Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

NIAର ବଡ଼ ଧରଣର ରେଡ୍: ଦିଲ୍ଲୀ ବିସ୍ଫୋରଣରେ ବିହାର ଲିଙ୍କ୍‌

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ NIAର ବଡ଼ ଧରଣର ରେଡ୍। ଦିଲ୍ଲୀ ବିସ୍ଫୋରଣ ପରେ ପୁଲୱାମା, ସୋପିଆନ୍‌ରେ ରେଡ୍ ଚାଲିଛି। ଦିଲ୍ଲୀ ବିସ୍ଫୋରଣର ଅଭିଯୁକ୍ତ ଘରେ ଚଢ଼ାଉ ଜାରି ରହିଛି। ଅନ୍ୟପଟେ ଏହି ବିସ୍ଫୋରଣ ମାମଲାରେ ବିହାରର ଖଗଡ଼ିଆ ଜିଲ୍ଲା ସହ ସମ୍ପର୍କ ରହିଥିବା ଜଣାପଡ଼ିଛି। ଜାତୀୟ…

Parliament Winter Session: ସଂସଦର ଶୀତ ଅଧିବେଶନ; SIRକୁ ନେଇ କମ୍ପିବ ଗୃହ

ନୂଆଦିଲ୍ଲୀ: ଆଜିଠାରୁ ସଂସଦର ଶୀତ ଅଧିବେଶନ। SIRକୁ ନେଇ କମ୍ପିବ ଗୃହ। SIRକୁ ନେଇ ବିରୋଧୀ ସ୍ବତନ୍ତ୍ର ଆଲୋଚନା ଦାବି କରିବା ନିଶ୍ଚିତ। ତେଣୁ ଗତ ଅଧିବେଶନ ଭଳି ଏଥର ମଧ୍ୟ ଅଚଳାବସ୍ଥା ସମ୍ଭାବନା ରହିଛି। କଂଗ୍ରେସ, ସମାଜବାଦୀ ପାର୍ଟି, TMC ଉଠାଇ ପାରନ୍ତି SIR ପ୍ରସଙ୍ଗ। ଜାତୀୟ ସୁରକ୍ଷା,…

ଜାଣନ୍ତୁ କ’ଣ ଏହି Dark Web? ଇଣ୍ଟରନେଟରେ ସର୍ଚ୍ଚ କଲେ…

ନୂଆଦିଲ୍ଲୀ:  ଆପଣ ହୁଏତ ଅନେକ ଥର ଇଣ୍ଟରନେଟ ବ୍ୟବହାର କରିଛନ୍ତି, ଗୁଗୁଲରେ ସର୍ଚ୍ଚ କରିଛନ୍ତି, ସୋସିଆଲ ମିଡିଆ ବ୍ରାଉଜ କରିଛନ୍ତି, YouTube ଦେଖୁଛନ୍ତି କିମ୍ବା ଅନଲାଇନରେ ସପିଂ ମଧ୍ୟ କିଣାକିଣି କରୁଛନ୍ତି। କିନ୍ତୁ ଏସବୁ ହେଉଛି ସରଫେସ ୱେବ ନାମରେ ପରିଚିତ ଯାହା ଇଣ୍ଟରନେଟର ଏକ ଅଂଶ।…

ଜିଲ୍ଲାପାଳ ଓ କମିଶନର୍‌ଙ୍କ ମଧ୍ୟରେ କିଏ ଅଧିକ ପାୱରଫୁଲ ? ଜାଣନ୍ତୁ ଅନେତ କୋଚକ କଥା

ନୂଆଦିଲ୍ଲୀ: ଦେଶରେ ପ୍ରଶାସନିକ ପଦବୀକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଦ୍ଵନ୍ଦ୍ଵ ଦେଖାଦେଇଥାଏ। ବିଶେଷକରି ଡିଏମ୍‌ (ଜିଲ୍ଲାପାଳ) ଓ ପୁଲିସ୍‌ କମିଶନର୍‌ ଭଳି ବଡ଼ ପଦବୀକୁ ନେଇ ଅନେକ ପ୍ରଶ୍ନ ଉଠିଥାଏ। ଲୋକେ ଜାଣିବାକୁ ଚାହାନ୍ତି ଯେ, ଏହି ଦୁଇ ଜଣଙ୍କ ମଧ୍ୟରୁ କିଏ ଅଧିକ ଶକ୍ତିଶାଳୀ, କାହାର…

Tamilnadu Accident: ଦୁଇ ସରକାରୀ ବସ୍ ମୁହାଁମୁହିଁ ଧକ୍କା; ୮ମହିଳା ସମେତ ୧୧ ମୃତ

ଚେନ୍ନାଇ:ରବିବାର ଦିନ ତାମିଲନାଡୁର ଶିବଗଙ୍ଗା ଜିଲ୍ଲାରେ ଦୁଇଟି ସରକାରୀ ବସ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଆଠ ଜଣ ମହିଳାଙ୍କ ସମେତ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ୨୦ ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ପ୍ରଚଣ୍ଡ ଶବ୍ଦ ଶୁଣି ଲୋକମାନେ ଘଟଣାସ୍ଥଳକୁ…

