Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆରବ ସାଗରରେ ଭାରତୀୟ ନୌସେନାର ଯୁଦ୍ଧାଭ୍ୟାସ; ଆଣ୍ଟି-ସିପ୍ କ୍ଷେପଣାସ୍ତ୍ର ପରୀକ୍ଷଣ

ନୂଆଦିଲ୍ଲୀ: ଭାରତୀୟ ନୌସେନା ନିଜର ଯୁଦ୍ଧାଭ୍ୟାସ ଚଳାଇଛି। ଆରବ ସାଗରରେ ଭାରତୀୟ ନୌସେନା ଆଣ୍ଟି-ସିପ୍ ମିସାଇଲର ପରୀକ୍ଷଣ କରିଛି। ଆରବ ସାଗରରେ ନୌସେନାର ଯୁଦ୍ଧ ଜାହାଜରୁ  ସୁପରସୋନିକ କ୍ରୁଜ ମିସାଇଲର ପରୀକ୍ଷଣ କରାଯାଇଛି। ଦୀର୍ଘ ଦୂରଗାମୀ ସଠିକ ଆକ୍ରମଣ ପାଇଁ ପ୍ଲାଟଫର୍ମ, ବ୍ୟବସ୍ଥା ଏବଂ…

ପାକିସ୍ତାନ ସହ ଯୁଦ୍ଧ ହେଲେ କାହାକୁ ସମର୍ଥନ କରିବ ଚୀନ? ଏବେ ନିରବ ଅଛନ୍ତି ଜିନପିଙ୍ଗ

ନୂଆଦିଲ୍ଲୀ: ପହଲଗାମରେ ହିନ୍ଦୁଙ୍କ ନରସଂହାର ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧର ଆଶଙ୍କା ବଢ଼ିବାକୁ ଲାଗିଛି। ଭାରତ ପାକିସ୍ତାନର ଘରେ ପଶି ଆତଙ୍କବାଦୀମାନଙ୍କୁ ମାରିବାକୁ ଘୋଷଣା କରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପହଲଗାମର ପୀଡ଼ିତମାନଙ୍କୁ ଯେ କୌଣସି ମୂଲ୍ୟରେ ନ୍ୟାୟ ମିଳିବ।…

୧୯୭୧ ଯୁଦ୍ଧ ଆଜି ବି ପାକିସ୍ତାନ ମନରୁ ଯାଇନି, ୭ ଦିନ ଧରି ଜଳୁଥିଲା କରାଚୀ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ହିନ୍ଦୁଙ୍କ ନରସଂହାର ପରେ ଭାରତ ଯୁଦ୍ଧ କରିବା ସ୍ଥିତିରେ ରହିଛି। ଏପରି ସ୍ଥିତିରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧର ଆଶଙ୍କା ବଢ଼ିଯାଇଛି। ଆଉ ଏହି ଆଶଙ୍କା ଏଥିପାଇଁ କରାଯାଉଛି କାରଣ ଭାରତୀୟ ନୌସେନା…

ପାକିସ୍ତାନ ବର୍ଡରରେ ଗର୍ଜିଲୀ ଅର୍ଜୁନ ଟ୍ୟାଙ୍କ, କେତେବେଳେ ବି ହେବ ଆଟାକ୍ !

ନୂଆଦିଲ୍ଲୀ:ପହଲଗାମର ବୈସରନ ଉପତ୍ୟକାରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବେ ଆକ୍ସନ ମୋଡ଼କୁ ଆସିଛି। ଏନେଇ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ବୈସରନ ଉପତ୍ୟକାର ଦୋଷୀଙ୍କୁ ନିପାତ କରାଯିବ। ଅନ୍ୟପଟେ ଭାରତୀୟ ସେନା ସହିତ ନୌସେନା ଏବଂ ବାୟୁସେନା ଯେ କୌଣସି ପରିସ୍ଥିତି ପାଇଁ…

ବାଇକ୍ ସହ ଧକ୍କା ହୋଇ କୂଅରେ ପଡ଼ିଲା କାର; ୧୦ ମୃତ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ମନ୍ଦସୌର ଜିଲ୍ଲାରେ ରବିବାର ଅପରାହ୍ନରେ ଏକ କାର କୂଅରେ ଖସିପଡିଛି । ଏହି ଅଘଟଣରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି । ଖବରମୁତାବକ, କାରଟି ଏକ ବାଇକ୍ ସହିତ ଧକ୍କା ହୋଇ କୂଅରେ ପଡ଼ିଗଲା। ସେମାନଙ୍କୁ ବଞ୍ଚାଇବା ପାଇଁ କୂଅ ଭିତରକୁ ଯାଇଥିବା ବ୍ୟକ୍ତି ମଧ୍ୟ ପ୍ରାଣ…

