Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

ଆମେ ଶାନ୍ତିରେ ଥିଲୁ, ଏସବୁ ପାକିସ୍ତାନ ଆରମ୍ଭ କରିଛି; ସରକାର ଉଚିତ ଜବାବ ଦେଇଛି: ଓମାର

ଶ୍ରୀନଗର: ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ଅପରେସନ ସିନ୍ଦୂର ଉପରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏହା ପହଲଗାମରୁ ଆରମ୍ଭ ହୋଇଥିଲା, ଯେଉଁଠାରେ ଆମର ୨୬ ଜଣ ନିର୍ଦ୍ଦୋଷ ନାଗରିକଙ୍କୁ ହତ୍ୟା କରାଯାଇଥିଲା ଏବଂ ସରକାର କହିଥିଲେ ଯେ ନିଶ୍ଚିତ ଭାବରେ ଉଚିତ ଜବାବ…

‘ଅପରେସନ୍ ସିନ୍ଦୂର’ର ସଫଳତାକୁ ସେଲିବ୍ରେଟ୍ କଲେ ସାଉଥ୍ ସେଲିବ୍ରିଟି, ଟ୍ବିଟ୍ କରି କଲେ ପ୍ରଶଂସା

ହାଇଦ୍ରାବଦ: ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ସ୍ୱରୂପ, ମଙ୍ଗଳବାର ମଧ୍ୟରାତ୍ରିରେ ପ୍ରାୟ ୧ଟା ୩୦ ସମୟରେ, ଭାରତୀୟ ସଶସ୍ତ୍ର ବାହିନୀ 'ଅପରେସନ୍ ସିନ୍ଦୂର' ଅଧୀନରେ ପାକିସ୍ତାନ ଏବଂ ପାକ୍ ଅଧିକୃତ ଜମ୍ମୁ ଓ କଶ୍ମୀରରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରିଥିଲେ । ଏହି…

କାହିଁକି ସୋଫିଆ କୁରେଶୀଙ୍କୁ ନେଇ ଚର୍ଚ୍ଚା?

ନୂଆଦିଲ୍ଲୀ: ବଡ଼ ପ୍ରତିଶୋଧ ନେଇଛି ଭାରତ। ରାତି ଅଧରେ ପାକିସ୍ତାନ ଉପରେ କରିଛି ଏୟାର ଷ୍ଟ୍ରାଇକ 'ଅପରେସନ୍ ସିନ୍ଦୂର'। ଏହା ପରେ ବୁଧବାର 'ଅପରେସନ୍ ସିନ୍ଦୂର'ନେଇ ଭାରତୀୟ ସଶସ୍ତ୍ର ବାହିନୀ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲା, ଯେଉଁଥିରେ ବରିଷ୍ଠ ମହିଳା ଅଧିକାରୀ କର୍ଣ୍ଣେଲ ସୋଫିଆ…

ଅପରେସନ ସିନ୍ଦୂର ପରେ ଏଲଓସିରେ ଗୁଳିମାଡ଼ କରୁଛି ପାକିସ୍ତାନ: ୧୦ ନାଗରିକଙ୍କ ମୃତ୍ୟୁ, ୩୮ ଆହତ

ଶ୍ରୀନଗର: ଅପରେସନ ସିନ୍ଦୂର ପରେ ଏଲଓସିରେ ଗୁଳିମାଡ଼ କରୁଛି ପାକିସ୍ତାନ। ଜାମ୍ମୁ ଓ କାଶ୍ମୀରର ପୁଞ୍ଚରେ ୧୦ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ୩୮ ଜଣ ଆହତ ହୋଇଥିବା ସୂଚନା ରହିଛି। ସେହିପରି ଖାଲି ହେଉଛି ଏଲଓସି ଅଞ୍ଚଳରେ ଥିବା ଗାଁ। ପାକିସ୍ତାନ ସେନାକୁ କାଉଣ୍ଟର କରୁଛି ଭାରତ।…

ଅପରେସନ ସିନ୍ଦୁର ପାଇଁ ଦେଶରେ ଆଲର୍ଟ; ୧୮ ଏୟାରପୋର୍ଟ ବନ୍ଦ, ୨୦୦ ଫ୍ଲାଇଟ ବାତିଲ

ନୂଆଦିଲ୍ଲୀ: ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ସ୍ୱରୂପ ଭାରତୀୟ ସେନା ମଧ୍ୟରାତ୍ରୀରେ ପାକିସ୍ତାନରେ ୯ଟି ଆତଙ୍କବାଦୀ ଆଡ୍ଡା ଉପରେ ଏୟାର ଷ୍ଟ୍ରାଇକ କରିଥିଲା। 'ଅପରେସନ୍ ସିନ୍ଦୂର' ଅଧୀନରେ ଭାରତ ପାକିସ୍ତାନରେ ଥିବା ଆତଙ୍କବାଦୀ ଶିବିର ଉପରେ…

