Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏମିତି କଣ କହିଲେ ୟୁନୁସ…ଭାରତରେ ତେଜିଲା ବିରୋଧ

ନୂଆଦିଲ୍ଲୀ: ଚୀନରେ ମହମ୍ମଦ ୟୁନୁସଙ୍କ ବୟାନକୁ ନେଇ ବିବାଦ । କାହିଁକି ଉଠାଇଲେ ଭାରତର ପୂର୍ବୋତ୍ତର ରାଜ୍ୟ କଥା? ବାଂଲାଦେଶକୁ କହିଲେ ସମୁଦ୍ରର ଏକମାତ୍ର ଅଭିଭାବକ । ଚୀନକୁ ସୁଯୋଗ ଦେବାକୁ ଯାଇ ୟୁନୁସ ଖେଳିଲେ ନର୍ଥଇଷ୍ଟ କାର୍ଡ ! ଚୀନ୍ ଗସ୍ତ ବେଳେ ବାଂଲାଦେଶ ସରକାରର ମୁଖ୍ୟ ପରାମର୍ଶଦାତା…

ମାଲବାହୀ ଟ୍ରେନ୍ ମୁହାଁମୁହିଁ ଧକ୍କା; ଲୋକୋ ପାଇଲଟଙ୍କ ସମେତ ୩ ମୃତ

ସାହିବଗଞ୍ଜ: ଝାଡ଼ଖଣ୍ଡର ସାହିବଗଞ୍ଜରେ ଦୁଇଟି ମାଲବାହୀ ଟ୍ରେନ୍ ପରସ୍ପର ସହିତ ଧକ୍କା ହେବା ଫଳରେ ଭୟଙ୍କର ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଉଭୟ ଲୋକୋ ପାଇଲଟଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଅପରପକ୍ଷରେ ସୁରକ୍ଷାରେ ନିୟୋଜିତ ୪ ଜଣ ସିଆଇଏସଏଫ୍ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି।…

ଦିଲ୍ଲୀରେ ଧୁମଧାମରେ ପାଳନ ହେବ ଓଡ଼ିଶା ପର୍ବ :ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀରେ ପାଳନ ହେବ ଓଡ଼ିଶା ପର୍ବପର୍ବାଣୀ । ଦିଲ୍ଲୀ ସରକାର ଆଗାମୀ ଦିନରେ ଓଡ଼ିଶାର ପର୍ବପର୍ବାଣୀକୁ ବେଶ୍ ଧୁମଧାମରେ ପାଳନ କରିବ । ଉତ୍କଳ ଦିବସରେ ଏନେଇ ବଡ଼ ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା । ଦିଲ୍ଲୀ ସ୍ଥିତ ଜଗନ୍ନାଥ ମନ୍ଦିରରେ ଉତ୍କଳ ଦିବସ…

ସେପ୍ଟେମ୍ବରରେ ଅବସର ନେବେ ପ୍ରଧାନମନ୍ତ୍ରୀ ମୋଦି: ସଞ୍ଜୟ ରାଉତ 

ମୁମ୍ବାଇ: ଅବସର ଘୋଷଣା କରିବେ ପ୍ରଧାନମନ୍ତ୍ରୀ ମୋଦି। ଶିବ ସେନା (ୟୁବିଟି) ନେତା ସଞ୍ଜୟ ରାଉତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅବସର ବିଷୟରେ ଭବିଷ୍ଯବାଣୀ କରିଛନ୍ତି। ନାଗପୁରର ଆରଏସଏସ ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ସଂଘ ମୁଖ୍ୟ ମୋହନ ଭାଗବତଙ୍କ ମଧ୍ୟରେ ହୋଇଥିବା ବୈଠକ…

ଏହି ସବୁ ନମ୍ବରରେ ଆଉ ଚାଲିବନି ଫୋନ୍ ପେ, ଗୁଗୁଲ ପେ…

ନୂଆଦିଲ୍ଲୀ: ଆଜି ଦିନ ୧ଟାରୁ ୪ଟା ଯାଏଁ ଅନଲାଇନ ପେମେଣ୍ଟ ହୋଇପାରିବ ନାହିଁ । ଏନେଇ ଏସବିଆଇ ପକ୍ଷରୁ ସୂଚନା ଜାରି ହୋଇଛି । ହେଲେ ଏହା ପୂର୍ବରୁ ମଧ୍ୟ ଆଜି ସକାଳୁ ସକାଳୁ କିଛି ଉପଭୋକ୍ତାଙ୍କ ଫୋନ୍ ପେ, ଗୁଗଲ ପେ, ପେଟିମ୍ ଆଦି କାମ କରିବା ବନ୍ଦ କରିଦେଇଛି । ତେବେ ଯଦି ଏପରି ତାହେଲେ…

