ତି । ୨ ଜୁଲାଇରୁ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ୯ ଜୁଲାଇରେ ସମାପ୍ତ ହେବ । ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତରେ ଦୁଇଟି ମହାଦେଶ ମଧ୍ୟ ଅନ୍ତର୍ଭୁକ୍ତ। ଏହି ଗସ୍ତରେ…

କେତେ ଜୋର୍ ଶବ୍ଦରେ ମଣିଷର ହୋଇଥାଏ ମୃତ୍ୟୁ? ଜାଣନ୍ତୁ ଏହା କେତେ ବିପଦଜନକ

ଭୁବନେଶ୍ୱର: ପ୍ରାୟତଃ ଖବର ଆସିଥାଏ ଯେ ଅତ୍ୟଧିକ ଶବ୍ଦ ହେତୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଗୁଗଲରେ ଏପରି ଶହ ଶହ ଖବର ମିଳିଯିବ ଯେଉଁଥିରେ ଅଥ୍ୟଧିକ ଶବ୍ଦ ଯୋଗୁ ମଣିଷର ମୃତ୍ୟୁ ହୋଇଛି। ଏପରି ସ୍ଥିତିରେ ମନରେ ପ୍ରଶ୍ନ ଉଠେ ଯେ, ବିବାହ କିମ୍ବା ପାର୍ଟିଗୁଡ଼ିକରେ ଡିଜେରେ ଉଚ୍ଚ ଶବ୍ଦ…

ଜୁଲାଇରେ ପୁଣି ଚମକାଇଲା ସୁନା ଦର, ଜାଣନ୍ତୁ ଭୁବନେଶ୍ୱରରେ ଆଜି କେତେ ଅଛି ପ୍ରାଇଜ

ଭୁବନେଶ୍ୱର : ଆଜି ଭାରତୀୟ ବଜାରରେ ସୁନା ଓ ରୂପାର ମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ ଦେଖାଯାଇଛି। ସ୍ଥାନୀୟ ଅଳଙ୍କାର ବ୍ୟବସାୟୀଙ୍କ ପକ୍ଷରୁ ବୃଦ୍ଧି ପାଇଥିବା କ୍ରୟ ଏବଂ ବିଶ୍ୱସ୍ତରୀୟ ଭୂ-ରାଜନୈତିକ ଅସ୍ଥିରତା ଯୋଗୁଁ ଏହି ମୂଲ୍ୟବାନ ଧାତୁଗୁଡ଼ିକର ଦରରେ ଏହି ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି।…