Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଫେରିବେ ସୁନୀତା: ଆଇଏସଏସ ଗଲା କ୍ରୁ-୧୦ ମିଶନ 

ନୂଆଦିଲ୍ଲୀ: ଅପେକ୍ଷାର ଘଟିଲା ଅନ୍ତ। ଶେଷରେ ବହୁ ପ୍ରତୀକ୍ଷା ପରେ ଘର ବାହୁଡ଼ିବେ ସୁନୀତା। ଶୁକ୍ରବାର ନାସା ଏବଂ ଏଲୋନ ମସ୍କଙ୍କ ସ୍ପେସଏକ୍ସ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS) କୁ ଏକ ନୂଆ ଦଳ ପଠାଇଛି। ଯାହା ନଅ ମାସ ଧରି ଫସି ରହିଥିବା ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ୍…

ଗୁଜୁରାଟରେ ହିଟ୍ ଆଣ୍ଡ୍ ରନ୍ ମାମଲା; ଗାଡ଼ିରେ ଆସି ଚାପି ଦେଲେ… 

ବଡୋଦରା: ଗୁଜୁରାଟର ବଡୋଦରାରେ ଏକ ହିଟ୍ ଆଣ୍ଡ୍ ରନ୍ ମାମଲା ଘଟିଯାଇଛି। ଜଣେ ୨୩ ବର୍ଷୀୟ ଆଇନ ଛାତ୍ରଙ୍କ ଗାଡି଼ ତଳେ ଆସି ଜଣେ ମହିଳାଙ୍କ ନିର୍ମମ ହତ୍ୟା ଘଟଣା ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। କରେଲିବାଗ ଅଞ୍ଚଳର ମୁକ୍ତାନନ୍ଦ ଛକ ନିକଟରେ ରାତି ପ୍ରାୟ ୧୨.୩୦…

ଆମେରିକା ବିମାନରେ ନିଆଁ; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ୱାଶିଂଟନ: କଲୋରାଡୋର ଡେନଭର ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ପରେ ଏକ ଆମେରିକୀୟ ଏୟାରଲାଇନ୍ସ ଜେଟ୍‌ରେ ନିଆଁ ଲାଗି ଯାଇଥିବା ଦେଖିବାକୁ ମିଳିଛି। ଏହି ବିମାନରେ ୧୭୦ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କ ସହ କ୍ରୁ ମେମ୍ବର ମଧ୍ଯ ସାମିଲ ଥିଲେ। ଏୟାରଲାଇନ୍ସ ଏବଂ ଆମେରିକା ଫେଡେରାଲ୍…

ଭାରତ ବିରୋଧରେ ପାକିସ୍ତାନର ଗମ୍ଭୀର ଆରୋପ: ଦିଲ୍ଲୀରୁ ହେଉଛି ଟ୍ରେନ ହାଇଜାକ୍ ପ୍ଲାନିଂ

ଇସଲାମାବାଦ: ପାକିସ୍ତାନର ବଲୁଚିସ୍ତାନରେ ଜାଫର ଏକ୍ସପ୍ରେସ ଟ୍ରେନ ଉପରେ ଆକ୍ରମଣ ଘଟଣାକୁ ନେଇ ପାକିସ୍ତାନ ସେନା ଭାରତ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଛି। ଡିଜି ଆଇଏସ୍‌ପିଆର ଲେଫ୍ଟନାଣ୍ଟ ଜେନେରାଲ ଅହମଦ ସରିଫ ଚୌଧରୀ କହିଛନ୍ତି ଯେ ବଲୁଚିସ୍ତାନରେ ଆତଙ୍କବାଦ ପାଇଁ ସମସ୍ତ ପାଣ୍ଠି ଭାରତରୁ…

କାନାଡାର ୨୪ତମ ପ୍ରଧାନମନ୍ତ୍ରୀ ହେଲେ ମାର୍କ କାର୍ନି 

ଓଟାୱା: କାନାଡାର ୨୪ତମ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ମାର୍କ କାର୍ନି। ଆମେରିକା ସହିତ ସମ୍ପର୍କ ଖରାପ ହେଉଥିବା ବେଳେ ସେ କାନାଡାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ୨୦୧୫ ମସିହାରୁ କାନାଡାର ପ୍ରଧାନମନ୍ତ୍ରୀ ଥିବା ଜଷ୍ଟିନ୍ ଟ୍ରୁଡୋଙ୍କ ସ୍ଥାନ ନେଇଛନ୍ତି। ଉଲ୍ଲେଖଯୋଗ୍ୟ,…

