Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

‘ଅପରେସନ୍ ସିନ୍ଦୂର’କୁ ନେଇ ଫିଲ୍ମ, ବର୍ଷିଲେ ୟୁଜର୍ସ

ନୂଆଦିଲ୍ଲୀ: ଗତ ଏପ୍ରିଲ ୨୨ରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଯେଉଁଥିରେ ୨୬ ନିର୍ଦ୍ଦୋଷ ପର୍ଯ୍ୟଟକ ନିଜର ପ୍ରାଣ ହରାଇଥିଲେ। ଯାହାର ପ୍ରତିଶୋଧ ନେବାକୁ ଯାଇ ଭାରତ ସରକାର ସୈନ୍ୟ ବାହିନୀ ବଳରେ 'ଅପରେସନ୍ ସିନ୍ଦୂର' ଆରମ୍ଭ କରିଥିଲେ। ଯେଉଁଥିରେ ପାକିସ୍ତାନ ଏବଂ ପିଓକେର ୯ଟି…

ପାକିସ୍ତାନର ଆତଙ୍କବାଦୀ ଲଞ୍ଚ ପ୍ୟାଡ୍‌କୁ ଧ୍ୱଂସ କଲା ବିଏସଏଫ୍, ଦେଖନ୍ତୁ ଭିଡିଓ

ଇସଲାମବାଦ: ପାକିସ୍ତାନ ସହିତ ଜାରି ଉତ୍ତେଜନା ମଧ୍ୟରେ, ଭାରତୀୟ ସେନା ଆଉ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପାକିସ୍ତାନର ସିଆଲକୋଟରେ ଥିବା ଆତଙ୍କବାଦୀ ଲଞ୍ଚ ପ୍ୟାଡକୁ ବିଏସଏଫ୍ ସମ୍ପୂର୍ଣ୍ଣ ଧ୍ୱଂସ କରିଦେଇଛି । ବିଏସଏଫ ଏହି ଅପରେସନର ଏକ ଭିଡିଓ ମଧ୍ୟ ଜାରି କରିଛି । ଏହି…

ମିଛ କେବଳ ମିଛ କହୁଛି ପାକିସ୍ତାନ: ସୁରକ୍ଷିତ ଅଛି ଆମ S-400 

ନୂଆଦିଲ୍ଲୀ: ପାକିସ୍ତାନର ସବୁ ପ୍ରୟାସ ବିଫଳ ହେଇଥିବାରୁ ଏବେ ଖାଲି ମିଛ ଆଉ ଅପପ୍ରଚାର କରୁଛି। ଔଷଧ ବଦଳରେ ଏବେ ଖାଲି ତାଟିଆ କାମୁଡୁଛି। ନିଜେ ପ୍ରଥମେ ଆକ୍ରମଣ କରୁଛି, ପ୍ରୟାସ ପଣ୍ଡ ହେବା ପରେ ମିଥ୍ୟା ଅପପ୍ରଚାର କରୁଛି। ଭାରତର ସୁଦର୍ଶନ ଚକ୍ର S-400କୁ ପାକିସ୍ତାନ ଧ୍ଵଂସ କରିଥିବା ନେଇ…

ପାକିସ୍ତାନକୁ ମୁହଁତୋଡ଼ ଜବାବ: ୬ ଏୟାରବେସ୍‌କୁ ଟାର୍ଗେଟ କଲା ଭାରତ

ନୂଆଦିଲ୍ଲୀ: ପାକିସ୍ତାନ ଏବେ ବି ତାର ଘୃଣ୍ୟ କାର୍ଯ୍ୟ ଜାରି ରଖିଛି। ବେସାମରିକ ବିମାନଗୁଡ଼ିକୁ ଆବରଣ ଭାବରେ ବ୍ୟବହାର କରି ଭାରତ ଉପରେ ଜାରି ରଖିଛି ଆକ୍ରମଣ। ପାକିସ୍ତାନ ଦ୍ୱାରା ରାତିସାରା ଲଗାତାର ଆକ୍ରମଣ ପରେ, ଭାରତର ଚାରୋଟି ପ୍ରମୁଖ ଭାରତୀୟ ବାୟୁସେନା (IAF) ଷ୍ଟେସନ - ଉଧମପୁର,…

ମିଛ ପ୍ରଚାର କରୁଛି ପାକିସ୍ତାନ; ୫ ଗୁଜବ ଉପରୁ ପରଦା ହଟାଇଲା ପିଆଇବି

ନୂଆଦିଲ୍ଲୀ: ପ୍ରେସ୍ ଇନଫର୍ମେସନ୍ ବ୍ୟୁରୋ (ପିଆଇବି)ର ଫ୍ୟାକ୍ଟ ଚେକ୍ ୟୁନିଟ୍ ଶନିବାର ପାକିସ୍ତାନ ସମର୍ଥକ ସୋସିଆଲ ମିଡିଆ ହ୍ୟାଣ୍ଡେଲଗୁଡ଼କରେ ଅନେକ ମିଥ୍ୟା ପ୍ରଚାର କରୁଛନ୍ତି ବୋଲି ସୂଚନା ଦେଇଛି। ଏଥିସହ ଲୋକମାନଙ୍କୁ ଗୁଜବ ଉପରେ ବିଶ୍ୱାସ ନ କରି ସମସ୍ତ ସୂଚନା ଯାଞ୍ଚ କରିବାକୁ ଅନୁରୋଧ…