ଭାରତର ‘ୱାଟର ଷ୍ଟ୍ରାଇକ’ରେ ପାକିସ୍ତାନରେ ହାହାକାର

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ବାତିଲ ନେଇ ଘୋଷଣା କରିଥିବା ବେଳେ ବିଶେଷଜ୍ଞମାନେ ଏହାକୁ ଭାରତର 'ୱାଟର ଷ୍ଟ୍ରାଇକ' ବୋଲି କହୁଛନ୍ତି। ଏହାରି ସମୟରେ…

ଆଉ ଚାରିଧାମ ଯାତ୍ରା କରିପାରିବେନି ପାକିସ୍ତାନୀ ହିନ୍ଦୁ, ପହଲଗାମ ଆକ୍ରମଣ ପରେ ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ: ପାକିସ୍ତାନୀ ହିନ୍ଦୁ ଚାରିଧାମ ଯାତ୍ରା ଉପରେ ବ୍ୟାନ୍ ଲଗାଇଲା ଭାରତ । ଜମ୍ମୁ ଓ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନ ବିରୁଦ୍ଧରେ ଲଗାତାର କଠୋର ପଦକ୍ଷେପ ନେଉଛି । ଏବେ କେନ୍ଦ୍ର ସରକାର ଆକ୍ରମଣ ସମ୍ପର୍କରେ ଆଉ ଏକ କଠୋର ନିଷ୍ପତ୍ତି ନେଇଛନ୍ତି ।…

ଥିରୁବନନ୍ତପୁରମ ବିମାନବନ୍ଦରରେ ବୋମା ଆତଙ୍କ

ଥିରୁବନନ୍ତପୁରମ: କେରଳର ଥିରୁବନନ୍ତପୁରମ ଅନ୍ତର୍ଜାତୀୟ ବିମାନବନ୍ଦରକୁ ବୋମାରେ ଉଡାଇଦେବାକୁ ଧମକ ମିଳିଛି। ଏହି ଧମକ ପରେ ବିମାନବନ୍ଦରରେ ବୋମା ନିଷ୍କ୍ରିୟକାରୀ ଦଳ ମୁତୟନ କରାଯାଇଥିବା ବେଳେ ସମସ୍ତ ଟର୍ମିନାଲକୁ ଭଲଭାବେ ଯାଞ୍ଚ କରାଯାଉଛି। ଏନେଇ ବିମାନବନ୍ଦର ପିଆରଓ କହିଛନ୍ତି ଯେ ବୋମା…

ହିନ୍ଦୁ ଛାତ୍ରୀଛାତ୍ରଙ୍କୁ ନମାଜ ପଢିବାକୁ ବାଧ୍ୟ କରି ୮ ଜଣଙ୍କ ନାଁରେ ମାମଲା ରୁଜୁ

ବିଲାସପୁର: ଏନସିସି କ୍ୟାମ୍ପରେ ଛାତ୍ରୀଛାତ୍ରଙ୍କୁ ନମାଜ ପଢିବାକୁ ବାଧ୍ୟ କରିବା ଅଭିଯୋଗରେ ୮ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି । ଏଭଳି ଘଟଣା ସାମ୍ନାକୁ ଆସିଛି ଛତିଶଗଡ଼ ବିଲାସପୁର ଜିଲ୍ଲାରେ ଗୁରୁ ଘାସୀଦାସ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ । କେତେକ ଛାତ୍ରଛାତ୍ରୀଙ୍କୁ ଏନସିସି ଶିବିର…

ପାକିସ୍ତାନ ପାଖରେ ୧୩୦ ପରମାଣୁ ହତିଆର, ଭାରତକୁ ଧମକାଇଲେ ପାକ୍ ମନ୍ତ୍ରୀ 

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଏପରିକି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଆଶଙ୍କା ଘନେଇଛି। ଏଭଳି ସମୟରେ ଜଣେ ପାକିସ୍ତାନୀ ମନ୍ତ୍ରୀ ଭାରତକୁ ପରମାଣୁ ଆକ୍ରମଣର ଧମକ ଦେଇଛନ୍ତି। ଶାହବାଜ ସରିଫଙ୍କ କ୍ୟାବିନେଟର ଜଣେ ମନ୍ତ୍ରୀ ହନିଫ…