Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାରତ-ପାକିସ୍ତାନ ଯୁଦ୍ଧ ହେଲେ, କାହାକୁ ସମର୍ଥନ କରିବେ ଆମେରିକା, ଚୀନ୍?

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଆଶଙ୍କା ରହିଛି । ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନକୁ ଦାୟୀ କରିଛି ଭାରତ । ତେବେ ଏହାକୁ ଖାରଜ କରିବା ସହ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛି ପାକିସ୍ତାନ । ତେବେ ପ୍ରଶ୍ନ ଉଠୁଛି, ଯଦି ଯୁଦ୍ଧ ହୁଏ,…

ପାକିସ୍ତାନ ସେନା ମୁଖ୍ୟ ଗାଏବ !

ନୂଆଦିଲ୍ଲୀ: କୁଆଡେ ଗଲେ ପାକିସ୍ତାନ ସେନା ମୁଖ୍ୟ ଅସିମ ମୁନିର? ଭାରତ ସହ ଯୁଦ୍ଧ ଆଶଙ୍କା ମଧ୍ୟରେ ମୁନିର ଗାଏବ! ଦେଶ ଛାଡି କେଉଁଆଡେ ଚାଲି ଯାଇଛନ୍ତି କି ମୁନିର? ସୋସିଆଲ୍ ମି଼ଡିଆରେ ଅସିମ ମୁନିର ଦେଶ ଛାଡି ଚାଲି ଯାଇଥିବା ନେଇ ଜୋରଦାର ଚର୍ଚ୍ଚା ହେଉଛି । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରଠୁ…

ପାକିସ୍ତାନ ସମର୍ଥନରେ ବାହାରିଲା ଖଲିସ୍ତାନୀ ନେତା ପନ୍ନୁ

ନୂଆଦିଲ୍ଲୀ: ଖାଲିସ୍ତାନର ସମର୍ଥକ ଗୁରୁପତବନ୍ତ ସିଂ ପନ୍ନୁ ପୁଣି ଥରେ ଭାରତ ବିରୋଧରେ ବିଷ ଓଗାଳିଛି। ଶିଖ୍ସ ଫର ଜଷ୍ଟିସର ମୁଖ୍ୟ ପନ୍ନୁ ଖୋଲାଖୋଲି ଭାବରେ ପାକିସ୍ତାନକୁ ସମର୍ଥନ କରିବା ସହ ଭାରତୀୟ ସେନାକୁ ଧମକ ଦେବାକୁ ପଛାଇନାହିଁ। ସେ କହିଥିଲା ଯେ ଭାରତୀୟ ସେନାକୁ ପଞ୍ଜାବ ଦେଇ…

ଜମ୍ମୁକାଶ୍ମୀର ବିଧାନସଭାର ସ୍ବତନ୍ତ୍ର ଅଧିବେଶନ: ପହଲଗାମ୍ ଆକ୍ରମଣକୁ ଦୃଢ଼ ନିନ୍ଦା

ଶ୍ରୀନଗର: ଜମ୍ମୁକାଶ୍ମୀର ବିଧାନସଭାର ସ୍ବତନ୍ତ୍ର ଅଧିବେଶନ। ପହଲଗାମ୍‌ ଆତଙ୍କୀ ହାମଲାକୁ ନେଇ ସ୍ବତନ୍ତ୍ର ଅଧିବେଶନ। ବିଧାନସଭାରେ ପହଲଗାମ ଘଟଣାକୁ ଦୃଢ଼ ନିନ୍ଦା କରାଗଲା। ସ୍ବତନ୍ତ୍ର ଅଧିବେଶନରେ ଆକ୍ରମଣ ବିରୋଧରେ ପ୍ରସ୍ତାବ ଦିଆଗଲା। କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷିତ କୂଟନୈତିକ…

ପହଲଗାମ ସମ୍ପର୍କିତ ଖବର ପ୍ରସାରଣକୁ ନେଇ ବିବିସିକୁ ଭାରତର ଚେତାବନୀ

ନୂଆଦିଲ୍ଲୀ: ପହଲଗାମ ସମ୍ପର୍କିତ ଖବର ପ୍ରସାରଣକୁ ନେଇ ବିବିସିକୁ ଭାରତର ଚେତାବନୀ। ପାକିସ୍ତାନର ୧୬ ଚ୍ୟାନେଲ ବ୍ୟାନ୍‌ ସହ ବିବିସିକୁ ଚେତାବନୀ ଦେଇଛି ଭାରତ। ପହଲଗାମ ସମ୍ପର୍କିତ ଖବର ପ୍ରସାରଣକୁ ନେଇ ସତର୍କ କରାଇଲା ଭାରତ। ପକ୍ଷପାତୀ ଖବର ପ୍ରସାରଣକୁ ନେଇ ସତର୍କତା ଜାରି ହୋଇଛି।…

ଆରମ୍ଭ ହେଲା ଡିଜିଟାଲ୍ ଷ୍ଟ୍ରାଇକ୍: ଭାରତରେ ୧୬ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ୍ ବ୍ୟାନ୍

