Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଅଚ୍ୟୁତ ସାମନ୍ତଙ୍କ ନାମରେ ନାମିତ ହେଲା ଆମେରିକାର ଗବେଷଣା ପ୍ରତିଷ୍ଠାନ

ନ୍ୟୁୟର୍କ: ଆମେରିକାର ନ୍ୟୁୟର୍କସ୍ଥିତ ସିଟି ୟୁନିଭର୍‍ସିଟିରେ ଶିକ୍ଷାବିତ ଓ ସମାଜସେବୀ ଅଚ୍ୟୁତ ସାମନ୍ତଙ୍କ ନାମରେ ଏକ ଗବେଷଣା ପ୍ରତିଷ୍ଠାନ ନାମିତ କରାଯାଇଛି। ପ୍ରତିଷ୍ଠାନର ନାମ ରହିଛି ‘ଅଚ୍ୟୁତ ସାମନ୍ତ ଇଣ୍ଡିଆ ଇନିସିଏଟିଭ୍ କ୍ୟୁନି କ୍ରେଷ୍ଟ ଇନଷ୍ଟିଚ୍ୟୁଟ’ (ଏଏସଆଇଆଇସିସିଆଇ)।…

କାନ୍ସରେ ମୋଦିଙ୍କ ଫଟୋ ଥିବା ହାର ପିନ୍ଧି ପହଞ୍ଚିଲେ ଅଭିନେତ୍ରୀ: ୟୁଜର୍ସ କହିଲେ, ‘ହୁ ଦ ହେଲ୍ ସି ଇଜ୍?’

ମୁମ୍ବାଇ: କାନ୍ସ ଫିଲ୍ମ ଫେଷ୍ଟିଭାଲ, କେବଳ ବିଶ୍ୱ ସିନେମାର ଏକ ପ୍ରମୁଖ ଉତ୍ସବ ନୁହେଁ, ବରଂ ଶୋ-ଷ୍ଟପିଂ ଫ୍ୟାଶନ ପାଇଁ ମଧ୍ୟ ଏକ ପ୍ରମୁଖ ମଞ୍ଚ । ଯେଉଁଠି ନିଜର ଫ୍ୟାସନର ଜଲଓ୍ବା ଦେଖାଇ, ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି ବିଭିନ୍ନ ଇନଫ୍ଲୁଏନ୍ସର । କିନ୍ତୁ ଏହି ବର୍ଷ କାନ୍ସ ଟିକେ…

ଆମେରିକା କେତେ ସୁରକ୍ଷିତ ? ଦୂତାବାସର ଦୁଇ କର୍ମଚାରୀଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ:ବିଶ୍ୱର ସବୁଠାରୁ ସୁରକ୍ଷିତ ସ୍ଥାନ କୁହାଯାଉଥିବା ଆମେରିକାର ରାଜଧାନୀ ୱାଶିଂଟନ ଡିସିରୁ ଏକ ଡରେଇଲା ଭଳି ଖବର ସାମ୍ନାକୁ। ବୁଧବାର ସନ୍ଧ୍ୟାରେ ଇସ୍ରାଏଲୀ ଦୂତାବାସର ଦୁଇ ଜଣ କର୍ମଚାରୀଙ୍କୁ ଏଠାରେ ଗୁଳି କରି ହତ୍ୟା କରାଯାଇଛି। ଏହି ଘଟଣାଟି ୟିହୁଦୀ ସଂଗ୍ରହାଳୟ ନିକଟରେ…

ବଢିଲା ପାକିସ୍ତାନୀ ସ୍ପାଏ ଜ୍ୟୋତିଙ୍କ ଅଡୁଆ: ପୁଣି ୪ ଦିନିଆ ରିମାଣ୍ଡରେ ଗଲେ

ନୂଆଦିଲ୍ଲୀ: ହରିୟାଣାର ୟୁଟ୍ୟୁବର ତଥା ପାକିସ୍ତାନୀ ଗୁପ୍ତଚର ଜ୍ୟୋତି ମାଲହୋତ୍ରାଙ୍କ ସମସ୍ୟା ଏବେ ବଢିବାରେ ଲାଗିଛି । ନିଇତି ନୂଆ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ଏବେ ପୁଣି ବଢିଛି ରିମାଣ୍ଡ ଅବଧି । ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ଗିରଫ ହୋଇଥିବା ୟୁଟ୍ୟୁବରଙ୍କ ୫ ଦିନିଆ ରିମାଣ୍ଡ…

ଯେଉଁମାନେ ନିଜ ଅସ୍ତ୍ରଶସ୍ତ୍ର ଉପରେ ଗର୍ବ କରୁଥିଲେ ସେମାନେ ଏବେ ଭଗ୍ନାବଶେଷ ଗଦାରେ ବସିଛନ୍ତି: ମୋଦି

