Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୧୬ ବର୍ଷ ପରେ ସଅଳ ଛୁଇଁଲା ମୌସୁମୀ

ନୂଆଦିଲ୍ଲୀ: କେରଳ ଛୁଇଁଲା ମୌସୁମୀ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି, ଅର୍ଥାତ୍ ମେ ୨୪ରେ କେରଳ ଛୁଇଁଛି । ସାଧାରଣତଃ ଜୁନ୍‌ ୧ରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଉଁଥିବା ବେଳେ ଏଥର ସ୍ବାଭାବିକ ତାରିଖର ୮ ଦିନ ପୂର୍ବରୁ କେରଳ ଛୁଇଁଲା ମୌସୁମୀ । ଯାହା ଗତ ୧୬ ବର୍ଷ ପରେ ସଅଳ…

ହ୍ୱାଟସଅପରେ ଆସିଲା ଚମତ୍କାର ଫିଚର, କେବେ ଏମିତି ନଥିଲା

ଭୁବନେଶ୍ୱର: ଲୋକପ୍ରିୟ ମେସେଜିଂ ଆପ୍ ଓ୍ଵାଟ୍ସଆପ୍ ଏକ ନୂତନ ବୈଶିଷ୍ଟ୍ୟ ଜାରି କରି ସମସ୍ତ ଆକାରର ଗ୍ରୁପ୍‌ରେ ଭଏସ୍ ଚାଟ୍ ସୁବିଧା ଉପଲବ୍ଧ କରାଇଛି। ପୂର୍ବରୁ ଏହି ସୁବିଧା କେବଳ ବଡ଼ ଗ୍ରୁପ (୩୩ କିମ୍ବା ତତୋଧିକ ସଦସ୍ୟ) ପାଇଁ ଉପଲବ୍ଧ ଥିଲା, କିନ୍ତୁ ଏବେ ଛୋଟ ଗ୍ରୁପ ମଧ୍ୟ ଏହି ଭଏସ୍…

ସୁପ୍ରୀମ କୋର୍ଟର ଐତିହାସିକ ରାୟ : ଏହା ହେଉଛି ମହିଳାଙ୍କ ମୌଳିକ ଅଧିକାର, କେହି ବଞ୍ଚିତ କରିପାରିବେନି

ନୂଆଦିଲ୍ଲୀ : ସୁପ୍ରୀମ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ମଦ୍ରାସ ହାଇକୋର୍ଟର ଖଣ୍ଡପୀଠଙ୍କ ନିଷ୍ପତ୍ତିକୁ ଖାରଜ କରିଛନ୍ତି, ଯେଉଁଥିରେ ଜଣେ ସରକାରୀ ଶିକ୍ଷୟିତ୍ରୀଙ୍କୁ ତାଙ୍କ ତୃତୀୟ ସନ୍ତାନ ଜନ୍ମ ପରେ ମାତୃତ୍ୱ ଅବକାଶ ଦେବାକୁ ମନା କରାଯାଇଥିଲା। ସୁପ୍ରୀମ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ…

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫଶିଲେ ଏଏସଆଇ ଓ ହୋମଗାର୍ଡ

ଭୁବନେଶ୍ୱର: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫଶିଲେ ଏଏସଆଇ ଓ ହୋମଗାର୍ଡ। ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ଶନିବାର ଦିନ ଖୋର୍ଦ୍ଧାର ବାଙ୍କୋଇ ପୋଲିସ ଆଉଟପୋଷ୍ଟର ସହକାରୀ ସବ-ଇନ୍ସପେକ୍ଟର (ଏଏସଆଇ) ତୁଷାରକାନ୍ତ ନାୟକ ଏବଂ ହୋମଗାର୍ଡ ପ୍ରଶାନ୍ତ କୁମାର ସୁନ୍ଦରାୟଙ୍କୁ ୧୦,୦୦୦ ଟଙ୍କା ଲାଞ୍ଚ…

୨୪ ଘଣ୍ଟାରେ କେରଳ ଛୁଇଁବ ମୌସୁମୀ, ପ୍ରଭାବରେ ବଦଳିଲା ପାଗର ମିଜାଜ୍ 

ନୂଆଦିଲ୍ଲୀ: ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେରଳ ଛୁଇଁବ ମୌସୁମୀ। ଏହାର ସାଧାରଣ ସମୟସୀମା ପ୍ରାୟ ଗୋଟିଏ ସପ୍ତାହ ପୂର୍ବରୁ ମୌସୁମୀ ଦେଶକୁ ପ୍ରବେଶ କରିବାକୁ ଯାଉଛି। ଏଥିସହିତ କେରଳରେ ଏହି ବର୍ଷ ମୌସୁମୀ ପହଞ୍ଚିବା ଗତ ୧୬ ବର୍ଷ ମଧ୍ୟରେ ସବୁଠାରୁ ଶୀଘ୍ର ପହଞ୍ଚିବ ମୌସୁମୀ । ଏନେଇ ସୂଚନା…