ହାଇସ୍ପିଡ୍ ମିସାଇଲ୍ ଛାଡ଼ୁଛି ପାକିସ୍ତାନ: ସ୍କୁଲ, ସ୍ବାସ୍ଥ୍ୟକେନ୍ଦ୍ରକୁ ବି ଛାଡୁନି

ନୂଆଦିଲ୍ଲୀ: ସବୁ ସୀମା ଟପୁଛି ପାକିସ୍ତାନ। ହେଲେ କଡ଼ା ଜବାବ ଦେଉଛି ଭାରତ। ଏନେଇ ସେନା ଏବଂ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ମିଳିତ ପ୍ରେସ୍‌ମିଟ୍‌ କରାଯାଇ ସୂଚନା ଦିଆଯାଇଛି। ପାକିସ୍ତାନ ଭାରତର ୪ଟି ବାୟୁସେନା ଷ୍ଟେସନକୁ ଟାର୍ଗେଟ କରୁଛି। ପଞ୍ଜାବ ବାୟୁସେନା ଘାଟିରେ ହାଇସ୍ପିଡ୍…

ପାକିସ୍ତାନରେ ତୈଳ ସଙ୍କଟ; ୪୮ ଘଣ୍ଟା ପାଇଁ ପେଟ୍ରୋଲ ପମ୍ପ ବନ୍ଦ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ଆକ୍ରମଣ ପରେ ଭାରତ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା ଯାହା ଫଳରେ ପାକିସ୍ତାନ ଓ ପିଓକେ ରେ ଥିବା ନଅଟି ଆତଙ୍କବାଦୀ କ୍ୟାମ୍ପ ନଷ୍ଟ ହେବା ସହ ଅନେକ ନିହତ ମଧ୍ୟ…

ପାକିସ୍ତାନ ଡ୍ରୋନକୁ ଧୂଳି ଚଟାଉଛି ସେନା: ପ୍ରଥମ ଥର ପାଇଁ ଜାରି କଲା ଫୋଟୋ 

ନୂଆଦିଲ୍ଲୀ: ପାକିସ୍ତାନ ଡ୍ରୋନକୁ ଧୂଳି ଚଟାଉଛନ୍ତି ଭାରତୀୟ ସେନା। ପାକିସ୍ତାନ ଏବଂ ଭାରତ ମଧ୍ୟରେ ଉତ୍ତେଜନା ଜାରି ରହିଥିବା ବେଳେ ପାକିସ୍ତାନ ସୀମବର୍ତ୍ତୀ ଅଞ୍ଚଳ ମାନଙ୍କରେ ଆକ୍ରମଣ ଜାରି ରଖିଛି। ଯାହାର କଡ଼ା ଜବାବ ଦେଇଛି ଭାରତୀୟ ସେନା। ଅମୃତସର ଉପରେ ଡ୍ରୋନ ନିକ୍ଷେପ କରିବା ପରେ ସେନା…

ପାକିସ୍ତାନର ଆକ୍ରମଣରେ ଅତିରିକ୍ତ ଡିସି ରାଜ କୁମାର ଥାପା ସହିଦ, ଓମାର ଅବଦୁଲ୍ଲାଙ୍କ ଶୋକ ପ୍ରକାଶ

ରାଜୌରୀ: ଜମ୍ମୁ କାଶ୍ମୀରର ରାଜୌରୀରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ଆସିଛି। ଅତିରିକ୍ତ ଜିଲ୍ଲା ଉନ୍ନୟନ କମିଶନର (ଏଡିସି) ରାଜ କୁମାର ଥାପା ପାକିସ୍ତାନ ଗୁଳିମାଡ଼ରେ ସହିଦ ହୋଇଛନ୍ତି। ପାକିସ୍ତାନୀ ସେନା ସିଧାସଳଖ ରାଜୌରୀ ସହରକୁ ଟାର୍ଗେଟ କରିଥିଲା ବେଳେ ଏହି ଅଘଟଣ ଘଟିଥିଲା। ଏହି ଘଟଣାରେ…

ପାକିସ୍ତାନ ଫାଇଟର ଜେଟକୁ ଖସାଇଲା ଭାରତ

ଶ୍ରୀନଗର: ଭାରତ ଶ୍ରୀନଗର ଏୟାରବେସରୁ ଶନିବାର ସକାଳେ ମିଶାଇଲ ଜରିଆରେ ପାକିସ୍ତାନ ବାୟୁସେନାର ଦୁଇଟି ଯୁଦ୍ଧ ବିମାନକୁ ଖସାଇ ଦିଆଯାଇଛି। ଶନିବାର ସକାଳେ ଭାରତୀୟ ସେନା ଏହି ବଡ଼ ସଫଳତା ହାସଲ କରିଥିବା ସୂତ୍ରରୁ ଜଣାପଡିଛି। ଶ୍ରୀନଗରର ଲସଜାନ ନିକଟରେ ଗୋଟିଏ ପାକିସ୍ତାନୀ ଯୁଦ୍ଧ ବିମାନକୁ…