Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କାନାଡାର ନୂଆ ହାଇ କମିଶନର ହୋଇପାରନ୍ତି ଦିନେଶ କେ ପଟ୍ଟନାୟକ

ନୂଆଦିଲ୍ଲୀ:ଗତ କିଛି ବର୍ଷ ଧରି ଭାରତ ଓ କାନାଡା ମଧ୍ୟ ରେ ସମ୍ପର୍କ ଭଲ ନଥିଲା।ତେବେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୀତିଜ୍ଞ ମତଭେଦର ଦୁଇ ବର୍ଷ ପରେ ଚଳିତ ବର୍ଷ  ପ୍ରଧାନମନ୍ତ୍ରୀ ଏବଂ କାନାଡା ପ୍ରତିପକ୍ଷ ମାର୍କ କାର୍ନି ସମ୍ପ୍ରତି ଜି ୭ ଶିଖର ସମ୍ମିଳନୀରେ ଦିଲ୍ଲୀ ଏବଂ ଓଟାୱାରେ ହାଇ…

ଇରାନର ପ୍ରଥମ ସୁପ୍ରିମ ଲିଡରଙ୍କ ଭାରତ ଲିଙ୍କ

ନୂଆଦିଲ୍ଲୀ: ଇରାନର ପ୍ରଥମ ସର୍ବୋଚ୍ଚ ଲିଡର ଆୟାତୁଲ୍ଲା ରୁହୋଲ୍ଲାହ ଖୋମେନେଇ । ଇରାନର ନୋଟରୁ ସଡ଼କ, ସବୁଠି ଖୋମେନେଇଙ୍କ ଦବଦବା । ସେ ଦେଶରେ ଇସଲାମିକ କ୍ରାନ୍ତିର ଚେହେରା। ଇରାନ ଓ ଇସ୍ରାଏଲ ମଧ୍ୟରେ ଜୋରଦାର ଯୁଦ୍ଧ ଚାଲିଥିବା ବେଳେ ଖୋମେନେଇଙ୍କ ଭାରତ ଲିଙ୍କ ନେଇ ଚର୍ଚ୍ଚା ହେଉଛି ।…

ଇରାନ ପରେ ଟାର୍ଗେଟରେ ପାକିସ୍ତାନ !

ନୂଆଦିଲ୍ଲୀ: ପାକିସ୍ତାନ ସେନାମୁଖ୍ୟ ଅସିମ ମୁନିର ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ସହ ମଧ୍ୟାହ୍ନ ଭୋଜନ କରିଛନ୍ତି । ହେଲେ ପାକିସ୍ତାନରେ ଖୁସି ଅପେକ୍ଷା ଚିନ୍ତା ବେଶୀ ଘାରିଛି । ଇସ୍ରାଏଲ୍ ଓ ଇରାନ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ, ଆଗକୁ ପଡିବ କି ପାକିସ୍ତାନର ପାଳି? ଇରାନ ପରେ…

ସ୍ପେସ ଏକ୍ସ ଷ୍ଟାରସିପର ଟେଷ୍ଟିଂ ସମୟରେ ବିସ୍ଫୋରଣ

ନୂଆଦିଲ୍ଲୀ: ଟେକ୍ସାସରେ ବୁଧବାର ଏକ ଷ୍ଟାଟିକ ଫାୟାର ଟେଷ୍ଟ ସମୟରେ ଏଲନ ମସ୍କଙ୍କ ଷ୍ଟାରସିପ୍ ଯାନରେ ବିସ୍ଫୋରଣ ହୋଇଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ରକେଟ୍ ର ତଳ ଭାଗରୁ ନିଆଁ ବାହାରି ଏହାର  ଆଖପାଖ ଅଞ୍ଚଳ ଧୂଆଁମୟ ହୋଇଯାଇଥିବା ଭିଡିଓ ରେ ଦେଖିବାକୁ ମିଳିଥିଲା।ତେବେ…

ଅହମ୍ମଦାବାଦ ବିମାନ ଦୁର୍ଘଟଣା: ଆମେରିକା ଯିବ ବ୍ଲାକ୍ ବକ୍ସ୍…..

ନୂଆଦିଲ୍ଲୀ: ଆମେରିକା ଯିବ ଏୟାର ଇଣ୍ଡିଆ ବୋଇଂ ୭୮୭-୮ ଡ୍ରିମଲାଇନରର ବ୍ଲାକ୍ ବକ୍ସ୍ । ଜୁନ୍ ୧୨ ତାରିଖରେ ଅହମ୍ମଦାବାଦରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏୟାର ଇଣ୍ଡିଆ ବୋଇଂ ୭୮୭-୮ ଡ୍ରିମଲାଇନରର ବ୍ଲାକ୍ ବାକ୍ସଟି କ୍ଷତିଗ୍ରସ୍ତ ହୋଇଛି ଏବଂ ଏଥିରୁ ଅଧିକ ତଥ୍ୟ ବାହାରକରିବା ପାଇଁ ଏବେ ଏହାକୁ…

ପ୍ରଥମ ଥର ପାଇଁ କାନାଡା ଗୁଇନ୍ଦା ସଂସ୍ଥା କଲା ସ୍ୱୀକାର; ଦେଶରେ ଖାଲିସ୍ତାନୀ ଆତଙ୍କବାଦୀ ଅଛନ୍ତି ସକ୍ରିୟ

