Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଖୁସି ଖବର; ୨% ମହଙ୍ଗା ଭତ୍ତା ବଢାଇଲା କେନ୍ଦ୍ର

ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର। କେନ୍ଦ୍ର କ୍ୟାବିନେଟ ଶୁକ୍ରବାର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୨% ବୃଦ୍ଧି କରିଛନ୍ତି। ଏହା ସହିତ ବର୍ତ୍ତମାନ କେନ୍ଦ୍ର କର୍ମଚାରୀ ଓ ପେନସନଧାରୀଙ୍କ ଡିଏ ଓ ଡିଆର ୫୩% ରୁ ୫୫% କୁ ବୃଦ୍ଧି ପାଇବ। ସୂଚନା ଅନୁଯାୟୀ,…

ହାଇଦ୍ରାବାଦରେ ପ୍ରଥମ ଇଲେକ୍ଟ୍ରିକ୍ କାର୍ ୟୁନିଟ୍ ସ୍ଥାପନ କରିବ ବିୱାଇଡି

ହାଇଦ୍ରାବାଦ: ଚୀନର ବୈଦ୍ୟୁତିକ କାର କମ୍ପାନୀ ବିୱାଇଡି ଭାରତରେ କମ୍ପାନୀ ପ୍ରତିଷ୍ଠା କରିବାକୁ ଯୋଜନା ପ୍ରସ୍ତୁତ କରଛି । ତେବେ ତେଲାଙ୍ଗାନାରେ ପ୍ରଥମ କରି ବିୱାଇଡି ଫ୍ୟାକ୍ଟ୍ରି ଆରମ୍ଭ ହେବାକୁ ଯାଉଛି । ତେଲାଙ୍ଗାନା ସରକାରଙ୍କ ସହାୟତାରେ ଏହି ପ୍ରୋଜେକ୍ଟ ଆରମ୍ଭ କରିବ କମ୍ପାନୀ । ଏନେଇ…

ଥାଇଲାଣ୍ଡରେ ଏମର୍ଜେନ୍ସୀ, ଉଦବେଗ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଲଗାତାର ଦୁଇଟି ଭୂକମ୍ପରେ ଥରିଲା ମିଆଁମାର। ଭୂକମ୍ପର ଝଟକାରେ ବ୍ଯାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ବ୍ୟାଙ୍କକରେ ଜାରି ହୋଇଛି ଜରୁରୀକାଳୀନ ପରିସ୍ଥିତି। ମିଆଁମାରର ଇରାବାଡି ନଦୀ ଉପରେ ଥିବା ଐତିହାସିକ…

ତେଜସ୍ବୀ ସିଏମ୍ ଫେସ୍… କାହିଁକି ସହମତ ହେଉନି କଂଗ୍ରେସ?

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନକୁ ଆଉ ମାତ୍ର ୬ମାସ ବାକି । ଏବେଠୁ ସବୁ ରାଜନୈତିକ ଦଳ ଗ୍ରାଉଣ୍ଡରେ ସକ୍ରିୟ ରହିଛନ୍ତି । ଏନଡିଏ ବିହାରର ସବୁ ଜିଲ୍ଲାରେ ମିଳିତ କର୍ମକର୍ତ୍ତା ସମ୍ମିଳନୀ କରୁଛି ତ ସମ୍ବାଦ କାର୍ଯ୍ୟକ୍ରମ କରୁଛନ୍ତ ତେଜସ୍ବୀ ଯାଦବ । ସେପଟେ ରାଜ୍ୟରେ ନେତୃତ୍ବ…

କାହିଁକି ଗାଜାରେ ହମାସକୁ ବିରୋଧ?

ନୂଆଦିଲ୍ଲୀ: ଗାଜାରେ ହମାସର କାଉଣ୍ଟଡାଉନ୍ ଆରମ୍ଭ ! ହମାସକୁ ଜୋରଦାର ବିରୋଧ । ହମାସ ବିରୋଧରେ ରାସ୍ତାକୁ ଓହ୍ଲାଇଲେ ଲୋକେ । ଲଗାଇଲେ ହମାସ ଆଉଟ୍ ନାରା। ଯେଉଁ ଗାଜା ଉପରେ ହମାସକୁ ଶରଣ ଦେବା ନେଇ ଆରୋପ ଲାଗୁଥିଲା, ଏବେ ସେଇ ଗାଜାର ଲୋକେ ହମାସ ବିରୋଧରେ ପ୍ରଦର୍ଶନ କରୁଛନ୍ତି । ଗାଜାରେ…

