Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ତହଦ୍ଦୁର ରାଣା ପ୍ରତ୍ୟାର୍ପଣ ପାଇଁ କାହାକୁ କ୍ରେଡିଟ୍ ଦେଲେ ସଞ୍ଜୟ ରାଉତ?

ମୁମ୍ବାଇ: ଶିବସେନା (ଉଦ୍ଧବ ଗୋଷ୍ଠୀ) ନେତା ସଞ୍ଜୟ ରାଉତ ୨୬/୧୧ ମୁମ୍ବାଇ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ତହବ୍ବୁର ରାଣାଙ୍କୁ ଆମେରିକାରୁ ଭାରତ ଅଣାଯାଇଥିବାରୁ ଖୁସି ପ୍ରକାଶ କରିଛନ୍ତି। ତେବେ ଏହା ସହିତ ସେ କୁଲଭୂଷଣ ଯାଦବଙ୍କ ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କୁ କଟାକ୍ଷ କରିଛନ୍ତି।…

ଜଙ୍ଗଲ ଭିତରେ ବାଘ ମୁହଁରୁ ରକ୍ଷା କରନ୍ତି ଏହି ଦେବୀ, ଭିନ୍ନ ଏକ ଅଲୌକିକ ଘଟଣା

ପଶ୍ଚିମବଙ୍ଗ ଓ ବଙ୍ଗଳାଦେଶ ସୀମାରେ ରହିଛି ସୁନ୍ଦରବନ, ବିଶ୍ୱର ସର୍ବବୃହତ ସୁନ୍ଦରୀ ଜଙ୍ଗଲ ଭାବେ ପରିଚିତ, କେବଳ ତା’ର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ରୟାଲ ବେଙ୍ଗଲ ଟାଇଗର ପାଇଁ ନୁହେଁ, ବରଂ ମାଁ ବନବିବିଙ୍କ ଅଲୌକିକ ଉପସ୍ଥିତି ଓ ଘଟଣାଗୁଡ଼ିକ ପାଇଁ ମଧ୍ୟ ଚର୍ଚ୍ଚିତ। ଏହି ଅଞ୍ଚଳର ଲୋକଙ୍କ…

ସ୍ୱାମୀଠୁ ପଇସା ଚୋରି କରି ସୋଶିଆଲ ମିଡିଆ ଫ୍ରେଣ୍ଡକୁ ବିବାହ କଲେ ମହିଳା!

ବେଙ୍ଗାଲୁରୁ: ବେଙ୍ଗାଲୁରୁର ରାଘବେନ୍ଦ୍ରନଗରରେ ରହୁଥିବା ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ଏକ ନିଷ୍ପତ୍ତି ବିରୋଧରେ ଯାଇ ପୁଲିସର ଦ୍ୱାରସ୍ଥ ହୋଇଛନ୍ତି। ଅଭିଯୋଗ ଅନୁଯାୟୀ, ତାଙ୍କ ପତ୍ନୀ ନେତ୍ରାବତୀ ସୋସିଆଲ ମିଡିଆରେ ଭେଟିଥିବା ଜଣେ ବ୍ୟକ୍ତିଙ୍କୁ ବିବାହ କରିଛନ୍ତି। ଏହି ଦମ୍ପତିଙ୍କର ୧୨…

୧୨୫ ନୁହେଁ, ଚୀନ ଉପରେ ୧୪୫ ପ୍ରତିଶତ ଶୁଳ୍କ ଲଗାଇଲା ଆମେରିକା

ନୂଆଦିଲ୍ଲୀ: ଚାଲିଛି ଶୁଳ୍କ ଯୁଦ୍ଧ । ଆମେରିକା ଏବଂ ଚୀନ ମଧ୍ୟରେ ଏବେ ଶୁଳ୍କ ଯୁଦ୍ଧ ବେଶୀ ତେଜିଛି । ପୂର୍ବରୁ ଚୀନ ଉପରେ ଆମଦାନୀ ବାବଦ ୧୨୫ ପ୍ରତିଶତ ଶୁଳ୍କ ଆମେରିକା ଆଦାୟ କରିବା ନେଇ ଘୋଷଣା କରିଥିବା ବେଳେ ଏବେ ଏହାକୁ ୧୪୫ ପ୍ରତିଶତକୁ ବୃଦ୍ଧି କରିଛି ଆମେରିକା । ଆମେରିକା ରାଷ୍ଟ୍ରପତି…

ସୁରକ୍ଷା ବାହିନୀଙ୍କୁ ପୁଣି ସଫଳତା: ଧ୍ୱଂସ କଲେ ୫ଟି ନକ୍ସଲ ବଙ୍କର

ରାଞ୍ଚି: ନକ୍ସଲ ବିରୋଧରେ ଚାଲିଥିବା ଅଭିଯାନ ସମୟରେ, ପୋଲିସ କର୍ମଚାରୀଙ୍କୁ ମିଳିଲା ବଡ଼ ସଫଳତା। ଝାଡଖଣ୍ଡର ସାରଣ୍ଡା ସ୍ଥିତ ଜରାଇକେଲା ଥାନା ଅନ୍ତର୍ଗତ କୁଲପାବୁରୁ ଜଙ୍ଗଲ ପାଖରେ ଥିବା ଏକ ପାହାଡିଆ ଅଞ୍ଚଳରେ ପୋଲିସ କର୍ମଚାରୀମାନେ ୦୫ଟି ନକ୍ସଲ ବଙ୍କର ଧ୍ୱଂସ କରିଛନ୍ତି। ପୋଲିସ…

ଭାଙ୍ଗିଲା ସବୁ ରେକର୍ଡ: ୯୫ ହଜାର ଡେଇଁଲା ସୁନା ଦର

ଭୁବନେଶ୍ବର: ପୁଣି ସୁନା ବଜାରରେ ନିଆଁ  । ୯୫ ହଜାର ଟପିଲା ସୁନା ଦର । ଗତ ଦିନ ମାନଙ୍କରେ ସିଧା ୫ ହଜାର ଟଙ୍କା ଡେଇଁଛି ସୁନା ଦର  । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୯୫,୪୦୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୮୭,୪୫୦ ଟଙ୍କାରେ…

ଆମେରିକାରେ ମଝି ଆକାଶରେ ହେଲିକପ୍ଟର୍ ଦୁର୍ଘଟଣା, ୬ ମୃତ

ୱାଶିଂଟନ: ଆମେରିକାରେ ମଝି ଆକାଶରେ ହେଲିକପ୍ଟର୍ ଦୁର୍ଘଟଣା। ହେଲିକପ୍ଟର୍ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ସୂଚନା। ଦୁର୍ଘଟଣା ପରେ ନଦୀ ମଝିକୁ ଖସିପଡ଼ିଲା ହେଲିକପ୍ଟର୍। ମୃତକଙ୍କୁ ଉଦ୍ଧାର ପାଇଁ ନଦୀ ଭିତରେ ରେସ୍‌କ୍ୟୁ ଟିମ୍। ଆମେରିକାର ମୈନହାଟନରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ…

୧୮ ଦିନିଆ ରିମାଣ୍ଡରେ ଗଲା ମୁମ୍ବାଇ ଆତଙ୍କୀ ହମଲାର ମାଷ୍ଟରମାଇଣ୍ଡ

ମୁମ୍ବାଇ: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତହବୁର ରାଣାକୁ ଭାରତ ଅଣାଯିବା ପରେ ଗୁରୁବାର (୧୦ ଏପ୍ରିଲ, ୨୦୨୫) ପଟିଆଲା ହାଉସ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ଆତଙ୍କବାଦୀ ତହବୁର ରାଣାକୁ ୧୮ ଦିନିଆ ରିମାଣ୍ଡରେ ପଠାଇ ଦିଆଯାଇଛି। ଏନଆଇଏ କୋର୍ଟରେ ରାଣାଙ୍କ ୨୦ ଦିନିଆ…

ଆମ୍ବୁଲାନ୍ସର ଝଟକା ବିଧବା ମହିଳାଙ୍କୁ କରିଦେଲା ସଧବା

କୋହ୍ଲାପୁର: ଅନେକ ବିଚିିତ୍ର ଘଟଣା ଏହି ଦୁନିଆରେ ଘଟିଥାଏ । ବିଜ୍ଞାନ ଉପରେ ସମ୍ପୂର୍ଣ୍ଣ ଭରୋଷା କରୁଥିଲେ ମଧ୍ୟ ଏ ଭଳି କିଛି ଘଟଣା ଘଟିଯାଏ ଯାହା ସ୍ୱତଃ ମନରେ ଭଗବାନଙ୍କ ପ୍ରତି ବିଶ୍ୱାସ ବଢ଼ାଇ ଦେଇଥାଏ । ଏ ଭଳି ଏକ ଘଟଣା ମହାରାଷ୍ଟ୍ରର କୋହ୍ଲାପୁରରେ ଘଟିଛି । ଏଠାରେ ୬୫ ବର୍ଷୀୟ…

ରାଣାର ଖେଳ ଶେଷ, କୁଟନୈତିକ ସ୍ତରରେ ବଡ଼ ବିଜୟ

ନୂଆଦିଲ୍ଲୀ : ରାଣାର ଖେଳ ଶେଷ। କୁଟନୈତିକ ସ୍ତରରେ ବଡ଼ ବିଜୟ । ଆମେରିକାରୁ ପ୍ରତ୍ୟାର୍ପଣ ପରେ ଭାରତରେ ପହଞ୍ଚିଛି, ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତହବୁର ରଣା। ତହବୁର ରାଣାକୁ ଭାରତୀୟ ଆଇନ ବ୍ୟବସ୍ଥାର ସମ୍ମୁଖୀନ ହେବାକୁ ପଡ଼ିବ । ଏକ ସ୍ବତନ୍ତ୍ର ବିମାନରେ ଭାରତୀୟ ସୁରକ୍ଷା…