Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାରତ ବିରୋଧରେ ପାକିସ୍ତାନର ମିଛ

ନୂଆଦିଲ୍ଲୀ: ଭାରତ ସହ ମୁହାଁମୁହିଁ ହେଲା ପାକିସ୍ତାନ । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଭଳି ସ୍ଥିତି ଉପୁଜିଥିଲା । ତେବେ ଯୁଦ୍ଧ କେବଳ ହତିଆରରେ ନୁହେଁ ଦୁଇ ଆଡେ ଚାଲିଥିଲା । ଗୋଟେପଟେ ସେନା ପାକିସ୍ତାନର ଆକ୍ରମଣ ଉଦ୍ୟମର ମୁହଁତୋଡ୍ ଜବାବ ଦେଉଥିଲା ତ ଅନ୍ୟପଟେ ଚାଲିଥିଲା ଇନଫର୍ମେସନ୍ ଓ୍ବାରଫେୟାର…

ଅପରେସନ୍ ସିନ୍ଦୂର…ନିର୍ବାଚନ ଉପରେ ପଡିବ କି ପ୍ରଭାବ?

ନୂଆଦିଲ୍ଲୀ: ୪ଦିନ ଧରି ଭାରତ-ପାକିସ୍ତାନ ମୁହାଁମୁହିଁ । ଭାରତୀୟ ସେନାର ଶୌର୍ଯ୍ୟ ଆଗରେ ଆଣ୍ଠେଇଲା ପାକିସ୍ତାନ । ଶେଷରେ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ନେଇ ସହମତି ହୋଇଛନ୍ତି । ତେବେ ପାକିସ୍ତାନ ସହ ଯୁଦ୍ଧ ସ୍ଥିତି ବେଳେ ଭାରତର ଆକ୍ସନର ପ୍ରଭାବ ଦେଶର ରାଜନୀତି ଉପରେ ପଡିପାରେ । ଆଉ ମାସ…

ଭାରତରେ ଆଉ ପ୍ରସ୍ତୁତ ହେବନି ଆଇଫୋନ୍! ଆପଲ୍ ସିଇଓ ଟିମକୁ ଏପରି କହିଲେ ଟ୍ରମ୍ପ..

ନୂଆଦିଲ୍ଲୀ: ପାରସ୍ପରିକ ଶୁଳ୍କ ଲାଗୁ କରିବା ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଖବରର ଶିରୋନାମାରେ ରହିଛନ୍ତି । ଏଥର ଟ୍ରମ୍ପ ଆପଲର ସିଇଓ ଟିମ୍ କୁକଙ୍କୁ କହିଛନ୍ତି ଯେ, ମୁଁ ଚାହୁଁନାହିଁ ଯେ ଆପଲ ଭାରତରେ ଆଇଫୋନ ଉତ୍ପାଦନ ପାଇଁ ଏକ ଫ୍ୟାକ୍ଟ୍ରି ସ୍ଥାପନ କରୁ ।…

ପୁଞ୍ଚରେ ଘର ଘର ବୁଲି ଲୋକଙ୍କୁ ସାହାଯ୍ୟ କଲେ ଭାରତୀୟ ସେନାର ରୋମିଓ ଫୋର୍ସ

ଶ୍ରୀନଗର: ଭାରତୀୟ ସେନାର ରୋମିଓ ଫୋର୍ସ ନିୟନ୍ତ୍ରଣ ରେଖା (LoC) ନିକଟସ୍ଥ ପୁଞ୍ଚ ଜିଲ୍ଲାର ଘର ଘର ବୁଲି ଲୋକଙ୍କୁ ଔଷଧ ଏବଂ ରାସନ ଯୋଗାଇ ଦେଉଛନ୍ତି । ମେ ୯ ତାରିଖରେ ପାକିସ୍ତାନ ଦ୍ୱାରା ପ୍ରବଳ ଗୁଳିବର୍ଷାର ହୋଇଥିଲା , ଏଥିରେ ଗୁରୁତର ଭାବରେ ପ୍ରଭାବିତ ହୋଇଥିବା ପୁଞ୍ଚ ଜିଲ୍ଲାର…

ପାକ୍ ଅଧିନରେ ବିଏସଏଫ ଯବାନ…କେମିତି ବିତିଥିଲା ସେ ୨୦ ଦିନ?

ନୂଆଦିଲ୍ଲୀ: ବୁଧବାର ଦେଶ ଫେରିଛନ୍ତି ସୀମା ସୁରକ୍ଷା ବାହିନୀ, ବିଏସଏଫ ଯବାନ ପୂର୍ଣ୍ଣମ କୁମାର ଶ । ପାକିସ୍ତାନ ଦ୍ୱାରା ଭାରତୀୟ କର୍ତ୍ତୃପକ୍ଷଙ୍କ ନିକଟରେ ପୂର୍ଣ୍ଣମଙ୍କୁ ହସ୍ତାନ୍ତର କରାଯିବା ପରେ ସେ ପାକିସ୍ତାନୀ ହେପାଜତରେ କଟାଇଥିବା ୨୦ ଦିନ କିପରି ଯାଇଥିଲା ସେନେଇ ବଖାଣିଛନ୍ତି ।…