ଜୟପୁର: ରାଜସ୍ଥାନର ବିକାନେରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନ ଏବଂ ପାକିସ୍ତାନକୁ ସହଯୋଗ କରୁଥିବା ଦେଶକୁ ଏକ କଡ଼ା ବାର୍ତ୍ତା ଦେଇଛନ୍ତି। ମୋଦି ରାଲିରେ କହିଛନ୍ତି, ଯେଉଁମାନେ ନିଜ ଅସ୍ତ୍ରଶସ୍ତ୍ର ଉପରେ ଗର୍ବ କରୁଥିଲେ ସେମାନେ ଏବେ ଭଗ୍ନାବଶେଷ ଗଦାରେ ପଡ଼ି ରହିଛନ୍ତି।…

କରଣୀ ମାତା ମନ୍ଦିରରେ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ, ସେନାଙ୍କ ସହିତ ମନ୍ଦିରର ରହିଛି ବିଶେଷ ସମ୍ପର୍କ

ଜୟପୁର: ରାଜସ୍ଥାନ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପିଏମ୍ ମୋଦି ଆଜି ସକାଳେ ବିକାନେରର ନାଲ୍ ବାୟୁସେନା ଘାଟିରେ ଓହ୍ଲାଇ ବିକାନେରରେ ଥିବା କରଣୀ ମାତା ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ବିକାନେରରେ ଭାରତୀୟ ବାୟୁସେନାର ନାଲ୍ ଏୟାରବେସ୍ ପରିଦର୍ଶନ କରିବେ।…

‘ରକ୍ତ ନୁହେଁ, ମୋ ଶିରାରେ ଗରମ ସିନ୍ଦୂର ବହୁଛି’: ବିକନେରରୁ ପାକିସ୍ତାନକୁ ମୋଦିଙ୍କ କଡା ଚେତାବନୀ

ବିକନେର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନର ବିକାନେର ମାଟିରୁ ପାକିସ୍ତାନକୁ ଖୋଲା ଚେତାବନୀ ଦେଇଛନ୍ତି। ଆଜି ବିକନେରର ଏକ ସାଧାରଣ ସଭାକୁ ସମ୍ବୋଧିତ କରି, ମୋ ଶିରାରେ ରକ୍ତ ନୁହେଁ ବରଂ ଗରମ ସିନ୍ଦୁର ବୋହୁଛି ବୋଲି କହିଛନ୍ତି ମୋଦି । ଏଥିସହିତ ପାକିସ୍ତାନ ଖୋଲା ସନ୍ଦେଶ ଦେଇ…

ଟ୍ରମ୍ପଙ୍କ ଭ୍ରମ ଭାଙ୍ଗିଲେ ଜୟଶଙ୍କର, ଖାରଜ କଲେ ଆମେରିକାର ମଧ୍ୟସ୍ଥତା ଦାବି

ନୂଆଦିଲ୍ଲୀ: ୟୁରୋପରେ ଟ୍ରମ୍ପଙ୍କ ଭ୍ରମ ଭାଙ୍ଗିଲେ ବୈଦେଶିକ ମନ୍ତ୍ରୀ ଏସ୍ ଜୟ ଶଙ୍କର । ଆମେରିକା ମଧ୍ୟସ୍ଥତାକୁ ପ୍ରତ୍ୟାଖ୍ୟାନ କଲେ । କହିଲେ, ଏଥିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର କୌଣସି ଭୂମିକା ନଥିଲା । ଅସ୍ତ୍ରବିରତି ନେଇ ପାକିସ୍ତାନର ହସ୍ତକ୍ଷେପ ପରେ, କଥା ଆଗକୁ…

ଯବାନ ଓ ମାଓବାଦୀଙ୍କ ଭିତରେ ଗୁଳିବିନିମୟ, ଡିଆରଜି ଯବାନ ସହିଦ

ରାୟପୁର: ଛତିଶଗଡ଼ ନାରାୟଣପୁର ବିଜାପୁର ଜଙ୍ଗଲରେ ଜାରି ରହିଛି ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ୍। ଗତକାଲିଠାରୁ ଅବୁଝମାଡ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା। ଏହି ସମୟରେ ମାଓବାଦୀଙ୍କ ପାଲଟା ଗୁଳିରେ ଗୁରୁତର ହୋଇଥିବା ଜଣେ ଯବାନ ସହିଦ ହୋଇଛନ୍ତି।…

ଅନୁପମା ସିଂହ କିଏ? ବିଶ୍ୱ ମଞ୍ଚରେ ମାତ୍ର ୧୦୦ ସେକେଣ୍ଡରେ ଖୋଲିଦେଲେ ପାକିସ୍ତାନର ଅସଲ ମୁଖା

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ମଞ୍ଚରୁ ପାକିସ୍ତାନକୁ ଉଚିତ ଜବାବ ଦେଇଛି ଭାରତ। ଆତଙ୍କବାଦ ପ୍ରସଙ୍ଗରେ ଭାରତ ଡବ୍ଲ୍ୟୁଏଚଓର ମଞ୍ଚରେ ପାକିସ୍ତାନର ପର୍ଦ୍ଦାଫାସ କରିଛି। ଭାରତ କହିଛି ଯେ ପାକିସ୍ତାନ ଆତଙ୍କବାଦକୁ ପ୍ରୋତ୍ସାହିତ କରେ। କିନ୍ତୁ ସେ ଆତଙ୍କବାଦର ଶିକାର ହେବାର…