ରଙ୍ଗର ପର୍ବ ହୋଲି; ଉତ୍ସବମୁଖର ସାରା ଦେଶ

ଭୁବନେଶ୍ବର: ଆଜି ରଙ୍ଗର ପର୍ବ ହୋଲି। ବସନ୍ତ ଋତୁରେ ଫଗୁଣ ମାସରେ ପୂର୍ଣ୍ଣମୀ ତିଥିରେ ଏହି ପର୍ବ ପାଳନ ହୁଏ । ଗାଁ ଠୁ ସହର ସବୁଠି ଉତ୍ସବମୁଖର ପରିବେଶ । ପରସ୍ପରକୁ ରଙ୍ଗ ଲଗାଇ ହୋଲିର ଶୁଭକାମନା ଜଣାଉଛନ୍ତି ସମସ୍ତେ । କିଏ କାହାକୁ ପିଚକାରୀ ଧରି ରଙ୍ଗ ମାରୁଛି ତ ପୁଣି କିଏ ଅବିରରେ…

ମଦ୍ୟପାନ ଛାଡି ଥିବା ବ୍ୟକ୍ତିଙ୍କ ମଧ୍ୟରେ ଭଲ କୋଲେଷ୍ଟ୍ରଲର ସ୍ତର କମ ଥାଏ: ରିସର୍ଚ

ନୂଆଦିଲ୍ଲୀ: ଏକ ରିସର୍ଚରେ ଜଣାପଡିଛି ଯେ, ମଦ୍ୟପାନ ଛାଡିଥିବା ଲୋକଙ୍କଠାରେ କୋଲେଷ୍ଟ୍ରଲ୍ ସ୍ତର ବୃଦ୍ଧି ପାଏ । ଜାପାନରେ 10 ବର୍ଷ ଧରି ଲୋକଙ୍କ ଜୀବନଶୈଳୀ ଉପରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ଯେଉଁମାନେ ମଦ୍ୟପାନ ଛାଡ଼ି ଦେଇଥିଲେ ସେମାନଙ୍କ ମଧ୍ୟରେ LDL କିମ୍ବା ଖରାପ…

ଭାରତରେ ଷ୍ଟାରଲିଙ୍କ ପ୍ରବେଶ ପାଇଁ ସରକାର ରଖିଲେ ବଡ ସର୍ତ୍ତ

ନୂଆଦିଲ୍ଲୀ: ଭାରତରେ ଷ୍ଟାରଲିଙ୍କ ପ୍ରବେଶ ପାଇଁ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ସର୍ତ୍ତ ରଖିଛି । କେନ୍ଦ୍ର ସରକାର ଏଲୋନ ମସ୍କଙ୍କ ସାଟେଲାଇଟ୍ ଭେଞ୍ଚର ଷ୍ଟାରଲିଙ୍କକୁ ଭାରତରେ ଏକ ନିୟନ୍ତ୍ରଣ କେନ୍ଦ୍ର ସ୍ଥାପନ କରିବାକୁ କହିଛନ୍ତି ଯାହା ଦ୍ଵାରା ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଆବଶ୍ୟକ ହେଲେ…

୩୬ ଘଣ୍ଟାର ଆତଙ୍କ !ଆଖି ଆଗରେ ଟଳି ପଡୁଛନ୍ତି ଜଣକ ପରେ ଜଣେ

ନୂଆଦିଲ୍ଲୀ:୩୬ ଘଣ୍ଟାର ହାଇଜାକ୍ ଘଟଣା। ଜାଫର ଏକ୍ସପ୍ରେସକୁ ହାଇଜାକ୍ କରିନେଇ ସାରା ପାକିସ୍ତାନକୁ ଟେନସନରେ ପକାଇଦେଲା ବଲୁଚ୍‌ ଲିବରେସନ ଆର୍ମି । ପାକିସ୍ତାନ ସେନା ନାକେଦମ ହୋଇ ରେସ୍‌କ୍ୟୁ ଅପରେସନ ଆରମ୍ଭ କଲା । ଶେଷରେ ଘୋଷଣା କଲା ଯେ ସମସ୍ତ ୩୩ ଜଣ ବଲୁଚ୍‌ ଆତଙ୍କବାଦୀଙ୍କୁ ମାରି ୧୫୦…

ରୁଷିଆ-ୟୁକ୍ରେନ ଯୁଦ୍ଧରେ ମୋଦିଙ୍କ ହସ୍ତକ୍ଷେପ, ଧନ୍ୟବାଦ ଜଣାଇଲେ ପୁଟିନ୍

ନୂଆଦିଲ୍ଲୀ:ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ଧନ୍ୟବାଦ ଦେଲେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ । ରୁଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ ପାଇଁ ଟ୍ରମ୍ପ ପଦକ୍ଷେପ ନେଇଥିବା ବେଳେ ପ୍ରଥମରୁ ଭାରତ ଏହା ଦାବି…