Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

‘ଓ୍ବାକଫ୍ ସମ୍ପତ୍ତିକୁ ପୁନରୁଦ୍ଧାର କରିପାରିବେ ସରକାର’: ସୁପ୍ରିକୋର୍ଟରେ କେନ୍ଦ୍ରର ଦଲିଲ୍…

ନୂଆଦିଲ୍ଲୀ: ଆଜି ପୁଣି ଲଗାତାର ଦ୍ୱିତୀୟ ଦିନ ପାଇଁ, ସୁପ୍ରିମକୋର୍ଟରେ ୱାକଫ ସଂଶୋଧନ ଆଇନର ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନଗୁଡ଼ିକର ଶୁଣାଣି ହୋଇଛି । ଯେଉଁଥିରେ କେନ୍ଦ୍ର ନିଜ ପକ୍ଷର ଦଲିଲ୍ ଉପସ୍ଥାପନା କରିଥିଲା । କେନ୍ଦ୍ର ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟା ଯୁକ୍ତି…

କ’ଣ ରହିଛି ସିଜେଆଇଙ୍କ ଗସ୍ତ ନେଇ ପ୍ରୋଟୋକଲ୍?

ନୂଆଦିଲ୍ଲୀ: ଏହି ନିକଟରେ ସିଜେଆଇ ବିଆର ଗବାଇ, ତାଙ୍କର ଶପଥ ଗ୍ରହଣ ପରେ ପ୍ରଥମ ଗସ୍ତ ମହାରାଷ୍ଟ୍ରକୁ କରିଥିବା ବେଳେ, ସେଠି ପ୍ରୋଟୋକଲ୍ ତ୍ରୁଟି ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ ଗବାଇ । ଯେତେବେଳେ କି ଭାରତର ପ୍ରଧାନ ବିଚାରପତି ଭୂଷଣ ରାମକୃଷ୍ଣ ଗବାଇ, ଭାରତର ମୁଖ୍ୟ ବିଚାରପତି ଭାବେ…

ଏଲଓସିରୁ ନିଖୋଜ ଅଛନ୍ତି ଆଉ ଜଣେ ମହିଳା, ଜ୍ୟୋତିଙ୍କ ଭଳି ପାକ୍ ପାଇଁ କରୁଥିଲେ କି କାମ?

ନୂଆଦିଲ୍ଲୀ: ପାକିସ୍ତାନୀ ଗୁପ୍ତଚର ଅଭିଯୋଗରେ ୟୁଟୁବର ଜ୍ୟୋତି ମାଲହୋତ୍ରା ପୋଲିସ ହେପାଜତରେ ଅଛନ୍ତି। ତାଙ୍କ ବିଷୟରେ ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି। ଦେଶ ସହିତ ବିଶ୍ୱାସଘାତକତା କରିଥିବା ଜ୍ୟୋତି ମାଲହୋତ୍ରା କିଛି ଟଙ୍କା ପାଇଁ ନିଜର ସଚ୍ଚୋଟତାକୁ ବିକ୍ରି କରିଦେଲେ। ଜ୍ୟୋତିଙ୍କ…

ବଡ ଧରଣର ଏନକାଉଣ୍ଟର: ବାସବରାଜ ସହ ୩୦ ମାଓବାଦୀ ସଫା

ରାୟପୁର: ଛତିଶଗଡରେ ବଡ ଧରଣର ଏନକାଉଣ୍ଟର । ସେନାଙ୍କୁ ବଡ ସଫଳତା । ସେନା ଗୁଳିରେ ଦୁର୍ଦ୍ଦାନ୍ତ ମାଓ ନେତା ବାସବରାଜ ସହ ୩୦ ମାଓବାଦୀ ପୂରା ଶେଷ । ଛତିଶଗଡ଼ର ନାରାୟଣପୁରରେ ନକ୍ସଲ ଏବଂ ଡିଆରଜି ମିଳିତ ବାହିନୀ ମଧ୍ୟରେ ଏନକାଉଣ୍ଟର ଜାରି ରହିଥିବା ବେଳେ, ଏହି ଏନକାଉଣ୍ଟରରେ ପ୍ରାୟ ୩୦ ଜଣ…

ସତ ମାନିଲେ ଜ୍ୟୋତି….୩ ଥର ପାକିସ୍ତାନ ଗସ୍ତ, ପ୍ରୋ-ପାକ୍ ଭିଡିଓରୁ ବାର୍ଲି….ସବୁ ଉଗାରିଲେ

ନୂଆଦିଲ୍ଲୀ: ପାକିସ୍ତାନୀ ଗୁପ୍ତଚର ତଥାର ଭାରତୀୟ ୟୁଟ୍ୟୁବର ଜ୍ୟୋତି ମଲହୋତ୍ରା, ଏବେ ନିଜ ମୁହଁରେ ସବୁ ସତ ମାନିଛନ୍ତି । କେମିତି ପାକିସ୍ତାନ ଏଜେଣ୍ଟଙ୍କ ସହ ସମ୍ପର୍କରେ ରହି ଗୁଇନ୍ଦାଗିରି ଚଳାଇଥିଲେ ସବୁ ଖୋଲି କହିଛନ୍ତି । ଗତ ୨ ବର୍ଷରେ ୩ ଥା ପାକିସ୍ତାନ ଗସ୍ତ, ପ୍ରୋ-ପେକ୍…

