Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୨୦୨୮ ସୁଦ୍ଧା ଜର୍ମାନୀକୁ ଟପିବ ଭାରତ; ବନିବ ବିଶ୍ୱର ତୃତୀୟ ବୃହତ ଅର୍ଥନୀତି ବିଶିଷ୍ଟ ଦେଶ

ନୂଆଦିଲ୍ଲୀ: ୨୦୨୮ ସୁଦ୍ଧା ଜର୍ମାନୀକୁ ପଛରେ ପକାଇ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ବିଶିଷ୍ଟ ଦେଶ ହେବ ଭାରତ। ବିଶ୍ୱସ୍ତରୀୟ ଆର୍ଥିକ କମ୍ପାନୀ ମୋର୍ଗାନ୍ ଷ୍ଟାନଲି ଏକ ରିପୋର୍ଟରେ ଏହି ଦାବି କରିଛି। ରିପୋର୍ଟ ଅନୁଯାୟୀ, ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ୨୦୨୬ ସୁଦ୍ଧା ୪.୭…

ଉତ୍ତର ମାସିଡୋନିଆର ଏକ ନାଇଟ୍ କ୍ଲବରେ ଭୟଙ୍କର ଅଗ୍ନିକାଣ୍ଡ; ୫୧ ମୃତ, ୧୦୦ ଗୁରୁତର

ନୂଆଦିଲ୍ଲୀ: ଦକ୍ଷିଣ ୟୁରୋପୀୟ ଦେଶ ଉତ୍ତର ମାସିଡୋନିଆର ଏକ ନାଇଟ୍ କ୍ଲବରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଦୁର୍ଘଟଣାରେ ୫୧ ଜଣ ପୋଡ଼ି ମୃତ୍ୟୁବରଣ କରିଥିବା ବେଳେ ୧୦୦ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏନେଇ ଦେଶର ଗୃହ…

ପୁଣି ପାକିସ୍ତାନ ସେନା ଉପରେ ବିଏଲଏର ଆକ୍ରମଣ, ୯୦ ଯବାନ ସହିଦ

ନୂଆଦିଲ୍ଲୀ: ପାକିସ୍ତାନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଲାଣି ବିଏଲଏ । ପାକିସ୍ତାନ ଉପରେ ପୁଣି ବଡ ଧରଣର ଆକ୍ରମଣ କରିଛି ବିଏଲଏ । ବେଲୁଚିସ୍ତାନରେ ସେନା ଗାଡ଼ିକୁ ଟାର୍ଗେଟ କରାଯାଇଛି । ଆକ୍ରମଣରେ ୯୦ ଜଣ ପାକିସ୍ତାନୀ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଏନ-୪୦…

ଧରା ପଡିଲା ପାକିସ୍ତାନ ମିଛ! ୨୧୪ ପଣବନ୍ଦୀ ସେନାକୁ ହତ୍ୟା କରିଥିବା ନେଇ ମାନିଲା ବିଏଲଏ

ନୂଆଦିଲ୍ଲୀ: ପାକିସ୍ତାନ ଟ୍ରେନ ଅପହରଣ ମାମଲା । ସମସ୍ତ ୨୧୪ ପଣବନ୍ଦୀଙ୍କୁ ହତ୍ୟା କରିଥିବା ନେଇ ଦାବି କରିଛି ବିଏଲଏ । ବନ୍ଦୀ ଅଦଳ ବଦଳ ପାଇଁ ପାକିସ୍ତାନ ରାଜି ନ ହେବାରୁ ସମସ୍ତଙ୍କୁ ହତ୍ୟା କରିଛି ସ୍ଵିକାର କରିଛି ନିଜେ ବିଏଲଏ । ସେହିପରି ନିଜ ସଂଗଠନର ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ…

କର୍କଟ ରୋଗକୁ ବ୍ୟାପିବାରେ ରୋକିଥାଏ ଆସ୍ପିରନ୍? ଜାଣନ୍ତୁ କଣ କହୁଚି ରିସର୍ଚ୍ଚ..

ନୂଆଦିୀଲ୍ଲୀ: ବହୁ ଦିନ ଧରି ପେନ୍ କିଲର ଭାବରେ ଆସ୍ପିରିନ୍ ବ୍ୟବହୃତ ହୋଇଆସୁଛି । ନୂତନ ଗବେଷଣାରୁ ଜଣାପଡିଛି ଯେ ଏହି ଔଷଧ କର୍କଟ ରୋଗ ପାଇଁ ମଧ୍ୟ ବ୍ୟବହାର କରାଯାଇପାରିବ। ଏହା ପୂର୍ବରୁ ମଧ୍ୟ ଆସ୍ପିରିନର ବ୍ୟବହାର ଏବଂ କର୍କଟ ରୋଗ ନିବାରଣ ବିଷୟରେ ଜଣାପଡିଥିଲା । ଏହି ନୂତନ ଅଧ୍ୟୟନ…