‘ଦେଶ ଏହି ଆକ୍ରମଣ ପାଇଁ ଗର୍ବିତ’: ମୁଖ୍ୟମନ୍ତ୍ରୀ ରେଡ୍ଡୀ; ଡାକିଲେ ଜରୁରୀକାଳୀନ ବୈଠକ

ନୂଆଦିଲ୍ଲୀ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ.ରେବନ୍ତ ରେଡ୍ଡୀ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀର (ପିଓକେ)ରେ ଆତଙ୍କବାଦୀ ଶିବିର ଉପରେ ହୋଇଥିବା ଆକ୍ରମଣ ପାଇଁ ଦେଶ ଗର୍ବିତ ବୋଲି କହିଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଏ ବିଷୟରେ ଏକ ପୋଷ୍ଟ ସେୟାର କରିଛନ୍ତି। ଜଣେ…

‘ଅଭି ପିକଚର୍ ବାକି ହେ’; ପାକ୍ ଉପରେ ଭାରତର ଆକ୍ସନକୁ  ନେଇ କାହିଁକି ଏଭଳି କହିଲେ ପୂର୍ବତନ ସେନା ମୁଖ୍ୟ…

ନୂଆଦିଲ୍ଲୀ: ୨୨ ଏପ୍ରିଲ ୨୦୨୫ରେ ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବ  ମଧ୍ୟରାତ୍ରରେ ଏକ ଏୟାର ଷ୍ଟ୍ରାଇକ ଦିଆଯାଇଛି। ଯେଉଁଥିରେ ୯ଟି ଆତଙ୍କବାଦୀ ଆଡ୍ଡା ଧ୍ୱଂସ କରାଯାଇଥିଲା। 'ଅପରେସନ୍ ସିନ୍ଦୂର' ମିଶନ ଅଧୀନରେ ଭାରତୀୟ ବାୟୁସେନା ପାକିସ୍ତାନ ଏବଂ…

ଭାରତର ‘ଅପରେସନ ସିନ୍ଦୂର’ ନେଇ ଟ୍ରମ୍ପ୍‌ଙ୍କ ପ୍ରତିକ୍ରିୟା…

ଓ୍ବାଶିଂଟନ୍: ଭାରତ ପାକିସ୍ତାନ ଏବଂ ପିଓକେରେ ଥିବା ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଥମ ପ୍ରତିକ୍ରିୟା ଆସିଛି । ଟ୍ରମ୍ପ କହିଛନ୍ତି ଯେ, "ମୁଁ ଭାବୁଛି ଲୋକମାନେ ଜାଣିଥିଲେ, ଅତୀତର କିଛି ଘଟଣା ଉପରେ ଆଧାର କରି, କିଛି ଘଟିବାକୁ ଯାଉଛି ।…

ପାକିସ୍ତାନରେ ଆକ୍ରମଣ ପରେ କ୍ୟାବିନେଟ୍ ବୈଠକରେ ପ୍ରଧାନମନ୍ତ୍ରୀ କ’ଣ କହିଲେ ଜାଣନ୍ତୁ..

ନୂଆଦିଲ୍ଲୀ: ପହଲଗାମରେ ହୋଇଥିବା ନୃଶଂସ ଆତଙ୍କବାଦୀଙ୍କ ପ୍ରତିଶୋଧ ନେଇଛି ଭାରତୀୟ ସେନା । ଭାରତୀୟ ସାମରିକ ବାହିନୀ ପାକିସ୍ତାନ ଏବଂ ପାକ୍ ଅଧିକୃତ ଜମ୍ମୁ ଓ କଶ୍ମୀର ଭିତରେ ଥିବା ଆତଙ୍କବାଦୀ ଶିବିର ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରି ୧୦୦ ରୁ ଅଧିକ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି ।…

‘ଅପରେସନ ସିନ୍ଦୂର’ରେ କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଜହର ପରିବାର ସଫା!

ନୂଆଦିଲ୍ଲୀ: ‘ଅପରେସନ ସିନ୍ଦୂର’ର ସଫଳତା। ସଂସଦ ଆକ୍ରମଣର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ମାସୁଦ ଆଜହର ପରିବାର ସଫା। ପରିବାରର ୧୦ରୁ ଊର୍ଦ୍ଧ୍ବ ସଦସ୍ୟଙ୍କ ମୃତ୍ୟୁ ନେଇ ମିଳିଛି ସୂଚନା। କାଳେ ନିଜେ ମାସୁଦ କାନ୍ଦି କାନ୍ଦି ଦାବି କରିଛି, ଭାରତର ଆକ୍ରମଣରେ ତାର ପରିବାର ନିପାତ ହୋଇଛି,…