ନୂଆଦିଲ୍ଲୀ: ପହଲଗାମ୍ ଆକ୍ରମଣ ସାରା ଦେଶକୁ ସ୍ତବ୍ଧ କରିଛି। ଆତଙ୍କବାଦୀଙ୍କୁ ଉଚିତ୍ ପାନେ ଦେବା ପାଇଁ ଭାରତ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ଦିନକୁ ଦିନ ନିଆଯାଉଛି ବଡ଼ ବଡ଼ କାର୍ଯ୍ୟାନୁଷ୍ଠାନ। ପ୍ରଥମେ ଭାରତରେ ବାସ କରୁଥିବା ପାକିସ୍ତାନ ନାଗରିକଙ୍କୁ ୪୮ ଘଣ୍ଟା ଭିତରେ ଦେଶ…

ବାୟୁସେନା ପରେ ନୌସେନାକୁ ମିଳିବ ରାଫେଲ୍ ବଳ: ଫ୍ରାନ୍ସ ସହ ପୁଣି ଡିଲ୍‌ କରିବ ଭାରତ

ନୂଆଦିଲ୍ଲୀ: ବାୟୁସେନା ପରେ ନୌସେନାକୁ ମିଳିବ ରାଫେଲ୍ ବଳ। ଫ୍ରାନ୍ସରୁ ପୁଣି ଆସିବ ରାଫେଲ୍ ବିମାନ। ୬୩ ହଜାର କୋଟିରେ ୨୬ଟି ଲଢ଼ୁଆ ବିମାନ କିଣିବା ପାଇଁ ଆଜି ଫ୍ରାନ୍ସ ସହ ଡିଲ୍ କରିବ ଭାରତ। ପୂର୍ବରୁ ବାୟୁସେନାରେ ମୁତୟନ ଅଛି ୩୬ଟି ରାଫେଲ୍। ୨୨ଟି ସିଙ୍ଗିଲ ସିଟର ଓ ୪ଟି ଟ୍ୱିନ୍ ସିଟର…

ଭାରତ ଛାଡ଼ିଲେଣି ୫୩୭ ପାକିସ୍ତାନୀ: ଦେଶ ଛାଡ଼ିନଥିବା ନାଗରିକଙ୍କୁ ମିଳିବ କଡ଼ା ଦଣ୍ଡ!

ନୂଆଦିଲ୍ଲୀ: ଏପ୍ରିଲ ୨୨ରେ ପହଲଗାମ ଆକ୍ରମଣ ପରେ ପାକିସ୍ତାନୀଙ୍କୁ ‘ଭାରତ ଛାଡ଼’ ନୋଟିସ୍ ହୋଇଛି। ଭାରତରେ ରହୁଥିବା ପାକିସ୍ତାନ ନାଗରିକଙ୍କ ପାଇଁ ୪୮ ଘଣ୍ଟାର ଡେଡଲାଇନ୍ ଦେଇଥିଲା ଭାରତ। ଯାହା ଏପ୍ରିଲ ୨୭ ତାରିଖରେ ଶେଷ ହୋଇଛି। ଆଉ ଏହି ୪୮ ଘଣ୍ଟା ଭିତରେ ଭାରତ ଛାଡ଼ିଲେଣି ୫୩୭ ପାକିସ୍ତାନୀ।…

ଟ୍ରେନ ଯାତ୍ରୀଙ୍କ ପାଇଁ ବଡ଼ ଘୋଷଣା, ରେଳବାଇର ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ବରିଷ୍ଠ ନାଗରିକ, ମହିଳା ଏବଂ ଦିବ୍ୟାଙ୍ଗ ଯାତ୍ରୀଙ୍କ ଯାତ୍ରାକୁ ଆହୁରି ସହଜ ଓ ଆରାମଦାୟକ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। ଏହି ନୂଆ ଉଦ୍ୟମରେ ରେଳବାଇ ଏହି ଶ୍ରେଣୀର ଯାତ୍ରୀଙ୍କ ପାଇଁ ଲୋଅର ବର୍ଥ ସଂରକ୍ଷଣ, ହ୍ୱିଲଚେୟାର ସୁବିଧା ଏବଂ…

‘ଆତଙ୍କବାଦୀ ଆକ୍ରମଣର ତଦନ୍ତ କରୁ ଋଷ ଆଉ ଚୀନ’ : ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପହଲଗାମରେ ୨୨ ଏପ୍ରିଲରେ ଆତଙ୍କବାଦୀମାନେ ଗୁଳିଚାଳନା କରି ୨୬ ଜଣଙ୍କୁ ହତ୍ୟା କରିଥିଲେ, ଯେଉଁମାନେ ଅଧିକାଂଶ ପର୍ଯ୍ୟଟକ ଥିଲେ। ୨୦୧୯ରେ ପୁଲୱାମା ଆକ୍ରମଣ ପରେ ଏହା ହେଉଛି ଘାଟିରେ ହୋଇଥିବା ସବୁଠାରୁ ଭୟଙ୍କର ଆକ୍ରମଣ। ଏହି ଘଟଣାରେ ଦାୟୀ କରିଛି…