ଗୁଗୁଲରେ ଏହି ୪ଟି ଜିନିଷ ଜମା କରନ୍ତୁନି ସର୍ଚ୍ଚ, ଗିରଫ ହେଲେ ମିଳିବନି ବେଲ୍‌

ନୂଆଦିଲ୍ଲୀ: ଇଣ୍ଟରନେଟ ଆମ ଜୀବନକୁ ଯେତେ ସହଜ କରିଛି, ସେତିକି ବିପଦ ସୃଷ୍ଟି କରିଛି। ବିଶେଷକରି ଗୁଗୁଲ ଭଳି ସର୍ଚ୍ଚ ଇଞ୍ଜିନ ସହିତ, ଯେଉଁଠାରେ ଆମେ ଚିନ୍ତା ନକରି କିଛି ବି ସର୍ଚ୍ଚ କରୁ। କିନ୍ତୁ ଆପଣ କ’ଣ ଜାଣନ୍ତି ଯେ କିଛି ଶବ୍ଦ, ପ୍ରଶ୍ନ କିମ୍ବା ବିଷୟ ଗୁଗୁଲରେ ଖୋଜିବା ଗମ୍ଭୀର ସମସ୍ୟା…

ବହୁବିବାହ ଉପରେ ଆସିଲା ଆଇନ ! ପୂର୍ବରୁ ଦୁଇଟି ବିବାହ କରିଥିଲେ….

ନୂଆଦିଲ୍ଲୀ: ବହୁବିବାହ ଉପରେ ରୋକ୍‌ ଲଗାଇ ଦେଶର ଉତ୍ତରପୂର୍ବାଞ୍ଚଳୀୟ ରାଜ୍ୟ ଅସାମ ଐତିହାସିକ ପଦକ୍ଷେପ ନେଇଛି। ଅସାମ ବିଧାନସଭାରେ ଗତ ମଙ୍ଗଳବାର ଅସାମ ବହୁବିବାହ ନିଷେଧ ବିଧେୟକ, ୨୦୨୫ ପାସ୍‌ ହୋଇଯାଇଛି। ଏହାପରେ ରାଜ୍ୟରେ ଏକାଧିକ ବିବାହ କରିବା ସମ୍ପୂର୍ଣ୍ଣ ଅବୈଧ ହୋଇଛି। ବଡ଼ କଥା…

ଅନ୍ୟ ଜାତିରେ ବିବାହ କଲେ ବଦଳିଯାଏ ବାପ ଘର ସମ୍ପତ୍ତିର ଅଧିକାର? କୋର୍ଟ କହିଲେ….

ନୂଆଦିଲ୍ଲୀ: ବଦଳି ଯାଇଥିବା ସମ୍ପର୍କ ମଧ୍ୟରେ ଅନେକ ଝିଅ କେବଳ ଏହି କାରଣରୁ ନିଜର ପୈତୃକ ସମ୍ପତ୍ତି ପାଇପାରୁନାହାନ୍ତି, କାରଣ ସେ ନିଜ ଇଚ୍ଛାରେ ବାହାଘର କରିଛି, ତାହା ମଧ୍ୟ ଅନ୍ୟ ଜାତିରେ। ପରିବାରର ଯୁକ୍ତି ସ୍ପଷ୍ଟ ରହିଥାଏ ଯେ, “ଏବେ ତୁ ଆଉ ଆମ ଘରର ଝିଅ ନୁହଁ।” କିନ୍ତୁ ଗୁଜରାଟ…

Maoists Surrender: ଭୁଶୁଡୁଛି ମାଓ ଗଡ଼, ୩୭ ମାଓବାଦୀଙ୍କ ଆତ୍ମସମର୍ପଣ

ରାୟପୁର: ୩୭ ଜଣ ମାଓବାଦୀ ରବିବାର ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୨୭ ଜଣଙ୍କ ଉପରେ ୬୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା। ପୋଲିସ ପୋଲିସ ଅଧୀକ୍ଷକ ଗୌରବ ରାୟ ଏବଂ ASP ରାମକୁମାର ବର୍ମନଙ୍କ ନେତୃତ୍ୱରେ ସମସ୍ତ ନକ୍ସଲବାଦୀ ଦାନ୍ତେୱାଡାର ଡିଆରଜି କାର୍ଯ୍ୟାଳୟରେ…

Delhi Police: ୩ଆତଙ୍କବାଦୀଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ; ISI ସହ ରହିଛି ଲିଙ୍କ୍

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISI ସହିତ ଜଡିତ ତିନି ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି। ଏହି ଆତଙ୍କବାଦୀମାନେ ପାକିସ୍ତାନୀ ଗ୍ୟାଙ୍ଗଷ୍ଟର ଶହଜାଦ ଭଟ୍ଟି ସହିତ ଜଡିତ, ଯିଏ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISIର ନିର୍ଦ୍ଦେଶରେ କିଏ କାମ କରୁଥିଲା।…