Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଟୁଥପେଷ୍ଟରେ ଫ୍ଲୋରାଇଡ୍; ଡାବର ବିରୋଧରେ କୋର୍ଟରେ କୋଲଗେଟ୍ 

ନୂଆଦିଲ୍ଲୀ: ଟୁଥପେଷ୍ଟରେ ଫ୍ଲୋରାଇଡ୍ ସମ୍ପର୍କିତ ବିଜ୍ଞାପନକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଡାବର ଓ କୋଲଗେଟ୍। ଟୁଥପେଷ୍ଟରେ ଥିବା ଫ୍ଲୋରାଇଡ୍ ପିଲାମାନଙ୍କ ଉପରେ ପ୍ରତିକୂଳ ସ୍ୱାସ୍ଥ୍ୟ ପ୍ରଭାବ ପକାଇପାରେ। ଯେପରିକି ବୌଦ୍ଧିକ କ୍ଷମତା ହ୍ରାସ, ଦୁର୍ବଳ ହାଡ଼ ଏବଂ ଦାନ୍ତରେ ଦାଗ। ଏହି ଦାବିର…

ୱାକଫ୍ ବିଲ୍ ବିରୋଧରେ ପଶ୍ଚିମବଙ୍ଗରେ ବିକ୍ଷୋଭ; ପୋଲିସ ଗାଡି଼କୁ ଆକ୍ରମଣ

କୋଲକାତା: ପଶ୍ଚିମବଙ୍ଗରେ ୱାକଫ୍ (ସଂଶୋଧନ) ଆଇନ ବିରୋଧରେ ପ୍ରତିବାଦ ଜାରି ରହିଛି। କୋଲକାତାର ଆଲିଆ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଏହି ଆଇନକୁ ପ୍ରତ୍ୟାହାର କରିବାକୁ ଦାବି କରି ଏକ ରାଲି କରିଥିଲେ। ପଶ୍ଚିମବଙ୍ଗ ଭାରତୀୟ ଜନତା ପାର୍ଟିର ସଭାପତି ସୁକାନ୍ତ ମଜୁମଦାର ଅଭିଯୋଗ…

ମେଲବର୍ଣ୍ଣରେ ପୁଣି ଭାରତୀୟ ଦୂତାବାସରେ ଭଙ୍ଗାରୁଜା

ମେଲବର୍ଣ୍ଣ: ମେଲବର୍ଣ୍ଣ ସ୍ଥିତ ଭାରତୀୟ ବାଣିଜ୍ୟ ଦୂତାବାସରେ ଭଙ୍ଗାରୁଜା କରାଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଭିକ୍ଟୋରିଆ ପୋଲିସ ଦୂତାବାସରେ ହୋଇଥିବା ଭଙ୍ଗାରୁଜା ପୁଷ୍ଟି କରିଛି। ସେ କହିଛନ୍ତି ଯେ ମେଲବର୍ଣ୍ଣର ୩୪୪ ସେଣ୍ଟ କିଲ୍ଡା ରୋଡରେ ଅବସ୍ଥିତ ଭାରତୀୟ ବାଣିଜ୍ୟ ଦୂତାବାସରେ…

ବିଜେପି-ଏଆଇଏଡିଏମକେ ମେଣ୍ଟ ଘୋଷଣା; କେତେ ଫାଇଦା ନେବ ବିଜେପି?

ଚେନ୍ନାଇ: ତାମିଲନାଡୁ ରାଜନୀତିରେ ବଡ ପରିବର୍ତ୍ତନ । ଆଗାମୀ ନିର୍ବାଚନ ଭାରତୀୟ ଜନତା ପାର୍ଟି ଓ ଏଆଇଏଡିଏମକେ ମିଶିକି ଲଢିବେ । ରାଜ୍ୟରେ ଏଆଇଏଡିଏମକେ ସହ ମେଣ୍ଟ ଘୋଷଣା କରିଛି ବିଜେପି । ତାମିଲନାଡୁ ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମେଣ୍ଟ ସଂପର୍କରେ ଘୋଷଣା କରିଛନ୍ତି ।…

ଟୁଥପେଷ୍ଟରେ ଫ୍ରାଏଡ ଚିକେନ ଟେଷ୍ଟ…

ନୂଆଦିଲ୍ଲୀ: ଆମେରିକୀୟ ଫାଷ୍ଟଫୁଡ୍ ରେଷ୍ଟୁରାଣ୍ଟ ଚେନ୍ କେଏଫସି ନିକଟରେ ସ୍ୱତନ୍ତ୍ର ଟୁଥପେଷ୍ଟ ଲଞ୍ଚ କରିଛି। ଯାହା ଲୋକମାନଙ୍କୁ ଖୁବ୍ ପସନ୍ଦ ଆସିଛି। ଏହାର ସମସ୍ତ ଉତ୍ପାଦ ମାତ୍ର ୪୮ ଘଣ୍ଟା ମଧ୍ୟରେ ବିକ୍ରି ହୋଇଗଲା। କମ୍ପାନୀର ଦାବି ଅନୁଯାୟୀ, ଏହାକୁ ଜଡିବୁଟି ଏବଂ ମସଲା ସାହାଯ୍ୟରେ…

