Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜୁନ୍ ୩୦ ସୁଦ୍ଧା e-KYC ନକଲେ ବନ୍ଦ ହୋଇଯିବ ୩୦୦ ଟଙ୍କାର LPG ସବସିଡି

ନୂଆଦିଲ୍ଲୀ: ଉଜ୍ଜ୍ୱଳା ହିତାଧିକାରୀଙ୍କ ପାଇଁ ବଡ଼ ଖବର। ଯଦି ଆପଣ କିମ୍ବା ଆପଣଙ୍କ ପରିବାରରେ କେହି ଉଜ୍ଜ୍ୱଳା ଯୋଜନାରେ ମାଗଣା ଗ୍ୟାସ୍ ସଂଯୋଗ ପାଇଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ନିହାତି ଜରୁରୀ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଛି ଏକ ବଡ଼ ଗାଇଡଲାଇନ୍। ଆସନ୍ତା ଜୁନ୍ ୩୦…

ଅସମୟ ରଥଯାତ୍ରାକୁ ନେଇ ପୁଣି ବିବାଦଘେରରେ ଇସ୍କନ; ସରକାରୀ ହସ୍ତକ୍ଷେପ ଦାବି କଲେ ଶ୍ରଦ୍ଧାଳୁ

ପୁରୀ: ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ରଥଯାତ୍ରା ପୂର୍ବରୁ ଅନ୍ତର୍ଜାତୀୟ କୃଷ୍ଣ ଭାବନାମୃତ ସଂଘ (ଇସ୍କନ)ର ମନମୁଖୀ କାର୍ଯ୍ୟକଳାପକୁ ନେଇ ପୁଣି ଥରେ ତୀବ୍ର ବିବାଦ ମୁଣ୍ଡ ଟେକିଛି। ଶାସ୍ତ୍ରୀୟ ନୀତିନିୟମକୁ ଅବମାନନା କରି ଆମେରିକାର ବିଭିନ୍ନ ସହରରେ ଇସ୍କନ ପକ୍ଷରୁ ଅସମୟରେ ରଥଯାତ୍ରା ଆୟୋଜନ…

ବ୍ରିଟେନ ରାଜନୀତିରେ ଭୂକମ୍ପ: ପ୍ରଧାନମନ୍ତ୍ରୀ କିର ଷ୍ଟାରମର ଦେବେ ଇସ୍ତଫା, ପୂର୍ବାନୁମାନ କଲେ ଡୋନାଲ୍ଡ ଟ୍ରମ୍ପ

ଲଣ୍ଡନ/ୱାଶିଂଟନ: ବ୍ରିଟେନ ରାଜନୀତିରେ ପୁଣି ଏକ ବଡ଼ ଧରଣର ବିପର୍ଯ୍ୟୟର ଆଶଙ୍କା ଦେଖାଦେଇଛି। ଦେଶର ପ୍ରଧାନମନ୍ତ୍ରୀ କିର ଷ୍ଟାରମର ନିଜ ପଦବୀରୁ ଇସ୍ତଫା ଦେବାକୁ ଯାଉଥିବା ନେଇ ଚର୍ଚ୍ଚା ଜୋର୍ ଧରିଛି। ବ୍ରିଟିଶ ଗଣମାଧ୍ୟମର ସୂଚନା ଅନୁଯାୟୀ, ଦଳ ଭିତରେ ବଢୁଥିବା ଅସନ୍ତୋଷ ଓ ବିରୋଧ ଯୋଗୁଁ…

ଟ୍ରମ୍ପଙ୍କ ଯୁଦ୍ଧ ଧମକ ପରେ ବିଗିଡ଼ିଲା ସ୍ଥିତି: ଆମେରିକା-ଇରାନ ଶାନ୍ତି ଆଲୋଚନା ଅଧାରୁ ଛାଡ଼ି ପଳାଇଲା ଇରାନର…

ଜେନେଭା: ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ତିକ୍ତତାର ଅନ୍ତ ଘଟାଇବା ପାଇଁ ସ୍ୱିଜରଲ୍ୟାଣ୍ଡରେ ଆରମ୍ଭ ହୋଇଥିବା ହାଇ-ପ୍ରୋଫାଇଲ୍ ଶାନ୍ତି ଆଲୋଚନା ଏକ ବଡ଼ ସଙ୍କଟ ମଧ୍ୟକୁ ଠେଲି ହୋଇଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ସାମରିକ ଆକ୍ରମଣର ଧମକ ପରେ ରାଗିଯାଇଥିବା ଇରାନର…

ସିନ୍ଧୁ ନଦୀ ଜଳ ବିବାଦ: ଭାରତକୁ ଯୁଦ୍ଧ ଧମକ ଦେଲା ପାକିସ୍ତାନ

ଇସଲାମାବାଦ: ଗଭୀର ଜଳ ସଙ୍କଟ ଓ ଆଭ୍ୟନ୍ତରୀଣ ବିବାଦରେ ଛନ୍ଦି ହୋଇପଡ଼ିଥିବା ପାକିସ୍ତାନ ଏବେ ନିଜର ବିଫଳତା ଲୁଚାଇବା ପାଇଁ ପୁଣି ଥରେ ଭାରତ ବିରୋଧରେ ବିଷୋଦଗାର କରିଛି। ସିନ୍ଧୁ ନଦୀ ଜଳ ଚୁକ୍ତି (Indus Waters Treaty)କୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଚରମ ସୀମାରେ…

ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ରି-ଇଭାଲ୍ୟୁଏସନ୍ ରେଜଲ୍ଟ ପ୍ରକାଶିତ; ୱେବସାଇଟ୍‌ରେ ଉପଲବ୍ଧ ହେଲା ଫଳାଫଳ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଚଳିତ ବର୍ଷର ଦ୍ୱାଦଶ ଶ୍ରେଣୀ ଖାତା ପୁନଃମୂଲ୍ୟାୟନ  ଏବଂ ଯାଞ୍ଚ ପ୍ରକ୍ରିୟାର ଫଳାଫଳ ପ୍ରକାଶ ପାଇଛି। ଯେଉଁ ଛାତ୍ରଛାତ୍ରୀମାନେ ନିଜ ମାର୍କରେ ଅସନ୍ତୁଷ୍ଟ ହୋଇ ପୁନଃମୂଲ୍ୟାୟନ ପାଇଁ ଆବେଦନ କରିଥିଲେ, ସେମାନେ ବୋର୍ଡର ଅଫିସିଆଲ୍…

ତାମିଲନାଡୁରେ ଭୟାବହ ଗ୍ୟାସ୍‌ ଲିକ୍‌: ଚିଙ୍ଗୁଡ଼ି ପ୍ରୋସେସିଂ କାରଖାନାରେ ୭ ମୃତ, ୩୦ରୁ ଅଧିକ ଗୁରୁତର

ଚେନ୍ନାଇ: ତାମିଲନାଡୁର ତିରୁଭାଲୁର ଜିଲ୍ଲାରେ ରବିବାର ସକାଳେ ଏକ ବଡ଼ ଧରଣର ଶିଳ୍ପ ଦୁର୍ଘଟଣା ଘଟିଯାଇଛି। ପେରିୟାପାଲାୟମ ନିକଟସ୍ଥ କନ୍ନିଗାଇପେୟାର ଗାଁରେ ଥିବା ଏକ ଚିଙ୍ଗୁଡ଼ି ପ୍ରୋସେସିଂ କାରଖାନାରେ ହଠାତ ବିଷାକ୍ତ ଆମୋନିଆ ଗ୍ୟାସ୍ ଲିକ୍ ହେବା ଯୋଗୁଁ ୭ ଜଣ ଶ୍ରମିକଙ୍କ ପ୍ରାଣହାନି…

ପୋଲିସ-ଉଗ୍ରବାଦୀ ମୁହାଁମୁହିଁ; PLFI ଟପ୍ କମାଣ୍ଡର ଆହତ, ଅନେକ ଅସ୍ତ୍ରଶସ୍ତ୍ର ଉଦ୍ଧାର

ରାଞ୍ଚି: ଝାଡ଼ଖଣ୍ଡର ଖୁଣ୍ଟି ଜିଲ୍ଲାର ପୋଲିସ ଏକ ବଡ଼ ସଫଳତା ହାସଲ କରିଛି । ଜରିଆଗଡ଼ ଥାନା ଅନ୍ତର୍ଗତ ତିଲମି ଜଙ୍ଗଲ ଅଞ୍ଚଳରେ ପୋଲିସ ସହିତ ଏକ ଏନକାଉଣ୍ଟରରେ ନିଷିଦ୍ଧ ଉଗ୍ରବାଦୀ ସଂଗଠନ PLFIର ଜଣେ ଶୀର୍ଷ କମାଣ୍ଡର, ଶ୍ରବଣ ଦାସ ନାମକ ଜଣେ ଆହତ ହୋଇଛି । ରିପୋର୍ଟରୁ ଜଣାପଡିଛି ଯେ ସଂଘର୍ଷ…

କାରଖାନାରେ ଆମୋନିଆ ଗ୍ୟାସ ଲିକ୍: ୭ ମୃତ, ୬୭ ଜଣ ଶ୍ରମିକ ହସ୍ପିଟାଲରେ ଭର୍ତ୍ତି

ଚେନ୍ନାଇ: ତାମିଲନାଡୁର ତିରୁବଲ୍ଲୁର ଜିଲ୍ଲାରେ ଏକ ସି-ଫୁଡ୍ କାରଖାନାରେ ଆମୋନିଆ ଗ୍ୟାସ ଲିକ ହେବାର ଏକ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ସମସ୍ତେ ମହିଳା ଥିବା ଜଣା ପଡ଼ିଛି । ଏହି ଘଟଣାରେ ୬୭ ଜଣଙ୍କୁ ମେଡିକାଲ୍ ରେ ଚିକିତ୍ସା ପାଇଁ…

ନିଟ୍‌ ପରୀକ୍ଷାରେ କଡ଼ା ନିୟମ: ଟ୍ରାଫିକ ଜାମ୍ ପାଇଁ ଡେରି, ଗେଟ୍ ବାହାରେ କାନ୍ଦିଲେ ପରୀକ୍ଷାର୍ଥୀ

ନୂଆଦିଲ୍ଲୀ: ସମଗ୍ର ଦେଶରେ ବିବାଦ ଘେରରେ ଥିବା ନିଟ୍‌-ୟୁଜି ପରୀକ୍ଷା ପାଇଁ ଆଜି ଜାତୀୟ ପରୀକ୍ଷା ସଂସ୍ଥା ପକ୍ଷରୁ ପୁନଃ ପରୀକ୍ଷା ଆୟୋଜନ କରାଯାଇଛି। ମାତ୍ର କଡ଼ା ନିୟମ ଓ ସୁରକ୍ଷା ବ୍ୟବସ୍ଥା ଯୋଗୁଁ ଅନେକ ସ୍ଥାନରେ ପରୀକ୍ଷାର୍ଥୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।…