Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପୋପ୍ ଫ୍ରାନ୍ସିସ୍‌ଙ୍କ ଶେଷକୃତ୍ୟ; ଅନ୍ତିମ ଦର୍ଶନ କଲେ ରାଷ୍ଟ୍ରପତିଙ୍କ ସମେତ ବିଶ୍ଵ ନେତା

ନୂଆଦିଲ୍ଲୀ: ଖ୍ରୀଷ୍ଟିଆନ କ୍ୟାଥୋଲିକ ଧର୍ମଗୁରୁ ପୋପ୍ ଫ୍ରାନ୍ସିସ୍‌ଙ୍କ ମର ଶରୀରକୁ ରୋମରେ ଥିବା ସାଣ୍ଟା ମାରିଆ ମାଗିଓରେ ବାସିଲିକାକୁ ନିଆଯାଇଥିଲା। ଯାହାକି ସେଣ୍ଟ ପିଟର୍ସ ସ୍କୋୟାରରୁ ପ୍ରାୟ ୪ କିଲୋମିଟର ଦୂରରେ ଅବସ୍ଥିତ। ସେହିଠାରେ ତାଙ୍କ ମର ଶରୀରକୁ କବର ଦିଆଯାଇଛି। ତେବେ ଗତ…

ସୁରକ୍ଷା ବାହିନୀର କାର୍ଯ୍ୟକଳାପର ସିଧା ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଲେ ସରକାର

ନୂଆଦିଲ୍ଲୀ: ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ଏପ୍ରିଲ ୨୨ ତାରିଖରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଶନିବାର ସମସ୍ତ ଗଣମାଧ୍ୟମ ସଂସ୍ଥା ପାଇଁ ଏକ…

ଏମିତି ପାକିସ୍ତାନ ଉପରେ ପ୍ରତିଶୋଧ ନେବ ଭାରତ !

ନୂଆଦିଲ୍ଲୀ: ଏପ୍ରିଲ ୨୨, ଭାରତ ପାଇଁ କଳାଦିବସ । ନିର୍ଦ୍ଦୋଷ ପର୍ଯ୍ୟଟକଙ୍କୁ ନିର୍ମମ ଭାବେ ହତ୍ୟା କଲେ ଆତଙ୍କବାଦୀ । ଘଟଣାକୁ ନେଇ ସାରା ଦେଶରେ ପ୍ରବଳ ଆକ୍ରୋଶ । ପ୍ରାଥମିକ ତଦନ୍ତରୁ ଆକ୍ରମଣ ପଛରେ ପାକିସ୍ତାନର ହାତ ରହିଥିବା ନେଇ ସନ୍ଦେଶ ମିଳୁଛି । ହମଲାର ଜବାବୀ ଆକ୍ସନ୍ ପାଇଁ ଭାରତ…

ସିନ୍ଧୁରେ ପାଣି ନ ବୋହିଲେ, ରକ୍ତ ଝରିବ: ଭାରତକୁ ଧମକ ଦେଲା ବିଲାୱାଲ ଭୁଟ୍ଟୋ

ନୂଆଦିଲ୍ଲୀ: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଉପରେ ଭାରତ କଠୋର କଟକଣା ଲଗାଇଛି। ଯେଉଁଥିରେ ସିନ୍ଧୁ ଚୁକ୍ତିନାମା ମଧ୍ୟ ସାମିଲ। ଭାରତ ସିନ୍ଧୁ ଚୁକ୍ତିନାମା ବାତିଲ କରିବାକୁ ନିଷ୍ପତ୍ତି ନେବା ପରେ ଚିନ୍ତାରେ ପାକିସ୍ତାନ ସରକାର। ଭାରତର ଏହି ପଦକ୍ଷେପକୁ ପାକିସ୍ତାନର ଶାସକ ଦଳ…

ଏଲଓସି ବା ଲାଇନ୍ ଅଫ୍ କଣ୍ଟ୍ରୋଲ କ’ଣ?

ନୂଆଦିଲ୍ଲୀ: ପହଲଗାମ ହମଲା ପରଠୁ ପାକିସ୍ତାନ ଓ ଭାରତ ମଧ୍ୟରେ ଅଶାନ୍ତି ବଢିଛି । ଜାମ୍ମୁ କାଶ୍ମୀର ଏଲଓସିରେ ବି ଗୁଳିବିନିମୟ ହୋଇଛି । ପାକିସ୍ତାନୀ ସେନା ପକ୍ଷରୁ ଗୁଳିମାଡ କରାଯିବା ପରେ ଭାରତୀୟ ସେନା ଜବାବି ଗୁଳି ବିନିମୟ କରିଥିଲା। ବିଭିନ୍ନ ଭାରତୀୟ ପୋଷ୍ଟକୁ ପାକିସ୍ତାନୀ ସେନା…

ଆର୍ଥିକ ସଂକଟରେ ପାକିସ୍ତାନ…କେମିତି କରିବ ଭାରତ ସହ ମୁକାବିଲା?

