Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

ପାକିସ୍ତାନୀଙ୍କୁ ଖୋଜୁଖୋଜୁ ଧରାପଡ଼ିଲେ ହଜାରେ ବାଂଲାଦେଶୀ, ୪୦୦ରୁ ଉର୍ଦ୍ଧ୍ୱ ଅଟକ

ଅହମଦାବାଦ: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଗୁଜୁରାଟ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପାକିସ୍ତାନୀଙ୍କୁ ଖୋଜୁଖୋଜୁ ଧରାପଡ଼ିଲେ ବାଂଲାଦେଶୀ। ସୁରତରେ ୪୦୦ ରୁ ଉର୍ଦ୍ଧ୍ୱ ବାଂଲାଦେଶୀ ଅଟକ। ବେଆଇନ କାଗଜପତ୍ର ଦେଇ ସୁରତରେ ରହୁଥିଲେ ବାଂଲାଦେଶୀ। ରାଜ୍ୟରେ ଅବୈଧ ଭାବରେ ରହୁଥିବା…

ପାକିସ୍ତାନୀ ଦୂତାବାସ ଅଧିକାରୀଙ୍କ ଆତଙ୍କବାଦୀ ଆଚରଣ; ଭାରତୀୟଙ୍କ ଗଳା କାଟିବାକୁ କଲେ ଇଙ୍ଗିତ

ଲଣ୍ଡନ: ପହଲଗାମ ଆତଙ୍କବାଦ ଆକ୍ରମଣ ପରେ ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ କ୍ରୋଧ ରହିଛି ଏବଂ ସାରା ବିଶ୍ୱରେ ରହୁଥିବା ଭାରତୀୟମାନେ ଏହାର ପ୍ରତିବାଦ କରୁଛନ୍ତି। ଲଣ୍ଡନରେ ରହୁଥିବା ପ୍ରବାସୀ ଭାରତୀୟ ମାନେ ଲଣ୍ଡନ ସ୍ଥିତ ପାକ୍ ଦୂତାବାସ ବାହାରେ  ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଲଣ୍ଡନରେ…

ସୀମା ହାଇଦରଙ୍କୁ ଯିବାକୁ ପଡ଼ିବନି ପାକିସ୍ତାନ! ସରକାରଙ୍କ ଏହି ନିୟମ ରକ୍ଷା କରିଦେବ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପହଲଗାମରେ ହିନ୍ଦୁ ପର୍ଯ୍ୟଟକଙ୍କ ନରସଂହାର ପରେ ଭାରତ ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। କେନ୍ଦ୍ର ସରକାର ଭାରତରେ ରହୁଥିବା ସମସ୍ତ ପାକିସ୍ତାନୀ ନାଗରିକଙ୍କ ଭିସା ରଦ୍ଦ କରି ୪୮ ଘଣ୍ଟା ମଧ୍ୟରେ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଗୃହମନ୍ତ୍ରୀ…

ପାକିସ୍ତାନ ଫାଇଟ ଜେଟରେ ଲାଗିଲା ନିଆଁ, ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ: ପାକିସ୍ତାନର ଲାହୋରସ୍ଥିତ ଅଲ୍ଲାମା ଇକବାଲ ଆନ୍ତର୍ଜାତିକ ବିମାନବନ୍ଦରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ଖବର ସାମ୍ନାକୁ ଆସିଛି। ଏହି ଘଟଣା ଯୋଗୁ ବିମାନବନ୍ଦରରୁ ସମସ୍ତ ଉଡ଼ାଣକୁ ବାତିଲ କରାଯାଇଛି। ସୂଚନା ଅନୁଯାୟୀ, ପାକିସ୍ତାନ ସେନାର ଏକ ବିମାନ ଲାହୋର ଏୟାରପୋର୍ଟରେ ଅବତରଣ…

ଭୟ କରିଗଲା କି ଟିଆରଏଫ, ଏବେ ଆକ୍ରମଣରେ ହାତ ନାହିଁ ବୋଲି କହୁଛି

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ଜଣ ନିରୀହ ଭାରତୀୟଙ୍କ ମୃତ୍ୟୁ ଘଟିଛି । ଏହା ପରେ ଭାରତ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛି । ଭାରତୀୟ ସେନାର ଟାର୍ଗେଟ ଶୈଳୀରେ ଏବେ ଦି ରେଜିଷ୍ଟେନ୍ସ ଫ୍ରଂଟ (ଟିଆରଏଫ) ଭୟ କରାଯାଇଛି । ଆକ୍ରମଣ ପରେ ଛାତି ବାଡେଇ ଏହା…

