Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଶତ୍ରୁ ଦେଶରେ ଗୁପ୍ତଚର ଧରାପଡିଲେ ତାଙ୍କ ସହ କ’ଣ ହୁଏ?

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରଠୁ ଭାରତର ଗୁଇନ୍ଦା ସଂସ୍ଥାର ସ୍କାନରରେ ରହିଛନ୍ତି ପାକିସ୍ତାନୀ ଗୁପ୍ତଚର । ଦେଶରେ ରହି ଶତ୍ରୁ ଦେଶକୁ ଗୁପ୍ତ ସୂଚନା ଦେଉଥିବା ବ୍ୟକ୍ତିବିଶେଷଙ୍କୁ ଧରିବାକୁ ଉଦ୍ୟମ ହେଉଛି । ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କ ସମେତ ପାକିସ୍ତାନ ପାଇଁ ଗୁପ୍ତଚରୀ…

ଆତଙ୍କୀଙ୍କୁ ଶରଣ ଦେଉଥିବା ପାକିସ୍ତାନରେ ଉତ୍କଟ ଖାଦ୍ୟ ସଂକଟ

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କୁ ବର୍ଷ ବର୍ଷ ଧରି ନିଜ ଦେଶରେ ଶରଣ ଦେଉଛି ପାକିସ୍ତାନ । ଅପରେସନ୍ ସିନ୍ଦୂରରେ ପାକିସ୍ତାନର ଆତଙ୍କୀ ଅଡ୍ଡାକୁ ଟାର୍ଗେଟ୍ କରିଥିଲା ଭାରତ । ଏହା ପୂର୍ବରୁ ପାକିସ୍ତାନ ସହ ସିନ୍ଧୁ ନଦୀ ଜଳ ଚୁକ୍ତି ରଦ୍ଦ କରିବା ସହ ବାଣିଜ୍ୟ ବନ୍ଦ କରିଥିଲା ଭାରତ । ଦୀର୍ଘ ଦିନ ଧରି…

୨ଟି ଟ୍ରେନର ଲାଇନଚ୍ୟୁତ ଷଡଯନ୍ତ୍ର ବିଫଳ; ଲୋକପାଇଲଟଙ୍କ ଉପସ୍ଥିତ ବୁଦ୍ଧି ବଞ୍ଚାଇଲା ଅନେକ ଜୀବନ

ଲକ୍ଷ୍ନୌ : ଦୁଇଟି ଟ୍ରେନକୁ ଲାଇନଚ୍ୟୁତ କରିବାର ଷଡଯନ୍ତ୍ର ବିଫଳ ହୋଇଛି। ରାଜଧାନୀ ଏକ୍ସପ୍ରେସ ଏବଂ ଲକ୍ଷ୍ନୌ- କାଠଗୋଦାମ ଏକ୍ସପ୍ରେସକୁ ଟାର୍ଗେଟ କରାଯାଇଥିଲା । ଉତ୍ତର ପ୍ରଦେଶର ହରଦୋଇ ଜିଲ୍ଲାରେ ଦୁର୍ବୃତ୍ତମାନଙ୍କ ଦ୍ବାରା ଟ୍ରେନକୁ ଲାଇନଚ୍ୟୁତ କରିବା ପାଇଁ କରାଯାଇଥିଲା ଷଡଯନ୍ତ୍ର ।…

ପୁଣି ଫେରିଲା କୋଭିଡ୍ ଡର, ଦେଶରେ ୨୫୭ କୋଭିଡ୍ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ପୁଣି ଫେରିଲା କରୋନା ଡର। ମୁମ୍ବାଇର KEM ହସ୍ପିଟାଲ୍‌ରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ୨ ମୃତକ ଗୁରୁତର ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ଥିଲେ। ଅନ୍ୟପଟେ ସିଙ୍ଗାପୁର, ହଂକଂରେ ପୁଣିଥରେ କୋଭିଡ୍ ମାମଲା ବୃଦ୍ଧି ପାଉଥିବାରୁ ଏନେଇ ବଢୁଛି ଭୟ! ସ୍ଥିତି ଉପରେ…

ପାକିସ୍ତାନ ପାଇଁ ଗୁଇନ୍ଦାଗିରି ମାମଲା: ବଢ଼ୁଛି ଗିରଫଦାରୀ ସଂଖ୍ୟା

ନୂଆଦିଲ୍ଲୀ: ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ଗତ ଦୁଇ ସପ୍ତାହ ମଧ୍ୟରେ ପଞ୍ଜାବ, ହରିୟାଣା ଏବଂ ଉତ୍ତର ପ୍ରଦେଶରୁ ଜଣେ ୟୁଟୁବର ସମେତ ଅତି କମରେ ୧୨ ଜଣଙ୍କୁ ଗିରଫ କରାଯାଇଛି। ତଦନ୍ତରୁ ଜଣାପଡିଛି ଯେ ସେମାନେ ଉତ୍ତର ଭାରତରେ ସକ୍ରିୟ ଥିବା ପଡ଼ୋଶୀ ଦେଶ ସହିତ ଜଡିତ ଏକ ଗୁପ୍ତଚର…

