Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସେକ୍ସ ଶୋ’ରୁ ୭୦ ପ୍ରତିଶତ ରୋଜଗାର କରୁଛି ଟିକଟକ୍: ରିପୋର୍ଟ

ନୂଆଦିଲ୍ଲୀ: ଜୁନ୍ ୨୦୨୦ ଠାରୁ ଭାରତରେ ଟିକଟକ୍ ଉପରେ ପ୍ରତିବନ୍ଧକ ଲାଗିଛି । ଏହି ଆପ୍ କନ୍ତୁ ଏବେ ବି ଅନେକ ଦେଶରେ ବହୁତ ଲୋକପ୍ରିୟ ଅଛି । ତଥାପି, ଏହି ଆପ୍ କୁ ନେଇ ସମୟ ସମୟରେ ଅନେକ ବିବାଦ ଉପୁଜିଛି । ଏବେ ବିବିସିର ଏକ ରିପୋର୍ଟ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛି । ତଦନ୍ତରୁ ଜଣାପଡିଛି ଯେ…

ଅଲମ୍ପିକ ପଦକ ବିଜେତା ସୁଶିଲ କୁମାରଙ୍କୁ ଜାମିନ

ନୂଆଦିଲ୍ଲୀ: ଅଲିମ୍ପିକ୍ ପଦକ ବିଜେତା ସୁଶୀଲ କୁମାରଙ୍କୁ ହତ୍ୟା ମାମଲାରେ ଦିଲ୍ଲୀ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ୨୦୨୧ ମସିହା ମେ ମାସରେ ସୁଶୀଲ ତାଙ୍କର ରେସଲର ସାଥି ସାଗର ଧନଖରଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ତେବେ ଏହା ପୂର୍ବରୁ ଜୁଲାଇ ୨୦୨୩ରେ ଆଣ୍ଠୁର ଅସ୍ତ୍ରୋପଚାର…

ଆତଙ୍କବାଦୀଙ୍କ ଟାର୍ଗେଟରେ  ଅଯୋଦ୍ଧା ରାମ ମନ୍ଦିର, ହ୍ୟାଣ୍ଡ ଗ୍ରେନେଡ୍ ସହ ଧରିଲା ପୋଲିସ

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ଟାର୍ଗେଟରେ  ଅଯୋଦ୍ଧା ରାମ ମନ୍ଦିର । ଆତଙ୍କବାଦୀମାନେ ରାମ ମନ୍ଦିର ଉପରେ ଆକ୍ରମଣ କରିବାକୁ ଯୋଜନା କରୁଥିବାର ଖବର ସାମ୍ନାକୁ ଆସିଛି। ଏନେଇ ଗୁଜରାଟ ପୋଲିସ ଖବର ପାଇ ତୁରନ୍ତ ତଦନ୍ତ ଆରମ୍ଭ କରି ଆତଙ୍କବାଦୀଙ୍କ ଯୋଜନାକୁ ପଣ୍ଡ କରିଛି। ଗୁଜରାଟ ପୋଲିସ ହରିୟାଣା ଓ…

ଜାତିସଂଘ ମାନବାଧିକାର ମୁଖ୍ୟଙ୍କ ଉପରେ ବର୍ଷିଲା ଭାରତ

ଜେନେଭା: କାଶ୍ମୀର ଏବଂ ମଣିପୁରକୁ କେନ୍ଦ୍ର କରି ଜାତିସଂଘ ମାନବାଧିକାର ମୁଖ୍ୟ ବୋଲକର ଚର୍କ ଦେଇଥିବା ମନ୍ତବ୍ୟକୁ ବ୍ଯର୍ଥ ଓ ନିରାଧାର କହିବା ସହ ନିନ୍ଦା କରିଛି ଭାରତ। ବିଶ୍ୱ ବିକାଶ ସମ୍ପର୍କରେ ଭାଷଣ ଦେବା ସମୟରେ ମାନବାଧିକାର ମୁଖ୍ୟ କାଶ୍ମୀର ଏବଂ ମଣିପୁରର କଥା ଉଠାଇଥିଲେ। କିନ୍ତୁ…

ଭୟଙ୍କର ଗରମ ସାଙ୍ଗକୁ ଲୁ’…୧୨୫ ବର୍ଷର ରେକର୍ଡ ଭାଙ୍ଗିବ ୨୫!

