Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିନା ନିମନ୍ତ୍ରଣରେ କାର୍ଯ୍ୟକ୍ରମରେ ପହଞ୍ଚିଥିଲେ ଶାହିଦ ଆଫ୍ରିଦି

ଦୁବାଇ: ଦୁବାଇରେ ରହୁଥିବା କେରଳ ପ୍ରବାସୀଙ୍କ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଶାହିଦ ଆଫ୍ରିଦିଙ୍କୁ  ସ୍ବାଗତ କରାଯାଇଥିଲା। ଯାହାର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ଫଳରେ କେରଳ ପ୍ରବାସୀ ସଂଘଙ୍କୁ ଖୁବ୍ ସମାଲୋଚନା କରାଯାଇଥିଲା।…

ମିସ୍ ୱାର୍ଲ୍ଡ ୨୦୨୫ ମୁକୁଟ ପିନ୍ଧିଲେ ଥାଇଲାଣ୍ଡ ସୁନ୍ଦରୀ

ହାଇଦ୍ରାବାଦ:୨୦୨୫ ମସିହାର ମିସ୍ ୱାର୍ଲ୍ଡ ବିଜେତା ହେଲେ ଥାଇଲାଣ୍ଡ ସୁନ୍ଦରୀ ଓପାଲ ସୁଚାତା ଚୁଆଙ୍ଗଶ୍ରୀ । ଏହି ଇଭେଣ୍ଟ ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଅନୁଷ୍ଠିତ ହୋଇଥିଲା । ତେବେ ଇଥିଓପିଆର ହାସେଟ୍ ଡେରେଜେ ହେଲେ ପ୍ରଥମ ରନରଅପ୍ । ଏହି ପ୍ରତିଯୋଗିତାରେ ମିସ୍ ପୋଲାଣ୍ଡ ତୃତୀୟ…

‘ଅପରେସନ୍ ସିନ୍ଦୂର’କୁ ନେଇ ସିଡିଏସଙ୍କ ଖୁଲାସା, ହଜିଥିଲା ଫାଇଟର ଜେଟ

ନୂଆଦିଲ୍ଲୀ: ଅପରେସନ୍ ସିନ୍ଦୂର'କୁ ନେଇ ସିଡିଏସଙ୍କ ଖୁଲାସା।ପାକିସ୍ତାନ ଦ୍ଵାରା କରାଯାଇଥିବା ମିଛ ଦାବି ଗୁଡ଼ିକୁ ଭାରତର ପ୍ରତିରକ୍ଷା ମୁଖ୍ୟ (ସିଡିଏସ୍) ଜେନେରାଲ୍ ଅନିଲ୍ ଚୌହାନ ଖଣ୍ଡନ କରିଛନ୍ତି। ଅପରେସନ୍ ସିନ୍ଦୂର ସମୟରେ ୬ଟି ଭାରତୀୟ ଯୁଦ୍ଧ ବିମାନକୁ ଗୁଳି କରି ଖସାଇ ଦେଇଥିବା…

ଇଣ୍ଡୋନେସିଆରେ ବିଜୁ ହଲର ଲୋକାର୍ପଣ କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ଵର: ଇଣ୍ଡୋନେସିଆରେ ସାଂସଦ ଅପରାଜିତା ଷଡ଼ଙ୍ଗୀ। ଆତଙ୍କବାଦ ବିରୋଧରେ ଅନ୍ତର୍ଜାତୀୟ ସ୍ତରରେ ସ୍ୱରୋତ୍ତୋଳନ କରିବାକୁ ବହୁଦଳୀୟ ସଂସଦୀୟ ପ୍ରତିନିଧି ଇଣ୍ଡୋନେସିଆ ଗସ୍ତ କରିଛନ୍ତି। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଇଣ୍ଡୋନେସିଆର ଓଡ଼ିଆ ସମାଜକୁ ଭେଟିଛନ୍ତି। ଏହି ଅବସରରେ…

ନୋଏଡ଼ାରେ ପ୍ରଥମ ଥର ପାଇଁ ପାଳନ ହେବ ରଜ ପର୍ବ; ଆକର୍ଷଣ ପାଲଟିବ ଓଡ଼ିଆ ବ୍ୟଞ୍ଜନ

ନୂଆଦିଲ୍ଲୀ: ନୋଏଡ଼ାଠାରେ ପ୍ରଥମ ଥର ପାଇଁ ରଜ ପର୍ବ ପାଳନ ଉପଲକ୍ଷେ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଲକ୍ଷ୍ଯ କରାଯାଉଛି । 'ରଜ' ଓଡ଼ିଶାର ସବୁଠୁ ବଡ ଓ ଲୋକପ୍ରିୟ ପର୍ବ ଭାବରେ ପରିଚିତ । ରାଜ୍ୟର ମହାନତା ଓ ମହକକୁ ଜାତୀୟ ରାଜଧାନୀ କ୍ଷେତ୍ରରେ ପ୍ରତିପାଦିତ ଏବଂ ପ୍ରତିଷ୍ଠିତ କରିବା ପାଇଁ ଏହି…