ବିହାର ନିର୍ବାଚନ ମଇଦାନରେ ଭୋଜପୁରୀ ଷ୍ଟାର

ନୂଆଦିଲ୍ଲୀ: ଭୋଟ୍ ରାଜନୀତିରେ ଭୋଜପୁରୀ ତଡକା ! ନିର୍ବାଚନ ମଇଦାନକୁ ଓହ୍ଲାଇବେ ଭୋଜପୁରୀ ଷ୍ଟାର । କମାଲ କରିବ ଷ୍ଟାର ପାଓ୍ବାର! ଆଉ ମାସ କେଇଟା ପରେ ବିହାର ବିଧାନସଭା ନିର୍ବାଚନ । ଏହାପୂର୍ବରୁ ଭୋଜପୁରୀ ଅଭିନେତା ନିର୍ବାଚନ ଲଢିବା ନେଇ ଜୋରଦାର ଚର୍ଚ୍ଚା ହେଲାଣି । ଭୋଜପୁରୀ ସିନେମା ଜଗତର…

୨୦୧୧ରେ ତହବୁରକୁ ନେଇ କିଛି ଏପରି ଲେଖିଥିଲେ ମୋଦି…ଆମେରିକା ଉପରେ ବର୍ଷିଥିଲେ

ନୂଆଦିଲ୍ଲୀ: ୨୬/୧୧ ମୁମ୍ବାଇ ଆକ୍ରମଣ ଅଭିଯୁକ୍ତ ତହବୁର ହୁସେନ ରାଣା ଏବେ ଭାରତରେ । ଭାରତର ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ) ଏବେ ତହବୁରକୁ ଜେରା କରୁଛି । ସେଦିନ ଘଟଣା ନେଇ ସବୁ ସତ ଉଗାଳୁଛି ଏନଆଇଏ । ତହବୁରକୁ ଗୁରୁବାର ଆମେରିକାରୁ ଭାରତ ଅଣାଯିବା ପରେ, ଏବେ ସୋସିଆଲ ମିଡିଆରେ ଭାଇରାଲ…

ଯଦି ରାତିସାରା ୧.୫ ଟନ୍ ଏସି ଚଲାଯାଏ ତେବେ ବିଦ୍ୟୁତ୍ ବିଲ୍ କେତେ ହେବ? ଜାଣନ୍ତୁ

ନୂଆଦିଲ୍ଲୀ: ଦେଶର ଅନେକ ରାଜ୍ୟରେ ପ୍ରବଳ ଗରମ ଆରମ୍ଭ ହୋଇଯାଇଛି । ଦିଲ୍ଲୀ ଏନସିଆରରେ ପାରଦ ୪୦ ଅତିକ୍ରମ କରିଛି । ଏପରି ପରିସ୍ଥିତିରେ ଏବେ ଘରେ ଏସି ବିନା ରହିବା କଷ୍ଟକର ହୋଇଯିବ । ସାଧାରଣତଃ ଅଧିକାଂଶ ଲୋକ ୧.୫ ଟନ୍ ଏସି ଲଗାନ୍ତି । ତଥାପି, ଆପଣଙ୍କ ବେଡରୁମ ଆକାର ଅନୁସାରେ ଏସି ଲଗାଇବା…

୧୯ ବର୍ଷିୟା ଛାତ୍ରୀ ଗଣଦୁଷ୍କର୍ମ ମାମଲା: ଅଭିଯୁକ୍ତ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମୋଦିଙ୍କ ନିର୍ଦ୍ଦେଶ

ବାରଣାସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସକାଳେ ତାଙ୍କ ସଂସଦୀୟ କ୍ଷେତ୍ର ବାରଣାସୀରେ ଦିନିକିଆ ଗସ୍ତରେ ପହଞ୍ଚିଛନ୍ତି। ସେଠାରେ ପହଞ୍ଚିବା ପରେ ଏଠାରେ ଘଟିଥିବା ୧୯ ବର୍ଷିୟା ଛାତ୍ରୀଙ୍କ ଗଣଦୁଷ୍କର୍ମ ମାମଲା ବିଷୟରେ ବିସ୍ତୃତ ସୂଚନା ନେଇଥିଲେ। ଏହି ମାମଲାରେ ସମ୍ପୃକ୍ତ ଲୋକଙ୍କ…

ଛାଡୁନି ଚାଇନା, ପୁଣି ଆମେରିକା ଉପରେ ଲଗାଇଲା ୧୨୫ % ଟାରିଫ୍

ନୂଆଦିଲ୍ଲୀ: ଥମୁନି ଆମେରିକା-ଚୀନ ଟ୍ରେଡ୍ ଯୁଦ୍ଧ । ଟ୍ରେଡ୍ ଯୁଦ୍ଧରେ ପୁଣି ଚୀନ କଲା ପଲଟା ବାର୍ । ୧୪୫% ବଦଳରେ ଆମେରିକା ଉପରେ ଲଗାଇଲା ୧୨୫ % ଟାରିଫ୍ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ୍ ଆମଦାନୀ ଉପରେ ଆଶ୍ଚର୍ଯ୍ୟଜନକ ଭାବରେ ଶୁଳ୍କ ୧୪୫ ପ୍ରତିଶତକୁ ବୃଦ୍ଧି କରିବାର କିଛି ସମୟ ପରେ…