Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପାକିସ୍ତାନର ‘False Flag’ କାହାଣୀକୁ ଜାତିସଂଘର ଭତ୍ସନା

ନୂଆଦିଲ୍ଲୀ: ଜାତିସଂଘ ସୁରକ୍ଷା ପରିଷଦର ବୈଠକରେ ଆତଙ୍କବାଦକୁ ନେଇ ପାକିସ୍ତାନକୁ କଡା ନିନ୍ଦା କରାଯାଇଛି। ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନର ହାତ ଥିବା ନେଇ UN ସଦସ୍ୟମାନେ ସନ୍ଦେହ କରୁଛନ୍ତି ଯାହାକୁ ପାକିସ୍ତାନ ପ୍ରତ୍ୟାଖାନ କରୁଅଛି। UN ପାକିସ୍ତାନର ଫଲ୍ସ ଫ୍ଲାଗ୍…

ଯୁଦ୍ଧ ପୂର୍ବରୁ ରାଜକୋଷ ଖାଲି !

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରଠୁ ପାକିସ୍ତାନକୁ ଆର୍ଥିକ ଚୋଟ ଦେଇ ଚାଲିଛି ଭାରତ । କୁଟନୈତିକ ପଦକ୍ଷେପ ଯୋଗୁଁ ଦୋହଲିବାରେ ଲାଗିଛି ପାକିସ୍ତାନର ଅର୍ଥନୀତି । ଭାରତର ଜବାବୀ ଆକ୍ରମଣ ଭୟରେ ହାଇ ଆଲର୍ଟରେ ରହିଛି ପାକିସ୍ତାନୀ ସେନା। ତେବେ କେବଳ ଆଲର୍ଟ ରହିବା ଓ ସେନା ଶକ୍ତିର…

ମୁଁ ମୋଗଲ୍ ସାମ୍ରାଜ୍ୟର ବୋହୂ, ଲାଲ କିଲ୍ଲା ମୋତେ ଦିଅ

ନୂଆଦିଲ୍ଲୀ: ଲାଲ କିଲ୍ଲା ଉପରେ ଅଧିକାର ଜାହିର କରି ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ ଜଣେ ମହିଳା। ସୋମବାର  ଦାୟର ଆବେଦନକୁ ଖାରଜ କରି ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ଆବେଦନକାରୀ ହେଉଛନ୍ତି ରଜିଆ ସୁଲତାନା ବେଗମ। ମହିଳା ଜଣକ ନିଜକୁ ମୋଗଲ ସମ୍ରାଟ ବାହାଦୁର ଶାହ ଜାଫରଙ୍କ ବଂଶଧର ବୋଲି…

୧୦ କିମ୍ବା ୧୧ରେ ପାକିସ୍ତାନ ଉପରେ ହମଲା !

ନୂଆଦିଲ୍ଲୀ: କେବେ ଆକ୍ରମଣ କରିବ ଭାରତ? ପହଲଗାମ ଆତଙ୍କବାଦୀ ଆକ୍ରମଣ ପରଠୁ ଭୟରେ ପାକିସ୍ତାନ । ଭାରତର ଜବାବୀ ଆକ୍ରମଣ ନେଇ ପାକିସ୍ତାନୀ ନେତା, ଡିପ୍ଲୋମାଟ ଓ ପତ୍ରକାର ଭିନ୍ନ ଭିନ୍ନ ତାରିଖ ଦେଉଛନ୍ତି । ଦିଲ୍ଲୀରେ ଉଚ୍ଚାୟୁକ୍ତ ରହିଥିବା ପାକିସ୍ତାନର ପୂର୍ବତନ ରାଷ୍ଟ୍ରଦୂତ ଅବ୍ଦୁଲ ବାସିତ୍…

ସିଭିଲ ଡିଫେନ୍ସ ମକ୍ ଡ୍ରିଲରେ ଏହି ଜିନିଷଗୁଡ଼ିକ ପ୍ରତି ଧ୍ୟାନ ରଖିବେ..

ନୂଆଦିଲ୍ଲୀ:ପାକିସ୍ତାନ ସହିତ ଉତ୍ତେଜନା ମଧ୍ୟରେ ବୁଧବାର ଦେଶର ୨୪୪ଜିଲ୍ଲାରେ ଏକ ମକ୍ ଡ୍ରିଲ୍ କରାଯିବ। ୨୨ ଏପ୍ରିଲରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ସହିତ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଗୃହ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଛି। ମକ୍ ଡ୍ରିଲ୍ ସମୟରେ, ନାଗରିକମାନଙ୍କୁ…

ପହଲଗାମ୍ ଆକ୍ରମଣ ପଛରେ ଲସ୍କର, UNରେ କାମ ଦେଲାନି ପାକିସ୍ତାନ ଚାଲ୍ 

ନୂଆଦିଲ୍ଲୀ: ଭାରତ ସହିତ ଚାଲିଥିବା ଉତ୍ତେଜନା ମଧ୍ୟରେ ପାକିସ୍ତାନ ଜାତିସଂଘ ସୁରକ୍ଷା ପରିଷଦର ଦ୍ବାରସ୍ଥ ହୋଇଥିଲା। କିନ୍ତୁ ସେଠାରେ ବି କାମ ଦେଲାନି ପାକିସ୍ତାନ ଚାଲ୍। ମେ ୫ରେ ଏକ ରୁଦ୍ଧଦ୍ୱାର ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଠାରେ ସଦସ୍ୟ ଦେଶମାନେ ପାକିସ୍ତାନକୁ କଡ଼ା ପ୍ରଶ୍ନ…

ପାକିସ୍ତାନକୁ ମାତ ଦେବ ଇଜରାଏଲ ଯୁଦ୍ଧାସ୍ତ୍ର, ଛାନିଆରେ ଚୀନକୁ ସାହାଯ୍ୟ ମାଗୁଛି ପାକ

ନୂଆଦିଲ୍ଲୀ: ଇଜରାଏଲ ଓ ଫିଲିସ୍ତିନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଭାରତ ନିଜକୁ ନିରପେକ୍ଷ ରଖିଥିଲେ ମଧ୍ୟ, ପାକିସ୍ତାନ ସହ ହୋଇଥିବା ଯୁଦ୍ଧ ବେଳେ ଇଜରାଏଲ ସର୍ବଦା ଭାରତକୁ ଖୋଲାଖୋଲି ସମର୍ଥନ କରିଆସିଛି। ବିଭିନ୍ନ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ, ୧୯୭୧ ମସିହାରେ ଭାରତ ଓ…

ଓଡ଼ିଶାରେ ବାଜିବ ଯୁଦ୍ଧ ସାଇରନ, ଜାଣନ୍ତୁ ଏହି ସମୟରେ କ’ଣ କରିବେ ଆପଣ

ଭୁବନେଶ୍ୱର: ଓଡ଼ିଶାରେ ବି ବାଜିବ ଯୁଦ୍ଧ ସାଇରନ। ପହଲଗାମ ଆକ୍ରମଣ ପରେ ଭାରତ ଏବେ କଡ଼ ଆଭିମୁଖ୍ୟ ଗ୍ରହଣ କରୁଛି। ଆତଙ୍କବାଦୀଙ୍କୁ ପାଳୁଥିବା ପାକିସ୍ତାନକୁ ପାନେ ଦେବାକୁ ଭାରତ ସବୁ ଦିଗରୁ ଘେରୁଛି। ଏହିକ୍ରମରେ ଯୁଦ୍ଧ ବେଳେ କେମିତି ସାଧାରଣ ଲୋକ ପ୍ରସ୍ତୁତ ରହିବେ, ଏନେଇ ଭାରତ ସରକାର…

ହଠାତ୍ ଟ୍ରେନରୁ ନିଖୋଜ ହୋଇଗଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ!୩ ଘଣ୍ଟା ପରେ ଆହତ ଅବସ୍ଥାରେ ଉଦ୍ଧାର

ଜବଲପୁର: କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍ ଦିଲ୍ଲୀରୁ ଜବଲପୁର ଯାଉଥିବା ବେଳେ ହଠାତ୍ ଟ୍ରେନ୍‌ରୁ ନିଖୋଜ ହୋଇଯାଇଥିଲେ। ଏହି ଘଟଣା ଶନିବାର ରାତିରେ ଘଟିଥିଲା। ରବିବାର ସକାଳେ ସେ ଦମୋହରେ ତାଙ୍କ ସ୍ଥାନରେ ନଥିଲେ। ଏହା ଦେଖି ରେଳବାଇ ପକ୍ଷରୁ ତୁରନ୍ତ ଏକ ସନ୍ଧାନ ଅଭିଯାନ ଆରମ୍ଭ କରିଥିଲା। ୩…

୫୪ ବର୍ଷ ତଳେ ଏମିତି ହୋଇଥିଲା ମକ୍ ଡ୍ରିଲ, ରାତିରେ ଅନ୍ଧାର ହେଉଥିଲା ସହର

ନୂଆଦିଲ୍ଲୀ: ପାକିସ୍ତାନ ସେନାଙ୍କୁ ମନେ ପଡ଼ିଲା ୧୯୭୧ ଯୁଦ୍ଧ । ଭାରତର ମକ୍ ଡ୍ରିଲ ଦେଖି ଛାନିଆ ପାକ୍ । ୫୪ ବର୍ଷ ତଳର ଷ୍ଟ୍ରାଟେଜି ଆପଣାଇଲା ଭାରତ । ପହଲଗାମ ଆତଙ୍କୀ ଆକ୍ରମଣ ପରେ ବଢ଼ିଛି ଯୁଦ୍ଧ ଆଶଙ୍କା । ପୂରା ବିଶ୍ୱର ନଜର ଏବେ ଭାରତ-ପାକିସ୍ତାନ ବିବାଦ ଉପରେ... କିଏ ଆଗ ଆଟାକ୍ କରିବ,…