Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସଇତାନ ସାଜିଲା ରାପିଡୋ ଡ୍ରାଇଭର, ନିଶା ଅବସ୍ଥାରେ ଯୁବତୀଙ୍କୁ କଲା ଦୁଷ୍କର୍ମ

ନୂଆଦିଲ୍ଲୀ : କେରଳର ଜଣେ ୨୨ ବର୍ଷୀୟ ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି  । ରାପିଡୋ ଆପ୍‌ର ଡ୍ରାଇଭର ଓ ତାର ସହଯୋଗୀ ସହ ମିଶି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି  ।  ଦୁଷ୍କର୍ମର ଶିକାର ହୋଇଥିବା ୨୨ ବର୍ଷୀୟ ଯୁବତୀ ଜଣଙ୍କ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ଶୁକ୍ରବାର ସେ ତାଙ୍କର…

ରାଷ୍ଟ୍ରପତିଙ୍କ ଭାଷଣ ପରେ ସୁପ୍ରିମକୋର୍ଟଙ୍କ ପଦକ୍ଷେପ: ଦଣ୍ଡ ସମୟ ସରିଥିବା ଗରୀବ ଆଦିବାସୀ କଏଦୀଙ୍କ ରିପୋର୍ଟ ତଲବ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଭାଷଣ ପରେ ପଦକ୍ଷେପ ନେଲେ ସୁପ୍ରିମକୋର୍ଟ । ଖୁବ ଶୀଘ୍ର ଜେଲ୍ ରୁ ମୁକୁଳିବେ ସାମାନ୍ୟ ଅପରାଧ ପାଇଁ ଦଣ୍ଡ ସମୟ ସରିଯାଇଥିବା ଗରୀବ ଆଦିବାସୀ କଏଦୀ । ଜାମିନ ପରେ ବି ଛୋଟମୋଟ କଏଦୀ ଜେଲ୍ ଜୀବନ କାଟୁଥିବା ନେଇ ୨୬ ତାରିଖରେ ରାଷ୍ଟ୍ରପତି ନିଜ…

‘ଗଦ୍ଦାର’ ବିବାଦ ପରେ ଏକାଠି ହେଲେ ଗେହଲଟ୍ ଓ ପାଇଲଟ୍ : ଭାରତ ଯୋଡ଼ୋ ଯାତ୍ରା ଉପରେ ଲକ୍ଷ୍ୟ

ଜୟପୁର: ଅଶୋକ ଗେହଲଟ୍ ଓ ସଚିନ ପାଇଲଟ୍ ଏକାଠି । ରାଜସ୍ଥାନର କଂଗ୍ରେସରେ ଘଡିକେ ଛୁଟୁଛି ଘୋଡ଼ା । ପ୍ରଥମେ ଗଦ୍ଦାର ବିବାଦ ଆଉ ଏବେ କୋଳାକୋଳି। କିଛି ଦିନ ତଳେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ସମୟରେ ଗେହଲଟ୍ ଖୋଲାଖୋଲି ଭାବେ ପାଇଲଟଙ୍କୁ ‘ଗଦ୍ଦାର’ ବୋଲି କହିଥିଲେ ରାଜସ୍ଥାନର ପୂର୍ବତନ…

ଏନଡି ଟିଭି ବୋର୍ଡ ପଦରୁ ଇସ୍ତଫା ଦେଲେ ପ୍ରଣୟ ଏବଂ ରାଧିକା

ନୂଆଦିଲ୍ଲୀ: ଏନଡି ଟିଭିର ମାଲିକ ତଥା ପ୍ରତିଷ୍ଠାତା ସ୍ୱାମୀ-ସ୍ତ୍ରୀ ପ୍ରଣୟ ରୟ ଏବଂ ରାଧିକା ରୟ ଆରଆରପିଆର ହୋଲ୍ଡିଂ ପ୍ରାଇଭେଟ୍ ଲିମିଟେଡ୍ (ଆରଆରପିଆରଏଚ୍) ବୋର୍ଡର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି। ମଙ୍ଗଳବାର ଷ୍ଟକ ଏକ୍ସଚେଞ୍ଜକୁ ଏନଡିଟିଭି ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି…

ଶୀଘ୍ର ଖବର ପ୍ରସାରଣ କରିବା ଅପେକ୍ଷା ସଠିକତା ଅଧିକ ଗୁରୁତ୍ୱପୂର୍ଣ୍ଣ: ଅନୁରାଗ ଠାକୁର

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, “ପ୍ରାମାଣିକ ସୂଚନା ଓ ଖବର ପରିବେଷଣ କରିବା ଗଣମାଧ୍ୟମର ମୁଖ୍ୟ ଦାୟିତ୍ୱ ଏବଂ ସମାଚାରକୁ ସର୍ବସମ୍ମୁଖରେ ପ୍ରସାରଣ କରିବା ପୂର୍ବରୁ ଏହାକୁ ସଠିକ୍ ଭାବେ ଯାଞ୍ଚ କରାଯିବା ଉଚିତ୍”। ଏସିଆ ପାସିଫିକ୍…

