Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆରବ ଦେଶର ନୂଆ ପୀଢି…ବଦଳୁଛି ସଂପର୍କ

ନୂଆଦିଲ୍ଲୀ: ଦୁବାଇ-ନୂଆଦିଲ୍ଲୀ-ଦୋସ୍ତି । ଭାରତ ସହ ବଦଳୁଛି ଆରବ ଦେଶର ସଂପର୍କ । ନୂଆ ନେତୃତ୍ବ ସହ ନୂଆ ସମୀକରଣ । ଦୁବାଇର କ୍ରାଉନ୍ ପ୍ରିନ୍ସ ଶେଖ ହମଦାନ ହୁଅନ୍ତୁ କି ସାଉଦି ଆରବର ପ୍ରିନ୍ସ ସଲମାନ କିମ୍ବା ଆବୁଧାବିର ଶେଖ୍ ଖାଲିଦ, ଏବେ ଆରବ ଦେଶର ପ୍ରତିନିଧିତ୍ବ କରୁଛନ୍ତି ନୂଆ ପୀଢି ।…

ପଓ୍ବନ କଲ୍ୟାଣଙ୍କ ଯୋଗୁଁ ଜେଇଇ ପରୀକ୍ଷା ଦେଇପାରିଲେନି ୨୩ ପରୀକ୍ଷାର୍ଥୀ!

ବିଶାଖାପାଟଣା: ଭାଙ୍ଗିଗଲା ସ୍ବପ୍ନ । ପାଣିରେ ପଡିଲା ବର୍ଷ ବର୍ଷର ସାଧନା । ବିଶାଖାପାଟଣାର ଏକ ପରୀକ୍ଷା କେନ୍ଦ୍ରରେ ଜେଇଇ ପରୀକ୍ଷା ଦେଇପାରିଲେ ନାହିଁ ୨୩ ଜଣ ଛାତ୍ରଛାତ୍ରୀ । ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପଓ୍ବନ କଲ୍ୟାଣଙ୍କ ଯୋଗୁଁ ଏହି ପରିକ୍ଷାର୍ଥୀମାନେ ଜେଇଇ ପରୀକ୍ଷା ଦେବାରୁ…

ଏବେ ନିଶ୍ଚିନ୍ତ ହୋଇ ଚାକିରି କରିପାରିବେ ମା’; ସରକାର ଆଣିଲେ ‘ପାଲନା ଯୋଜନା’

ନୂଆଦିଲ୍ଲୀ: 'ପାଲନା ଯୋଜନା' ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ, କିନ୍ତୁ ସେମାନଙ୍କ ମା’ମାନେ ଏହା ଦ୍ୱାରା ଅଧିକ ଲାଭ ପାଇବେ । ପ୍ରକୃତରେ, ପାଲନା ଯୋଜନା ମହିଳାମାନଙ୍କ ପାଇଁ ଏକ ବଡ଼ ସହାୟତା ଭାବରେ ଉଭା ହୋଇଛି, ବିଶେଷକରି ସେହି କର୍ମଜୀବୀ ମହିଳାମାନଙ୍କ ପାଇଁ ଯେଉଁମାନେ ସବୁବେଳେ ନିଜ…

ପ୍ରଧାନମନ୍ତ୍ରୀ ଭାବେ ଫେରିବେ ହସିନା!

ନୂଆଦିଲ୍ଲୀ:  ବାଂଲାଦେଶରେ ପଟ ପରିବର୍ତ୍ତନ ପରେ ବି ସୁଧୁରିନି ସ୍ଥିତି । ଏବେ ବି ବାଂଲାଦେଶରେ ବିଶୃଙ୍ଖଳା ଜାରି ରହିଛି। ଏହି ସମୟରେ, ଦେଶ ତ୍ୟାଗ କରିଥିବା ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ପୁଣି ବାଂଲାଦେଶ ଫେରିବା ନେଇ ବଡ ସଙ୍କେତ ଦେଇଛନ୍ତି । ସିଧା ସିଧା ବାଂଲାଦେଶ…

ଚାଇନା ଚିପସେଟ୍ ପାଲଟିଛି ଚିନ୍ତାର କାରଣ, ବଦଳିବ ପୁରୁଣା ସିମ୍ କାର୍ଡ!

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବର୍ତ୍ତମାନ ସାରା ଭାରତରେ ମୋବାଇଲ ଫୋନରେ ବ୍ୟବହୃତ ପୁରୁଣା ସିମ୍ କାର୍ଡଗୁଡ଼ିକୁ ବଦଳାଇବା ପାଇଁ ଏକ ପ୍ରସ୍ତାବ ଆଣିବାକୁ ଯାଉଛନ୍ତି। ଏହି ପଦକ୍ଷେପ ଦେଶର ପ୍ରମୁଖ ସାଇବର ସୁରକ୍ଷା ଏଜେନ୍ସି ଦ୍ୱାରା କରାଯାଇଥିବା ତଦନ୍ତ ପରେ ଆସିଛି। ଯେଉଁଥିରେ ପ୍ରକାଶ କରିଛି…

ଚୋରୀ ଗାଡିକୁ ଏବେ ଟ୍ରାକ କରିବା ସହଜ, ଆସିଲା ଏହି ଖାସ୍ ଡିଭାଇସ୍

ନୂଆଦିଲ୍ଲୀ: ଦିଲ୍ଲୀର ନୋଏଡା ଏବଂ ଏନସିଆର ଭଳି ଅଞ୍ଚଳରେ, କାର ଚୋରି ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଉଚ୍ଚ-ସୁରକ୍ଷା ନମ୍ବର ପ୍ଲେଟ୍ ଥିବା ସତ୍ତ୍ୱେ, ଚୋରମାନେ ଗାଡ଼ି ଚୋରି କରିବା ପାଇଁ ନୂଆ ନୂଆ ଟ୍ରିକ୍ ଆପଣଉଛନ୍ତି । ପୋଲିସରେ ଅଭିଯୋଗ କରିବା ପରେ ମଧ୍ୟ ଅଧିକାଂଶ ଗାଡି…

ଅଲକାଏଦା ହାତରେ ଆମେରିକା ହତିଆର !

ନୂଆଦିଲ୍ଲୀ: ଆଫଗାନିସ୍ତାନରେ କ୍ଷମତା ପରିବର୍ତ୍ତନ ପରେ ଶାସନକୁ ଆସିଥିବା ତାଲିବାନ ହାତରେ ଲାଗିଥିଲା ଅସ୍ତ୍ରଶସ୍ତ୍ରର ଭଣ୍ଡାର। ଏସବୁକୁ ଆମେରିକା ସେନା ଆଫଗାନିସ୍ତାନରେ ଛାଡି ଆସିଥିଲେ । ପ୍ରଶ୍ନ ଉଠୁଛି ଏସବୁ ହତିଆର କୁଆଡେ ଗଲା? କୁହାଯାଉଛି, ତାଲିବାନ୍ ରାଜରେ ଏସବୁ ଅସ୍ତ୍ରଶସ୍ତ୍ରକୁ…

ପୁଣି କମିଲା ସୁନା ଦର: ୫୫ ହଜାର ମୁହାଁ ଖସୁଛି…..

ନୂଆଦିଲ୍ଲୀ: ବେଶ୍ କିଛି ଦିନ ସୁନା ବଜାରରେ ନିଆଁ ଲାଗିଥିବା ବେଳେ ଗ୍ରାହକଙ୍କ ପକେଟକୁ ଭାରି ବାଧୁଥିଲା । ହେଲେ ଏବେ ବିଗତ ଦିନମାନଙ୍କରେ ଆଶ୍ବସ୍ତିକର ସଙ୍କେତ ଦେଉଛି ସୁନା ବଜାର । ଗତ ଦୁଇ ଦିନ ହେବ ଲଗାତାର ସୁନା ଦରରେ ହ୍ରାସ ପରିଲକ୍ଷିତ ହୋଇଛି । କୁହାଯାଉଛି, ଖୁବଶୀଘ୍ର ଏହା ୫୫…

ଦିଦିଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ଶିକ୍ଷକ ନିଯୁକ୍ତି ନେଇ ହେବନି ସିବିଆଇ ତଦନ୍ତ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଶିକ୍ଷକ ଏବଂ ଅଣଶିକ୍ଷକ ନିଯୁକ୍ତିକୁ ସୁପ୍ରିମକୋର୍ଟଙ୍କ ବାତିଲ୍ ପରେ, ଏବେ ଦୋ ଦୋ ପାଞ୍ଚରେ ପଡିଥିଲେ ମମତା ସରକାର । ଗୋଟେ ପଟେ ୨୫ ହଜାରରୁ ଅଧିକ ଶିକ୍ଷକଙ୍କ ଚାକିରି ଘୋଟାଲା ନେଇ ବିରୋଧୀଙ୍କ ସିବିଆଇ ତଦନ୍ତ ଦାବି, ଅନ୍ୟପଟେ ଚାକିରି ହରାଇଥିବା…

ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀଙ୍କ ପୁଅ ଅଗ୍ନିକାଣ୍ଡର ଶିକାର

ବିଜୟୱାଡା: ଆନ୍ଧ୍ର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଙ୍କ ସାନ ପୁଅ ମାର୍କ ଶଙ୍କର ଦୁର୍ଘଟଣାର ଶିକାର ହୋଇଛନ୍ତି । ମାର୍କ ପଢୁଥିବା ସିଙ୍ଗାପୁରର ଏକ ସ୍କୁଲରେ ଅଗ୍ନିକାଣ୍ଡ ଦୁର୍ଘଟଣାରେ ଆହତ ହୋଇଛନ୍ତି । ଏନେଇ ଜନସେନା ପାର୍ଟି ପକ୍ଷରୁ ସୂଚନା ରହିଛି । ଏକ ପ୍ରେସ୍ ରିଲିଜ୍‌ରେ…