ପାକ୍‌ର ପର୍ଦ୍ଦାଫାସ କରିବା ପାଇଁ ଭାରତର ବିଶ୍ୱବ୍ୟାପୀ ଅଭିଯାନ ଆରମ୍ଭ, ଆଜି ୟୁଏଇ ଗସ୍ତରେ ସର୍ବଦଳୀୟ ପ୍ରତିନିଧି ଦଳ

ନୂଆଦିଲ୍ଲୀ: ବିଶ୍ୱ ମଞ୍ଚରେ ଆତଙ୍କବାଦ ବିରୋଧରେ ଏହାର ଦୃଢ଼ ନୀତି ଉପସ୍ଥାପନ କରିବା ଏବଂ ପାକିସ୍ତାନର ଆତଙ୍କବାଦୀ ଉଦ୍ଦେଶ୍ୟର ପର୍ଦ୍ଦାଫାସ କରିବା ପାଇଁ ଭାରତ ଏକ ବିଶାଳ କୂଟନୈତିକ ଅଭିଯାନ ଆରମ୍ଭ କରିଛି। ଏହା ଅଧୀନରେ, ୩୩ଟି ଦେଶକୁ ୭ଟି ସର୍ବଦଳୀୟ ପ୍ରତିନିଧିମଣ୍ଡଳ ପଠାଇବାକୁ ନିଷ୍ପତ୍ତି…

ସେନା ମୁଖ୍ୟରୁ ଫିଲ୍ଡ ମାର୍ଶଲ: ମୁନିରଙ୍କ ଏହି ୧୫ ବିଫଳତାକୁ ମିଳିଲା ଶହବାଜଙ୍କ ସାବାସୀ….

ନୂଆଦିଲ୍ଲୀ: ୨୨ ଏପ୍ରିଲରୁ ଆରମ୍ଭ କରି ୧୦ ମେ ସନ୍ଧ୍ୟା ପର୍ଯ୍ୟନ୍ତ, ପାକିସ୍ତାନକୁ ଉଚିତ୍ ଶିକ୍ଷା ଦେଇଛି ଭାରତ। ଆତଙ୍କୀ ଆଡ୍ଡା ଠାରୁ ଆରମ୍ଭ କରି ପାକ୍ ବାୟୁସେନା ଘଟି ପର୍ଯ୍ୟନ୍ତ ସବୁ କିଛି ମାଟିରେ ମିଶାଇଛି ଭାରତ। ଭାରତର ଏହି ସଫଳତା ଆସୁ ପାକିସ୍ତାନ ସେନାର ବିଫଳତାକୁ ଏବେ ବଡ଼…

ପାଣି ପାଇଁ ଆହୁରି ଛଟପଟ ହେବ ପାକିସ୍ତାନ, ଭାରତ ପରେ ଆଫଗାନିସ୍ତାନ ଦେଲା ବଡ଼ ଝଟକା

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ। ଭାରତ ପାକିସ୍ତାନ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ କରିଥିଲା। ଯେଉଁ କାରଣରୁ ପାକିସ୍ତାନ ଆଜି ପାଣି ପାଇଁ ଡହଳ ବିକଳ ହେଉଛି। ଏହି ସମୟରେ ଆଫଗାନିସ୍ତାନ ମଧ୍ୟ ପାକିସ୍ତାନକୁ ଦେଇଛି ବଡ଼…

ଅପରେସନ ସିନ୍ଦୂର ଉପରେ କମେଣ୍ଟ ଦେଇ ଗିରଫ ପ୍ରଫେସରଙ୍କ ଆବେଦନର ଆଜି ସୁପ୍ରିମକୋର୍ଟରେ ଶୁଣାଣି

ଚଣ୍ଡିଗଡ: ଅପରେସନ ସିନ୍ଦୂର ସମ୍ପର୍କରେ ସୋସିଆଲମିଡିଆରେ ପୋଷ୍ଟ କରିବାକୁ ନେଇ ଗିରଫ ହୋଇଥିବା ଅଶୋକ ବିଶ୍ବବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ପ୍ରଫେସର ମହମୁଦାବାଦ ଅଲ୍ଲି ଖାନଙ୍କୁ ମଙ୍ଗଳବାର ହରିୟାଣାର ଏକ ସ୍ଥାନୀୟ କୋର୍ଟ 14 ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି । ଏହା ପରେ…

ପଦ୍ମ ବିଭୂଷଣ ପରମାଣୁ ବୈଜ୍ଞାନିକ ଏମ୍ଆର୍ ଶ୍ରୀନିବାସନଙ୍କ ପରଲୋକ

ଚେନ୍ନାଇ: ପରମାଣୁ ବୈଜ୍ଞାନିକ ଏବଂ ପରମାଣୁ ଶକ୍ତି ଆୟୋଗର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ଏମ୍ଆର ଶ୍ରୀନିବାସନଙ୍କର ମଙ୍ଗଳବାର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା । ସେ ତାମିଲନାଡୁର ଉଧଗମଣ୍ଡଲମରେ ରହୁଥିଲେ । ଡକ୍ଟର ଶ୍ରୀନିବାସନ ଭାରତର ବେସାମରିକ ପରମାଣୁ ଶକ୍ତି…