ରମଜାନ ପୂର୍ବରୁ ୫୦୦ ଭାରତୀୟ କଏଦୀଙ୍କୁ କ୍ଷମା କଲା ୟୁଏଇ

ନୂଆଦିଲ୍ଲୀ: ଭାରତ ଏବଂ ୟୁଏଇ ମଧ୍ୟରେ ଦୃଢ଼ ବନ୍ଧୁତାର ଆଉ ଏକ ଉଦାହରଣ ସାମ୍ନାକୁ ଆସିଛି। ପବିତ୍ର ରମଜାନ ପୂର୍ବରୁ ୟୁଏଇ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାଏଦ ଅଲ୍ ନାହୟାନ ୫୦୦ ଭାରତୀୟ କଏଦୀଙ୍କୁ କ୍ଷମା କରିବାକୁ ନିଷ୍ପତ୍ତି ନେଇଛନ୍ତି। ୟୁଏଇ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାଏଦ…

୨୯ରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ, ଜାଣନ୍ତୁ କେଉଁଠି ହେବ ଦୃଶ୍ୟମାନ

ଭୁବନେଶ୍ୱର: ମାର୍ଚ୍ଚ ମାସ ୨୯ ତାରିଖରେ ସଂଗଠିତ ହେବ ବର୍ଷର ପ୍ରଥମ ଆଂଶିକ ସୂର୍ଯ୍ୟ ପରାଗ। ସୂର୍ଯ୍ୟ ପରାଗ ସମୟରେ ‘ପୃଥିବୀ ଓ ସୂର୍ଯ୍ୟ’ ମଝିରେ ଚନ୍ଦ୍ର ରହିଥାଏ ଓ ଚନ୍ଦ୍ରର ଛାଇ ପଡୁଥିବା ଅଞ୍ଚଳର ଲୋକମାନେ କିଛି ସମୟ ପାଇଁ ସୂର୍ଯ୍ୟକୁ ଦେଖିପାରନ୍ତି ନାହିଁ । ମାର୍ଚ୍ଚ ମାସ ୨୯…

ମିଆଁମାରରେ ଶକ୍ତିଶାଳୀ ଭୂକମ୍ପ ଝଟ୍‌କା ଅନୁଭୂତ

ନୁଆଦିଲ୍ଲୀ: ମିଆଁମାରରେ ଭୂକମ୍ପ ଝଟକା । ଲଗାତାର ଦୁଇ ଦୁଇଟି ଭୂମିକମ୍ପରେ ଥରିଲା ମାଟି । ରିକ୍ଟର ସ୍କେଲରେ ତୀବ୍ରତା ଗୋଟେ ୭.୨ ଥିବା ବେଳେ ଅନ୍ୟଟି ୭.୦ ରେକର୍ଡ କରାଯାଇଛି । ଭୂକମ୍ପରେ ଏଯାଏଁ କ୍ଷୟକ୍ଷତି ସୂଚନା ମିଳିନାହିଁ । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ପକ୍ଷରୁ…

କଶ୍ମୀରରେ ବଡ ପରିବର୍ତନ: ଯୁବକମାନେ ହାତରେ ଆଉ ଦେଖିବାକୁ ମିଳୁନି ଏକେ ୪୭ ଟାଟ୍ଟୁ

ନୂଆଦିଲ୍ଲୀ: କିଛି ବର୍ଷ ତଳେ କଶ୍ମୀରରେ ଯୁବ ପିଢ଼ୀଙ୍କ ନିକଟରେ ଏକେ ୪୭ର ଟାଟ୍ଟୁ କରିବା ପାଗଳାମୀ ଥିଲା । ଏହା ବ୍ୟତୀତ ସିଂହ, ବିଛା ଏବଂ ଉଗ୍ର ସ୍ୱଭାବର ବିଭିନ୍ନ ପ୍ରକାରର ଟାଟ୍ଟୁ କରୁଥିଲେ । ଏବେ ଏଥିରେ ଆକାଶ ପାତାଳ ପ୍ରଭେଦ ଦେଖିବାକୁ ମିଳୁଛି । ଏବେକାର ଯୁବପିଢ଼ୀ ଏହି ସବୁ ଟାଟ୍ଟୁ…

ହ୍ୱାଇଟ୍ ହାଉସରେ ଟ୍ରମ୍ପଙ୍କ ଇଫତାର୍ ପାର୍ଟିକୁ ନେଇ ବିବାଦ, ରାଗିଗଲେ ଆମେରିକାନ୍ ମୁସଲିମ୍

ୱାଶିଂଟନ: ଗୁରୁବାର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ୍ ହାଉସରେ ବାର୍ଷିକ ଇଫତାର ରାତ୍ରୀଭୋଜନର ଆୟୋଜନ କରିଥିଲେ। ଏହି ପାର୍ଟିରେ ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ ବିଜୟ ପାଇଁ ​​ଆମେରିକୀୟ ମୁସଲିମ ସମ୍ପ୍ରଦାୟକୁ ଧନ୍ୟାବାଦ ଏବଂ କୃତଜ୍ଞତା ପ୍ରକାଶ କରିଥିଲେ। କିନ୍ତୁ…