Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜ୍ଞାନପୀଠ ପୁରସ୍କାରରେ ସମ୍ମାନୀତ ହେଲେ ଗୀତିକାର ଗୁଲଜାର ଓ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସଂସ୍କୃତ ବିଦ୍ୱାନ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ୫୮ତମ ଜ୍ଞାନପୀଠ ପୁରସ୍କାର ପ୍ରଦାନ କରିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ଅଭିନନ୍ଦନ…

ପାକିସ୍ତାନୀ ନୋଟ୍ ଛାପୁଥିଲା ଭାରତ, ଏହା ପଛରେ ରହିଛି ରୋଚକ କାହାଣୀ

ନୂଆଦିଲ୍ଲୀ: ୧୯୪୭ରେ ଭାରତ-ପାକିସ୍ତାନ ବିଭାଜନ ପରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ହେଉଛି ଯେ, ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ପାକିସ୍ତାନ ପାଇଁ ମୁଦ୍ରା ଛାପି ଯୋଗାଇଥିଲା। ଏହା ଶୁଣି ମନରେ ପ୍ରଶ୍ନ ଉଠୁଛି ଯେ, ବିଭାଜନ ପରେ ରାଜନୈତିକ ବିବାଦ ଓ ଶତ୍ରୁତା ସତ୍ତ୍ୱେ ଭାରତ କାହିଁକି ଏପରି…

“ମୁଁ ଶୀଘ୍ର ପୁଟିନଙ୍କୁ ଭେଟିବି”

ଆବୁଧାବି: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଦିନ ସଙ୍କେତ ଦେଇଛନ୍ତି ଯେ ସେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ସିଧାସଳଖ ଆଲୋଚନା କରିବେ। ଟ୍ରମ୍ପଙ୍କ ଏହି ବୟାନ ଏପରି ଏକ ସମୟରେ ଆସିଛି ଯେତେବେଳେ ପୁଟିନ ତୁର୍କୀର ଇସ୍ତାନବୁଲରେ ହେବାକୁ ଥିବା ରୁଷ-ୟୁକ୍ରେନ…

ଆମେରିକା-ଚୀନ ପାଇଁ ଖସିଗଲା ସୁନା ଦର! ଆଗକୁ ଆହୁରି କମିବ

ନୂଆଦିଲ୍ଲୀ: ନିକଟ ସୁନା ଦର ସର୍ବାକାଳିନ ରେକର୍ଡ ପାରକରିଥିଲା। ୧୦ ଗ୍ରାମ ସୁନାକୁ ୧ ଲକ୍ଷ ଟଙ୍କା ଯାଏ ପହଞ୍ଚିଥିଲା। ଯାହା ସୁନା ପ୍ରେମୀଙ୍କୁ ହତାସ କରିଥିଲା। ହେଲେ ଏବେ ପୁଣିଥରେ ସୁନା ଦର ଖସିବାର ଲାଗିଛି। ଆଉ ଏହାର କରାଣ କୁହାଯାଉଛି ଆମେରିକା-ଚୀନ ଭିତରେ ଚାଲିଥିବା ବାଣିଜ୍ୟ ବିବାଦର…

ଜମ୍ମୁ-କାଶ୍ମୀରରୁ ଅସ୍ତ୍ରଶସ୍ତ୍ର ସହ ୩ଲସ୍କର ସହଯୋଗୀ ଗିରଫ

ଶ୍ରୀନଗର:ଆଜି ଜମ୍ମୁ-କାଶ୍ମୀରର ବଡଗାମରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ପୋଲିସ ଆତଙ୍କବାଦୀଙ୍କ ତିନି ଜଣ ଆତଙ୍କୀ ସହଯୋଗୀଙ୍କୁ ଗିରଫ କରିଛି। ପୋଲିସର ସୂଚନା ଅନୁଯାୟୀ, ଏହି ତିନିଜଣ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବା (LeT) ସହିତ ଜଡିତ। ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ (UAPA)…

କର୍ମଚାରୀଙ୍କୁ ଦିଅ ୨୫ ପ୍ରତିଶତ ମହଙ୍ଗା ଭତ୍ତା: ଦିଦିଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଏଣିକି କର୍ମଚାରୀଙ୍କୁ ୨୫ ପ୍ରତିଶତ ମହଙ୍ଗା ଭତ୍ତା ଦେବ । ମମତା ସରକାରଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ । ଶୁକ୍ରବାର ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ ତାଙ୍କ କର୍ମଚାରୀମାନଙ୍କୁ ୨୫ ପ୍ରତିଶତ ମହଙ୍ଗା ଭତ୍ତା(ଡିଏ) ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି…