ନିଶା ଟେଷ୍ଟରେ ଫେଲ: ମନ୍ଦିର ହେଲା ପୂଜକ ଶୂନ୍ୟ

ବ୍ୟାଙ୍କକ: ଥାଇଲାଣ୍ଡରେ ନିଶାର କରାଳ ରୂପ ସବୁଆଡେ ବ୍ୟାପି ଗଲାଣି । ଏହାକୁ ରୋକିବା ପାଇଁ ସ୍ଥାନୀୟ ସରକାର ଯେତେ ଉଦ୍ୟମ କଲେ ମଧ୍ୟ ସଫଳ ହୋଇପାରୁ ନାହାନ୍ତି । ପରିସ୍ଥିତି ଏପରି ହୋଇଯାଇଛି ଯେ, ନିଶାଠାରୁ ଦୂରେଇ ରହୁଥିବା ବୌଦ୍ଧ ଭିକ୍ଷୁ ଏବଂ ସନ୍ଥମାନେ ମଧ୍ୟ ଏହା କବଳରେ ପଡି ଯାଇଛନ୍ତି ।…

୧୮୭ଟି ମୁଦ୍ରା ଗିଳି ଦେଇଥିଲେ ବାଗଲକୋଟର ଦୟମପ୍ପା

ବାଗଲକୋଟ: କର୍ଣ୍ଣାଟକର ବାଗଲକୋଟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସମ୍ମୁଖକୁ ଆସିଛି । ଏଠାରେ ଜଣେ ୫୮ ବର୍ଷୀୟ ବ୍ୟକ୍ତି ୧୮୭ଟି ମୁଦ୍ରା ଗିଳି ଦେଇଥିଲେ । ସେ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ଏହି ତଥ୍ୟ ସମ୍ମୁଖକୁ ଆସିଥିଲା । ସମ୍ପୂର୍ଣ୍ଣ ଘଟଣାଟି ଏହିପରି.. ଦୟମପ୍ପା ହରିଜନ ସିଜୋଫ୍ରେନିଆ…

୨୦୨୪ ମାର୍ଚ୍ଚ ସୁଦ୍ଧା ଏୟାର ଇଣ୍ଡିଆରେ ମିଶିବ ଭିସ୍ତାରା

ନୂଆଦିଲ୍ଲୀ: ଟାଟା ମାଲିକାନାରେ ଥିବା ଏୟାର ଇଣ୍ଡିଆରେ ଭିସ୍ତାରା ଏୟାରଲାଇନ୍ସର ମିଶ୍ରଣ ହେବ । ୨୦୨୪ ମାର୍ଚ୍ଚ ସୁଦ୍ଧା ଏ ପ୍ରକ୍ରିୟା ସରିବ । ଏନେଇ ଆଜି ଘୋଷଣା କରାଯାଇଛି । ଭିସ୍ତାରାରେ ସିଙ୍ଗାପୁର ଏୟାରଲାଇନ୍ସର ଖୁବ୍ କମ୍ ଅଂଶଧନ ରହିଛି । ଯାହାକି ୨ ହଜାର କୋଟି ହେବ । ସେହିଭଳି…

‘ଗୀତା’ ମାନବ ସମାଜକୁ ଭାରତର ଆଧ୍ୟାତ୍ମକ ଉପହାର -ରାଷ୍ଟ୍ରପତି

କୁରୁକ୍ଷେତ୍ର: ଶ୍ରୀମଦ ଭାଗବତ ଗୀତା ପ୍ରକୃତରେ ଏକ ବିଶ୍ୱସ୍ତରୀୟ ପୁସ୍ତକ । ଏହା ଏକାଧିକ ଭାଷାରେ ଅନୁବାଦିତ ହୋଇଛି । ଭାରତରେ ଏହା ଅତି ଲୋକପ୍ରିୟ ପୁସ୍ତକ । ଯୋଗ ସମଗ୍ର ବିଶ୍ୱକୁ ଭାରତର ଏକ ସୁନ୍ଦର ଉପହାର  । ସେହିପରି ଗୀତା ସମଗ୍ର ମାନବ ସମାଜକୁ ଭାରତର ଏକ ଆଧ୍ୟାତ୍ମକ ଉପହାର ।…

୨୦୨୩ରେ କଶ୍ମୀରରେ ହେବ G-20 ବୖଠକ

ନୂଆଦିଲ୍ଲୀ: ଭାରତ G-20 ସମୂହର ଅଧ୍ୟକ୍ଷତା  କରିବ । ଡିସେମ୍ବର ୧ରେ ଔପଚାରିକ ଭାବେ ଏହି ଦାୟିତ୍ୱ ଗ୍ରହଣ କରିବ ଭାରତ । ଗୋଟିଏ ବର୍ଷ ପାଇଁ   ଭାରତ  G-20ର ଅଧ୍ୟକ୍ଷ ହେବ । ଏହି ପରିପ୍ରେକ୍ଷୀରେ ଦେଶର ୫୫ଟି ଭିନ୍ନ ଭିନ୍ନ ସ୍ଥାନରେ ସଂଗଠନର ୨୦୦ରୁ ଅଧିକ ବୖଠକ ଆୟୋଜନ କରିବ । …