Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାରତୀୟ ସୀମାରେ ୩୦୦ଯୁଦ୍ଧ ବିମାନ ମୁତୟନ କଲା ପାକ୍ ସେନା !

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ଉତ୍ତେଜନା ବଢିବାରେ ଲାଗିଛି । ଏପଟେ ପଡ଼ୋଶୀ ଦେଶ ପାକିସ୍ତାନର ଭୟ ସ୍ପଷ୍ଟ ଭାବରେ ଦେଖାଯାଉଛି। ସୂତ୍ର ଅନୁସାରେ, ପାକ୍ ସେନାର ପ୍ରାୟ ୩୦୦ ଲଢ଼ୁଆ ବିମାନ ଭାରତୀୟ ସୀମା ନିକଟରେ ମୁତୟନ ହୋଇଛି । ଭାରତର ପ୍ରସ୍ତୁତିକୁ ଦେଖି  ପାକିସ୍ତାନ ଭୟରେ  ଭାରତ ସୀମା…

ଏବେ ଭାରତର ପାଣି ଭାରତର ଲାଭ ପାଇଁ ପ୍ରବାହିତ ହେବ, ପୂର୍ବରୁ ଏହା ବାହାରକୁ ଯାଉଥିଲା: ମୋଦୀ

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାକିସ୍ତାନକୁ ଉଚିତ ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ, ପୂର୍ବରୁ ଭାରତର ପାଣି ବାହାରକୁ ଚାଲିଯାଉଥିଲା କିନ୍ତୁ ଏବେ ଭାରତର ପାଣି ଭାରତ କାମରେ ଆସିବ । ପହଲଗାମ ଆତଙ୍କବାଦୀ…

ଆଇଇଡି ବିସ୍ଫୋରଣରେ ପାକିସ୍ତାନ ସେନାର ୭ସୈନିକ ନିହତ

ନୂଆଦିଲ୍ଲୀ: ବେଲୁଚିସ୍ତାନରେ ବିଦ୍ରୋହୀଙ୍କ ଆକ୍ରମଣରେ ୭ ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ପାକିସ୍ତାନର ଅଶାନ୍ତ ଦକ୍ଷିଣ ପ୍ରଦେଶ ବେଲୁଚିସ୍ତାନରେ ଏକ ଆଇଇଡି ବିସ୍ଫୋରଣରେ ପାକିସ୍ତାନ ସେନାର ସାତ ଜଣ ସୈନିକ ନିହତ ହୋଇଛନ୍ତି। ସେନା ଗାଡିକୁ ଟାର୍ଗେଟ କରାଯାଇଥିବା ନ୍ୟୁଜ…

ମୌଲାନାଙ୍କ ଅଜବ ଇଚ୍ଛା; ଯୁଦ୍ଧରେ ପାକିସ୍ତାନ ଜିତିଲେ ମାଧୁରୀଙ୍କୁ ନେବୁ

ନୂଆଦିଲ୍ଲୀ: ଏପ୍ରିଲ ୨୨ରେ ପହଲଗାମରେ ହୋଇଥିବା  ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା। ଯାହାକୁ ନେଇ ସମଗ୍ର ବିଶ୍ବରେ ଉତ୍ତେଜନା ବୃଦ୍ଧି ପାଇବା ସହ ସୀମାପାରରେ ମଧ୍ୟ ଉତ୍ତେଜନା ବୃଦ୍ଧି ପାଇଥିଲା।ତେବେ ଏଭଳି ସମୟରେ ଜଣେ ପାକିସ୍ତାନୀ ମୌଲାନା ଭାରତ ଓ ପାକିସ୍ତାନ…

ସଡ଼କ ଦୁର୍ଘଟଣାରେ ପୀଡ଼ିତଙ୍କୁ ୧.୫ ଲକ୍ଷ ଟଙ୍କା ଯାଏଁ ମିଳିବ ମାଗଣା ଚିକିତ୍ସା  

ନୂଆଦିଲ୍ଲୀ: ସଡ଼କ ଦୁର୍ଘଟଣାରେ ପୀଡ଼ିତଙ୍କୁ ୧.୫ ଲକ୍ଷ ଟଙ୍କା ଯାଏଁ ମିଳିବ ମାଗଣା ଚିକିତ୍ସା। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ଜାରି ହୋଇଥିବା ବିଜ୍ଞପ୍ତି ରେ ସଡ଼କ ଦୁର୍ଘଟଣା ରେ ପିଡୀତ ବ୍ୟକ୍ତି ବିଶେଷ ଙ୍କ ପାଇଁ ଭାରତ ସରକାର କରିଥିବା ଯୋଜନା ବିଷୟରେ ଦର୍ଶାଯାଇଛି।…

