Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସନରାଇଜର୍ସ ହାଇଦ୍ରାବାଦ ଟିମ୍ ରହୁଥିବା ହୋଟେଲରେ ଅଗ୍ନିକାଣ୍ଡ 

ହାଇଦ୍ରାବାଦ: ସନରାଇଜର୍ସ ହାଇଦ୍ରାବାଦ ଏପର୍ଯ୍ୟନ୍ତ ଆଇପିଏଲ ୨୦୨୫ରେ ନିରାଶାଜନକ ପ୍ରଦର୍ଶନ କରିଛି। ଦଳର ଆଗାମୀ ମ୍ୟାଚ୍ ଏପ୍ରିଲ ୧୭ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ହେବ। ସୂଚନା ଅନୁସାରେ ସୋମବାର ସକାଳେ ହାଇଦ୍ରାବାଦର ଟିମ୍ ରହୁଥିବା ହୋଟେଲରେ ଅଗ୍ନିକାଣ୍ଡ ଘଟିଥିଲା। ସମସ୍ତ ଖେଳାଳି…

‘ଯଦି କେଜ୍ରିୱାଲଙ୍କୁ ଗିରଫ କରାଯାଇପାରୁଛି, ତେବେ ରାହୁଲଙ୍କୁ କାହିଁକି ନୁହଁ?’

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର ମୁଖ୍ୟ ରାଷ୍ଟ୍ରୀୟ ମୁଖପାତ୍ର ପ୍ରିୟଙ୍କା କକ୍କଡ ବିଜେପିକୁ ଟାର୍ଗେଟ୍ କରିଛନ୍ତି । ସେ ନ୍ୟାସନାଲ ହେରାଲ୍ଡ ମାମଲାକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରିଥିଲେ । ମୁଖପାତ୍ର କହିଛନ୍ତି ଯେ, ଯେତେବେଳେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ…

ଉଦଘାଟନର ୩ ଦିନ ମଧ୍ୟରେ ସେତୁରେ ଫାଟ; ପାଣିରେ ପଡ଼ିଲା ୩୮୩୧ କୋଟି ଟଙ୍କା

ପାଟନା: ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିହାରର ରାଜଧାନୀ ପାଟନାରେ ୩ ଦିନ ପୂର୍ବରୁ ଜେପି ଗଙ୍ଗା ପଥ ସେତୁର ଉଦଘାଟନ କରିଥିଲେ। ଏହାରି ମଧ୍ୟରେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେତୁରେ ଫାଟ ହୋଇଥିବା ଦେଖାଯାଉଛି। ତେବେ ଏହି ସେତୁ ନିର୍ମାଣରେ ୩୮୩୧ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା…

ମଣିଷ ଶରୀରରେ ଘୁଷୁରୀ କିଡନୀ, ୧୩୦ ଦିନ ବଞ୍ଚିଲେ ମହିଳା

ନୂଆଦିଲ୍ଲୀ: କିଡନୀ ପ୍ରତିରୋପଣ ଏବେ ସାମାନ୍ୟ ଅସ୍ତ୍ରୋପଚାର । ଅନେକ ମହିଳା ଏବଂ ପୁରୁଷଙ୍କ କିଡନୀ ଏବେ ସଫଳ ଭାବେ ପ୍ରତିରୋପଣ କରାଯାଉଛି । ଯାହା ଦ୍ବାରା ସେମାନେ ବେଶ୍ କିଛି ଦିନ ଏକ ସୁସ୍ଥମୟ ଜୀବନ ବଞ୍ଚୁଛନ୍ତି । ହେଲେ କିଡନୀ ପ୍ରତିରୋପଣ ସମୟରେ ଏହାର  ସୁସ୍ଥତା ଯାଞ୍ଚ କରିବା ଏବଂ…

ବାଂଲାଦେଶ ବଢାଇଲା ଭାରତର ଚିନ୍ତା

ନୂଆଦିଲ୍ଲୀ: ଚୀନ୍ ଓ ପାକିସ୍ତାନର ନିକଟତର ହେଉଛି ବାଂଲାଦେଶ । ଭାରତ ପାଇଁ ବିଛାଉଛି କଣ୍ଟା ! ଭାରତ ବିରୋଧୀ ମନୋବୃତି ଦେଖାଉଛି ବାଂଲାଦେଶ । ନିକଟରେ ଚୀନ୍ ଗସ୍ତରେ ଥିବା ବେଳେ ଭାରତ ବିରୋଧୀ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିଲେ ବାଂଲାଦେଶ ଅନ୍ତରୀଣ ସରକାରର ମୁଖ୍ୟ ପରାମର୍ଶଦାତା ମହମ୍ମଦ…

ପାକିସ୍ତାନ ମନରୁ ଯାଇନି ଜାଫର ଏକ୍ସପ୍ରେସ୍ ହାଇଜାକ୍ ଘଟଣା, ରାତି ହେଲେ ବନ୍ଦ ହୋଇଯାଉଛି ଟ୍ରେନ୍ ଚଳାଚଳ

ନୂଆଦିଲ୍ଲୀ: ପାକିସ୍ତାନକୁ ଏବେ ବି ରହିଛି ବେଲୁଚ ଲିବରେସନ୍ ଆର୍ମି ବା ବିଏଲଏ ପ୍ରତି ଭୟ। ପାକିସ୍ତାନ ମନରୁ ଯାଇନି ଜାଫର ଏକ୍ସପ୍ରେସ୍ ହାଇଜାକ୍ ଘଟଣା। ସେଥିପାଇଁ ବେଲୁଚିସ୍ତାନ ଯାତ୍ରା କରୁଥିବା ଟ୍ରେନ୍‌କୁ ରାତି ହେବା ଆଗରୁ ଅଧାବାଟରେ ଅଟକାଇ ଦିଆଯାଉଛି। ରବିବାର କରାଚୀରୁ କ୍ବେଟାକୁ…

ଲକ୍ଷେ ୩୦ ଡେଇଁବ ସୁନା ଦର!

ନୂଆଦିଲ୍ଲୀ: ଦାଉ ସାଧୁଛି ସୁନା ଦର । ୫ ଦିନରେ ବଢିଲାଣି ୫ ହଜାର । ଏବେ ଲକ୍ଷେ ମୁହାଁ ଆଗେଇଛି । ସୁନା ଦର ଏବେ ୯୫ ହଜାର ଡେଇଁଥିବା ବେଳେ ପୁଣି ଗ୍ରାହକଙ୍କୁ ଦେବାକୁ ଯାଉଛି ବଡ ଝଟକା । ଲଗାତାର ୫ ଦିନ ସୁନା ଦର ବଢୁଥିବା ବେଳେ ଆଜି ସାମନ୍ୟ ହ୍ରାସ ପରିଲକ୍ଷିତ ହୋଇଥିଲା । ହେଲେ ପୁଣି…

ମ୍ୟାଚରେ ଶତକ କରିଥିବାରୁ ଖେଳାଳିଙ୍କୁ ହେଆର୍ ଡ୍ରାୟର ଦେଲା ପାକିସ୍ତାନ

କରାଚି: ପାକିସ୍ତାନ ସୁପର ଲିଗ୍ (ପିଏସ୍ଏଲ୍) ୨୦୨୫ରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। କରାଚି କିଙ୍ଗସ୍ ବ୍ୟାଟସମ୍ୟାନ୍ ଜେମ୍ସ ଭିନ୍ସଙ୍କୁ ତାଙ୍କର ଚମତ୍କାର ଶତକ ପାଇଁ 'ହେୟାର ଡ୍ରାୟର'ରେ ପୁରସ୍କୃତ କରାଯାଇଥିଲା। ଏଭଳି ଅଜବ ପୁରସ୍କାର ପାଇଁ ସୋସିଆଲ ମିଡିଆରେ କରାଚି…

ମଝି ସମୁଦ୍ରରେ ନିଶା କାରବାର! ୧୮୦୦ କୋଟି ଟଙ୍କାର ଚାଲାଣ ହେଉଥିଲା ଡ୍ରଗ୍ସ

ଅହମ୍ମଦାବାଦ: ଗୁଜରାଟ ଆତଙ୍କବାଦ ନିରୋଧୀ ସ୍କ୍ୱାଡ୍ ଏବଂ ତଟରକ୍ଷୀ ବାହିନୀ ୧୮୦୦ କୋଟି ଟଙ୍କା ମୂଲ୍ୟର ୩୦୦ କିଲୋଗ୍ରାମ ଡ୍ରଗ୍ସ ଜବତ କରିଛନ୍ତି। ଯାହାକୁ ଚୋରା ଚାଲାଣକାରୀମାନେ ଆନ୍ତର୍ଜାତୀୟ ସୀମା ପାର କରି ପଳାଇବା ପୂର୍ବରୁ ଆରବ ସାଗରରେ ଫିଙ୍ଗି ଦେଇଥିଲେ। ଏବେ ନାର୍କୋଟିକ୍ସ କିମ୍ବା…

ବିଜେପି ସହ କାହିଁକି ହାତ ମିଳାଇଲା ଏଆଇଏଡିଏମକେ?

ନୂଆଦିଲ୍ଲୀ: ୨୦୨୬ରେ ତାମିଲନାଡୁ ବିଧାନସଭା ନିର୍ବାଚନ । ଡିଏମକେକୁ ମାତ୍ ଦେବାକୁ ବଡ଼ ରଣନୀତି । ବିଜେପି ସହ ହାତ ମିଳାଇଲା ଏଆଇଏଡିଏମକେ । କାହିଁକି ୟୁ-ଟର୍ଣ୍ଣ ନେଲା ଦଳ ? ଆସନ୍ତା ନିର୍ବାଚନରେ ଡିଏମକେ ବିଜୟ ରଥ ଓଗାଳିବା ସହ ଜାତୀୟ ରାଜନୀତିରେ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପ୍ରଭାବ…