Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୨ ସପ୍ତାହ ଭିତରେ ଇରାନର ଭାଗ୍ୟ ନିର୍ଦ୍ଧାରଣ କରିବେ ଟ୍ରମ୍ପ: କହିଦେଲେ କେବେ କରିବେ ଆକ୍ରମଣ?

ନୂଆଦିଲ୍ଲୀ: ଇରାନ-ଇସ୍ରାଏଲ ଯୁଦ୍ଧରେ ଏବେ ଏଣ୍ଟ୍ରି ମାରିବାକୁ ଯାଉଛି ଆମେରିକା । ଯାହାକୁ ନେଇ ଇରାନ ଏବଂ ଇସ୍ରାଏଲ ଯୁଦ୍ଧ ମଧ୍ୟରେ, ସମସ୍ତଙ୍କ ନଜର ଏବେ ଆମେରିକା ଆଡ଼କୁ ମୁହାଁଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେ ସିଧାସଳଖ ଯୁଦ୍ଧରେ ଯୋଗଦେବେ କି ନାହିଁ ସେ…

ଯୁଦ୍ଧରେ ଇସ୍ରାଏଲକୁ ଦେବାକୁ ପଡୁଛି ବହୁମୂଲ୍ୟ, ଦିନକୁ ଖର୍ଚ୍ଚ ହୋସ୍ ଉଡାଇଦେବ…..

ନୂଆଦିଲ୍ଲୀ: ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି ଇରାନ ଇସ୍ରାଏଲ ଯୁଦ୍ଧ । ଆଜି ୮ମ ଦିନରେ ପରସ୍ପର ଉପରେ କ୍ଷେପଣାସ୍ତ୍ର, ଡ୍ରୋନ ଏବଂ ଲଢ଼ୁଆ ବିମାନ ସାହାଯ୍ୟରେ ଆକ୍ରମଣ ଆହୁରି ତୀବ୍ର ହୋଇଛି । ଯାହା ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆଶଙ୍କା ସୃଷ୍ଟି କରଥିବା ବେଳେ ଏହାର ପରିଣାମ ଅତ୍ୟନ୍ତ…

ବାତିଲ ହେଲା ୮ଟି ଏୟାର ଇଣ୍ଡିଆ ବିମାନ, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ: ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପରେ ଚଳିତ ମାସ ବିମାନ କମ୍ପାନୀଗୁଡ଼ିକ ଅଶାନ୍ତ ହୋଇପଡ଼ିଛନ୍ତି। ଏହି ଦୁର୍ଘଟଣା ପରେ, ଯାନ୍ତ୍ରିକ ତ୍ରୁଟି ଏବଂ ସୁରକ୍ଷା ବିପଦ ସମେତ ବିଭିନ୍ନ କାରଣ ଯୋଗୁଁ ଅନେକ ବିମାନ ବାତିଲ କିମ୍ବା ସ୍ଥାନାନ୍ତରିତ କରାଯାଇଛି। ଏହି ସମୟରେ,…

୬୭ ବର୍ଷରେ ପାଦ ଥାପିଲେ ମହାମହିମ: ଉତ୍ତରାଖଣ୍ଡରେ ପାଳିବେ ଜନ୍ମଦିନ…..

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬୭ ବର୍ଷ ବୟସରେ ପାଦ ଦେଇଛନ୍ତି । ଓଡ଼ିଶାର ଗର୍ବ ଓ ଗୌରବ, ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିର ଦିନରେ ରାଇରଙ୍ଗପୁରର ଏକ ଅଖ୍ୟାତ ପଲ୍ଲୀ ଉପରବେଡ଼ାରେ ୧୯୫୮ ମସିହାରେ ଜନ୍ମଗ୍ରହଣ କରିଥିଲେ । ଏହି ଅବସରରେ ଆଜି ଦେଶର ପ୍ରଥମ ନାଗରିକଙ୍କୁ…

ପୁଣି ୬ଷ୍ଠ ଥର ପାଇଁ ସ୍ଥଗିତ ହେଲା ଶୁଭାଂଶୁ ଶୁକ୍ଳାଙ୍କ ମହାକାଶ ଯାତ୍ରା….

ନୂଆଦିଲ୍ଲୀ: ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କୁ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ନେଇ ଯାଉଥିବା ଆକ୍ସିଅମ୍-୪ ମିଶନକୁ ପୁଣି ଥରେ ସ୍ଥଗିତ ରଖାଯାଇଛି। ଏହି ନାସା ମିଶନରେ ଚାରି ଜଣ ସଦସ୍ୟ ଅଛନ୍ତି। ପ୍ରାରମ୍ଭରେ, ଏହି ମିଶନ ପାଇଁ ମେ ୨୯ ତାରିଖରେ ଧାର୍ଯ୍ୟ କରାଯାଇଥିଲା, କିନ୍ତୁ…

ଦୁଇ ଦିନରେ ୩ ରାଜ୍ୟ ଗସ୍ତ କରିବେ ମୋଦି: ଆଜି ବିହାର ପରେ ଓଡିଶା….