ମଣିପୁରରେ ସେନାଙ୍କୁ ବଡ ସଫଳତା: ୭ଟି ଏକେ-୪୭ ଜବତ ସହିତ ୧୦ ଆତଙ୍କୀ ସଫା

ଚାନ୍ଦେଲ୍: ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ ଏବେ ଟିକିଏ ବାଟକୁ ଆସିଛଇ ମଣିପୁର । ପୂରା ସେନା ଛାଉଣିରେ ରହିଛି ମଣିପୁର । ହେଲେ ସ୍ଥିତି ଏବେ ବି ସୁଧୁରିନି । ଏବେ ବି ଆତଙ୍କୀ କାର୍ଯ୍ୟକଳାପ ମଣିପୁରରେ ମାଡିଚାଲିଛି । ଏହାରି ଭିତରେ ସୁରକ୍ଷାବାହିନୀଙ୍କୁ ବଡ ସଫଳତା ମିଳିଛି । ଆତଙ୍କୀ…

ନକ୍ସଲ ବିରୋଧୀ ଅପରେସନରେ K9 ରୋଲୋ ସହିଦ, ଗାର୍ଡ ଅଫ୍ ଅନର ସହିତ ଶେଷ ବିଦାୟ

ଛତିଶଗଡ: ଛତିଶଗଡ଼-ତେଲେଙ୍ଗାନା ସୀମାରେ ନକ୍ସଲ ବିରୋଧୀ ଏକ ବଡ଼ ଅପରେସନରେ ଏକ ସାହସୀ ସିଆରପିଏଫ କୁକୁର ସହିଦ ହୋଇଛି। K9 Rollo ନାମକ ଏହି କୁକୁର, ଯିଏ ବିସ୍ଫୋରକ ଚିହ୍ନଟ ଏବଂ ଆକ୍ରମଣ କରିବାରେ ପାରଙ୍ଗମ ଥିଲା । ସହିଦ K9 Rolloକୁ ସମ୍ମାନ ଜଣାଇବା ପାଇଁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା।…

ଭାରତ-ପାକିସ୍ତାନ ବିବାଦ…ଚୀନକୁ ବଡ଼ ଝଟକା

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଭିତରେ ଆତଙ୍କୀ ଅଡ୍ଡାକୁ ଟାର୍ଗେଟ୍ କଲା ଭାରତ । ଅପରେସନ୍ ସିନ୍ଦୂରରେ ଆତଙ୍କୀ ଠିକଣାରେ କଲା ଏୟାରଷ୍ଟ୍ରାଇକ୍ । ଏହାପରେ ଉଭୟ ଦେଶ ମୁହାଁମୁହିଁ ହୋଇଥିଲେ । ଯୁଦ୍ଧ ଭଳି ସ୍ଥିତି ଦେଖା ଦେଇଥିଲା । ପାକିସ୍ତାନର ଏୟାର ଡିଫେନ୍ସ…

ପାକିସ୍ତାନର ଅଣ୍ଟା ଭାଙ୍ଗିଥିଲା ୧୫ ବ୍ରହ୍ମୋସ୍: ଧଡାଧଡ୍ ମାଡରେ ମାଟି କାମୁଡିଥିଲା ପାକ୍ ଏୟାର ଡିଫେନ୍ସ

ନୂଆଦିଲ୍ଲୀ: ଅପରେସନ ସିନ୍ଦୂରରେ ପାକିସ୍ତାନରେ ତାଣ୍ଡବ ରଚିଥିଲା ବିଧ୍ୱଂସୀ ବ୍ରହ୍ମୋସ୍‌ । ପାକିସ୍ତାନ ଉପରେ ୧୫ଟି ବ୍ରହ୍ମୋସ୍ ଆଟାକ୍ କରିଥିଲା ଭାରତ । ୧୫ ବ୍ରହ୍ମୋସ୍ ମାଡରେ ପାକିସ୍ତାନ ଏୟାର ଡିଫେନ୍ସ ସିଷ୍ଟମକୁ ଧୂଳି ଚଟାଇଥିଲା ଭାରତ । ଭାରତ ଦ୍ୱାରା ଅପରେସନ ସିନ୍ଦୂର ଆରମ୍ଭ ହେବା…