ଭାରତ-ନେପାଳ ବର୍ଡରରୁ ଦୂରେଇ ରୁହ; ନିଜ ନାଗରିକଙ୍କୁ ପରାମର୍ଶ ଦେଲା ଚୀନ 

କାଠମାଣ୍ଡୁ: ଚୀନ୍ ତାର ନାଗରିକମାନଙ୍କୁ ଭାରତ-ନେପାଳ ସୀମାନ୍ତ ଅଞ୍ଚଳକୁ ନଯିବାକୁ ଚେତାବନୀ ଦେଇଛି। ନେପାଳରେ ଥିବା ଚୀନ୍ ଦୂତାବାସ ଏହାର ନାଗରିକମାନଙ୍କ ପାଇଁ ଏ ସମ୍ପର୍କରେ କଡ଼ା ନିର୍ଦ୍ଦେଶ ଜାରି କରିଛି। ନିକଟରେ ଭାରତୀୟ ସୀମା ସୁରକ୍ଷା ବଳ ନେପାଳ-ଭାରତ ସୀମାରେ ଅନେକ ଚୀନ୍ ନାଗରିକଙ୍କୁ…

କେମିତି ପାକିସ୍ତାନ ଜାଲରେ ଫସୁଛନ୍ତି ଭାରତୀୟ ?

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବ ଅପରେସନ୍ ସିନ୍ଦୂର ଦେଇଛି ଭାରତ । ଏହାପରଠୁ ଭାରତୀୟ ଗୁଇନ୍ଦା ସଂସ୍ଥା ହାଇଆଲର୍ଟରେ ରହିଛି । କାରଣ ଗତ ମାସେ ମଧ୍ୟରେ ପାକିସ୍ତାନକୁ ଗୁପ୍ତ ସୂଚନା ଯୋଗାଇବା ଅଭିଯୋଗରେ ମହାରାଷ୍ଟ୍ରରୁ ହରିୟାଣା ପର୍ଯ୍ୟନ୍ତ ଧରାପଡିଛନ୍ତି ୧୫ଭାରତୀୟ ।…

ସରିନି ଅପରେସନ୍ ସିନ୍ଦୂର…କାହିଁକି ଏକଥା ବାରମ୍ବାର କହୁଛନ୍ତି ମୋଦି?

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ହୋଇଛି । ହେଲେ ଅପରେସନ୍ ସିନ୍ଦୂର ସରିନଥିବା ଲଗାତର କହୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତ ମେ ୧୨ତାରିଖରେ ଦେଶବାସୀଙ୍କୁ ସମ୍ବୋଧନ କରି ମୋଦି କହିଥିଲେ, ଅପରେସନ୍ ସିନ୍ଦୂର ଭାରତର ଆତଙ୍କବାଦ ବିରୋଧୀ ନୀତି । ଏହା କେବଳ…

ଜୁନରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ୍: ଜାଣନ୍ତୁ କେଉଁ କେଉଁ ଦିନ….

ନୂଆଦିଲ୍ଲୀ: ରାତି ପାହିଲେ ମେ, ମାସ ସରି ଜୁନ୍ ମାସ ଚାଲିବ । ଯଦି ଆପଣଙ୍କର ମଧ୍ୟ ଜୁନ୍ ମାସରେ ବହୁ ବ୍ୟାଙ୍କ ସମ୍ବନ୍ଧୀୟ କାମ ଅଛି, ତେବେ ଥରେ ନଜର ପକାନ୍ତୁ, ଜୁନ୍ ୨୦୨୫ରେ ମୋଟ ୧୨ ଦିନ ବନ୍ଦ ରହିବ ଭାରତୀୟ ବ୍ୟାଙ୍କଗୁଡିକ । ଯେଉଁଥିରେ ଜାତୀୟ ଏବଂ ଆଞ୍ଚଳିକ ପର୍ବ ଏବଂ ନିୟମିତ…

ସତରେ କ’ଣ ଭାରତ-ପାକିସ୍ତାନ ସଂଘର୍ଷର ଅନ୍ତ ପରମାଣୁ ଯୁଦ୍ଧ?, ଏମିତି କହିଲେ ପ୍ରତିରକ୍ଷା ମୁଖ୍ୟ…..

ନୂଆଦିଲ୍ଲୀ: ଅପରେସନ ସିନ୍ଦୂରରେ ପାକିସ୍ତାନକୁ ପରାସ୍ତ କରିବା ପରେ, ଭାରତ କୂଟନୈତିକ ମୋର୍ଚ୍ଚାରେ ପାକିସ୍ତାନକୁ ନିରନ୍ତର ଭାବରେ ପର୍ଦ୍ଦାଫାସ କରୁଛି। ଭାରତର ସାତଟି ପ୍ରତିନିଧି ଦଳ ବିଶ୍ୱର ବିଭିନ୍ନ ଦେଶରେ ପାକିସ୍ତାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଥିବା ସମ୍ପର୍କର ପର୍ଦ୍ଦାଫାସ…