Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସେନା-ଆତଙ୍କୀ ଗୁଳି ବିନିମୟ, ଟଳିଲେ ୨ ଆତଙ୍କବାଦୀ

ଶ୍ରୀନଗର: ଜମ୍ମୁ-କାଶ୍ମୀର ବାରମୁଲାରେ ସେନା-ଆତଙ୍କୀ ଗୁଳି ବିନିମୟ। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ଆତଙ୍କବାଦୀ। ଆତଙ୍କୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡକଲେ ସୁରକ୍ଷାକର୍ମୀ। ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଜବତ ହୋଇଛି। ସୀମାନ୍ତରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ୍…

ସାମ୍ନାକୁ ଆସିଲା ଜମ୍ମୁ-କଶ୍ମୀର ଆତଙ୍କୀର ପ୍ରଥମ ଫଟୋ; ସେପଟେ, ମୃତ୍ୟୁ ସଂଖ୍ୟା ୨୯କୁ ବୃଦ୍ଧି

ଶ୍ରୀନଗର: ଜମ୍ମୁ କଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସାମିଲ ଥିବା ଆକ୍ରମଣକାରୀଙ୍କ ପ୍ରଥମ ଫଟୋ ସାମ୍ନାକୁ ଆସିଛି । ଏହି ଫଟୋଟି ଘଟଣାସ୍ଥଳର । ଯେଉଁଥିରେ ଆକ୍ରମଣକାରୀ ହାତରେ ଏକ ବନ୍ଧୁକ ଧରିଛନ୍ତି । ଯଦିଓ ଏହି ଫଟୋଟି ପଛରୁ ଉଠାଯାଇଛି । ଏପରି ପରିସ୍ଥିତିରେ ଆତଙ୍କବାଦୀର ମୁହଁ…

ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଆଜି କଶ୍ମୀର ବନ୍ଦ ଡାକରା

ଶ୍ରୀନଗର; ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଦେଶକୁ ଥରାଇ ଦେଇଛି । ଆତଙ୍କବାଦୀମାନେ ନିରୀହ ଲୋକଙ୍କୁ ଗୁଳି କରି ହତ୍ୟା କଲେ । ଛୁଟି କାଟିବାକୁ ଯାଇଥିବା ପରିବାର ଲୋକଙ୍କ ସମ୍ମୁଖରେ ସେମାନଙ୍କ ପ୍ରିୟଜନଙ୍କୁ ହତ୍ୟା କରାଯାଇଥିଲା । ଏହି ଆକ୍ରମଣ ପରେ ଦେଶର ଲୋକଙ୍କ…

ଜମ୍ମୁ-କାଶ୍ମୀର ଆତଙ୍କୀ ହମ୍‌ଲା ପରେ ହାଇଆଲର୍ଟରେ ଦିଲ୍ଲୀ ଓ ମୁମ୍ବାଇ

ନୂଆଦିଲ୍ଲୀ: ମଙ୍ଗଳବାର ଅପରାହ୍ନରେ ଜମ୍ମୁ କଶ୍ମୀର ପହଲଗାମରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କୁ ଗୁଳି କରିଛନ୍ତି । ଯେଉଁଥିରେ ୨୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୧୨ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ରହିଛନ୍ତି ଦୁଇ ଜଣ ବିଦେଶୀ ପର୍ଯ୍ୟଟକ ଓ ତିନି ଜଣ ସ୍ଥାନୀୟବାସିନ୍ଦା ରହିଛନ୍ତି । ଏହି…

ପହଲଗାମ ଆକ୍ରମଣ ଘଟଣାକୁ ଦୃଢ ନିନ୍ଦା କଲେ ଏହି ଦୁଇ ଦେଶର ରାଷ୍ଟ୍ରପତି

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀର ପହଲଗାମରେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରି ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ଘଟଣାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୃଢ ନିନ୍ଦା କରିଛନ୍ତି । ଟ୍ରମ୍ପ କହିଛନ୍ତି, କଶ୍ମୀରରୁ ଆସିଥିବା ଖବର ଅତ୍ୟନ୍ତ ବିଚଳିତ କରୁଛି । ଯୁକ୍ତରାଷ୍ଟ୍ର…

