Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନିଟ୍ ୟୁଜି ରେଜଲ୍ଟ ସ୍ଥଗିତ: ପରୀକ୍ଷା ବ୍ଲାକଆଉଟ୍ ନେଇ ଅଭିଯୋଗ ଆଣିଲେ ପରୀକ୍ଷାର୍ଥୀ

ନୂଆଦିଲ୍ଲୀ: ଏବେ ବାହାରିବନି ନିଟ୍ ୟୁଜି ରେଜଲ୍ଟ । ପରୀକ୍ଷା ସମୟରେ ବିଦ୍ୟୁତ୍ କାଟ ଯୋଗୁଁ ତାଙ୍କ ପ୍ରଦର୍ଶନକୁ ପ୍ରଭାବିତ ହୋଇଛି ବୋଲି ଜଣେ ଛାତ୍ରୀ ଆବେଦନ କରିବା ପରେ ମଧ୍ୟପ୍ରଦେଶ ହାଇକୋର୍ଟର ଇନ୍ଦୋର ବେଞ୍ଚ ନିଟ୍ ୟୁଜି ଫଳାଫଳ ଘୋଷଣାକୁ ନେଇ କିଛଇ ଏପରି ନିର୍ଦ୍ଦେଶ ଦେଇଛନ୍ତି ।…

ଭାରତ ବିରୋଧରେ ପାକିସ୍ତାନକୁ ସହଯୋଗ କରି ଫସିଲା ତୁର୍କୀ, ଏବେ କୂଟନୈତିକ ଜାଲରେ ଫସି କାଙ୍ଗାଳ ସ୍ଥିତିରେ…

ନୂଆଦିଲ୍ଲୀ: ପାକିସ୍ତାନକୁ ଖୋଲାଖୋଲି ସମର୍ଥନ ଦେବା ତୁର୍କୀ ପାଇଁ ମହଙ୍ଗା ପଡ଼ିଛି। ରାଜନୈତିକ ନିଷ୍ପତ୍ତିର ପ୍ରଭାବ କେବେ ଓ କେଉଁଠାରେ ପଡ଼ିଯାଏ, ଏହା ତୁର୍କୀଠାରୁ ଅଧିକ କେହି ବୁଝି ପାରିବେ ନାହିଁ। ଏହାର ସିଧାସଳଖ ଆଘାତ ପଡ଼ିଛି ତୁର୍କୀର ବିବାହ ପର୍ଯ୍ୟଟନ ଶିଳ୍ପ ଉପରେ। ଭାରତର ଅସନ୍ତୋଷ…

ଭାରତ-ପାକିସ୍ତାନ ଯୁଦ୍ଧରେ ବିରାମ: ମୋତେ ଶ୍ରେୟ ମିଳିବନି କହି ସାକ୍ଷାତକାରରେ ‘କାନ୍ଦି’ ପକାଇଲେ…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଭାରତ ଓ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରିଥିବା ଦାବି କରିଛନ୍ତି। ଫକ୍ସ ନ୍ୟୁଜକୁ ଦେଇଥିବା ଏକ ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି ଯେ, ସେ ଦୁଇ ପରମାଣୁ ଶକ୍ତିସମ୍ପନ୍ନ ଦେଶକୁ ଯୁଦ୍ଧର ମୁହାଁମୁହିଁ ସ୍ଥିତିରୁ ନିବୃତ…

ଆମେରିକା ମାନିନେବକି ଭାରତର ୧୦୦% ଶୁଳ୍କ ଛାଡ ପ୍ରସ୍ତାବ!: ବଡ ସଙ୍କେତ ଦେଲେ ଟ୍ରମ୍ପ…

ନୂଆଦିଲ୍ଲୀ: ଭାରତ ଆମେରିକା ସାମଗ୍ରୀ ଉପରେ ଶୁଳ୍କ ଛାଡ କରିବାକୁ ଚାହୁଁଛି । ଏନେଇ ଭାରତ ଆମେରିକୀୟ ସାମଗ୍ରୀ ଉପରେ ସମସ୍ତ ଶୁଳ୍କ ହଟାଇବା ପାଇଁ ପ୍ରସ୍ତାବ ଦେଇଥିବା ଦାବି କରିଛନ୍ତି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ହେଲେ ଏନେଇ ଆମେରିକାର ଆଭିମୁଖ୍ୟ କ’ଣ ସେନେଇ କିଛି ସ୍ପଷ୍ଟ…

ଅପରେସନ ସିନ୍ଦୂର ପରେ ମୁମ୍ବାଇ ବିମାନ ବନ୍ଦର ଓ ତାଜ ହୋଟେଲ ଉଡ଼ାଇବାକୁ ଧମକ

ମୁମ୍ବାଇ: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ପୁଣି ଥରେ ସୁରକ୍ଷା ଦୃଷ୍ଟିରୁ ହାଇ ଆଲର୍ଟରେ। ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦର ଓ ଐତିହାସିକ ତାଜ ହୋଟେଲକୁ ବୋମା ମାଡ଼ରେ ଉଡ଼ାଇ ଦେବାର ଧମକ ମିଳିଛି । ଏହାପରେ ପୁଲିସ ଓ ଗୁଇନ୍ଦା ସଂସ୍ଥାମାନେ ସତର୍କ ହୋଇଛନ୍ତି। ଏକ ଇ-ମେଲ…