ପୃଥିବୀ ଫେରିବେ ସୁନୀତା: ଆଇଏସଏସରେ ପ୍ରବେଶ କଲା କ୍ରୁ-୧୦ ଦଳ

ନୂଆଦିଲ୍ଲୀ: ଆଉ ମାତ୍ର ଦିନ କେଇଟା। ଦୀର୍ଘ ୯ ମାସର ଅବଧି ପରେ ଶେଷରେ ପୃଥିବୀ ଫେରିବେ ଭାରତୀୟ ବଂଶୋଦ୍ଭବ ତଥା ନାସା ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋର। ବହୁ ବାଧାବିଘ୍ନ ପରେ ପ୍ରାୟ ନଅ ମାସ ମହାକାଶରେ ରହିବା ପରେ ଶେଷରେ ପୃଥିବୀକୁ ଫେରିବେ। ତାଙ୍କ ବଦଳକାରୀ ଆଇଏସଏସ ଟିମ୍…

ଲାଲୁଙ୍କ ପୁଅ, ବିଧାୟକ ତେଜ ପ୍ରତାପ ଯାଦବଙ୍କୁ ଜରିମାନା

ପାଟଣା: ମହଙ୍ଗା ପଡିଲା ବିନା ହେଲମେଟରେ ଗାଡ଼ି ଚଳେଇବା। କାଲି ପୋଲିସଙ୍କୁ ଠୁମକା ଲଗାଇବାକୁ ଧମକ ଆଉ ଏବେ ଟ୍ରାଫିକ ନିୟମ ଭଙ୍ଗ, ରାଜନେତା ତାହା ପୁଣି ଜଣେ ବିଧାୟକ ହୋଇ ମଧ୍ୟ ଭାଙ୍ଗିଲେ ଟ୍ରାଫିକ ନିୟମ। ହେଲେ ନିସ୍ତାର ନାହିଁ, ଗଣିବାକୁ ପଡ଼ିବ ଠନ୍ ଠନ୍ ଗୋପାଳ। ଆରଜେଡି ନେତା ତଥା…

ଇତିହାସ ରଚିବ ଭାରତୀୟ ରେଳ! ବାଣିଜ୍ୟିକ ହାଇପରଲୁପ୍ କ’ଣ, ଏହା କିପରି କାମ କରିବ?

ନୂଆଦିୀଲ୍ଲୀ: ଭାରତରେ ପରିବହନ ବିପ୍ଳବ ଦିଗରେ ଆଉ ଏକ ଐତିହାସିକ ପଦକ୍ଷେପ ନିଆଯାଇଛି । ବନ୍ଦେ ଭାରତ ଟ୍ରେନର ସଫଳତା ପରେ, ଭାରତୀୟ ରେଳବାଇ ଏବେ ହାଇପରଲୁପ୍ ପ୍ରଯୁକ୍ତିବିଦ୍ୟା ଉପରେ କାମ କରୁଛି, ଯାହା ଭବିଷ୍ୟତର ଦ୍ରୁତ, ସ୍ଥାୟୀ ଏବଂ ସ୍ମାର୍ଟ ପରିବହନ ବ୍ୟବସ୍ଥାର ଆଧାର ହେବ । ଏନେଇ…

ବଦଳିଲା ନିୟମ, ଏଣିକି ଆଧାର କାର୍ଡ ସହ ଯୋଡିହେବ ଭୋଟର୍ କାର୍ଡ

ନୂଆଦିଲ୍ଲୀ: ଥରକୁ ଥର ବଦଳୁଛି ସରକାରଙ୍କ ନିୟମ । ପୂର୍ବରୁ ପାନ୍ କାର୍ଡ ସହ ଆଧାର କାର୍ଡ ଲିଙ୍କ ହୋଇଥିବା ବେଳେ ଏବେ ଭୋଟର କାର୍ଡ ସହ ମଧ୍ୟ ଆଧାର କାର୍ଡକୁ ଲିଙ୍କ୍ କରାଯିବ । ଏଥିପାଇଁ ନିର୍ବାଚନ କମିଶନ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏନେଇ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର…

ଅସୁସ୍ଥ ଏଆର ରେହମାନ୍: ଚେନ୍ନାଇ ହସ୍ପିଟାଲରେ ଭର୍ତ୍ତି 

ଚେନ୍ନାଇ: ବିଗିଡ଼ିଲା ଏଆର ରେହମାନଙ୍କ ସ୍ବାସ୍ଥ୍ୟ: ହସ୍ପିଟାଲରେ ହେଲେ ଭର୍ତ୍ତି। ଓସ୍କାର ବିଜେତା ସଙ୍ଗୀତଜ୍ଞ ତଥା କଣ୍ଠଶିଳ୍ପୀ ଏଆର ରେହମାନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର…