Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଚୀନକୁ ଟ୍ରମ୍ପଙ୍କ ଟାରିଫ୍ ଧମକ: ଶୁଳ୍କ ଯୁଦ୍ଧରେ ଚୀନ ଉପରେ ଲାଗିବ ଆହୁରି ୫୦ ପ୍ରତିଶତ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଚୀନ୍ ଉପରେ ଘୋଷିତ ଚୀନ୍ ଆମଦାନୀ ଶୁଳ୍କରେ ଆହୁରି ୫୦ ପ୍ରତିଶତ ଅତିରିକ୍ତ ଶୁଳ୍କ ଲଗାଇବାକୁ ଚେତାବନୀ ଦେଇଛନ୍ତି । ପୂର୍ବରୁ ପାରସ୍ପରିକ ଶୁଳ୍କ ନୀତିରେ ଆମେରିକା ଚୀନ ଉପରେ ୩୪ ପ୍ରତିଶତ ଟାରିଫ୍ ଲାଗୁ କରିଥିଲା । ପରେ ଏନେଇ…

ଭାଙ୍ଗୁଛି ମାଓଗଡ଼, ଆତ୍ମସମର୍ପଣ କଲେ ୩୧ ମାଓବାଦୀ

ଦାନ୍ତେୱାଡା: ଭାଙ୍ଗୁଛି ମାଓଗଡ଼। ମାଓ ସଂଗଠନକୁ ଲାଗୁଛି ଶକ୍ତ ଝଟ୍‌କା। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ପୋଲିସ ନିକଟରେ ପୁଣି ୩୧ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଦାନ୍ତେୱାଡା ଏସପିଙ୍କ ନିକଟରେ ୨୬ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେହିପରି…

କାଲି ଖସିଥିଲା, ଆଜି ସିଧା ହଜାରରୁ ଅଧିକ ପଏଣ୍ଟକୁ ବଢିଲା ସେୟାର ମାର୍କେଟ୍ ସେନସେକ୍ସ

ନୂଆଦିଲ୍ଲୀ: ଟ୍ରମ୍ପଙ୍କ ଶୁଳ୍କ ମାଡରେ ଘାଇଲା ହୋଇଥିବା ଭାରତୀୟ ସେୟାର ବଜାର ଆଜି ପୁଣି ଉଠିଛି । କାଲି ଅପେକ୍ଷା ଆଜିର ସେୟାର ବଜାରରେ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି । ବିଶ୍ୱ ବଜାରରେ ପୁନରୁଦ୍ଧାରର ସଙ୍କେତ ଦେଖାଯାଉଥିବା ବେଳେ, ସେନସେକ୍ସ ଏବଂ ନିଫ୍ଟି ପ୍ରାରମ୍ଭିକ ବାଣିଜ୍ୟରେ ୧.୫…

ଭାରତ ଫେରିବ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ତହବୁର ରାଣା

ନୂଆଦିଲ୍ଲୀ: ଭାରତ ଫେରିବ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ। ତହବୁର ରାଣାକୁ ଭାରତ ଅଣାଯିବ। ତାକୁ ଆଣିବାର ରାସ୍ତା ପରିଷ୍କାର ହୋଇଛି। ଭାରତ ଫେରିବା ଉପରେ ରୋକ ଲଗାଇବା ପାଇଁ ତହବୁର ରାଣା ପକ୍ଷରୁ ଦାୟର ଆବେଦନକୁ ଆମେରିକା ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଯାହା ଫଳରେ ତହବୁରର ଭାରତ…

୧୦ ସେକେଣ୍ଡରେ ଉଡିଗଲା ୨୦ ଲକ୍ଷ କୋଟି ଟଙ୍କା, ବଜାର ଟଳମଳ

ନୂଆଦିଲ୍ଲୀ: ସେଲ୍ ସେଲ୍ ସେଲ୍, ଆଉ ଫ୍ରି ଫଲ୍। ଭାରତୀୟ ସେୟାର ବଜାରରେ ଆଜି ଥିଲା ଏଭଳି ସ୍ଥିତି। ବଜାର ଆରମ୍ଭ ହେବା ପୂର୍ବରୁ ହିଁ ରକେଟ ବେଗରେ ଖସୁଥିଲା ବଜାର। ଆଉ ସେୟାର ମାର୍କେଟ ସକାଳ ୯ଟା ୧୫ ମିନିଟରେ ଆରମ୍ଭ ମାତ୍ରେ ସ୍ଥିତି ଅସମ୍ବାଳ। ସବୁ ଆଶଂକା ସତ ହେଲା। ବଜାର ଆରମ୍ଭ ହେଉ ହେଉ…

ଘିବିଲି ଉଜାଡ଼ି ଦେବ ସଂସାର ! ସତର୍କ କରାଇଲା ପୋଲିସ

ଭୁବନେଶ୍ୱର: ସୋସିଆଲ ମିଡିଆରେ ଏବେ ଘିବିଲି ଆପ୍ ଏକ ବଡ଼ ଟ୍ରେଣ୍ଡ ହୋଇଛି। ସମସ୍ତେ ନିଜ ନିଜ ଫଟୋକୁ କାର୍ଟୁନରେ ବଦଳାଇ ଏହାକୁ ସୋସିଆଲ ମିଡିଆରେ ସେୟାର କରିବାରେ ଲାଗିଛନ୍ତି। ଏହି ଆପ୍ ଲୋକଙ୍କୁ ମଜା ଦେଉଥିବା ବେଳେ ଏହା ଏକ ବଡ଼ ବିପଦ ମଧ୍ୟ ସୃଷ୍ଟି କରିପାରେ ବୋଲି ସାଇବର ପୋଲିସ ଚେତାବନୀ…

ହ୍ୱାଟସଆପରେ ପଠାଯାଇଥିବା ଫଟୋ ଏବଂ ଭିଡିଓ ଆଉ ସେଭ୍ ହେବ ନାହିଁ!

ନୂଆଦିଲ୍ଲୀ: ହ୍ୱାଟସଆପ୍ ତାର ୟୁଜର୍ସଙ୍କ ପ୍ରାଇଭେସି ପ୍ରତି ବିଶେଷ ଧ୍ୟାନ ଦେଇଥାଏ । ଏଥିପାଇଁ, ସମୟ ସମୟରେ ନୂଆ ଅପଡେଟ୍ ଉପରେ ମଧ୍ୟ କାମ କରାଯାଏ । ବର୍ତ୍ତମାନ ହ୍ୱାଟସଆପର ଆଣ୍ଡ୍ରଏଡ୍ ବିଟା ସଂସ୍କରଣରେ ଏକ ବିଶେଷ ଫିଚର ଦେଖିବାକୁ ମିଳିଛି । ପ୍ଲାଟଫର୍ମ ଏହି ନୂଆ ଫିଚରର ପରୀକ୍ଷଣ କରୁଛି…

ମହଙ୍ଗା ଉପରେ ମହଙ୍ଗା ମାଡ, ପୁଣି ବଢିବ ଗ୍ୟାସ ଦର

ଭୁବନେଶ୍ୱର: ମହଙ୍ଗା ଉପରେ ମହଙ୍ଗା ମାଡ । ପେସି ହେଉଛିନ୍ତି ସାଧାରଣ ଲୋକେ । ଲଗାତାର ଗ୍ୟାସ ଦର ବଢିଚାଲିଛି । ଗତ କିଛି ଦିନ ତଳେ କମର୍ସିଆଲ ଗ୍ୟାସ ଦର ବୃଦ୍ଧି ହୋଇଥିବା ବେଳେ ଏବେ ପୁଣି ଗ୍ୟାସ ଦର ବଢିପାରେ ବୋଲି ସୂଚନାରୁ ଜଣାପଡିଛି । LPG ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ହେବା ନେଇ…

ସୁପ୍ରିମକୋର୍ଟଙ୍କ ଆଦେଶକୁ ନାହିଁ ଦିଦିଙ୍କ ଖାତିର୍: କହିଲେ, ‘ଯୋଗ୍ୟ ପ୍ରାର୍ଥୀଙ୍କ ପ୍ରତି ଅନ୍ୟାୟ’

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଆଜି ବହିଷ୍କୃତ ବଙ୍ଗୀୟ ଶିକ୍ଷକମାନଙ୍କ ସମର୍ଥନରେ ବାହାରିଛନ୍ତି । ସୁପ୍ରିମକୋର୍ଟ ୨୫ ହଜାରରୁ ଅଧିକ ନିଯୁକ୍ତି ପାଇଥିବା ଶିକ୍ଷକ ଏବଂ ଅଣଶିକ୍ଷକ ନିଯୁକ୍ତିକୁ ବାତିଲ କରିବା ପରେ ଆଜି କିଛି ଏପରି କହିଛନ୍ତି ମମତା ଦିଦି ।  …

ମମତାଙ୍କୁ ମାତ୍ ଦେବାକୁ ରାମମନ୍ଦିର !

ନୂଆଦିଲ୍ଲୀ: ଆସନ୍ତାବର୍ଷ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ମମତାଙ୍କ ବିଜୟ ରଥ ରୋକିବାକୁ ବିଜେପିର ବଡ଼ ପ୍ଲାନ୍ । ମମତାଙ୍କ ଜଗନ୍ନାଥ ମନ୍ଦିର, ଶୁଭେନ୍ଦୁ ଅଧିକାରୀଙ୍କ ରାମମନ୍ଦିର ! ରାମନବମୀଙ୍କୁ ନେଇ ଗତ କିଛି ଦିନ ଧରି ସରଗରମ ହୋଇଛି ପଶ୍ଚିମବଙ୍ଗ ରାଜନୀତି । ବିଧାନସଭାରେ ବିରୋଧୀ ଦଳ…