Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

‘ଅପରେସନ୍ ସିନ୍ଦୂର’କୁ ନେଇ ପୋଷ୍ଟ କରିଥିବା ପ୍ରଫେସରଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ, ତଦନ୍ତ…

ନୂଆଦିଲ୍ଲୀ:ଆଜି ବୁଧବାର ସୁପ୍ରିମକୋର୍ଟ ଅଶୋକା ବିଶ୍ୱବିଦ୍ୟାଳୟର ପ୍ରଫେସର ଅଲି ଖାନ ମହମୁଦାବାଦଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରି ତାଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ତଦନ୍ତ ପାଇଁ ୨୪ଘଣ୍ଟା ମଧ୍ୟରେ ଏକ SIT ଦଳ ଗଠନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଜାମିନ…

କୋଲକାତା ଆକାଶରେ ରହସ୍ୟମୟୀ ଡ୍ରୋନ

କୋଲକାତା: କୋଲକାତାର ଆକାଶରେ ଏକ ରହସ୍ୟମୟ ଡ୍ରୋନ୍ ଦେଖାଯାଇଛି। ଗତ ସୋମବାର ରାତିରେ ଏହି ଡ୍ରୋନଗୁଡ଼ିକ ଦେଖାଯାଇଥିଲା। ଏହି ଡ୍ରୋନଗୁଡ଼ିକ କେଉଁଠାରୁ ଆସିଲା ଏବଂ କିଏ ସେଗୁଡ଼ିକୁ ଉଡ଼ାଉଥିଲା ତାହାର ତଦନ୍ତ କରୁଛି କୋଲକାତା ପୋଲିସ। ଭାରତ-ପାକିସ୍ତାନ ଯୁଦ୍ଧ ପରେ ଡ୍ରୋନ ଦେଖିବା ଘଟଣା…

‘ହତ୍ୟାକାରୀ କି ଆତଙ୍କୀ ନୁହଁନ୍ତି’: ପୂଜା ଖେଡକରଙ୍କୁ ମିଳିଲା ଜାମିନ୍

ନୂଆଦିଲ୍ଲୀ: ଜାଲ୍ ସାର୍ଟିଫିକେଟ୍ ମାମଲାରେ ବହିଷ୍କୃତ ହୋଇଥିବା ତାଲିମପ୍ରାପ୍ତ ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ ତାଙ୍କୁ ଆଗୁଆ ଜାମିନ ପ୍ରଦାନ କରିଉନ୍ତି । ଜଷ୍ଟିସ୍ ବି.ଭି. ନାଗାରଥନା ଏହି ମାମଲାର ଶୂଣାରି କରି ପୂଜାଙ୍କୁ…

‘ଆମେ ଚୀନର ଚାର୍ଜର ଉପରେ ବିଶ୍ୱାସ କରୁନାହୁଁ, ପାକିସ୍ତାନ ମିସାଇଲ ଉପରେ ବିଶ୍ୱାସ କରୁଛି’

ନୂଆଦିଲ୍ଲୀ: "ପାକିସ୍ତାନ ପାଗଳ । ଆମେ ଚୀନର ଚାର୍ଜର ଉପରେ ବିଶ୍ୱାସ କରୁନାହୁଁ, ସେ ମିସାଇଲ ଉପରେ ବିଶ୍ୱାସ କରୁଛି । ଆମର ଝିଅମାନେ ଘରେ ପଶି ଆକ୍ରମଣ କଲେ, ଯଦି ସେମାନଙ୍କୁ ଆମ ପୁଅମାନଙ୍କ ସହିତ ମୁକାବିଲା କରିବାକୁ ପଡ଼େ ତେବେ କ'ଣ ହେବ?" ଏପରି କହି ପାକିସ୍ତାନକୁ କଟାକ୍ଷ କରିଛନ୍ତି…

ଚେତାବନୀ ଦେଲା ନାସା; ଆଗାମୀ ଦିନରେ ଦେଖାଦେବ ଏହି ସବୁ ଅସୁବିଧା…

ନୂଆଦିଲ୍ଲୀ: ଆଗାମୀ ଦିନରେ ସୌର ଗତିବିଧି ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ନାସା ଚେତାବନୀ ଦେଇଛି । ଏହି ସୌର ଝଡ଼ ଦ୍ବାରା ପୃଥିବୀରେ ସଂଚାର, ନାଭିଗେସନ୍ ସିଷ୍ଟମ ଏବଂ ଏପରିକି ପାୱାର ଗ୍ରୀଡକୁ ମଧ୍ୟ ବାଧାପ୍ରାପ୍ତ ହୋଇପାରେ । ନାସାର ସୋଲାର ଡାଇନାମିକ୍ସ ଅବଜରଭେଟୋରୀ ଦ୍ୱାରା କଏଦ…