ଏଣିକି ସାବାଡ ହେବେ ସାଇବର ଅପରାଧୀ; ରୁଜୁ ହେବ ଇ-ଜିରୋ ଏଫଆଇଆର

ନୂଆଦିଲ୍ଲୀ: ଏଣିକି ସାବାଡ ହେବେ ସାଇବର ଅପରାଧୀ। ସାଇବର ଅପରାଧୀଙ୍କୁ ଧରିବା ପାଇଁ ଏକ ନୂତନ ଇ-ଜିରୋ ଏଫଆଇଆର ପଦକ୍ଷେପ ଆରମ୍ଭ ହୋଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର (I4C)…

ସର୍ଜିକାଲ୍ ଷ୍ଟ୍ରାଇକ୍ ଅପେକ୍ଷା ‘ଅପରେସନ୍ ସିନ୍ଦୂର’ ସମୟରେ, ହିନ୍ଦୀ ଖବର ଦର୍ଶକଙ୍କ ସଂଖ୍ୟା ଅଧିକ

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣର ପ୍ରତିଶୋଧ ସ୍ବରୂପ ଭାରତୀୟ ସେନା ପକ୍ଷରୁ ହୋଇଥିବା 'ଅପରେସନ୍ ସିନ୍ଦୂର'କୁ ସମସ୍ତେ ପ୍ରଶଂସା କରିଛନ୍ତି । ଅପରେସନ ସିନ୍ଦୂର ଅଧୀନରେ, ଭାରତୀୟ ସେନା ପାକିସ୍ତାନରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଥିଲା । ଏହା ସହିତ, ବହୁ ସଂଖ୍ୟକ ଆତଙ୍କବାଦୀ ନିହତ…

ତୁର୍କୀକୁ ନିଜର ସୀମା ଦେଖାଇଲା ଭାରତ, କେବେ ଭାବିନଥିବ ଏମିତି କରିପାରେ ମୋଦି ସରକାର

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ତୁର୍କୀ ଶତ୍ରୁଦେଶକୁ ଖୋଲାଖୋଲି ସମର୍ଥନ କରିଥିଲା। ଏହାର ପ୍ରତିକ୍ରିୟା ସ୍ୱରୂପ ଭାରତୀୟ ବ୍ୟବସାୟୀ, ଗ୍ରାହକ ଓ କମ୍ପାନୀଗୁଡ଼ିକ ତୁର୍କୀର ବିଭିନ୍ନ ଉତ୍ପାଦକୁ ବୟକଟ ବା ବର୍ଜନ କରିବା ଆରମ୍ଭ କରିଛନ୍ତି। ଏୟାରପୋର୍ଟରେ…

ଦେଶରେ ୮ କୋଟି ଟ୍ରାଫିକ୍ ଚାଲାଣରେ ଆଦାୟ ହୋଇଛି ୧୨,୦୦୦ କୋଟି ଟଙ୍କାରୁ ଅଧିକ ଜରିମାନା

ନୂଆଦିଲ୍ଲୀ: ଦେଶରେ ଟ୍ରାଫିକ୍ ବ୍ୟବସ୍ଥାକୁ ସୁଗମ କରିବା ପାଇଁ, ପରିବହନ ବିଭାଗ ଏବଂ ଟ୍ରାଫିକ୍ ପୋଲିସ ନିରନ୍ତର ନୂତନ ନିୟମ ଏବଂ ଆଇନ କାର୍ଯ୍ୟକାରୀ କରୁଛନ୍ତି । ଲୋକମାନେ ଯେପରି ଟ୍ରାଫିକ୍ ନିୟମ ଭଙ୍ଗ ନ କରନ୍ତି, ସେଥିପାଇଁ ଟ୍ରାଫିକ୍ ଜରିମାନା ମଧ୍ୟ ବହୁ ପରିମାଣରେ ବୃଦ୍ଧି କରାଯାଉଛି ।…

୨ ଘଣ୍ଟା ପୁଟିନ୍ ଟ୍ରମ୍ପ ଫୋନରେ କଥାବାର୍ତ୍ତା, ଆଉ ଏମିତି ଘୋଷଣା ସମସ୍ତେ ଚମକିଲେ…

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଘୋଷଣା କରିଛନ୍ତି ଯେ, ସେ ୟୁକ୍ରେନ୍‌ ସହ ଚାଲିଥିବା ସଂଘର୍ଷର ଅନ୍ତ ଘଟାଇବାକୁ ଚାହୁଁଛନ୍ତି । ଏଥିପାଇଁ ସେ ୟୁକ୍ରେନର ସହଯୋଗ ମଧ୍ୟ ଚାହୁଁଛନ୍ତି । ଏହି ଘୋଷଣା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଦୁଇ ଘଣ୍ଟାର ଫୋନ୍‌…