Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପାକିସ୍ତାନର ଲଜ୍ଜାଜନକ କାର୍ଯ୍ୟ; ଅସୁବିଧାରେ ଫସିଥିବା ଇଣ୍ଡିଗୋ ବିମାନକୁ କଲାନି ସାହାଯ୍ୟ

ନୂଆଦିଲ୍ଲୀ: ବୁଧବାର ସନ୍ଧ୍ୟାରେ ଏୟାର ଇଣ୍ଡିଗୋ ବିମାନରେ କୁଆପଥର ମାଡ ପରେ ନୋଜ୍ କୋନ୍ ଭାଙ୍ଗିଯିବା ଘଟଣାରେ ସାମ୍ନାକୁ ଆସିଛି ଏକ ଅଜବ ଖବର । ଏୟାରଲାଇନ୍ସ ଅନୁଯାୟୀ, ଶ୍ରୀନଗର ନିକଟରେ ହଠାତ୍ ଏବଂ ତୀବ୍ର ପାଗର ସମ୍ମୁଖୀନ ହୋଇଥିଲା, ଯାହା ପରେ ପାଇଲଟ ଅସୁବିଧାକୁ ଏଡାଇବା ପାଇଁ…

ନକ୍ସଲ ଓ ମାଓବାଦୀଙ୍କ ମଧ୍ୟରେ ପାର୍ଥକ୍ୟ, ଭାରତରେ କେମିତି ହୋଇଥିଲା ଆରମ୍ଭ

ଭୁବନେଶ୍ୱର : ଛତିଶଗଡ଼ର ନାରାୟଣପୁର ଜଙ୍ଗଲରେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ୨୭ ଜଣ ମାଓବାଦୀଙ୍କ ସହ ସିପିଆଇ (ମାଓବାଦୀ)ର ମହାସଚିବ ନମ୍ବାଲା କେଶବ ରାଓ ଉର୍ଫ ବସବରାଜୁ ନିହତ ହୋଇଛି। ବସ୍ତର ଆଇଜି ପି. ସୁନ୍ଦରରାଜ କହିଛନ୍ତି, “ଛତିଶଗଡ଼ରେ ପ୍ରଥମ ଥର ପାଇଁ…

ଜଙ୍ଗଲରେ କେମିିତି ଜୀବନ ବିତାନ୍ତି ମାଓବାଦୀ, ଶୁଣିଲେ ଆଶ୍ଚର୍ଯ୍ୟ ହେବେ ରାତିର କାହାଣୀ

ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମତି ଶାହଙ୍କ ଆହ୍ୱାନରେ ଆରମ୍ଭ ହୋଇଛି ମାଓବାଦୀ ଦମନ। ସବୁଦିନ ମାଓବାଦୀଙ୍କୁ ନିପାତ କରୁଥିବାର ଖବର ସାମ୍ନାକୁ ଆସୁଛି। ହେଲେ ଆପଣମାନେ କେବେ ଭାବିଛନ୍ତି ଏହି ମାଓବାଦୀମାନେ କେମିତି ଘଞ୍ଚ ଜଙ୍ଗଲ ଜୀବନ ବିତାନ୍ତି।  ଓଡ଼ିଶାର କନ୍ଧମାଳ, ମାଲକାନଗିରି, କୋରାପୁଟ ଓ…

ଆତଙ୍କବାଦର କୌଣସି ଧର୍ମ ନାହିଁ; ଏହା ସାରା ବିଶ୍ଵ ପାଇଁ ବିପଦ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ବିଶ୍ୱ ସମ୍ମୁଖରେ ପାକିସ୍ତାନର ପର୍ଦ୍ଦାଫାସ କରିବାକୁ ନିଷ୍ପତ୍ତି ନେଇଛି ଭାରତ। ଏଥିପାଇଁ ଭାରତ ସରକାରଙ୍କ ପକ୍ଷରୁ ୭ଟି ପ୍ରତିନିଧିମଣ୍ଡଳ ଗଠନ କରାଯାଇଛି। ଏଥିରେ ସମସ୍ତ ଦଳର ୫୧ ଜଣ ନେତା ଏବଂ ୮୫ ଜଣ ରାଷ୍ଟ୍ରଦୂତ ମୋଟ୍ ୩୨ଟି ଭିନ୍ନ ଭିନ୍ନ…

ଟୋକିଓ ଗସ୍ତରେ ଅପରାଜିତା ଷଡଙ୍ଗୀ, ବିଦେଶରେ ପାକିସ୍ତାନର ମୁଖା ଖୋଲିଲେ ପ୍ରତିନିଧି…

ନୂଆଦିଲ୍ଲୀ: 'ଅପରେସନ ସିନ୍ଦୁର’ର ସର୍ବଦଳୀୟ ସାଂସଦ ଟିମ୍ ଗୁରୁବାର ଟୋକିଓରେ ପହଞ୍ଚି ଏଡୋଗାୱାଠାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଏହି ଅଭିଯାନକୁ ଆରମ୍ଭ କରିଛନ୍ତି। ପରେ ଜାପାନର ବୈଦେଶିକ ମନ୍ତ୍ରୀ ତାକେଶୀ ଇଞ୍ଛାୟାଙ୍କୁ ଏହି ପ୍ରତିନିଧି ଦଳ…