ଓଡ଼ିଶାରେ କମିଲା ସୁନା ଦର, ଆଜି କିଣିଲେ କେତେ ଟଙ୍କା ପଡ଼ିବ

ଭୁବନେଶ୍ୱର: ଦେଶ ଓ ରାଜ୍ୟରେ ସୁନା ଓ ରୂପାର ନୂଆ ଦର ଜାରି ହୋଇଛି। ପ୍ରତିଦିନ ସୁନା ଦରରେ ପରିବର୍ତ୍ତନ ଗ୍ରାହକ ଓ ନିବେଶକଙ୍କ ପାଇଁ ଚର୍ଚ୍ଚାର ବିଷୟ ହୋଇଛି। ବିଶେଷ କରି ବିବାହ ଋତୁ ଚାଲିଥିବା ବେଳେ ସୁନା ଦରରେ ଅସ୍ଥିରତା ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ଗ୍ରାହକଙ୍କ ଚିନ୍ତା ବଢ଼ାଇଛି।…

ଭାରତର ମିସାଇଲ ଦେଖି ଛାନିଆ ପାକିସ୍ତାନ ! ଗୋଟିଏ ମାଡ଼ରେ ଧ୍ୱଂସ ହୋଇଯିବ ଇସଲାମବାଦ

ନୂଆଦିଲ୍ଲୀ: ଆଉ ସେ ଜମ୍ମୁ-କଶ୍ମୀର ଏ ଜାମ୍ମୁ-କାଶ୍ମୀର ନୁହେଁ। ବଢ଼ିଛି ବିକାଶ ବଦଳିଛି ଲୋକଙ୍କ ମାନସିକତା। ନବେ ଦଶକ ତୁଳନାରେ ପରିସ୍ଥିତି ବହୁତ ବଦଳିଛି। ଭୂସ୍ୱର୍ଗ କୁହାଯାଉଥିବା କଶ୍ମୀର ଏବେ ଭାରତର ଅନ୍ୟ ଅଞ୍ଚଳ ସହ ରେଳ ଯୋଗାଯୋଗ ଦ୍ୱାରା ସଂଯୁକ୍ତ ହୋଇଛି। ସମ୍ପ୍ରତି କଶ୍ମୀର…

ଆଜି ପୋପ୍‌ ଫ୍ରାନ୍‌ସିସଙ୍କ ଶେଷକୃତ୍ୟ: ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି ମୁର୍ମୁ, ଅନ୍ତିମ ସଂସ୍କାରରେ ଦେବେ ଯୋଗ

ନୂଆଦିଲ୍ଲୀ: ଖ୍ରୀଷ୍ଟ ଜଗତର ସର୍ବୋଚ୍ଚ ଧର୍ମଗୁରୁ ପୋପ୍‌ ଫ୍ରାନ୍‌ସିସ୍‌ଙ୍କର ଚଳିତମାସ ୨୧ରେ ପରଲୋକ ଘଟିଛି। ଆଜି ଭାଟିକାନ୍‌ ସିଟିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ। କ୍ୟାଥୋଲିକ ଖ୍ରୀଷ୍ଟିଆନ ଧାର୍ମ ଗୁରୁ ପୋପ୍ ଫ୍ରାନ୍ସିସଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ରାଷ୍ଟ୍ରପତି…

ପୁଣି ଏଲଓସିରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ, ସାରାରାତି ବିଭିନ୍ନ ସ୍ଥାନରେ ଗୁଳିମାଡ଼

ଶ୍ରୀନଗର: ପୁଣି ଏଲଓସିରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ। ପାକିସ୍ତାନ ପକ୍ଷରୁ ଏକାଧିକ ସେକ୍ଟରରେ ଗୁଳିମାଡ଼। ସାରାରାତି ଏଲଓସିର ବିଭିନ୍ନ ସ୍ଥାନରେ ଗୁଳିମାଡ଼ ହୋଇଛି। ଯାହାର ମୁହଁତୋଡ଼ ଜବାବ ଦେଇଛି ଭାରତୀୟ ସେନା । କୌଣସି କ୍ଷୟକ୍ଷତିରେ ସୂଚନା ନାହିଁ। ପୂର୍ବରୁ ଗୁରୁବାର ରାତିରେ…

ପହଲଗାମ ହମଲା: ମାଟିରେ ମିଶିଲା ଆଉ ୨ ଆତଙ୍କୀଙ୍କ ଘର

ଶ୍ରୀନଗର: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଘାଟିରେ ସେନା କାର୍ଯ୍ୟାନୁଷ୍ଠାନ ଜାରି ରଖିଛି। ପୁଣି ଆଉ ୨ ଆତଙ୍କବାଦୀଙ୍କ ଘର ଉଡ଼ାଇଲେ ସୁରକ୍ଷାକର୍ମୀ। କାଶ୍ମୀରରେ ମାଟିରେ ମିଶିଲା ଆଉ ୨ ଆତଙ୍କବାଦୀଙ୍କ ଘର। ସୋପିଆନ ଓ ପୁଲୱାମାରେ ୨ ଲସ୍କର ଆତଙ୍କୀଙ୍କ ଘର ମାଟିରେ ମିଶିଲା। ପହଲଗାମ…