ଇସ୍ରୋ ଭ୍ରମଣରେ ଟାଟାଷ୍ଟିଲ ୟାଟ୍ସ ବିଜେତା

ଭୁବନେଶ୍ୱର: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପରିଭ୍ରମଣରେ ଗଲେ ୟାଟ୍‌ସ (ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ)ର କୃତି ଛାତ୍ରଛାତ୍ରୀ। ଟାଟା ଷ୍ଟିଲ ଓ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଅଧୀନରେ ଭୁବନେଶ୍ବରସ୍ଥିତ ପଠାଣୀ ସାମନ୍ତ ପ୍ଲାନେଟାରିୟମ୍‌ର…

ପାକିସ୍ତାନ ବିରୋଧରେ ଆଉ ଏକ ବଡ଼ ପଦକ୍ଷେପ, ପାକ୍ ବିମାନ ପାଇଁ ଏନଓଟିଏଏମକୁ ମାସେ ବୃଦ୍ଧି କଲା ଭାରତ

ନୂଆଦିଲ୍ଲୀ: ପାକିସ୍ତାନ ବିରୋଧରେ ଭାରତର ଆଉ ଏକ ବଡ଼ ପଦକ୍ଷେପ। ପାକିସ୍ତାନ ବିମାନ ପାଇଁ NOTAMକୁ ମାସେ ବୃଦ୍ଧି କଲା ଭାରତ। ଜୁନ୍ ୨୩ ଯାଏଁ ପାକିସ୍ତାନୀ ବିମାନ ପାଇଁ ନିଜ ଏୟାରସ୍ପେସ୍ ବନ୍ଦ କଲା ଭାରତ । ପୂର୍ବରୁ ପାକିସ୍ତାନ ସହିତ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ସରକାର ମେ ୨୩ ପର୍ଯ୍ୟନ୍ତ…

ଏତେ ନେଇଯିବ ରୁଷ…. କ’ଣ କରିବ ୟୁକ୍ରେନ?

ନୂଆଦିଲ୍ଲୀ: ଧିରେ ଧିରେ ଦୁର୍ବଳ ହେବାରେ ଲାଗିଲାଣି ୟୁକ୍ରେନ୍ । ଗୋଟେପଟେ ସେନା ବଳ ଆଉ ଅନ୍ୟପଟେ ଏବେ ମନୋବଳ ସବୁ ଭାଙ୍ଗିବାକୁ ବସିଲାଣି । ଯାହାକୁ ନେଇ ଏବେ ଚାପାଗ୍ରସ୍ତ ରହିଛି ୟୁକ୍ରେନ୍ । ଯୁଦ୍ଧ ବିରତି ନେଇ ସବୁ ପ୍ରୟାସ ଜାରି ରଖିଛି । ହେଲେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବନ୍ଦ…

ପୁଞ୍ଛ ଗସ୍ତରେ ଯିବେ ରାହୁଲ ଗାନ୍ଧୀ, ପାକିସ୍ତାନୀ ଗୁଳିରେ ପ୍ରଭାବିତ ପରିବାରଙ୍କୁ କରିବେ ସାକ୍ଷାତ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ଜମ୍ମୁ-କାଶ୍ମୀରର ପୁଞ୍ଛ ଅଞ୍ଚଳ ଗସ୍ତ କରିବେ। ଏହି ସମୟରେ ସେ ସମ୍ପ୍ରତି ପାକିସ୍ତାନୀ ଗୁଳିରେ ପ୍ରାଣ ହରାଇଥିବା ଏବଂ ପ୍ରଭାବିତ ହୋଇଥିବା ଲୋକଙ୍କ ପରିବାରକୁ ଭେଟିବେ। ଏନେଇ ଦଳର ନେତା ଜୟରାମ ରମେଶ ରାହୁଲ ଗାନ୍ଧୀଙ୍କ ଗସ୍ତ ବିଷୟରେ…

ମହାରାଷ୍ଟ୍ର ଗଡ଼ଚିରୋଲିରେ ୪ ହାର୍ଡକୋର୍ ମାଓବାଦୀ ନିପାତ

ଗଡ଼ଚିରୋଲି: ନକ୍ସଲ ଦମନରେ ପୁଣି ସୁରକ୍ଷାକର୍ମୀଙ୍କୁ ମିଳିଛି ସଫଳତା । ମହାରାଷ୍ଟ୍ର-ଛତିଶଗଡ଼ର ସୀମାନ୍ତ ଗଡ଼ଚିରୋଲି ଥାନା ଅଧୀନ ଏକ ଜଙ୍ଗଲରେ ସୁରକ୍ଷା ବାହିନୀ ଏବଂ ମାଓମାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଗୁଳିମାଡ଼ରେ ୪ ଜଣ ମାଓବାଦୀ ନିପାତ ହୋଇଛନ୍ତି । ମାଓବାଦୀମାନେ ଏକ ବଡ଼ଧରଣର…