୬୦୦ରୁ ଅଧିକ ପାକିସ୍ତାନୀଙ୍କ ସହ ଯୋଗାଯୋଗରେ ଥିବା ଗୁପ୍ତଚର ଗିରଫ

ନୂଆଦିଲ୍ଲୀ:ଦେଶର ବିଭିନ୍ନ ସ୍ଥାନରୁ ପାକିସ୍ତାନୀ ଗୁପ୍ତଚରମାନଙ୍କୁ ଧରାଯାଉଛି। ଏଥି ମଧ୍ୟରେ ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ୟୁପି ଏଟିଏସ୍ ବାରାଣସୀରୁ ତୁଫୈଲ ନାମକ ଜଣେ ଯୁବକଙ୍କୁ ଗିରଫ କରିଛି।ତୁଫୈଲ ୬୦୦ରୁ ଅଧିକ ପାକିସ୍ତାନୀ ନମ୍ବର ସହିତ ଯୋଗାଯୋଗରେ ଥିଲା। ତୁଫୈଲ ପାକିସ୍ତାନୀ…

୨୦୩୫ ସୁଦ୍ଧା ମଡ୍ୟୁଲାର ଅନ୍ତରୀକ୍ଷ କେନ୍ଦ୍ର ସ୍ଥାପନ ପାଇଁ ଭାରତର ଯୋଜନା: ଇସ୍ରୋ ଅଧ୍ୟକ୍ଷ

ଭୁବନେଶ୍ୱର: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ମହାକାଶରେ ୨୦୩୫ ସୁଦ୍ଧା ଏକ ମଡ୍ୟୁଲାର ମହାକାଶ କେନ୍ଦ୍ର ସ୍ଥାପନ କରିବାର ଯୋଜନା ରଖିଥିବା ନେଇ ଇସ୍ରୋର ଅଧ୍ୟକ୍ଷ ତଥା ମହାକାଶ ବିଭାଗର ସଚିବ ଡକ୍ଟର ଭି. ନାରାୟଣନ୍ କହିଛନ୍ତି। ବିଏଏସ୍‌ର ସ୍ଥାପନା ମହାକାଶ ଗବେଷଣା ଏବଂ…

ବ୍ୟବସାୟୀଙ୍କ ଅନନ୍ୟ ପଦକ୍ଷେପ; ଚୀନ୍-ବାଂଲାଦେଶର ପୋଷାକ ବିକିଲେ ଲାଗିବ ୧.୧୧ ଲକ୍ଷର ଫାଇନ

ମଧ୍ୟପ୍ରଦେଶ:ପାକିସ୍ତାନକୁ ସମର୍ଥନ କରୁଥିବା ଦେଶଗୁଡ଼ିକ ଉପରେ ଟ୍ରେଡ ବ୍ୟାନ ଷ୍ଟ୍ରାଇକ ଆରମ୍ଭ କରି ଦେଇଛନ୍ତି ଭାରତବାସୀ । ଏହି କ୍ରମରେ ଚୀନ ଓ ବାଂଲାଦେଶ ନିର୍ମିତ କୌଣସି ପୋଷାକ ମାର୍କେଟ୍‌ରେ ବିକ୍ରି କଲେ ବିକ୍ରେତାଙ୍କ ଉପରେ ପଡ଼ିବ ୧.୧୧ ଲକ୍ଷ ଟଙ୍କାର ଫାଇନ୍ ଲାଗିବ ବୋଲି ଇନ୍ଦୋରର…

ଘର କାମ କରୁଛି ରୋବୋଟ୍; ଭିଡିଓ ସେୟାର କଲେ ମସ୍କ

ନୂଆଦିଲ୍ଲୀ: ଏଲନ ମସ୍କ ପୁଣିଥରେ ଇଣ୍ଟରନେଟରେ ହଇଚଇ ସୃଷ୍ଟି କରିଛନ୍ତି। ସେ ଏକ୍ସରେ ଏକ ରୋବୋଟ୍ ର ଭିଡିଓ ପୋଷ୍ଟ କରିଛନ୍ତି। ତାଙ୍କ କମ୍ପାନୀର ମାନବକୃତ୍ ରୋବୋଟ୍ (ଅପ୍ଟିମସ୍) ଦୈନନ୍ଦିନ ଜୀବନର ଅନେକ କାର୍ଯ୍ୟ କରୁଛି। ଯେପରିକି ଘରକୁ ଭାକ୍ୟୁମ୍ କରିବା, ସଫା କରିବା ଏବଂ ଡଷ୍ଟପ୍ୟାନ୍…

ରାଜସ୍ଥାନର ବିକାନେରରେ ୨୬,୦୦୦ କୋଟି ଟଙ୍କାର ପ୍ରକଳ୍ପର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନର ବିକାନେରରେ ୨୬,୦୦୦ କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଉଦଘାଟନ, ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ସେ ୧୮ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ଅନଲାଇନରେ ଯୋଗ ଦେଇଥିବା ଲୋକଙ୍କ ଗୁରୁତ୍ୱପୂର୍ଣ୍ଣ ଅଂଶଗ୍ରହଣକୁ ପ୍ରଶଂସା…