ନୂଆଦିଲ୍ଲୀ: ଏବେଠୁ ଡରାଇଲାଣି ତାତି । ମାସ ଆରମ୍ଭରୁ ହିଁ ଗରମ ପାରଦ ଡେଇଁଲାଣି । ତେବେ ମାର୍ଚ୍ଚ ମାସ ଆରମ୍ଭ ହେବା ସହିତ ଶୀତ ଋତୁ ସରିଥିବା ବେଳେ ପଶ୍ଚିମ ବାୟୁ ସକ୍ରିୟ ଥିବାରୁ ଥଣ୍ଡା ପାହାଡିଆ ଅଞ୍ଚଳରେ ବର୍ଷା ଏବଂ ତୁଷାରପାତ ହେଉଛି, ଯାହା ଫଳରେ ସମତଳ ଅଞ୍ଚଳରେ ଥଣ୍ଡା ପବନ ବହିବା…

ଡାଟା ପ୍ରୋଟେକ୍ସନ ବିଲକୁ ନେଇ ବର୍ଷିଲେ ଖଡଗେ: କହିଲେ, ‘ଆରଟିଆଇକୁ ଦୁର୍ବଳ କରୁଛନ୍ତି ସରକାର’

ନୂଆଦିଲ୍ଲୀ: ‘ଆରଟିଆଇକୁ ଦୁର୍ବଳ କରିବାକୁ ଚାହୁଁଛନ୍ତି ମୋଦି ସରକାର’…କିଛି ଏପରି କହି, ନୂଆ ଡାଟା ପ୍ରୋଟେକ୍ସନ ବିଲକୁ ନେଇ ଏବେ ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ୍ ଖଡଗେ ।ଏହାକୁ ନେଇ ଖଡଗେ କହିଛନ୍ତି, ଗୋଟିଏ ପଟେ ଭାରତ ଗତ କିଛି ବର୍ଷ ଧରି ଭୁଲ…

ପଶ୍ଚିମବଙ୍ଗରେ ମମତା ଖେଳିଲେ ଅସ୍ମିତା କାର୍ଡ

ନୂଆଦିଲ୍ଲୀ: ବାହାର ବନାମ ବଙ୍ଗାଳୀ । ପଶ୍ଚିମବଙ୍ଗରେ କାହିଁକି ଭୋଟର ଯୁଦ୍ଧ ? ଦିଦି ପୁଣି ଖେଳିଲେ ଅସ୍ମିତା କାର୍ଡ । ଆସନ୍ତାବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାପୂର୍ବରୁ ନିର୍ବାଚନ କମିଶନଙ୍କ ଉପରେ ଅଭିଯୋଗ ବର୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ…

ଶଗଡ଼ ଗାଡ଼ିରେ କନ୍ୟା ବିଦାୟ, ଯୌତୁକରେ ୧୧ ହଜାର ଗଛ

ନୂଆଦିଲ୍ଲୀ: ଆଜିକାଲିର ଯୁବପିଢି ଧୁମଧାମ୍ ତଥା ସେଲିବ୍ରିଟି ଏବଂ ସିନେମା ଭଳି ବିବାହ କରୁଛନ୍ତି। ସତେ ଯେପରି ଏହା ଏକ ଟ୍ରେଣ୍ଡ ପାଲଟିଛି। ବିବାହ ଉତ୍ସବକୁ ଭବ୍ୟ କରିବା ପାଇଁ ଲୋକମାନେ ପାଣି ପରି ଟଙ୍କା ଖର୍ଚ୍ଚ କରନ୍ତି। ବିବାହକୁ ସ୍ମରଣୀୟ କରିବା ପାଇଁ, ବରମାନେ ନିଜ କନ୍ୟାକୁ…

ସ୍କୁଲରେ ବ୍ୟାନ ହୋଇପାରିବନି ମୋବାଇଲ ଫୋନ୍: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ସ୍କୁଲରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ମାର୍ଟଫୋନ୍ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ବ୍ୟାନ ଲଗାଇବା ଅନାବଶ୍ୟକ ଏବଂ ଅବାସ୍ତବ ବୋଲି ଦିଲ୍ଲୀ ହାଇକୋର୍ଟ ପ୍ରକାଶ କରିଛନ୍ତି। ଏକ ଶୁଣାଣି ବେଳେ ଜଷ୍ଟିସ୍ ଅନୁପ ଜୟରାମ ଭାମ୍ବାନୀ କହିଛନ୍ତି ଯେ, ଗତ କିଛି ବର୍ଷ ମଧ୍ୟରେ ଶିକ୍ଷା ଏବଂ…

‘ପାକିସ୍ତାନୀ’ କିମ୍ବା ‘ମିଆଁ-ତିଆଁ’ କହିବା, ଧାର୍ମିକା ଭାବନାକୁ କୁଠାରଘାତ କରେନାହିଁ…

ନୂଆଦିଲ୍ଲୀ: କୌଣସି ବ୍ୟକ୍ତିକୁ ପାକିସ୍ତାନୀ କହିବା କିମ୍ବା ମିଆଁ-ତିଆଁ ବୋଲି ସମ୍ବୋଧନ କରିବା ଦ୍ବାରା, ଏହା ଧାର୍ମିକ ଭାବନାକୁ କୁଠାରଘାତ କରେ ନାହିଁ, କି ଏହାକୁ ଏକ ଅପରାଧ ବୋଲି ମଧ୍ୟ ବିବେଚନା କରାଯାଏ ନାହିଁ । ହଁ ଅବଶ୍ୟ, ଏଭଳି କହିବା ଖରାପ । ଆଜି ଏକ ମାମଲାକୁ ନେଇ ଶୁଣାଣି…