ଗର୍ଜିବ ଭାରତର ଯୁଦ୍ଧ ବିମାନ ; କାଲି ପାକିସ୍ତାନ ସୀମାରେ ହେବ ସମରାଭ୍ୟାସ

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢିବାରେ ଲାଗିଛି । ଏହି ଉତ୍ତେଜନାପୂର୍ଣ୍ଣ ସମ୍ପର୍କ ମଧ୍ୟରେ ଭାରତ ଏକ ବଡ଼ ନିଷ୍ପତ୍ତି ନେଇଛି। ଭାରତ ୭ ଏବଂ ୮ ମେ ରେ ପାକିସ୍ତାନ ସୀମା ନିକଟରେ ଏକ ବଡ଼ ସମରାଭ୍ୟାସ କରିବାକୁ ଯାଉଛି। ଏହି ଅଭ୍ୟାସରେ ଭାରତୀୟ ବାୟୁସେନା ରାଜସ୍ଥାନ…

ଆମେରିକା ସଂସଦର ବାଚସ୍ପତିଙ୍କ ପହଲଗାମ ଆକ୍ରମଣକୁ ନିନ୍ଦା ; କହିଲେ- ଆତଙ୍କବାଦ ବିରୋଧରେ ଆମେ ଭାରତ ସହ ଅଛୁ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିରନ୍ତର ନିନ୍ଦା କରାଯାଉଛି। ଏବେ ଆମେରିକା ସଂସଦର ବାଚସ୍ପତି ମାଇକ୍ ଜନସନ୍ ମଧ୍ୟ ପହଲଗାମ ଆକ୍ରମଣକୁ ଭୁଲ ବୋଲି କହିଛନ୍ତି। ସେ କହିଛନ୍ତି ଯେ, ଆତଙ୍କବାଦ ବିରୋଧରେ ଲଢ଼େଇରେ ଆମେରିକା ଭାରତକୁ ପୂର୍ଣ୍ଣ ସମର୍ଥନ କରିବ। ସେ ଭାରତକୁ ଅନେକ…

ଏଥର ଆଗୁଆ ଆସିପାରେ ମୌସୁମୀ, ମେ’ ୧୩ରେ ଛୁଇଁବ ଆଣ୍ଡାମାନ!

ଭୁବନେଶ୍ୱର: ଚଳିତ ବର୍ଷ ଆଗୁଆ ଆସିପାରେ ମୌସୁମୀ। ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଏଥର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମୟ ପୂର୍ବରୁ ପହଞ୍ଚୁଛି। ଏବେ ଏହା ଦକ୍ଷିଣ ଆଣ୍ଡାମାନ ସାଗର ଆଡ଼କୁ ମୁହାଁଇଛି। ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ନିକୋବର ଦ୍ୱୀପପୁଞ୍ଜରେ ମଧ୍ୟ…

ମେ ୯ରେ ବିଜୁ ପଟ୍ଟନାୟକଙ୍କୁ ସମ୍ମାନିତ କରିବ ଋଷିଆ 

ଭୁବନେଶ୍ୱର: ପ୍ରତିବର୍ଷ ମେ ୯ରେ ପୂର୍ବତନ ଓଡ଼ିଶା ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ସମ୍ମାନିତ କରିବ ଋଷିଆ। ୧୯୪୦ ଦଶକର ପ୍ରାରମ୍ଭରେ ଷ୍ଟାଲିନଗ୍ରାଡ୍ ଅପରେସନ୍ ସମୟରେ ତାଙ୍କ ସାହସିକ ଅବଦାନକୁ ସ୍ୱୀକୃତି ଦେଇ ନୂଆଦିଲ୍ଲୀସ୍ଥିତ ଋଷ ଦୂତାବାସ ସମ୍ମାନିତ କରିବାକୁ ଯାଉଛି। ଦ୍ୱିତୀୟ…

ପାକିସ୍ତାନର ‘False Flag’ କାହାଣୀକୁ ଜାତିସଂଘର ଭତ୍ସନା

ନୂଆଦିଲ୍ଲୀ: ଜାତିସଂଘ ସୁରକ୍ଷା ପରିଷଦର ବୈଠକରେ ଆତଙ୍କବାଦକୁ ନେଇ ପାକିସ୍ତାନକୁ କଡା ନିନ୍ଦା କରାଯାଇଛି। ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନର ହାତ ଥିବା ନେଇ UN ସଦସ୍ୟମାନେ ସନ୍ଦେହ କରୁଛନ୍ତି ଯାହାକୁ ପାକିସ୍ତାନ ପ୍ରତ୍ୟାଖାନ କରୁଅଛି। UN ପାକିସ୍ତାନର ଫଲ୍ସ ଫ୍ଲାଗ୍…