ନୂଆଦିଲ୍ଲୀ: ଜି-୭ ସମ୍ମିଳନୀରୁ ଫେରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠୁ ଦୁଇ ଦିନରେ ତିନୋଟି ରାଜ୍ୟ ଗସ୍ତ କରିବେ। ସେ ବିହାର, ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶରେ ପୃଥକ କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ରଥମେ ଆଜି ସେ ବିହାରରୁ ଯାତ୍ରା ଆରମ୍ଭ କରିବା ବେଳେ ସେ ପରେ ରାଜ୍ୟ ସରକାରଙ୍କ…

Google ଲଞ୍ଚ କଲା AI ମୋଡ଼ରେ ସର୍ଚ୍ଚ ଲାଇଭ ଫିଚର୍, ଜାଣନ୍ତୁ କେମିତି କାମକରିବ

ନୂଆଦିଲ୍ଲୀ:ଗୁଗୁଲ ନିକଟରେ ନିଜର ସର୍ଚ୍ଚ ଇଞ୍ଜିନ୍‌ରେ ଏକ ନୂତନ ଫିଚର ‘ସର୍ଚ୍ଚ ଲାଇଭ୍‌’ ଲଞ୍ଚ କରିଛି, ଯାହା କୃତ୍ରିମ ବୁଦ୍ଧିମତା (AI) ମୋଡ୍‌ରେ କାମ କରୁଛି। ଏହି ଫିଚର ବ୍ୟବହାରକାରୀଙ୍କୁ ରିଅଲ-ଟାଇମରେ ସର୍ଚ୍ଚ ଫଳାଫଳ ଦେଖାଇବା ସହ ସେମାନଙ୍କ ପ୍ରଶ୍ନର ତୁରନ୍ତ ଉତ୍ତର ପ୍ରଦାନ କରୁଛି।…

ଆଧାରକୁ ନେଇ ଆସିଲା ବଡ଼ ଖବର, ଏହି ତାରିଖ ଯାଏଁ ମାଗଣା ଅପଡେଟ

ଭୁବନେଶ୍ୱର: ଭାରତୀୟ ନାଗରିକଙ୍କ ପାଇଁ ଆଧାର କାର୍ଡ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପରିଚୟ ଦଲିଲ। ଏହା କେବଳ ଏକ କାଗଜପତ୍ର ନୁହେଁ, ବରଂ ସରକାରୀ ଯୋଜନା, ବ୍ୟାଙ୍କ ସେବା, ଓ ଅନ୍ୟାନ୍ୟ କାର୍ଯ୍ୟରେ ଏହା ଏକ ମୁଖ୍ୟ ସାଧନ। ତେଣୁ, ଆଧାରରେ ଥିବା ସୂଚନା ଯେପରି ନାମ, ଠିକଣା, ଜନ୍ମ ତାରିଖ ଆଦି…

 ‘କେସରୀ ଚାପ୍ଟର ୨’କୁ ନେଇ ବିବାଦ; ମାମଲା ରୁଜୁ କଲା ଟିଏମସି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଶାସକ ତୃଣମୂଳ କଂଗ୍ରେସ (ଟିଏମସି) ବୁଧବାର ବଲିଉଡ୍ ଫିଲ୍ମ 'କେସରୀ ଚାପ୍ଟର ୨'ର ନିର୍ମାତାଙ୍କ ବିରୋଧରେ ମାମଲା ରୁଜୁ କରିଛି। ଭାରତର ସ୍ୱାଧୀନତା ସଂଗ୍ରାମରେ ରାଜ୍ୟର ଅବଦାନର ଇତିହାସକୁ ବଦନାମ କରିବା ଏବଂ ବଙ୍ଗାଳୀ କ୍ରାନ୍ତିକାରୀଙ୍କୁ ଅପମାନିତ କରିବାର ଅଭିଯୋଗ…

ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟ୍ ସହ ସ୍ଥାୟୀ ଶକ୍ତି ସମାଧାନ ପାଇଁ ଏଲଓଆଇ ସ୍ୱାକ୍ଷରିତ

ଭୁବନେଶ୍ୱର: ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କେ ଭି ସିଂହଦେଓ ଗୁରୁବାର ୟୁକେର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟ୍ ଫର ଗ୍ଲୋବାଲ୍ ଚେଞ୍ଜ (ଟିବିଆଇ)ର କାର୍ଯ୍ୟକାରୀ ଅଧ୍ୟକ୍ଷ ଟୋନି ବ୍ଲେୟାରଙ୍କୁ ଦିଲ୍ଲୀର ତାଜ ପ୍ଯାଲେସ ହୋଟେଲରେ ଭେଟିଛନ୍ତି।…