ମହିଳାଙ୍କୁ କୁମାରୀତ୍ୱ ପରୀକ୍ଷା ପାଇଁ ବାଧ୍ୟ କରାଯାଇ ପାରିବ ନାହିଁ: ହାଇକୋର୍ଟ

ରାୟପୁର: ଛତିଶଗଡ଼ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି ଯେ, କୌଣସି ମହିଳାଙ୍କୁ ତାଙ୍କ କୁମାରୀତ୍ୱ ପରୀକ୍ଷା ପାଇଁ ବାଧ୍ୟ କରାଯାଇ ପାରିବ ନାହିଁ । କାରଣ ଏହା ସମ୍ବିଧାନର ଅନୁଚ୍ଛେଦ ୨୧ ଅଧୀନରେ ଥିବା ମୌଳିକ ଅଧିକାର ତଥା ସମ୍ମାନର ଅଧିକାରକୁ ଉଲ୍ଲଂଘନ କରୁଛି। ଅନୁଚ୍ଛେଦ ୨୧କୁ…

ବଖାଣିଲେ ସୁନୀତା….ମହାକାଶରୁ କିପରି ଦିଶୁଛି ଆଜିର ଭାରତ?

ନୂଆଦିଲ୍ଲୀ: ପ୍ରାୟ ଚାରି ଦଶନ୍ଧି ପୂର୍ବେ, ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ପଚାରିଥିଲେ, ଉପରୁ ଭାରତ କିପରି ଦିଶୁଛି?, ଆଉ ଉତ୍ତରରେ ଟିକିଏ ହସିକି କବି ମହମ୍ମଦ ଇକବାଲଙ୍କ ସେହି ପଦଟି କହିପକାଇଥିଲେ ଭାରତୀୟ ମହାକାଶଚାରି ରାକେଶ ଶର୍ମା, "ସାରେ ଜହାଁ ସେ ଆଚ୍ଛା" । ସେବେର ଭାରତ ଆଉ ଆଜିର…

୩ ଘଣ୍ଟା ପାଇଁ ବନ୍ଦ ରହିବ ଏସବିଆଇ ଡିଜିଟାଲ ସର୍ଭିସ୍

ନୂଆଦିଲ୍ଲୀ: ୩ ଘଣ୍ଟା ବନ୍ଦ ରହିବ ଏସବିଆଇର ଡିଜିଟାଲ ସର୍ଭିସ୍ ସେବା । ଚାଲିବନି ଫୋନ୍ ପେ, ଗୁଗୁଲ ପେ ଭଳି ଅନଲାଇନ ପେମେଣ୍ଟ । ଏନେଇ ଏସବିଆଇ ପକ୍ଷରୁ ଉପଭୋକ୍ତାଙ୍କ ନିମନ୍ତେ ସୂଚନା ଜାରି କରାଯାଇଛି । ଆଜି ଦିନ ୧ଟାରୁ ୪ଟା ଯାଏଁ ଏସବିଆଇ ଅନଲାଇନ ସର୍ଭିସ୍ କାମ କରିବ ନାହିଁ । ତେବେ…

ଖୁବଶୀଘ୍ର ଖୋଲିବ ନୂଆ ପମ୍ବନ ପୋଲ, ସଫଳ ହେଲା ପରୀକ୍ଷଣ

ନୂଆଦିଲ୍ଲୀ: ଖୁବଶୀଘ୍ର ଖୋଲିବ ତାମିଲନାଡୁର ରାମେଶ୍ୱରମ ସ୍ଥିତ ନୂଆ ପମ୍ବନ ପୋଲ। ଏନେଇ ଚୂଡାନ୍ତ ପରୀକ୍ଷଣ ସଫଳ ସମ୍ପର୍କରେ ଘୋଷଣା କରାଯାଇଛି। ପମ୍ବନ ପୋଲରେ ରେଲୱେ, ତଟରଖୀ, ରାଜ୍ୟ ପ୍ରଶାସନିକ ଅଧିକାରୀ ଏବଂ ପୋଲିସର ଉପସ୍ଥିତିରେ ୨୯ ମାର୍ଚ୍ଚରେ ପୋଲ ଖୋଲିବା ପୂର୍ବାଭ୍ୟାସ ପରୀକ୍ଷଣ…

ଟ୍ରେନ୍ ଭାରତର, କିନ୍ତୁ ରେଳପଥ ବ୍ରିଟିଶ କମ୍ପାନୀର!

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ପ୍ରତିଦିନ ପ୍ରାୟ ୨ କୋଟି ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ପହଞ୍ଚାଇଥାଏ ଏବଂ ଦେଶରେ ୭ ହଜାରରୁ ଅଧିକ ଟ୍ରେନ୍ ଚାଲୁଛି। କିନ୍ତୁ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ହେଉଛି ଯେ, ଭାରତରେ ଏପର୍ଯ୍ୟନ୍ତ ଏକ ରେଳପଥ ଏମିତି ରହିଛି, ଯାହା ଭାରତ ସରକାରଙ୍କ ଅଧୀନରେ…