Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାରତ-ପାକ୍ ଯୁଦ୍ଧକୁ ନେଇ ଟ୍ରମ୍ପଙ୍କ ବଡ଼ ବୟାନ: ପରସ୍ପର ଉପରେ ଗୁଳି ଚଳାଉଥିବା ଲୋକଙ୍କ ସହ ବାଣିଜ୍ୟ କରିବୁ ନାହିଁ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ। ଆମେରିକା ଭାରତ-ପାକ୍‌ ଯୁଦ୍ଧ ରୋକିଥିବା କହିଲେ ଟ୍ରମ୍ପ। ଟ୍ରମ୍ପ କହିଛନ୍ତି, ଏକ ପରମାଣୁ ବିପର୍ଯ୍ୟୟରେ ପରିଣତ ହେବାକୁ ଯାଉଥିଲା ଯୁଦ୍ଧ। ଦୁଇ ଦେଶ ସହ ଆଲୋଚନା କରିବା ପରେ ଉଭୟ ଦେଶର ନେତା ଯୁଦ୍ଧ ବିରୋତି…

ତୁର୍କୀ ଉପରେ ଭାରତର ପ୍ରହାର; ତୁର୍କୀ ଏୟାରଲାଇନ୍ସ ସହିତ ଡିଲ ସମାପ୍ତ କରିବ ଇଣ୍ଡିଗୋ

ନୂଆଦିଲ୍ଲୀ:ଭାରତର ଶତ୍ରୁ ଦେଶ ପାକିସ୍ତାନକୁ ତୁର୍କୀର ସମର୍ଥନ ପରେ ଭାରତ ଏବଂ ତୁର୍କୀ ମଧ୍ୟରେ ସମ୍ପର୍କ ତିକ୍ତ ହେବାରେ ଲାଗିଛି । ଏବେ ଏହି ତିକ୍ତତାର ପ୍ରଭାବ ବିମାନ ଚଳାଚଳ କ୍ଷେତ୍ର ଉପରେ ମଧ୍ୟ ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଛି । ଶୁକ୍ରବାର ଦିନ ଭାରତ ସରକାର ଦେଶର  ବଡ଼ ଘରୋଇ…

ଇ-କମର୍ସ ପ୍ଲାଟଫର୍ମରେ ୱ।କିଟକି ଓ ଅନ୍ୟ ଯନ୍ତ୍ରାଂଶ ବିକ୍ରି ଲାଗି ନିର୍ଦ୍ଦେଶାବଳୀ ଜାରି କଲେ ସରକାର

ନୂଆଦିଲ୍ଲୀ: ଖାଉଟି କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ କାମ କରୁଥିବା କେନ୍ଦ୍ରୀୟ ଖାଉଟି ସୁରକ୍ଷା ଅଧିକାରୀ ଇ-କମର୍ସ ପ୍ଲାଟଫର୍ମରେ ଉପଲବ୍ଧ ବେଆଇନ ତାଲିକାଭୁକ୍ତ ରେଡିଓ ଯନ୍ତ୍ର ଓ ଯନ୍ତ୍ରାଂଶ ଉପରେ ମାର୍ଗଦର୍ଶିକା ଜାରି କରିଛନ୍ତି । ଏହି ତାଲିକାରେ ୱ।କିଟକି ସମେତ ଅନ୍ୟ ରେଡିଓ ଯନ୍ତ୍ର ଓ…

ଆତ୍ମସମର୍ପଣ କଲେ ୧୭ ମାଓବାଦୀ; ଆର୍ଥିକ ସହାୟତା ସହ କରାଯିବ ଆତ୍ମନିର୍ଭରଶୀଳ

ମାଲକାନଗିରି: ଶୁକ୍ରବାର ଦିନ ସୀମାନ୍ତ ତେଲେଙ୍ଗାନାର ଭଦ୍ରାଦ୍ରି କୋଥାଗୁଡେମ୍ ଜିଲ୍ଲା ପୋଲିସ ଅଧୀକ୍ଷକ ବି ରୋହିତ ରାଜୁଙ୍କ ନିକଟରେ ୪ ଦୁର୍ଦ୍ଦାନ୍ତ କ୍ୟାଡରଙ୍କ ସମେତ ୧୭ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।'ଅପରେସନ୍ ଚେୟୁଥା' ଅନ୍ତର୍ଗତ କଲ୍ୟାଣକାରୀ ପଦକ୍ଷେପ ପ୍ରତି ଆକର୍ଷିତ ହେବା…

ପାକ୍ ଆକ୍ରମଣରେ ପ୍ରଭାବିତ ଗୁରୁଦ୍ୱାର ପରିଦର୍ଶନ କଲେ ଅମିତ ଶାହ, ପୀଡିତ ପରିବାରକୁ ବାଣ୍ଟିଲେ ନିଯୁକ୍ତି ପତ୍ର

ଶ୍ରୀନଗର:କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର ଜମ୍ମୁ-କାଶ୍ମୀରର ପୁଞ୍ଚ ଜିଲ୍ଲା ଗସ୍ତ କରିଥିଲେ। ଏହି ଗସ୍ତରେ ସେ ପାକିସ୍ତାନର ଗୁଳିମାଡ଼ ଦ୍ୱାରା ପ୍ରଭାବିତ ଲୋକଙ୍କୁ ଭେଟିଥିଲେ ଏବଂ ପାକିସ୍ତାନର ଆକ୍ରମଣରେ ପ୍ରଭାବିତ ସିଂହ ସଭା ଗୁରୁଦ୍ୱାର ପରିଦର୍ଶନ ମଧ୍ୟ କରି ସେଠାରେ ପୂଜା…