ପହଲଗାମ୍‌ ଆତଙ୍କୀ ହମଲା ନେଇ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ପହଲଗାମରେ ମଙ୍ଗଳବାର ଅପରାହ୍ନରେ ଆତଙ୍କବାଦୀ ହମଲା ନେଇ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ । ସାଉଦି ଆରବ ଗସ୍ତ ଅଧାରେ ଛାଡି ମଧ୍ୟରାତ୍ରିରେ ଦିଲ୍ଲୀରେ ପହଞ୍ଚିବା ପରେ ଆଜି ସକାଳୁ ପାଲମ ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ବୈଠକ କରିଛନ୍ତି । ବୈଠକରେ…

ମଧ୍ୟରାତ୍ରିରେ ଭାରତ ଫେରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି; ପହଞ୍ଚିବା ମାତ୍ରେ ସିସିଏସ ବୈଠକ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ପହଲଗାମରେ ମଙ୍ଗଳବାର ଅପରାହ୍ନରେ ଆତଙ୍କବାଦୀଙ୍କ ଗୁଳିରେ ୨୬ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନେକ ଆହତ ଅଛନ୍ତି । ଏତେ ବଡ଼ ଆତଙ୍କବାଦୀ ଆକ୍ରମଣ ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ସାଉଦି ଆରବ ଗସ୍ତ ଅଧାରେ ଛାଡି ମଧ୍ୟରାତ୍ରିରେ ଭାରତ…

ଆତଙ୍କବାଦୀ ଆକ୍ରମଣ ବିରୋଧରେ ଜମ୍ମୁ ଓ କାଶ୍ମୀର ବନ୍ଦ ଡାକରା, ସହଯୋଗ କରିବାକୁ ଅନୁରୋଧ କଲେ ମହବୁବା

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ପରେ ବନ୍ଦ ଡାକରା ଦେଇଛି ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (ପିଡିପି)। ଦକ୍ଷିଣ କାଶ୍ମୀରର ପହଲଗାମରେ ଭୟଙ୍କର ଆତଙ୍କବାଦୀ ହମଲାରେ ୨୬ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାର ତୀବ୍ର ନିନ୍ଦା କରି ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (ପିଡିପି)…

ପହଲଗାମ ଆତଙ୍କବାଦୀ ଆକ୍ରମଣ ପଛରେ ଟିଆରଏଫ ଆତଙ୍କବାଦୀ ସଂଗଠନ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ(ଟିଆରଏଫ ) ନିଜକୁ ଦାୟୀ କରିଛି। ଟିଆରଏଫ ନାମରେ ଜଣାଶୁଣା ଏହି ସଂଗଠନ କହିଛି ଯେ, ଉପତ୍ୟକାରେ ଏପରି ଆକ୍ରମଣ ଜାରି ରହିବ। ଜମ୍ମୁ କାଶ୍ମୀରର ପହଲଗାମରେ ମଙ୍ଗଳବାର ଅପରାହ୍ନରେ…

ଯାଅ ମୋଦିଙ୍କୁ କହିବ; କାଶ୍ମୀରରେ ମୃତକଙ୍କ ପତ୍ନୀଙ୍କୁ କହିଲେ ଆତଙ୍କବାଦୀ

ଶ୍ରୀନଗର: ଜମ୍ମୁ କାଶ୍ମୀରର ପହଲଗାମରେ ମଙ୍ଗଳବାର ଅପରାହ୍ନରେ ଆତଙ୍କବାଦୀଙ୍କ ଗୁଳିରେ ୨୬ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ କର୍ଣ୍ଣାଟକର ଶିବମୋଗାର ମଞ୍ଜୁନାଥ ରହିଛନ୍ତି। ଆତଙ୍କବାଦୀ ଆକ୍ରମଣ ସମୟରେ ସେ ତାଙ୍କ ପତ୍ନୀ ପଲ୍ଲବୀ ଏବଂ ପୁଅ ସହିତ ଜମ୍ମୁ କାଶ୍ମୀରରେ ଛୁଟି…