‘କୁକୁର ଭଳି ଲାଙ୍ଗୁଡ ଜାକି ପଲାଇଲା ପାକିସ୍ତାନ’: ଅପରେସନ ସିନ୍ଦୂର ନେଇ କହିଲେ ଆମେରିକା ପୂର୍ବ ଅଧିକାରୀ

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାମ୍ପ୍ରତିକ ଉତ୍ତେଜନା ଏବଂ ସାମରିକ ସଂଘର୍ଷରେ, ଭାରତ ପୁଣି ଥରେ ପ୍ରମାଣ କରିଛି ଯେ ସେ କେବଳ କଡ଼ା ଶବ୍ଦରେ ନୁହେଁ ବରଂ ଠୋସ୍ କାର୍ଯ୍ୟାନୁଷ୍ଠାନରେ ଆତଙ୍କବାଦର ଜବାବ ଦିଏ । ଅପରେସନ ସିନ୍ଦୂର ଅଧୀନରେ ଭାରତ ଯେଭଳି ଭାବରେ ପାକିସ୍ତାନକୁ ଧୋଇଛି,…

‘ପାକିସ୍ତାନ ପାଖରେ ସୁରକ୍ଷିତ ନାହିଁ ପରମାଣୁ ବୋମା, ବିଶ୍ବ ନେଉ….’: ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ଗୁରୁବାର ଦିନ ଜମ୍ମୁ ଓ କାଶ୍ମୀରର ବାଦାମୀ ବାଗ କ୍ୟାଣ୍ଟନମେଣ୍ଟ ଗସ୍ତ କରିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସେଠି ସେନାଙ୍କ ସହ କିଛି ଆଲୋଚନା କରି ପରେ ତାଙ୍କ ସହ କଥା ହୋଇଥିବା ବେଳେ, ପାକିସ୍ତାନକୁ ଦେଇଛନ୍ତି କଠୋର ବାର୍ତ୍ତା । ଏହାର ପରମାଣୁ…

ପାକିସ୍ତାନର କିରାନା ହିଲ୍ସରେ ପରମାଣୁ ରେଡିଏସନ ଲିକ୍ କୁ ନେଇ ଏପରି କହିଲେ IAEA…

ନୂଆଦିଲ୍ଲୀ:ଭାରତ- ପାକିସ୍ତାନ ମଧ୍ୟରେ ସାମରିକ ଉତ୍ତେଜନା ପରେ ପାକ୍ ର ପରମାଣୁ ଭଣ୍ଡାର କିରାନା ହିଲ୍ସରୁ ରେଡିଏସନ ଲିକ୍ ହୋଇଥିବାର ଆଶଙ୍କା ଖବର ସୋମିଆଲ ମିଡିଆ ଓ ଗଣମାଧ୍ୟମରେ ଚର୍ଚ୍ଚାରେ ବିଷୟ ପାଲିଟିଛି । ତେବେ ଅନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସି (IAEA-International Atomic…

‘ଲକ୍ଷଣ ରେଖା ଡେଇଁ ସାରିଛନ୍ତି ଥରୁର’: କଡା କରି କହିଲେ କଂଗ୍ରେସ ନେତା

ନୂଆଦିଲ୍ଲୀ: ଅପରେସନ ସିନ୍ଦୂରକୁ ନେଇ ସରକାରଙ୍କ ପ୍ରତି ତାଙ୍କ ସମର୍ଥନକୁ ସ୍ପଷ୍ଟ ଭାବେ ରଖିଆସୁଛନ୍ତି କଂଗ୍ରେସ ସାଂସଦ ଶଶି ଥରୁର । ଏମିତିକି ଦଳ ଉର୍ଦ୍ଧ୍ବକୁ ଯାଇ ମଧ୍ୟ ମନ୍ତବ୍ୟ ରଖିଛନ୍ତି । ଏଥିସହିତ କଂଗ୍ରେସ ନିଜକୁ ଗଣତାନ୍ତ୍ରିକ ବୋଲି କହିଆସେ,  ଯେଉଁଠାରେ ଆଭ୍ୟନ୍ତରୀଣ ବିତର୍କକୁ…

କପିକ୍ୟାଟ୍ ପାକିସ୍ତାନ: ଭାରତକୁ ନକଲ କରୁଛି

ନୂଆଦିଲ୍ଲୀ: ଯାହା ଭାରତ କଲା, ମୁଁ ବି କରିବି । ଅପରେସନ ସିନ୍ଦୂର ପରେ ଏବେ କିଛି ଏପରି ପନ୍ଥା ଆପଣାଇଛି ପଡୋଶୀ ଦେଶ ପାକିସ୍ତାନ । ଭାରତକୁ ଫଲୋ କରୁଛି । ପ୍ରଥମେ ପ୍ରେସ ବ୍ରିଫିଂ, ଆଉ ଏବେ ମୋଦିଙ୍କ ବାୟୁସେନା ଘାଟି ପରିଦର୍ଶନକୁ ବି ଫଲୋ କରିଛି ପାକିସ୍ତାନ । ପ୍ରଧାନମନ୍ତ୍ରୀ…