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ ପାକିସ୍ତାନକୁ ନେଇ ସାରା ଦେଶରେ ଆକ୍ରୋଶ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଡା ଆଭିମୁଖ୍ୟ ଦେଖାଇଛନ୍ତି ତ ପାକିସ୍ତାନ ବିରୋଧରେ ବଡ଼ଧରଣର ଆକ୍ସନ ପାଇଁ ଦାବି ହେଉଛି । ଆତଙ୍କ ବିରୋଧରେ ଭାରତର କଡା ସନ୍ଦେଶ ପରେ ଭୟରେ ଥରହର ପାକିସ୍ତାନ । ତେବେ ପ୍ରଶ୍ନ…

ପାକିସ୍ତାନୀଙ୍କୁ ଖୋଜୁଖୋଜୁ ଧରାପଡ଼ିଲେ ହଜାରେ ବାଂଲାଦେଶୀ, ୪୦୦ରୁ ଉର୍ଦ୍ଧ୍ୱ ଅଟକ

ଅହମଦାବାଦ: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଗୁଜୁରାଟ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପାକିସ୍ତାନୀଙ୍କୁ ଖୋଜୁଖୋଜୁ ଧରାପଡ଼ିଲେ ବାଂଲାଦେଶୀ। ସୁରତରେ ୪୦୦ ରୁ ଉର୍ଦ୍ଧ୍ୱ ବାଂଲାଦେଶୀ ଅଟକ। ବେଆଇନ କାଗଜପତ୍ର ଦେଇ ସୁରତରେ ରହୁଥିଲେ ବାଂଲାଦେଶୀ। ରାଜ୍ୟରେ ଅବୈଧ ଭାବରେ ରହୁଥିବା…

ପାକିସ୍ତାନୀ ଦୂତାବାସ ଅଧିକାରୀଙ୍କ ଆତଙ୍କବାଦୀ ଆଚରଣ; ଭାରତୀୟଙ୍କ ଗଳା କାଟିବାକୁ କଲେ ଇଙ୍ଗିତ

ଲଣ୍ଡନ: ପହଲଗାମ ଆତଙ୍କବାଦ ଆକ୍ରମଣ ପରେ ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ କ୍ରୋଧ ରହିଛି ଏବଂ ସାରା ବିଶ୍ୱରେ ରହୁଥିବା ଭାରତୀୟମାନେ ଏହାର ପ୍ରତିବାଦ କରୁଛନ୍ତି। ଲଣ୍ଡନରେ ରହୁଥିବା ପ୍ରବାସୀ ଭାରତୀୟ ମାନେ ଲଣ୍ଡନ ସ୍ଥିତ ପାକ୍ ଦୂତାବାସ ବାହାରେ  ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଲଣ୍ଡନରେ…

ସୀମା ହାଇଦରଙ୍କୁ ଯିବାକୁ ପଡ଼ିବନି ପାକିସ୍ତାନ! ସରକାରଙ୍କ ଏହି ନିୟମ ରକ୍ଷା କରିଦେବ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପହଲଗାମରେ ହିନ୍ଦୁ ପର୍ଯ୍ୟଟକଙ୍କ ନରସଂହାର ପରେ ଭାରତ ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। କେନ୍ଦ୍ର ସରକାର ଭାରତରେ ରହୁଥିବା ସମସ୍ତ ପାକିସ୍ତାନୀ ନାଗରିକଙ୍କ ଭିସା ରଦ୍ଦ କରି ୪୮ ଘଣ୍ଟା ମଧ୍ୟରେ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଗୃହମନ୍ତ୍ରୀ…

ପାକିସ୍ତାନ ଫାଇଟ ଜେଟରେ ଲାଗିଲା ନିଆଁ, ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ: ପାକିସ୍ତାନର ଲାହୋରସ୍ଥିତ ଅଲ୍ଲାମା ଇକବାଲ ଆନ୍ତର୍ଜାତିକ ବିମାନବନ୍ଦରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ଖବର ସାମ୍ନାକୁ ଆସିଛି। ଏହି ଘଟଣା ଯୋଗୁ ବିମାନବନ୍ଦରରୁ ସମସ୍ତ ଉଡ଼ାଣକୁ ବାତିଲ କରାଯାଇଛି। ସୂଚନା ଅନୁଯାୟୀ, ପାକିସ୍ତାନ ସେନାର ଏକ ବିମାନ ଲାହୋର ଏୟାରପୋର୍ଟରେ ଅବତରଣ…