ବୈଜୟନ୍ତ, ଥରୁରଙ୍କ ସମେତ ୭ ସାଂସଦଙ୍କୁ ବିଜେପି ଦେଲା ବଡ଼ ଦାୟିତ୍ଵ, କରିବେ ପାକିସ୍ତାନର ପର୍ଦ୍ଦାଫାଶ 

ନୂଆଦିଲ୍ଲୀ: ବିଦେଶ ଯିବେ ଭାରତ ସାଂସଦ। ଅନ୍ୟ ଦେଶ ଆଗରେ ପାକିସ୍ତାନର ମୁଖା ଖୋଲିବେ। ଏଥିପାଇଁ କେନ୍ଦ୍ର ସରକାର ସବୁ ଦଳର ୭ ସାଂସଦଙ୍କୁ ଚୟନ କରିଛନ୍ତି। ଏଥିପାଇଁ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ବିଦେଶରେ ଭାରତରୁ ପ୍ରତିନିଧିତ୍ୱ କରୁଥିବା ଭାରତୀୟ ସଂସଦୀୟ ପ୍ରତିନିଧିମଣ୍ଡଳୀର ନେତୃତ୍ୱ…

‘ଅପରେସନ ସିନ୍ଦୂର’କୁ ନେଇ ସତ ମାନିଲେ ଶେହବାଜ୍‍ ସରିଫ୍‍, ପାକ୍‌ରେ ହୋଇଛି ଭୟଙ୍କର କ୍ଷତି

ନୂଆଦିଲ୍ଲୀ: ଅପରେସନ୍ ସିନ୍ଦୂର ସତ ମାନିଲା କଲା ପାକିସ୍ତାନ। ଭାରତର ଜବାବୀ ଆକ୍ସନରେ ବହୁ ଏୟାରବେସ୍ ଛାରଖାର ହୋଇଛି। ଭୟଙ୍କର କ୍ଷତି ସହିଥିବା ଶେଷରେ ମାନିଛି ପାକିସ୍ତାନ। ପହଲଗାଓଁ ଆକ୍ରମଣର ପ୍ରତିଶୋଧ ନେବାକୁ ପାକିସ୍ତାନରେ ଅପରେସନ ସିନ୍ଦୂର ଜରିଆରେ ଭାରତ ଆତଙ୍କୀଙ୍କ ଆଡ୍ଡାକୁ…

ମାଡ଼ି ଆସୁଛି କୋଭିଡର ନୂଆ ୱେଭ୍! ଏହି ସବୁ ଦେଶରେ ଅଚାନକ ବଢିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ବିଶ୍ୱ ଏପର୍ଯ୍ୟନ୍ତ କୋଭିଡ୍-୧୯ ମହାମାରିକୁ ଭୁଲିପାରିନାହିଁ। ଏହି ରୋଗର କ୍ଷତ ଏପର୍ଯ୍ୟନ୍ତ ଶୁଖିନଥିବା ବେଳେ ଏବେ ପୁଣିଥରେ କୋରୋନା ଭାଇରସ ଲେଉଟିବା ଖବର ସମସ୍ତଙ୍କ ଚିନ୍ତା ବଢାଇଛି। ଏସିଆର ଅନେକ ସ୍ଥାନରେ କରୋନାର ଏକ ନୂତନ ଲହରୀ ବ୍ୟାପିବାରେ ଲାଗିଛି। ହଂକଂ ଏବଂ ସିଙ୍ଗାପୁର…

ହ୍ୟାକର୍ସମାନେ ଫାଇଦା ଉଠାଇ ପାରନ୍ତି ! ଆଇଫୋନ ଏବଂ ଆଣ୍ଡ୍ରଏଡ ୟୁଜରଙ୍କୁ ସରକାରଙ୍କ ଚେତାବନୀ

ନୂଆଦିଲ୍ଲୀ:ଆପଲ୍ ଆଇଫୋନ୍, ଆଇପ୍ୟାଡ୍ ଏବଂ ଆଣ୍ଡ୍ରଏଡ୍ ଫୋନ୍ ବ୍ୟବହାର କରୁଥିବା ବ୍ୟବହାରକାରୀମାନଙ୍କୁ ସତର୍କ ରହିବାକୁ ପଡିବ। ଭାରତ ସରକାର ଲକ୍ଷ ଲକ୍ଷ ୟୁଜରଙ୍କ ପାଇଁ ଏକ ଜରୁରୀ ସୁରକ୍ଷା ସତର୍କତା ଜାରି କରିଛନ୍ତି । ଯେଉଁଥିରେ ଆଣ୍ଡ୍ରଏଡ୍ ସଂସ୍କରଣ ୧୩, ୧୪ ଏବଂ ୧୫କୁ ପ୍ରଭାବିତ କରୁଥିବା…

ତୁଲବୁଲ ନାଭିଗେସନ୍ ପ୍ରକଳ୍ପ କ’ଣ? ଯାହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ମେହବୁବା ମୁଫତି ଏବଂ ଓମର ଅବଦୁଲ୍ଲା

ଶ୍ରୀନଗର: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ବଳବତ୍ତର ରହିଛି, କିନ୍ତୁ ଏହି ସମୟ ମଧ୍ୟରେ ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ସୋସିଆଲ ମିଡିଆରେ ପରସ୍ପର ସହିତ ମୁହାଁମୁହିଁ ହୋଇଛନ୍ତି । ବର୍ତ୍ତମାନ, ଭାରତ ସରକାରଙ୍କ…