ନିଟ୍‌-ପିଜି ପରୀକ୍ଷାକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ନିଟ୍‌-ପିଜି ପରୀକ୍ଷାକୁ ନେଇ ଶୁକ୍ରବାର ସର୍ବୋଚ୍ଚନ୍ୟାୟାଳୟଙ୍କ ବଡ ନିଷ୍ପତ୍ତି । ଏଣିକି ଗୋଟିଏ ସିଟିଂରେ ହେବ ନିଟ୍‌-ପିଜି ପରୀକ୍ଷା । ନିଟ୍‌-ପିଜି 2025 ପରୀକ୍ଷାକୁ ୨ଟି ସିଟିଂରେ ଆୟୋଜନ କରିବା ସମ୍ପର୍କିତ ଏକ ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରି ଦାୟର ହୋଇଥିବା ଏକ ଆବେଦନ…

ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର! ଫିଲିପାଇନ୍ସରେ ଫ୍ରି-ଭିସାରେ କରିପାରିବେ ଏଣ୍ଟ୍ରୀ

ନୂଆଦିଲ୍ଲୀ: ବିଦେଶ ଯିବା ଅଧିକାଂଶ ଲୋକଙ୍କ ସ୍ୱପ୍ନ ଥାଏ । କିନ୍ତୁ ଅନେକ ସମୟରେ, କମ୍ ବଜେଟ୍ ଏବଂ ଭିସା ସମସ୍ୟା ଯୋଗୁଁ ଲୋକମାନେ ଏହି ସ୍ୱପ୍ନ ପୂରଣ କରିପାରନ୍ତି ନାହିଁ । କେତବେଳେ ଭିସା ମଳେନାହିଁ ତ ଆଉ କେବେ ଭିସା ରିଜେକ୍ଟ କରାଯାଇଥାଏ । ଏଭଳି ପରିସ୍ଥିତିରେ, ଲୋକମାନେ ଏପରି ବିଦେଶୀ…

ବନ୍ଦ ହୋଇଯିବ ଗାଜାରେ ଯୁଦ୍ଧ !

ନୂଆଦିଲ୍ଲୀ: ଗାଜାରେ ଯୁଦ୍ଧ ବନ୍ଦ ହେବା ନେଇ ଆଶା ଦେଖା ଦେଇଛି । ଇସ୍ରାଏଲ୍ ହମାସ ସହ ଅସ୍ଥାୟୀ ଅସ୍ତ୍ରବିରତି ନେଇ ଆମେରିକାର ନୂଆ ପ୍ରସ୍ତାବକୁ ସ୍ବୀକାର କରିଛି । ଇସ୍ରାଏଲ୍ ଓ ହମାସ ମଧ୍ୟରେ ଯୁଦ୍ଧ ରୋକିବା ଓ ବନ୍ଧକଙ୍କ ମୁକ୍ତି ପାଇଁ ପ୍ରସ୍ତାବ ରଖିଛନ୍ତି ଟ୍ରମ୍ପ ପ୍ରଶାସନର ମଧ୍ୟପ୍ରାଚ୍ୟ…

ତାମିଲନାଡୁରେ କମଲ ହାସନ Vs ବିଜୟ !

ନୂଆଦିଲ୍ଲୀ: ଫିଲ୍ମ ଜଗତରେ କମାଲ କରିଥିବା କମଲ ହାସନ ରାଜନୀତିରେ ଏପର୍ଯ୍ୟନ୍ତ ହିଟ୍ ଦେଇ ପାରିନାହାନ୍ତି । ଆସନ୍ତା ୧୯ଜୁନରେ ହେବାକୁ ଯାଉଥିବା ରାଜ୍ୟସଭା ନିର୍ବାଚନରେ ଭାଗ ନେବେ କମଲ ହାସନ । ତାଙ୍କ ଦଳ ଏମଏନଏମ ସହ ତାମିଲନାଡୁର ଶାସକ ଡିଏମକେର ମେଣ୍ଟ ରହିଛି । ମୁଖ୍ୟମନ୍ତ୍ରୀ ଏମକେ…

ଭାରତର ବଡ ପ୍ଲାନ୍, ଏମିତି ଫେରିବ ପିଓକେ….

ନୂଆଦିଲ୍ଲୀ: ଭାରତ ପାକିସ୍ତାନ ମଧ୍ୟରେ ସାମ୍ପ୍ରତିକ ବିବାଦ ପରେ ଏବେ ପିଓକେକୁ ଭାରତରେ ପୁଣି ମିଶାଇବା ଚର୍ଚ୍ଚା ଜୋର ଧରିଛି । ପହଲଗାମ ଆକ୍ରମଣ ଏବଂ ପ୍ରତିଶୋଧ ପାଇଁ ଆରମ୍ଭ ହୋଇଥିବା ଅପରେସନ ସିନ୍ଦୁର ପରେ, ପିଓକେର ଶବ୍ଦ ପୁଣି ଥରେ ଶୁଣିବାକୁ ମିଳିଛି। ଯାହାକୁ ନେଇ ଏବେ ସବୁ ଭାଷଣରେ…