ନୂଆଦିଲ୍ଲୀ:କାନାଡାର ଗୁଇନ୍ଦା ସଂସ୍ଥା କାନାଡିଆନ ସିକ୍ୟୁରିଟି ଇଣ୍ଟେଲିଜେନ୍ସ ସର୍ଭିସ (CSIS) ଏକ ରିପୋର୍ଟରେ ବଡ଼ ଖୁଲାସା କରିଛି। କାନାଡା ପ୍ରଥମ ଥର ପାଇଁ ସ୍ୱୀକାର କରିଛି ଯେ ଖାଲିସ୍ତାନୀ ଆତଙ୍କବାଦୀମାନେ ଭାରତରେ ହିଂସା- ଆତଙ୍କବାଦ ପ୍ରସାର ପାଇଁ କାନାଡା ମାଟି ବ୍ୟବହାର କରୁଛନ୍ତି।…

କ୍ରୋଏସିଆ ରାଷ୍ଟ୍ରପତି ଜୋରାନ ମିଲାନୋଭିଚଙ୍କୁ ପଟ୍ଟଚିତ୍ର ଉପହାର ଦେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: କ୍ରୋଏସିଆ ରାଷ୍ଟ୍ରପତି ଜୋରାନ ମିଲାନୋଭିଚଙ୍କୁ ପଟ୍ଟଚିତ୍ର ଉପହାର ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶାର ଏକ ସୁନ୍ଦର ପାରମ୍ପାରିକ କଳାର ରୂପ ହେଉଛି ପଟ୍ଟଚିତ୍ର । କପଡା ଉପରେ ପ୍ରାକୃତିକ ରଙ୍ଗ ଓ ତୁଳୀର ବ୍ୟବହାର କରି ସୁନ୍ଦର କଳାକୃତ୍ତି ଅଙ୍କା ଯାଇଛି । ଏହି…

ଇସ୍ରାଏଲର ଷ୍ଟକ୍ ଏକ୍ସେଞ୍ଜ ଏବଂ ହସ୍ପିଟାଲକୁ ଉଡାଇଲା ଇରାନ୍: ନେତାନ୍ୟାହୁ ଦେଲେ ଚେତାବନୀ, ‘ମୂଲ୍ୟ ଦେବାକୁ ପଡିବ’

ନୂଆଦିଲ୍ଲୀ: ଇରାନ ଏବେ ଇସ୍ରାଏଲ ଉପରେ ଏକ ବଡ଼ ପ୍ରତିଆକ୍ରମଣ ଆରମ୍ଭ କରିଛି । ଇରାନ ଇସ୍ରାଏଲ ଉପରେ ଏକ ବଡ଼ କ୍ଷେପଣାସ୍ତ୍ର ଆକ୍ରମଣ କରିଛି । ତେଲ ଅଭିଭ ଏବଂ ବେରଶେବା ସମେତ ୪ଟି ସହର ଇରାନର ଟାର୍ଗେଟରେ ଅଛି । ଇରାନର କ୍ଷେପଣାସ୍ତ୍ର ଦକ୍ଷିଣ ଇସ୍ରାଏଲର ବେରଶେବା ସହରର ଏକ ହସ୍ପିଟାଲ ଉପରେ…

ଅଷ୍ଟମ ବେତନ କମିଶନ: କେତେ ବଢିବ ଦରମା ଏବଂ ପେନସନ….ସରକାରୀ କର୍ମଚାରୀଙ୍କ ପାଇଁ କ’ଣ ପରିବର୍ତ୍ତନ ହେବ ଜାଣନ୍ତୁ?

ନୂଆଦିଲ୍ଲୀ: ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ବଡ଼ ଖବର । ଏହି ବର୍ଷ ପ୍ରାରମ୍ଭରେ, କେନ୍ଦ୍ର ସରକାର ଅଷ୍ଟମ ବେତନ କମିଶନକୁ ସବୁଜ ସଙ୍କେତ ଦେଇଥିଲେ, ଯାହା ୧ ଜାନୁଆରୀ ୨୦୨୬ ରୁ ଲାଗୁ ହୋଇପାରେ । ଏହା ସହିତ, ଦେଶର ୧ କୋଟିରୁ ଅଧିକ କେନ୍ଦ୍ରୀୟ କର୍ମଚାରୀ ଏବଂ ଅବସରପ୍ରାପ୍ତ…

ଜଣାପଡିଗଲା ମୁନିର୍- ଟ୍ରମ୍ପ ଲଞ୍ଚ ପଛର କାରଣ !

ନୂଆଦିଲ୍ଲୀ: ପାକିସ୍ତାନ ଆଡକୁ ଢଳୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଭାରତ ପାକିସ୍ତାନ ବିବାଦ ପରେ ଭାରତର ବନ୍ଧୁ କୁହାଉଥିବା ଟ୍ରମ୍ପ ବୁଧବାର ପାକିସ୍ତାନ ସେନାମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିରଙ୍କ ସହ ଏକ ରୁଦ୍ଧ ଦ୍ବାର ମଧ୍ୟାହ୍ନ ଭୋଜନ କରିଛନ୍ତି। ଯାହାକୁ ନେଇ ଏବେ…