ମୁର୍ଶିଦାବାଦ ହିଂସା;’ବାହରୁ ଲୋକ ଅରାଜକତା ପ୍ରସାର କରିବା ପାଇଁ ଆସିଥିଲେ’

କୋଲକତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୁର୍ଶିଦାବାଦ ହିଂସା ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ବାହାରୁ ଲୋକମାନେ ମୁର୍ଶିଦାବାଦକୁ ଅରାଜକତା ପ୍ରସାର କରିବା ପାଇଁ ଆସିଥିଲେ । ଏହି ଘଟଣାର ବିସ୍ତୃତ ତଦନ୍ତ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି । ସେ…

ଟ୍ରମ୍ପଙ୍କ ଗୋଲଡେନ୍ ଡୋମ୍…ରେଞ୍ଜରେ ପୂରା ଦୁନିଆ

ନୂଆଦିଲ୍ଲୀ: ଆମେରିକା ଏୟାରସ୍ପେସ୍ ହେବ ଅଭେଦ୍ୟ । ପ୍ରସ୍ତୁତ ହେବାକୁ ଯାଉଛି ଗୋଲଡେନ୍ ଡୋମ୍ । ବାଲିଷ୍ଟିକ୍, ହାଇପରସୋନିକ୍ ଓ କ୍ରୁଜ ମିସାଇଲକୁ କରିବ ନଷ୍ଟ । ରେଞ୍ଜରେ ପୂରା ଦୁନିଆ । ଆମେରିକା ତିଆରି କରିବ ବିଶ୍ବର ସବୁଠୁ ଶକ୍ତିଶାଳୀ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା, ଗୋଲଡେନ୍…

ପାକିସ୍ତାନରେ ପୁଣି କ୍ଷମତା ପରିବର୍ତ୍ତନ !

ନୂଆଦିଲ୍ଲୀ: ଭାରତଠୁ ମାତ୍ ଖାଇବା ପରେ ପାକିସ୍ତାନରେ ସ୍ଥିତି ଆଉଟ୍ ଅଫ କଣ୍ଟ୍ରୋଲ । ଅପରେସନ୍ ସିନ୍ଦୂରର ୪ଦିନରେ ହିଁ ପାକିସ୍ତାନ ଭାରତ ଆଗରେ ଆଣ୍ଠେଇଥିଲା । ଭାରତଠାରୁ ହାରିବା ପରେ ପାକିସ୍ତାନର ସେନାମୁଖ୍ୟ ଅସିମ ମୁନିରଙ୍କୁ ଫିଲଡ ମାର୍ସଲ ପଦକୁ ପ୍ରମୋସନ ମିଳିବା ଭିନ୍ନ ଦିଗକୁ ସଂକେତ…

ତୃତୀୟ ବିଶ୍ବଯୁଦ୍ଧ: ମାନଚିତ୍ରରୁ ଉଭେଇଯିବ ଏସବୁ ଦେଶ……

ନୂଆଦିଲ୍ଲୀଁ: ଲଗାତାର ଗତ କିଛି ବର୍ଷ ହେବ ୩ୟ ବିଶ୍ବ ଯୁଦ୍ଧ ନେଇ ଆଶଙ୍କା ପ୍ରକାଶ ପାଇଛି।  ସେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ହେଉ, କି ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଉତ୍ତେଜନା, କିମ୍ବା ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ, ଏହାକୁ ନେଇ ଲୋକମାନେ ତୃତୀୟ ବିଶ୍ୱଯୁଦ୍ଧର ନିଶ୍ଚିତ…

ବେଲୁଚିସ୍ତାନରେ ସ୍କୁଲ ବସ୍ ଉପରେ ଆତଙ୍କବାଦୀ ଆକ୍ରମଣ, ୪ ମୃତ, ୩୮ ଆହତ

କରାଚୀ: ପାକିସ୍ତାନର ବେଲୁଚିସ୍ତାନରେ ସ୍କୁଲ ବସ୍ ଉପରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛି । ଆତଙ୍କବାଦୀମାନେ ସ୍କୁଲ ବସ୍‌କୁ ଟାର୍ଗେଟ କରିଥିଲେ । ଏହି ଆକ୍ରମଣରେ ବସ୍‌ରେ ଥିବା ଚାରି ଜଣ ପିଲାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩୮ ଜଣ ଆହତ ହୋଇଛନ୍ତି । ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଏକ…