Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

‘ଘରେ ପଶି ମାରିବୁ ‘, ପୁଣି ସଲମାନଙ୍କୁ ମିଳିଲା ହତ୍ୟା ଧମକ

ମୁମ୍ବାଇ: ପୁଣି ଭାଇଯାନଙ୍କୁ ମିଳିଲା ହତ୍ୟା ଧମକ। ଏହାର ସିଧା ଘରେ ପଶି ତାଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଆସିଛି। ଏଥିସହିତ ସଲମାନ ଖାନଙ୍କ କାର ଉପରେ ମଧ୍ୟ ବୋମା ମାଡ଼ କରିବାର ନୂଆ ଧମକ ଦେଇଛି ଦୃର୍ବୁତ୍ତ। ସେପଟେ ଏନେଇ ୱର୍ଲି ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି। କିଏ ଏଭଳି ଧମକ…

ବିନା ପୁରୁଷ କ୍ରୁରେ ସ୍ପେଶ୍ ମିଶନ: ମହାକାଶକୁ ଯିବେ ୬ ଜଣ ମହିଳା ମହାକାଶଯାତ୍ରୀ

ନୂଆଦିଲ୍ଲୀ: ପ୍ରଥମ ଥର ବିନା ପୁରୁଷ କ୍ରୁରେ ସ୍ପେଶ୍ ମିଶନ। ଆଜି ମହାକାଶକୁ ଯିବେ ଆମେରିକୀୟ ପପ୍ ଷ୍ଟାର୍ କେଟ୍ଟି ପେରୀ। ପ୍ରଥମ ଘରୋଇ ଅଲ୍-ୱିମେନ୍ ସ୍ପେଶ୍ ମିଶନ NS-31ରେ ସାମିଲ ହେବେ ପ୍ରଖ୍ୟାତ କଣ୍ଠଶିଳ୍ପୀ କେଟ୍ଟିଙ୍କ ସମେତ ୬ ଜଣ ମହିଳା ମହାକାଶଯାତ୍ରୀ। ମହାକାଶ ପର୍ଯ୍ୟଟନ ସୁବିଧା…

ଭାରତ ପ୍ରତ୍ୟାର୍ପଣ ହେବେ କି ମେହୁଲ ଚୋକସି? ବେଲଜିୟମରେ ହେଲେ ଗିରଫ

ନୂଆଦିଲ୍ଲୀ: ଭାରତ ପ୍ରତ୍ୟାର୍ପଣ ହେବେ କି ମେହୁଲ ଚୋକସି? ଦେଶର ସବୁଠୁ ବଡ଼ ବ୍ୟାଙ୍କ ସ୍କାମ୍ ପିଏନବି ଘୋଟାଲାର ଅଭିଯୁକ୍ତ ମେହୁଲ ଚୋକସି ବେଲଜିୟମରେ ଗିରଫ। ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ଗତ ୧୧ ତାରିଖ ଦିନ ମେହୁଲଙ୍କୁ ଗିରଫ କରିଛି ବେଲଜିୟମ ପୋଲିସ୍ । ପଞ୍ଜାବ ନ୍ୟାସନାଲ…

ୟୁକ୍ରେନ ଉପରେ ମିସାଇଲ୍ ମାଡ଼, ୩୦ରୁ ଅଧିକ ଆହତ

କିଭ: ୠଷ ଏବଂ ୟୁକ୍ରେନ ମଧ୍ୟରେ ତିନି ବର୍ଷ ଧରି  ଚାଲିଥିବା ବିବାଦ ଓ ଯୁଦ୍ଧ ବନ୍ଦ ହେବାର ନାମ ନେଉନାହିଁ ବରଂ ଏହା ଦିନକୁ ଦିନ ଆହୁରି ସାଂଘାତିକ ହେବାରେ ଲାଗିଛି। ତେବେ ରବିବାର ଦିନ ଋଷ ୟୁକ୍ରେନର ସୁମି ସହର ଉପରେ ଆଉ ଏକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏହି ଆକ୍ରମଣରେ ୩୦ରୁ ଅଧିକ…

ଭାରତର ପ୍ରଥମ ଶକ୍ତିଶାଳୀ ଲେଜର୍ ବେସଡ୍ ଓ୍ୱିପନର ସଫଳ ପରୀକ୍ଷଣ ; କିଛି ସେକେଣ୍ଡରେ ଧ୍ୱଂସ ହେବ କ୍ଷେପଣାସ୍ତ୍ର

ନୂଆଦିଲ୍ଲୀ: ଭାରତ ପ୍ରଥମ ଥର ଏକ ଲେଜର-ଆଧାରିତ ଅସ୍ତ୍ର ପ୍ରଣାଳୀର ସଫଳତାର ସହିତ ପରୀକ୍ଷଣ କରିଛି । ଯାହା ସ୍ଥିର ଫିକ୍ସଡ ୱିଂଗ ଏବଂ ସ୍ୱାର୍ମ ଡ୍ରୋନକୁ ନିଷ୍କ୍ରିୟ କରିପାରିବ। ଏହି ପ୍ରଯୁକ୍ତିବିଦ୍ୟା ବିକଶିତ କରିଥିବା ଚାରୋଟି ଦେଶ ମଧ୍ୟରୁ ଗୋଟିଏ ଦେଶ ହୋଇଯାଇଛି ଭାରତ। ଭାରତ ବ୍ୟତୀତ…

କାହିଁକି ସାମ୍ବାଦିକଙ୍କୁ ହେଉଛି ଅଧିକ ପେଟ ରୋଗ?

ଭୁବନେଶ୍ୱର : ସାମ୍ବାଦିକତା ଏକ ଦାୟିତ୍ୱପୂର୍ଣ୍ଣ ଓ ଚାପଗ୍ରସ୍ତ ପେଶା, ଯେଉଁଠାରେ ସାମ୍ବାଦିକମାନେ ଅହରହ ଖବର ସଂଗ୍ରହ, ରିପୋର୍ଟିଙ୍ଗ ଓ ଡେଡ୍‌ଲାଇନ୍‌ର ଚାପରେ ରହିଥା’ନ୍ତି। ଏହି ବ୍ୟସ୍ତ ଜୀବନଶୈଳୀ ଓ ଅନିୟମିତ ଦୈନନ୍ଦିନ ରୁଟିନ୍‌ ଯୋଗୁଁ ଅନେକ ସାମ୍ବାଦିକ ପେଟ ସମ୍ବନ୍ଧୀୟ ରୋଗର ଶିକାର…

ବାଣ କାରଖାନାରେ ବିସ୍ଫୋରଣ; ଚାଲିଗଲା ୮ଜୀବନ, ଏକାଧିକ ଆହତ

ଅମରାବତୀ: ରବିବାରରେ ଘଟିଛି ବଡ ଅଘଟଣ । ଆନ୍ଧ୍ରପ୍ରଦେଶର ଅନକାପାଲି ଜିଲ୍ଲାରେ ଏକ ବାଣ କାରଖାନାରେ ବିସ୍ଫୋରଣ ହୋଇଛି । ଏହି ଘଟଣାଟି କୈଳାସପଟ୍ଟିନମ୍ ଗାଁରେ ହୋଇଛି । ଏହି ଦୁର୍ଘଟଣାରେ ୮ ଜଣଙ୍କ ଜୀବନ ଚାଲିଯାଇଛି । ଏଥିସହ ସାତ ଜଣ ଆହତ ମଧ୍ୟ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଦୁଇ ମହିଳା…

ଟମାଟୋ ବି ଭେଜାଲ୍: ସତର୍କ ହେଇଯାଆନ୍ତୁ…ଯେତେ ଲାଲ୍, ସେତେ ବିପଦ

ନୂଆଦିଲ୍ଲୀ: ବର୍ତ୍ତମାନ ସ୍ଥିତିରେ କୌଣସି ପଦାର୍ଥର ସୁଦ୍ଧତା ବୋଧା ସ୍ବପ୍ନ । ପନିପରିବା ଠାରୁ ଆରମ୍ଭ କରି ଡାଲି ଚାଉଳ, ଚିନି, ପନିର, ଘିଅ ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ପଦାର୍ଥର ସୁଦ୍ଧତା ଏବେ ବୋଧେ ଆଶା କରିବା ବେକାର । ଯାହା ଏବେକା ଲୋକଙ୍କ ପାଇଁ ଖାଉଥିବା ଖାଦ୍ୟକୁ ନେଇ ଚିନ୍ତା…

‘ଓ୍ବାକଫ୍ ଉପରେ ନଜର ପକାଇଲେ, ଆଖି ତାଡି ଦେବୁ’, ଚେତାବନୀ ଦେଲେ ଟିଏମସି ନେତା

କୋଲକାତା: ପଶ୍ଚିମବଙ୍ଗରେ ଏବେ ତେଜିଛି ଓ୍ବାକଫ୍ ଆଇନ୍ ବିରୋଧ ହିଂସା । ଜଳୁଛି ପଶ୍ଚିମବଙ୍ଗ ରାଜ୍ୟର ମୁସଲିମବହୁଳ ଜିଲ୍ଲା ମୁର୍ଶିଦାବାଦ । ଯେଉଁଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫୦ ରୁ ଅଧିକ ଜଣଙ୍କୁ ଗିରଫ କଲାଣି ପୋଲିସ୍ । ହେଲେ ଥମୁନି ହିଂସା ଏବଂ ବର୍ବରତା । ଯାହାକୁ ନେଇ…

୧୦ ଦିନ ପରେ ଝିଅ ସହ ହୋଇଥାନ୍ତା ବାହାଘର: ଭାବି ଜ୍ବାଇଁ ସାଙ୍ଗରେ ଫେରାର ହେଲେ ମାଆ

ଆଲିଗଡ: ୧୦ ଦିନ ପରେ ଝିଅ ସହ ପଡିଥାନ୍ତା ହାତଗଣ୍ଡି । ନିମନ୍ତ୍ରଣପତ୍ର ଛପା ସରିଥିଲା । ସମ୍ପର୍କୀୟମାନଙ୍କୁ ନିମନ୍ତ୍ରଣ ବି ଦିଆଯାଇଥିଲା । ହେଲେ ସମସ୍ତଙ୍କୁ ସ୍ତବ୍ଧ କରି ବାହାଘର ପ୍ରସ୍ତୁତି ଭିତରେ ମାଆ ତାଙ୍କ ହେବାକୁ ଥିବା ଜ୍ବାଇଁ ସହିତ ପଳାଇଛନ୍ତି । କିଛି ଏଭଳି ଆଶ୍ଚର୍ଯ୍ୟ କରିଦେବା…